‘ମୋତେ ଏସ୍ପିଙ୍କୁ ଭେଟିବାକୁ ଦିଅ’
କେନ୍ଦୁଝର,୧୭ା୬(ସ୍ବ.ପ୍ର.): ସ୍ଥାନୀୟ ଏସ୍ପି ଅଫିସ ପରିସରରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ ସମୟରେ ପୋଲିସ କାବୁ କରିଛି। ନିଜର ନାବାଳିକା ଝିଅକୁ ଅପହରଣ କରିନେଇଥିବା ଯୁବକଙ୍କୁ ଧରିବା ଏବଂ ଝିଅକୁ ଫେରାଇ ଆଣିବା ପାଇଁ ନିବେଦନ କରି ଆସୁଥିବା ସ୍ଥାନୀୟ ମଣ୍ଡୁଆ…
‘ଥଣ୍ଡା, କାଶ ଓ ଜ୍ୱର ହେଲେ ଆଇସୋଲେଟ ସହ ଟେଷ୍ଟିଂ କରନ୍ତୁ’
ଭୁବନେଶ୍ୱର,୧୭।୬(ବ୍ୟୁରୋ): କୋଭିଡ୍ ସ୍ଥିତିକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୧୦ ହଜାର ଟେଷ୍ଟରୁ ୨୫ ପଜିଟିଭ୍ ବାହାରୁଛି। ପଜିଟିଭିଟି ହାର ୦.୦୫% ମଧ୍ୟରେ ରହୁଛି। ଥଣ୍ଡା, କାଶ ଓ ଜ୍ୱର ହେଲେ ତୁରନ୍ତ ଆଇସୋଲେଟ…
ରାସ୍ତା କଡ଼ରେ ଖାଦ୍ୟ ବିକୁଛନ୍ତି ନ୍ୟୁଜ୍ ଆଙ୍କର
କାବୁଲ,୧୭।୬: ଏକଛତ୍ରବାଦୀ ତାଲିବାନ ଶାସନ କ୍ଷମତାକୁ ଆସିବା ପରେ ଦେଶ ଅନେକ ଅର୍ଥନୈତିକ ଓ ରାଜନୈତିକ ଅସ୍ଥିରତାର ସମ୍ମୁଖୀନ ହେଉଛି। ଦେଶରେ ଏଭଳି ପରିବର୍ତ୍ତନ ଆସିଛି ଯେ, ବଡ଼ ବୃତ୍ତିଗତମାନେ ମଧ୍ୟ ଚାକିରି ସଙ୍କଟ ଦେଇ ଗତି କରୁଛନ୍ତି। ଏଭଳି କିଛି…
ମୌସୁମୀ ପ୍ରଭାବରେ ଉପକୂଳରେ ବର୍ଷା ସମ୍ଭାବନା
ଭୁବନେଶ୍ୱର,୧୭।୬(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଛି। କୋରାପୁଟରେ ୭୬ ମି.ମି ବର୍ଷା ରେକର୍ଡ କରାଯାଇଥିବା ବେଳେ କନ୍ଧମାଳ ଜି.ଉଦୟଗିରିରେ ୬୫.୪ ମିମି ଏବଂ ଫୁଲବାଣୀରେ ୪୦ ମିମି ରୁ…
ପାକିସ୍ତାନରେ ୨ ହିନ୍ଦୁ ନାବାଳିକାଙ୍କୁ ବଳାତ୍କାର
ଇସଲାମାବାଦ,୧୭।୬: ପାକିସ୍ତାନରେ ୨ ଜଣ ହିନ୍ଦୁ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଲାହୋରଠାରୁ ୩୦୦ କିମି ଦୂର ଭୱାଲ ନଗର ଫୋର୍ଟ ଆବାସରେ ଏହି ଅଭାବନୀୟ ଘଟଣା ଘଟିଛି। ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ସମ୍ପୃକ୍ତ ୨ ଭଉଣୀଙ୍କୁ ୨ ଜଣ…
ସୋନିଆଙ୍କ ହେଲଥ୍ ଅପଡେଟ୍ ଦେଲେ କଂଗ୍ରେସ ନେତା
ନୂଆଦିଲ୍ଲୀ,୧୭।୬: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଗତ କିଛି ଦିନରୁ ଅସୁସ୍ଥ ଅଛନ୍ତି। ନିକଟରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଜୁନ ୧୨ରେ ତାଙ୍କ ନାକରୁ ରକ୍ତ ବାହାରିଥିବା ଜଣାପଡ଼ିଛି। ଏଥିଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ…
ଇଡି ଜାଲରେ ପୁଣି ଫସିଲେ ସ୍ବାସ୍ଥ୍ୟ ମନ୍ତ୍ରୀ,୧୦ ସ୍ଥାନରେ ଚଢାଉ
ନୂଆଦିଲ୍ଲୀ,୧୭।୬: ବେଆଇନ ଅର୍ଥ କାରବାରରେ ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ତାଙ୍କର ସହଯୋଗୀଙ୍କ ୧୦ଟି ସ୍ଥାନରେ ଶୁକ୍ରବାର ଦ୍ୱିତୀୟ ଥର ପାଇଁ ଇଡି ଚଢାଉ କରିଛି । ଚଢାଉ ହୋଇଥିବା ସମସ୍ତ ଠିକଣା ଦିଲ୍ଲୀ-ଏନ୍ସିଆର ଭିତରେ…
ଭୀମ ସେନା ମୁଖ୍ୟ ସତପାଲ ତନୱାର ଗିରଫ
ଗୁରୁଗ୍ରାମ,୧୭।୬: ପୂର୍ବତନ ଭାଜପା ମୁଖପାତ୍ର ନୁପୁର ଶର୍ମାଙ୍କୁ ଧମକ ଦେଇ ଭୀମ ସେନା ମୁଖ୍ୟ ନବାବ ସତପାଲ ତନୱାର ଗିରଫ ହୋଇଛନ୍ତି। ଗୁରୁଗ୍ରାମରେ ଥିବା ତାଙ୍କ ବାସଭବନରୁ ତନଓ୍ବାର୍ଙ୍କୁ ପୋଲିସ ଗିରଫ କରିଛି। ତନଓ୍ବାର ଅତୀତରେ ଘୋଷଣା କରିଥିଲେ ଯେ, ଯିଏ…
କେନ୍ଦ୍ର ସରକାରଙ୍କ ପ୍ରତିଶୋଧ ରାଜନୀତିର ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ
ଦେବଗଡ଼,୧୭ା୬(ଡି.ଏନ୍.ଏ.): କେନ୍ଦ୍ର ସରକାରଙ୍କ ପ୍ରତିଶୋଧ ରାଜନୀତି ଓ କେନ୍ଦ୍ରୀୟ ପୋଲିସର ବର୍ବରତା ପ୍ରତିବାଦରେ ଶୁକ୍ରବାର ଦେବଗଡ଼ ଜିଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ମୁଖ୍ୟ ଡାକଘର ସମ୍ମୁଖରେ ବିଶାଳ ଗଣ ବିକ୍ଷୋଭ କରାଯାଇଛି। ଆଜି ପୂର୍ବାହ୍ନରେ ଜିଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ…
ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରେ ପଥରମାଡ଼
ପାଟନା,୧୭।୫: କେନ୍ଦ୍ର ସରକାରଙ୍କ ନୂଆ ଅଗ୍ନିପଥ ଯୋଜନାକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଶୁକ୍ରବାର ଯୁବକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସକାଳୁ ଯୁବକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉତ୍ତରପ୍ରଦେଶ ଓ ବିହାର ସମେତ ଅନେକ ରାଜ୍ୟର ରେଲଓ୍ବେ ଷ୍ଟେସନ ଓ…
କୋଟି କୋଟି ଟଙ୍କାରେ ବିକ୍ରି ହୋଲା ବି.ଆର ଚୋପ୍ରାଙ୍କ ବଙ୍ଗଳା
ମୁମ୍ବାଇରେ ବଲିଉଡର ପ୍ରସିଦ୍ଧ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ବି.ଆର ଚୋପ୍ରାଙ୍କ ବଙ୍ଗଳା ବିକ୍ରି ହୋଇଛି। ୨୫,୦୦୦ ବର୍ଗଫୁଟ ଜମିରେ ନିର୍ମିତ ଏହି ବଙ୍ଗଳା ଜୁହୁ ଅଞ୍ଚଳରେ ଏକର ଜମିରେ ବ୍ୟାପିଛି। ଏହା ୧୮୩ କୋଟି ଟଙ୍କାରେ ବିକ୍ରି ହୋଇଛି। ଜଣେ…
୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଚୋରା କେନ୍ଦୁପତ୍ର ଜବତ
ମାଧପୁର,୧୭ା୬(ଡି.ଏନ୍.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ବନାଞ୍ଚଳ ଟୁସର ପଞ୍ଚାୟତର ଉରଡ଼ା ଗ୍ରାମ ନିକଟରୁ ବୁଧବାର ରାତିରେ ମାଧପୁର ବନବିଭାଗ ଏବଂ ବାମୁର ବନବିଭାଗର ମିଳିତ ଚଢ଼ାଉରେ ଏକ ଚୋରା କେନ୍ଦୁପତ୍ର ଟ୍ରକ୍କୁ ଜବତ କରାଯାଇଥିବା ବେଳେ ଘଟଣାସ୍ଥଳରୁ ଡ୍ରାଇଭର…
Archives


