କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଗର୍ଭବତୀ ମହିଳାଙ୍କୁ ମିଳିବ ୬ହଜାର ଟଙ୍କା, ଜାଣନ୍ତୁ କେମିତି ଉଠାଇବେ ଫାଇଦା
ନୂଆଦିଲ୍ଲୀ,୨୩।୧୦: ଗର୍ଭାବସ୍ଥା (Pregnancy) ଏବଂ ଶିଶୁ ଜନ୍ମ ସମୟରେ ମହିଳାମାନଙ୍କୁ ଅନେକ ପ୍ରକାରର ଶାରୀରିକ ତଥା ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କାମ ବନ୍ଦ ହେବା କିମ୍ୱା ଖର୍ଚ୍ଚ ବଢ଼ିବା ଯୋଗୁଁ ପରିବାର ଉପରେ ଆର୍ଥିକ ବୋଝ ମଧ୍ୟ ପଡ଼ିଥାଏ।…
ବଡ଼ ଘୋଷଣା: ଆଜି ଏସବୁ ଜିଲାରେ ସ୍କୁଲ-କଲେଜ ବନ୍ଦ, ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ,୨୩।୧୦: ରାଜ୍ୟର ଅନେକ ଜିଲାରେ ଶୁକ୍ରବାର, ୨୩ ଅକ୍ଟୋବରରେ ସ୍କୁଲ ଏବଂ କଲେଜଗୁଡ଼ିକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି, ଯାହାର କାରଣ ହେଉଛି ବିଧାନ ପରିଷଦର ଦ୍ୱିବାର୍ଷିକ ନିର୍ୱାଚନ। ମତଦାନର ବ୍ୟବସ୍ଥା ଏବଂ ର୍ନିବାଚନ ସମ୍ୱନ୍ଧୀୟ ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ…
ତେଲ ବଜାରରେ ବଡ଼ ହଲଚଲ: ସକାଳୁ ସକାଳୁ ବଢିଲା…
ନୂଆଦିଲ୍ଲୀ, ୨୩।୧୦: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ଦରରେ ବୃଦ୍ଧି ଥମିବାର ନାଁ ନେଉନାହିଁ। ଶୁକ୍ରବାର, ୨୩ ଅକ୍ଟୋବର ସକାଳେ ଏସୀୟ ବଜାରରେ ବ୍ରେଣ୍ଟ କ୍ରୁଡ (Brent Crude) ଦର ବ୍ୟାରେଲ ପିଛା ୧୧୩ ଡଲାର ଅତିକ୍ରମ କରିଛି।…
ଡିଏଲ୍ ନିୟମରେ ଆସିବ ବଡ଼ ପରିବର୍ତ୍ତନ: ୭୫%କୁ ବୃଦ୍ଧି ହେବ ଅନ୍ଲାଇନ ଡ୍ରାଇଭିଂ ପରୀକ୍ଷା ମାର୍କ
ନୂଆଦିଲ୍ଲୀ,୨୩ା୧୦: ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଏବଂ ବିନା ବାଧାରେ ଲାଇସେନ୍ସ ସମ୍ୱନ୍ଧୀୟ ସେବା ଉପଲବ୍ଧତାକୁ ସୁନିଶ୍ଚିତ କରିବା ହେଉଛି ଡ୍ରାଇଭିଂ ଲାଇସେନ୍ସ ନିୟମରେ ପ୍ରସ୍ତାବିତ ପରିବର୍ତ୍ତନର ଲକ୍ଷ୍ୟ। କେନ୍ଦ୍ରୀୟ ମୋଟରଯାନ ନିୟମାବଳୀର ବିଭିନ୍ନ ଧାରାରେ ସଂଶୋଧନ ନେଇ ପ୍ରସ୍ତାବିତ ପରିବର୍ତ୍ତନ…
ପ୍ରଦର୍ଶନୀରୁ ଯୁବ ବିକ୍ଷୋଭର ଫଟୋ ହଟାଇବାକୁ ବାଧ୍ୟ ହେଲେ ରାହୁଲ ଗାନ୍ଧୀଙ୍କ ଭଣଜା, ଦେଶରେ ହଇଚଇ!
ନୂଆଦିଲ୍ଲୀ,୨୩ା୧୦(ରଏଟର୍ସ): ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭଣଜା ତଥା ଏମ୍ପି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ ରେହାନ ଭଦ୍ରା ତାଙ୍କ ଫଟୋ ଓ ଚିତ୍ର ପ୍ରଦର୍ଶନୀରୁ ନିକଟରେ ଦିଲ୍ଲୀରେ ହୋଇଥିବା ଯୁବ ବିକ୍ଷୋଭର କିଛି ଫଟୋ ହଟାଇବାକୁ…
ଆଜି ଲଘୁଚାପ, ବାତ୍ୟା ହେବା ଥୟ! IMDର ବଡ଼ ଭବିଷ୍ୟବାଣୀ…
ଭୁବନେଶ୍ୱର, ୨୩ା୧୦(ବନ୍ଦନା ସେଠୀ): ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେ ଲୋକଙ୍କ ମନରେ ଛନକା ପଶିଛି। ଗୁରୁବାର ଦକ୍ଷିଣ-ପୂର୍ୱ ଓ ସଂଲଗ୍ନ ପୂର୍ୱ-ମଧ୍ୟ ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାବେଳେ ୨୩ ତାରିଖ ଶୁକ୍ରବାର ସମାନ ସ୍ଥାନରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର…
୨୫ରେ ୩ ଘଣ୍ଟା ପାଇଁ ଓଡ଼ିଶା ଆସୁଛନ୍ତି ମୋଦି: ଭାଜପା
ଭୁବନେଶ୍ୱର, ୨୩।୧୦(ସୁନିତ୍ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୫ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ୧୭୦ କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧା ଜିଲା ଜଟଣୀ ନିକଟସ୍ଥ ଆର୍ବିଆଇ ଡାଟା ସେଣ୍ଟର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ସମସ୍ତ…
୪ ଲକ୍ଷ ବର୍ଷ ପୁରୁଣା ଡିଏନଏରୁ ପର୍ଦ୍ଦାଫାଶ, ମିଳିଲା ବରଫ ଯୁଗୀୟ ପ୍ରାଣୀର ଜୀବାଶ୍ମ
ମସ୍କୋ/ୱାଶିଂଟନ,୨୩ା୧୦(ରଏଟର୍ସ): ରୁଷିଆର ଦକ୍ଷିଣ ସାଇବେରିଆସ୍ଥିତ ବିଶ୍ୱପ୍ରସିଦ୍ଧ ଅଲ୍ତାଇ ପାର୍ବତ୍ୟାଞ୍ଚଳର ‘ଡେନିସୋଭା ଗୁମ୍ଫା’ରୁ ବରଫ ଯୁଗର ଏକ ବିଶାଳକାୟ ସ୍ତନ୍ୟପାୟୀ ପ୍ରାଣୀର ଜୀବାଶ୍ମ ମିଳିଛି। ଡିଏନ୍ଏ ପରୀକ୍ଷାରୁ ଏହା ଆଜିର ‘ଚମରୀ ଗାଈ’ (ୟାକ୍) ର ଏକ ସମ୍ପୂର୍ଣ୍ଣ ସ୍ବତନ୍ତ୍ର ଓ ବିଲୁପ୍ତ…
ଭାରତକୁ ମିଳିଗଲା ନୂଆ ମ୍ୟାଚ୍ ୱିନିଂ ଫିନିଶର୍: ନମନ ଧୀରଙ୍କୁ ନେଇ କ୍ରିକେଟ୍ ମହଲରେ ଚର୍ଚ୍ଚା, ରବି ଶାସ୍ତ୍ରୀ କହିଲେ…
ନୂଆଦିଲ୍ଲୀ,୨୨।୧୦: କ୍ରାଇଷ୍ଟଚର୍ଚ୍ଚରେ ଖେଳାଯାଇଥିବା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍ରେ ଭାରତ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ଦଳ ପାଇଁ ବିଜୟ ଲକ୍ଷ୍ୟ କଠିନ ଥିବାବେଳେ ଯୁବ ବ୍ୟାଟ୍ସମ୍ୟାନ୍ ନମନ ଧୀର ଏକ ବିସ୍ଫୋରକ ଏବଂ ଅପରାଜିତ…
କ୍ରିକେଟ ଇତିହାସରେ ଶ୍ରୀଲଙ୍କାର ବଡ଼ ବିଜୟ
ରାଓ୍ବଲପିଣ୍ଡି,୨୨ା୧୦: ହ୍ୟାରୀ ବ୍ରୁକ୍ଙ୍କ ବିସ୍ଫୋରକ ଦ୍ୱିଶତକ ନିଷ୍ଫଳ ସାବ୍ୟସ୍ତ ହୋଇଛି। ଗୁରୁବାର ଖେଳାଯାଇଥିବା ତ୍ରି-ରାଷ୍ଟ୍ରୀୟ ସିରିଜ୍ର ତୃତୀୟ ମ୍ୟାଚ୍ରେ ଶ୍ରୀଲଙ୍କା ୨ ଉଇକେଟରେ ଇଂଲଣ୍ଡକୁ ପରାସ୍ତ କରିଛି। ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୪୩୦ ରନର ଟାର୍ଗେଟକୁ ଶ୍ରୀଲଙ୍କା ୪୯.୫ ଓଭରରେ ୮…
ବାଲିଅନ୍ତାରେ ପୁଣି ଯୁବକଙ୍କୁ ପିଟି ପିଟି ହତ୍ୟା, ଥାନା ଘେରିଲେ ଗ୍ରାମବାସୀ
ଭୁବନେଶ୍ୱର,୨୨।୧୦: ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ପୁଣି ଏକ ବର୍ବରତା ସାମ୍ନାକୁ ଆସିଛି। ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବାଲିଅନ୍ତା ଥାନା ଅଧୀନ ପାଟଣା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ…
ସିଇସିଙ୍କ ବିରୋଧରେ ମହାଭିଯୋଗ ଆସିଲେ ଯାଞ୍ଚ କରାଯିବ: ବାଚସ୍ପତି
ନୂଆଦିଲ୍ଲୀ,୨୨ା୧୦: ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)ରେ ଅନିୟମିତତା ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିଥିତ୍ବା ବେଳେ ତାଙ୍କ ବିରୋଧରେ ବିପକ୍ଷ ଦଳଗୁଡ଼ିକ ଯଦି ପୁନର୍ବାର ମହାଭିଯୋଗ ପ୍ରସ୍ତାବ ଆଣନ୍ତି, ତେବେ…

