Posted inଫୁରସତ

ସମୁଦ୍ରରେ ‘ଓ୍ବାଟରସ୍ପାଉଟ୍‌’, ଭିଡିଓ ଦେଖିଲେ…

ପ୍ରକୃତି ଯେତିକି କରାଳ ରୂପ ଦେଖାଏ, ସେତିକି ଚମତ୍କାର ଦୃଶ୍ୟ ଦେଖାଏ। ବେଳେବେଳେ ପ୍ରକୃତିରାଣୀ ଏତେ ଶାନ୍ତ ହୋଇଯାଏ ଯେ, ଆମେ ତା’ କୋଳରେ କିଛି ସମୟ ଆରାମରେ ବିତାଇବାକୁ ଚେଷ୍ଟା କରୁ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସମୁଦ୍ର ଉପରୁ ମେଘର ରୂପ ଦେଖି ଲୋକମାନେ ଚକିତ ହୋଇଯାଇଛନ୍ତି।

ଆପଣ ନିଶ୍ଚିତ ବାଲିର ଝଡ଼, ଧୂଳିଝଡ଼ ଏବଂ ପବନର ରୂପ ଦେଖିଥିବେ। କିନ୍ତୁ ଘୂର୍ଣ୍ଣିବଳୟ ଆକାରରେ ମେଘ କେବେ ଦେଖି ନ ଥିବେ। ଭାଇରାଲ ହେଉଥିବା ଏହି ଭିଡିଓରେ ଦୂରରୁ ସମୁଦ୍ର ଉପରେ ଆସୁଥିବା ଏକ ଘୂର୍ଣ୍ଣିବଳୟ ପରି ଦୃଶ୍ୟମାନ ହେଉଛି। ଏହା ସମୁଦ୍ର ପୃଷ୍ଠକୁ ସ୍ପର୍ଶ କରୁଛି। ଏହି ଭିଡିଓ ସ୍ପେନର ମଲୋର୍କା ଦ୍ୱୀପପୁଞ୍ଜରେ ବୋଲି କୁହାଯାଉଛି। ଯାହା ଏକ ଜାହାଜରୁ କଏଦ ହୋଇଥିଲା। ଏହି ଭିଡିଓଟି @cualifyନାମକ ଜଣେ ୟୁଜର ଟୁଇଟର ପେଜ୍‌ରେ ଶେୟାର କରିଛନ୍ତି। ଏପର୍ଯ୍ୟନ୍ତ ଭିଡିଓଟି ୧.୬ ମିଲିୟନରୁ ଅଧିକଥର ଦେଖାସରିଲାଣି। ହଜାର ହଜାର ଲୋକ ମଧ୍ୟ ଏହି ଦୃଶ୍ୟକୁ ପସନ୍ଦ କରିଛନ୍ତି।

ଭୌଗୋଳିକ ଭାଷାରେ ଏହାକୁ ‘ଓ୍ବାଟରସ୍ପାଉଟ’ କୁହାଯାଏ। ଏହା ସାଧାରଣତଃ ସମୁଦ୍ର ଚଟାଣରେ ପ୍ରବଳ ପବନର ଘୂର୍ଣ୍ଣନ ହେତୁ ସୃଷ୍ଟି ହୁଏ। ଏହା ୫ଟି ଚକ୍ରକୁ ନେଇ ଗଠିତ। ପ୍ରଥମେ ଜଳ ଉପରେ ଅନ୍ଧକାର ସ୍ଥାନ, ତା’ପରେ ଜଳ ପୃଷ୍ଠର ବୃତ୍ତାକାର, ଏହା ଉପରେ ସ୍ପ୍ରେ ରିଙ୍ଗ, ତା’ପରେ ଏକ ଫନେଲ ଏବଂ ଶେଷ ହୋଇଥାଏ। ଏଥିମଧ୍ୟରୁ ଅଧିକାଂଶ ଏପରି ସ୍ଥାନରେ ଘଟିଥାଏ, ଯାହା ଗରମ ଏବଂ ସମୁଦ୍ର ହେତୁ ଆର୍ଦ୍ରତା ଥାଏ। ବର୍ତ୍ତମାନ ସମଗ୍ର ବିଶ୍ୱର ଲୋକମାନେ ଏହି ଦୃଶ୍ୟକୁ ଦେଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri