Home Left

କୋଟିଆରେ ଆନ୍ଧ୍ର ନିର୍ବାଚନ ରୋକିବାକୁ ସବୁ ଦଳ ଏକାଠି

ପଟ୍ଟାଙ୍ଗି, ୨୨।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କୋଟିଆରେ ଆନ୍ଧ୍ର ତାହାର ପଞ୍ଚାୟତ ନିର୍ୱାଚନ କରିବ। ଆନ୍ଧ୍ର ପକ୍ଷରୁ ଆରମ୍ଭ ହୋଇଥିବା ନାମାଙ୍କନ ପତ୍ର ଦାଖଲର ବୁଧବାର ପ୍ରଥମ ଦିନରେ ୧୮ ପ୍ରାର୍ଥତ୍ପତ୍ର ଦାଖଲ ହୋଇଛି। କୋଟିଆ ପଞ୍ଚାୟତ…

ବିଷାକ୍ତ ବାନର ‘ବଙ୍ଗକା ସ୍ଲୋ ଲୋରିସ୍‌’ଙ୍କ ସନ୍ଧାନ ମିଳିଲା

ଜାକର୍ତ୍ତା/ୱାଶିଂଟନ,୨୨ା୧୦ (ରଏଟର୍ସ): ୧୯୩୦ ଦଶକରୁ ବିଜ୍ଞାନ ଜଗତରୁ ଗାଏବ ହୋଇଯାଇଥିବା ଏବଂ ବିଲୁପ୍ତପ୍ରାୟ ଘୋଷିତ ହୋଇଥିବା ବିରଳ ‘ବଙ୍ଗକା ସ୍ଲୋ ଲୋରିସ୍‌’ ପ୍ରଜାତିର ଲାଜକୁଳା ପାତିବାନର ଇଣ୍ଡୋନେସିଆରେ ପୁନଃ ଦେଖିବାକୁ ମିଳିଛନ୍ତି। ଇଣ୍ଡୋନେସିଆର ସୁମାତ୍ରା ଉପକୂଳସ୍ଥ ବଙ୍ଗକା ଦ୍ୱୀପରେ ଏକ ବନ୍ୟପ୍ରାଣୀ…

DA କୁ ନେଇ ବଡ଼ ଖବର: ଦିପାବଳୀରେ ଏରିଅର ସହ ବଢିକି ଆସିବ ଦରମା?

ନୂଆଦିଲ୍ଲୀ,୨୨।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନଙ୍କୁ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ସହାୟତା (DR) ବୃଦ୍ଧି ପାଇଁ ଆହୁରି କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ। କେନ୍ଦ୍ର ସରକାର ୧ ଜୁଲାଇ ୨୦୨୬ରୁ ଲାଗୁ ହେବାକୁ ଥିବା ଏହି…

ଭାଜପା ମହଲରେ ହଟଚମଟ: ହଠାତ୍‌ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, କହିଲେ-୧୧ ବର୍ଷ ଧରି…

ନୂଆଦିଲ୍ଲୀ, ୨୨।୧୦: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଦଳବଦଳ ରାଜନୀତି ଜୋର ଧରିବାରେ ଲାଗିଛି। ବଦାୟୁଁ ଜିଲାର ବିସୌଲି ବିଧାନସଭା ଆସନରେ ଭାଜପାକୁ ବଡ଼ ଝଟକା ଲାଗିଛି। ପୂର୍ବତନ ବିଧାୟକ କୁଶାଗ୍ର ସାଗର ଭାଜପାର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।…

୧୫ ବର୍ଷୀୟ ବୈଭବଙ୍କୁ ନେଇ ନ୍ୟୁଜିଲାଣ୍ଡ ଶିବିରରେ ଛନ୍‌କା! ଖାସ୍‌ ରଣନୀତି ପ୍ରସ୍ତୁତ କଲେ କିୱି ଅଧିନାୟକ, କହିଲେ…

ନୂଆଦିଲ୍ଲୀ, ୨୨।୧୦: ୧୫ ବର୍ଷୀୟ ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସାରା ବିଶ୍ୱର ବୋଲରଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଣ୍ଟନର ମଧ୍ୟ ଏହା ସ୍ବୀକାର କରିଛନ୍ତି ଯେ, ଯଦି ବୈଭବଙ୍କୁ ଭାରତୀୟ…

ସୃଷ୍ଟି ହେଲା ଶୁକ୍ରାଦିତ୍ୟ ଯୋଗ: କେବଳ ଏହି ୩ ରାଶିଙ୍କ ଭାଗ୍ୟରେ ଲାଗିବ ଲଟେରୀ, ଚାରିଆଡୁ ଧନବର୍ଷା, ଘରକୁ ଆସିବ ଖୁସିଖବର

ବୈଦିକ ଜ୍ୟୋତିଷ ଅନୁସାରେ, ଶୁକ୍ରାଦିତ୍ୟ ଯୋଗକୁ ସୁଖ-ସମୃଦ୍ଧି, ମାନ-ସମ୍ମାନ ଏବଂ ଉନ୍ନତି ସହ ଯୋଡ଼ି ଦେଖାଯାଏ। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟ ତୁଳା ରାଶିକୁ ପ୍ରବେଶ କରିବା ପରେ ସେଠାରେ ପୂର୍ବରୁ ଅବସ୍ଥାନ କରୁଥିବା ଶୁକ୍ରଙ୍କ ସହ…

ରୋହିତ-ବିରାଟଙ୍କ ବିଶ୍ୱକପ ଖେଳିବା ନେଇ ସସ୍‌ପେନ୍ସ, ଶେଷରେ BCCI ଅଧ୍ୟକ୍ଷ ଦେଲେ ବଡ଼ ସୂଚନା, ଜାଣନ୍ତୁ କ’ଣ କହିଲେ…

ନୁଆଦିଲ୍ଲୀ, ୨୨।୧୦: ୨୦୨୭ ଦିନିକିଆ ବିଶ୍ୱକପରେ ରୋହିତ ଶର୍ମା ଓ ବିରାଟ କୋହଲି ଖେଳିବେ କି ନାହିଁ, ଏହି ପ୍ରଶ୍ନ ଉପରେ କ୍ରିକେଟ ପ୍ରଶଂସକଙ୍କ ନଜର ରହିଛି। ଉଭୟ ଦିଗ୍ଗଜ ଖେଳାଳିଙ୍କ ବୟସକୁ ନେଇ ଲଗାତାର ଚର୍ଚ୍ଚା ହେଉଛି। ଏହି ସମୟରେ…

ବ୍ୟାଙ୍କ ଗ୍ରାହକଙ୍କୁ ଝଟ୍‌କା! ଟଙ୍କା ଉଠାଣରେ RBI ଲଗାଇଲା କଟକଣା, ଏଣିକି ଉଠାଇପାରିବେ…

ନୁଆଦିଲ୍ଲୀ, ୨୨।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ୨୧ ଅକ୍ଟୋବର ୨୦୨୬ରେ ପୁଡୁଚେରୀ କୋ-ଅପରେଟିଭ ଅର୍ବାନ ବ୍ୟାଙ୍କ ଲିମିଟେଡ ଉପରେ କଠୋର ପରିଚାଳନାଗତ କଟକଣା ଲଗାଇଛି। ଜମାକାରୀଙ୍କ ସ୍ବାର୍ଥର ସୁରକ୍ଷା ଏବଂ ବ୍ୟାଙ୍କର ନଗଦ ଅର୍ଥର ସ୍ଥିତିକୁ ଦୃଷ୍ଟିରେ ରଖି RBI…

ଇଣ୍ଡିଆ କେମ୍‌ ୨୦୨୬ରେ ଯୋଗଦେବ ଓଡ଼ିଶା

ଭୁବନେଶ୍ୱର, ୨୨।୧୦(ସୁନିତ୍‌ ମିଶ୍ର): ମୁମ୍ବାଇଠାରେ ଗୁରୁବାରଠାରୁ ‘ଇଣ୍ଡିଆ କେମ୍‌ ୨୦୨୬’ ସମ୍ମିଳନୀ ଆରମ୍ଭ ହେବ। ଏହି ଅବସରରେ ଓଡ଼ିଶା ନିଜର ଶିଳ୍ପ ଦକ୍ଷତା, ବିକାଶ ଭିତ୍ତିଭୂମି, ପ୍ରଗତିଶୀଳ ନୀତି ଏବଂ ନିବେଶ ସମ୍ଭାବନାକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବ। ଏହି କାର୍ଯ୍ୟକ୍ରମରେ…

ସରକାରଙ୍କ ବଡ଼ ନିଷ୍ପତ୍ତି! ବିନା ଅନୁମତିରେ ସ୍କୁଲ୍‌ରେ ପଶିପାରିବେନି ବାହାର ଲୋକ, ଫଟୋ-ଭିଡିଓ କଲେ….

ନୂଆଦିଲ୍ଲୀ,୨୧ା୧୦: ସ୍କୁଲ୍‌ର ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଗୁଜରାଟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଏଣିକି ବିନା ଅନୁମତିରେ ସ୍କୁଲ୍ ପରିସରରେ କୌଣସି ବାହାର ଲୋକ ପ୍ରବେଶ କରିପାରିବେ ନାହିଁ । ଅଭିଭାବକଙ୍କ ବ୍ୟତୀତ ଅନ୍ୟ କୌଣସି…

ଶାବର ଶ୍ରୀକ୍ଷେତ୍ରରେ ଲାଠିଯାତ୍ରା: ପାରମ୍ପରିକ ବାଦ୍ୟର ତାଳେତାଳେ ନାଚିଲେ ଶତାଧିକ ଆଦିବାସୀ

କୋରାପୁଟ,୨୧ା୧୦(ଅମିତାଭ ବେହେରା): ବିଜୟାଦଶମୀ ଅବସରରେ ବୁଧବାର କୋରାପୁଟ ଜଗନ୍ନାଥ ମନ୍ଦିର ପରିସରରେ ପାରମ୍ପରିକ ଲାଠିଯାତ୍ରା ସମ୍ପନ୍ନ ହୋଇଛି। କୋରାପୁଟ ସହର ଆଖପାଖ ଗ୍ରାମରୁ ଗ୍ରାମଦେବୀଙ୍କ ପ୍ରତିନିଧି ସ୍ବରୂପ ଲାଠି ଧରି ଶହଶହ ଆଦିବାସୀ ପରିବାର ଏହି ଯାତ୍ରାରେ ସାମିଲ ହୋଇଥିଲେ। ରାଜାରାଜୁଡ଼ା…

ହେବକି ବାତ୍ୟା?, ଆଣ୍ଡାମାନ ସାଗରକୁ ପ୍ରବେଶ କଲା ଘୂର୍ଣ୍ଣିବଳୟ, ଏହି ସ୍ଥାନରେ ଲ୍ୟାଣ୍ଡଫଲ….

ଭୁବନେଶ୍ବର,୨୧ା୧୦: ବାତ୍ୟା ଆଶଙ୍କା ଭିତରେ ଉତ୍ତର ଆଣ୍ଡାମାନ ସାଗରକୁ ପ୍ରବେଶ କଲା ଘୂର୍ଣ୍ଣିବଳୟ । ଥାଇଲାଣ୍ଡ ଉପସାଗର ସଂଲଗ୍ନ ମିଆଁମାର ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୩ ତାରିଖରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?