ରାତାରାତି କୋଟିପତି ହୋଇଗଲେ ଯୁବକ

ପାଟନା,୨୨।୯: ବିହାରର ଆରାହା ନିବାସୀ ସୌରଭ କୁମାରଙ୍କ ଭାଗ୍ୟ ହଠାତ୍‌ ବଦଳିଯାଇଛି। ସେ ରାତାରାତି କୋଟିପତି ହୋଇଯାଇଛନ୍ତି। ଛାତ୍ରୀଛାତ୍ରମାନଙ୍କୁ ଟ୍ୟୁସନ ଶିକ୍ଷା ଦେଉଥିବା ସୌରଭ ଦୁଇ ବର୍ଷ ଧରି ଅନଲାଇନ କ୍ରିକେଟ ଖେଳରେ ନିଜ ଭାଗ୍ୟ ପରୀକ୍ଷା କରୁଥିଲେ। ଗତ ଭାରତ ଏବଂ ଅଷ୍ଟ୍ରେଲିଆ ମ୍ୟାଚରେ ମଧ୍ୟ ଏକ ଟିମ୍‌ ଗଠନ କରିଥିଲେ, ଯାହା ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା। ସେ ୧ କୋଟି ଟଙ୍କା ଜିତିଥିଲେ। ତାଙ୍କ ଆକାଉଣ୍ଟକୁ ଟ୍ୟାକ୍ସ କଟି ୭୦ ଲକ୍ଷ ଟଙ୍କା ଆସିଥିଲା। ସୌରଭ ଏହି ସଫଳତା ପାଇଁ ତାଙ୍କ ମାତାପିତାଙ୍କୁ ଶ୍ରେୟ ଦେଇଥିଲେ।

ଆରାହା ଜିଲ୍ଲାର ଚାରପୋଖରୀ ବ୍ଲକର ଠାକୁରୀ ଗାଁର ସୌରଭ କୁମାର ଦୀର୍ଘ ଦିନ ଧରି ଅନଲାଇନ କ୍ରିକେଟ ଖେଳରେ ଏକ ଦଳ ଗଠନ କରି ଟଙ୍କା ବିନିଯୋଗ କରୁଥିଲେ। ସୌରଭ କହିଛନ୍ତି, ୨୦୧୯ ମସିହାରୁ ସେ ଅନଲାଇନ ଗେମିଂ ଆପରେ ଏକ ଦଳ ଗଠନ କରୁଛନ୍ତି। ଏଥିରେ ସେ ଅନେକ ଥର ହଜାର ହଜାର ଟଙ୍କା ଜିତିଛନ୍ତି ଏବଂ ହରାଇଛନ୍ତି। ସୌରଭ ଏବେ ସ୍ନାତକୋତ୍ତର ଅଧ୍ୟୟନ କରୁଛନ୍ତି। ଅଧ୍ୟୟନ ସହିତ ସେ କ୍ରିକେଟ ପ୍ରତି ମଧ୍ୟ ବହୁତ ଆଗ୍ରହୀ।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ରାଉଣ୍ଡର ଯଶୋବନ୍ତ

ତୁଳସୀ ଦୁଇପତ୍ରରୁ ବାସିଲା ପରି ତାଙ୍କ କଳା ବିକଶିତ ହୋଇଥିଲା ପିଲାଟି ଦିନୁ। ନିଜ ଆଗ୍ରହ, ପିତାମାତାଙ୍କ ପ୍ରେରଣା ଏବଂ ମହାପ୍ରଭୁଙ୍କ ଆଶୀର୍ବାଦରୁ ସେ ଆଜି...

ପୁଣି ଚାଷୀଙ୍କୁ ଧକ୍କା ଦେଲା ଭାଜପା ନେତାଙ୍କ କାର୍‌

ଚଣ୍ଡଗିଡ଼,୭।୧୦: ହରିୟାଣାରେ ୩ ବିବାଦୀୟ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଭାଜପା ଏମ୍‌ପି ନୟାବ ସାଇନିଙ୍କ ଗାଡ଼ି ଧକ୍କା ଦେଇଛି। ଫଳରେ ଜଣେ...

ସୌଦି ଜେଲର ଗୋଟିଏ ଘରେ ୨୫୦ ଭାରତୀୟ: ଜୀବନ ବଞ୍ଚାଇବା ଲାଗି ମୋଦିଙ୍କୁ କଲେ ଗୁହାରି

ନୂଆଦିଲ୍ଲୀ, ୧୪।୯: ସୌଦିରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଜାରି ହୋଇଥିଲା। ଲକ୍‌ଡାଉନ୍‌ ଆଇନର ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୫୦ ଜଣ ଭାରତୀୟଙ୍କୁ ସ୍ଥାନୀୟ...

ଭାଜପାରେ ଥିବା ବେଳେ ରାହୁଲ ଗାନ୍ଧୀଙ୍କୁ କହୁଥିଲେ ‘ପପ୍ପୁ’; କଂଗ୍ରେସକୁ ଆସି ଛୁଇଁଥିଲେ ସୋନିଆଙ୍କ ପାଦ; ଏବେ…

ଗତ କିଛି ସମୟ ଧରି ଚର୍ଚ୍ଚାରେ ଅଛନ୍ତି ନବଜୋତ ସିଂହ ସିଦ୍ଧୁ। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହଙ୍କ ସହ ତାଙ୍କର ମନୋମାଳିନ୍ୟ ଖବର ଅନେକଙ୍କୁ...

ଯୌତୁକରେ ବାଇକ୍‌ ନ ମିଳିବାରୁ ସ୍ତ୍ରୀଙ୍କୁ ଲଣ୍ଡା କଲେ ସ୍ବାମୀ

ବହରାଇଚ୍‌,୧୬।୭: କାହିଁ କେତେ କାଳରୁ ଯୌତୁକ ପ୍ରଥା ଚାଲିଆସିଛି। ଏହି କୁପ୍ରଥା ଯୋଗୁ ଅନେକ ଝିଅଙ୍କୁ ନିର୍ଯାତନା ସହ ଜୁଇର ନିଆଁରେ ଜଳୁଥିବାର ଦେଖିବାକୁ ମିଳେ।...

ବୋହୂ ଜୀବିତ: ହତ୍ୟା ଅପରାଧରେ ଜେଲରେ ସ୍ବାମୀ-ଶାଶୁ-ଶ୍ୱଶୁର

ବୁଲନ୍ଦସହର, ୪।୮: ଉତ୍ତରପ୍ରଦେଶ ଅପରାଧୀଙ୍କ ଚରାଭୂଇଁ ପାଲଟିଛି। ରାଜ୍ୟ ପୋଲିସ ଅପରାଧୀଙ୍କୁ ଦଣ୍ଡଦେବା ପରିବର୍ତ୍ତେ ସାଧାରଣ ଲୋକଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଛି। ଏହାର ସଦ୍ୟତମ...

ଶୌଚାଳୟ ସଫା କଲେ ଭାଜପା ଏମ୍‌ପି, ଭାଇରାଲ ହେଉଛି ଭିଡିଓ

ଭୋପାଳ,୨୪।୯: ମଧ୍ୟପ୍ରଦେଶର ରେୱା ଜିଲାର ଏକ ବାଳିକା ବିଦ୍ୟାଳୟର ଶୌଚାଳୟ ସଫା କରୁଛନ୍ତି ଭାଜପା ଏମ୍‌ପି ଜନାର୍ଦନ ମିଶ୍ର। ଏହାକୁ ନେଇ ଏମ୍‌ପି ନିଜେ ଏକ...

‘ଜଣାନାହିଁ ଭାଜପାକୁ କିଏ ଜିତାଇଲା’

ନୂଆଦିଲ୍ଲୀ,୨୨।୩: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଚାଲିଛି। ମଙ୍ଗଳବାର ପେଟ୍ରୋଲ-ଡିଜେଲ, ଏଲପିଜି ସିଲିଣ୍ଡର ଏବଂ କିରୋସିନ ମୂଲ୍ୟ ବୃଦ୍ଧି ନେଇ ବିରୋଧୀମାନେ ଉଭୟ ଗୃହରେ...

Advertisement
Archives

Model This Week