Home Left

ମୁଶାରଫଙ୍କ ଅବସ୍ଥା ଗୁରୁତର, ପରିବାର ପକ୍ଷରୁ କୁହାଗଲା-‘ ପ୍ରାର୍ଥନା କର’

ଇସଲାମାବାଦ,୧୦।୬: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ସ୍ବାସ୍ଥାବସ୍ଥା ଗୁରୁତର ରହିଛି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ମୁସାରଫଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଶୁକ୍ରବାର ତାଙ୍କ ପରିବାରପକ୍ଷରୁ ଆଧିକାରୀକ ଭାବେ ସ୍ବାସ୍ଥାବସ୍ଥା ନେଇ ସୂଚନା…

ବାରବାଟୀ ମ୍ୟାଚ: ଦର୍ଶକଙ୍କ ପାଇଁ ସ୍ବତନ୍ତ୍ର ମୋ ବସ୍‌ ବ୍ୟବସ୍ଥା

ଭୁବନେଶ୍ୱର,୧୦।୬(ବ୍ୟୁରୋ): କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଟି-୨୦ ମ୍ୟାଚ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଅନୁଷ୍ଠିତ ହେବ। ମ୍ୟାଚକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଟିକେଟ୍‌ କାଉଣ୍ଟର ଆଗରେ ଲୋକଙ୍କ ଲମ୍ବା…

ଆଉ ଫେରିବେନି ଦିଶା

ବମ୍ବେ: ଆଉ ଫେରିବେନି ଦିଶା ବକାନି। ଦୀର୍ଘଦିନ ଧରି ସେ ନିଶ୍ଚିତ ଫେରିବେ ବୋଲି କୁହାଯାଉଥିଲେ ହେଁ ଏବେ ସେସବୁରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଫଳରେ ‘ତାରକ ମେହେତା କା ଉଲଟା ଚଷମା’ ଧାରାବାହିକରେ ଶୂନ୍ୟସ୍ଥାନ ସୃଷ୍ଟି ହେବ। ଏଣୁ ତାଙ୍କ ସ୍ଥାନରେ…

ମାସ୍କ ନ ଥିଲେ ଦର୍ଶକଙ୍କୁ ବାରବାଟୀ ଷ୍ଟାଡିୟମ ମନା

କଟକ ଅଫିସ, ୧୦।୬: କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଟି-୨୦ ମ୍ୟାଚ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଅନୁଷ୍ଠିତ ହେବ। ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ତେବେ ମାସ୍କ ନ ଥିଲେ ମ୍ୟାଚ…

ଶିମିଳିପାଳରୁ ହରିଣ ମାଂସ ଜବତ, ୪ ଗିରଫ

ବାରିପଦା ଅଫିସ,୧୦।୬: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କେନ୍ଦୁମୁଣ୍ଡି ରେଞ୍ଜ ଅଞ୍ଚଳରୁ ବନ କର୍ମଚାରୀ ୪ଜଣ ଶିକାରୀଙ୍କୁ ଧରିବାରେ ସଫଳ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବାସୁଦେବ ନାୟକ, ଚକ୍ରଧର ଗାଗରାଇ, ସୁଦର୍ଶନ ନାୟକ ଏବଂ କେରସେ…

ରଥଖଳା ଚଳଚଞ୍ଚଳ: ଉଠିଲା ଚାରି ନାହାକା

ପୁରୀ ଅଫିସ,୧୦।୬: ପୁରୀ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ ହୋଇଉଠିଛି। ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି । ଗୁରୁବାର ରଥର ଦଣ୍ଡା ଉପରେ କଣ୍ଟା ବାଡ଼ିଆ ପରେ ଗରଗରା ଓ ପୋଲଗୟଳ ପଡିଥିଲା ।…

ଦଣ୍ଡିତ ହେଲା ଶ୍ରୀଲଙ୍କା ଦଳ

କଲମ୍ବୋ,୧୦।୬: ଅଷ୍ଟ୍ରେଲିଆ ବିପକ୍ଷରେ କଲମ୍ବୋରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଧିମା ବୋଲିଂ ହାର ପାଇଁ ଶ୍ରୀଲଙ୍କା ଦଳକୁ ଦଣ୍ଡିତ ହେବାକୁ ପଡ଼ିଛି। ଘରୋଇ ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ ଦୁଇ ଓଭର କମ୍‌ ବୋଲିଂ କରିଥିଲା। ଏଥି ଲାଗି ଓଭର…

ଦେବସ୍ନାନ ପୂର୍ଣ୍ଣିମା: ବିଗ୍ରହଙ୍କ ଆଗରେ ଛିଡାହୋଇ ରହିବେ ନାହିଁ ସେବାୟତ

ପୁରୀ ଅଫିସ, ୧୦।୬: ଆଉ ଦିନ ୩ଟା ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ଚଳିତବର୍ଷ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ । ଏ ନେଇ ଜିଲା, ପୋଲିସ ସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି…

ବେଆଇନ୍‌ ଚିକିତ୍ସାଳୟ ଚିହ୍ନଟ ପାଇଁ ନିର୍ଦ୍ଦେଶ

ଛତ୍ରପୁର,୧୦ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଅନେକ ବେଆଇନ ଚିକିତ୍ସାଳୟ ଥିବା ଜିଲା ପ୍ରଶାସନର ନଜରକୁ ଆସିଛି। କେତେକ ଚିକିତ୍ସାଳୟରେ ଭ୍ରୁଣ ନିରୂପଣ କରି ଗର୍ଭପାତ ଭଳି ଜଘନ୍ୟ କାର୍ଯ୍ୟ କରାଯାଉଥିବା ମଧ୍ୟ ଜଣାପଡ଼ିଛି। ଅନେକ ଗୁଡିଏ ଚିକିତ୍ସାଳୟ ଗୋଟିଏ ପ୍ରକାର ସେବା ନିମନ୍ତେ…

ବଦଳିବ ନନ୍ଦିଘୋଷ ରଥର ପଛ ବ୍ରେଗ ଅଖ

ପୁରୀ ଅଫିସ,୧୦।୬: ନନ୍ଦିଘୋଷ ରଥର ସାନ ଉଛଳା ତଥା ପଛ ବ୍ରେଗ ଅଖ ବଦଳିବ । ଅଖରେ ଫାଟ ଥିବା ଯୋଗୁ ଏହାକୁ ବଦଳଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଅଖରେ ଫାଟ ଥିବାରୁ ଓଝା ସେବକମାନେ ଗୁରୁବାର ଅଖ, ଦଣ୍ଡା, କୁଡୁକାକୁ…

ବହିଷ୍କୃତ ହେଲେ ଭିଜିଲାନ୍ସ ଇନ୍ସପେକ୍ଟର

କଟକ ଅଫିସ,୧୦।୬: ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନାଙ୍କୁ ଶୁକ୍ରବାର ଚାକିରିରୁ ବହିଷ୍କାର କରାଯାଇଛି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ମାନସୀଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି । ଲାଞ୍ଚ ନେବା ମାମଲାରେ ଗିରଫ ହୋଇ ବର୍ତ୍ତମାନ ସେ ଜେଲରେ ଅଛନ୍ତି…

ଚିଲକୁ ଉଦ୍ଧାର କରିବାକୁ ଯାଇ ଚାଲିଗଲା ୨ ଜୀବନ

ମୁମ୍ବାଇ,୧୦।୬: ମୁମ୍ବାଇର ବାନ୍ଦ୍ରା-ୱର୍ଲି ସାଗର ଲିଙ୍କ୍‌ରେ ଏକ ହୃଦୟବିଦାରକ ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ରାସ୍ତା ମଝିରେ ଆହତ ହୋଇ ଛଟପଟ ହେଉଥିବା ଏକ ଚିଲକୁ ଉଦ୍ଧାର କରିବାକୁ ଯାଇଥିବା ୨ ଜଣଙ୍କ ଉପରେ ଏକ କାର୍‌ ମାଡ଼ିଯାଇଥିଲା। ଘଟଣାସ୍ଥଳରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri