ଭାରତୀୟ ଛାତ୍ରୀଛାତ୍ରଙ୍କୁ ପାକିସ୍ତାନରେ ଡାକ୍ତରୀ ପାଠ ପଢ଼ିବାକୁ ମନାକଲା ଏନ୍ଏମ୍ସି
ନୂଆଦିଲ୍ଲୀ,୧।୫ : ପାକିସ୍ତାନର ମେଡିକାଲ କଲେଜଗୁଡ଼ିକରେ ନାମ ନ ଲେଖାଇବାକୁ ନ୍ୟାଶନାଲ ମେଡିକାଲ କମିଶନ(ଏନ୍ଏମ୍ସି) ଭାରତୀୟ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଏବଂ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ମିଳିତ ଭାବେ ଏକ ଆଡଭାଇଜରି ଜାରି କରିଥିଲା। ଉକ୍ତ…
‘ଅସ୍ତିତ୍ୱ ବଞ୍ଚାଇବାକୁ ଚାଲିଛି ଡ୍ରାମା’
ପୁଣେ,୧।୫: ମହାରାଷ୍ଟ୍ରରେ ଲାଉଡସ୍ପିକର ଏବଂ ହନୁମାନ ଚାଳିଶା ବିବାଦ ଥମିବାର ନାଁ ନେଉନାହିଁ। ଏମ୍ଏନ୍ଏସ୍ ମୁଖ୍ୟ ରାଜ ଠାକରେ ଚେତାବନୀ ଦେବା ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ ଠାକରେଙ୍କୁ ରବିବାର ଟାର୍ଗେଟ୍ କରିଛନ୍ତି। ନଁା ନ ନେଇ ରାଜଙ୍କୁ…
ନାବାଳିକା ବଳାତ୍କାର, ହତ୍ୟା ମାମଲା: ସିନ୍ ରିକ୍ରେଶନ କଲେ ଅଭିଯୁକ୍ତ
ବରୀ,୧।୫(ଡି.ଏନ୍.ଏ.): ଯାଜପୁର ଜିଲା ବରୀ ବ୍ଲକ ଅନ୍ୟାସୀପୁର ଅଞ୍ଚଳର ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ ପୋଲିସ ଗିରଫ ଅଭିଯୁକ୍ତଙ୍କ ରବିବାର ସିନ୍ ରିକ୍ରେଶନ କରାଇଛି। ଘଟଣାସ୍ଥଳରେ ଯାଜପୁର ଏସ୍ପି ରାହୁଲ ପି ଆର୍ ଉପସ୍ଥିତ ରହି ମାମଲାର ତଦନ୍ତ କରିଥିଲେ।…
ଅଜୟଙ୍କ ପ୍ରଶଂସା କଲେ ଅମିତାଭ
ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ମୁଭି ‘ରନୱେ ୩୪’ ୨୯ ଏପ୍ରିଲରେ ରିଲିଜ୍ ହୋଇ ସାରିଛି । ଦର୍ଶକେ ଫିଲ୍ମଟିକୁ ପ୍ରଥମରୁ ନ ହେଲେ ବି ଏବେ ଖୁବ୍ ପସନ୍ଦ କରିଛନ୍ତି । ମୁଭିରେ ଅଜୟ ଦେବଗନ, ଅମିତାଭ ବଚ୍ଚନ,…
୮୫୭ ଶ୍ରମିକଙ୍କୁ ୨ କୋଟିରୁ ଊର୍ଦ୍ଧ୍ୱ ସହାୟତା ରାଶି ପ୍ରଦାନ
ପାରଳାଖେମୁଣ୍ଡି,୧ା୫(ଡି.ଏନ୍.ଏ.): ମଣ୍ଡଳୀୟ ଶ୍ରମ ଆୟୁକ୍ତ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଜିଲା କାର୍ଯ୍ୟାଳୟ ପରିସର, ଗ୍ରାମ୍ୟଉନ୍ନୟନ ତାଲିମ କେନ୍ଦ୍ର ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ…
ସାହିଦଙ୍କୁ ଛାଡ଼ି ସାଙ୍ଗମାନଙ୍କ ସହ ଦୁବାଇ ଗଲେ ସ୍ତ୍ରୀ
ମୁମ୍ବାଇ: ବଲିଉଡ୍ ଅଭିନେତା ସାହିଦ କପୁରଙ୍କ ସ୍ତ୍ରୀ ମୀରା ରାଜପୁତ ଆଜିକାଲି ସାହିଦଙ୍କୁ ଛାଡ଼ି ତାଙ୍କ ଝିଅ ସାଙ୍ଗମାନଙ୍କ ସହ ଦୁବାଇ ବୁଲିବାକୁ ଯାଇଛନ୍ତି। ୭ ବର୍ଷ ପରେ ମୀରା ଏହି ଛୁଟିରେ ଯାଉଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ମୀରା ଅନେକ ଫଟୋ…
ପୂର୍ବତନ ଖେଳାଳିଙ୍କ ଦାବି ଦୁଇ ଥର ୧୬୦ କିମିରୁ ଅଧିକ ବେଗରେ ବୋଲିଂ କରିଛି
କରାଚୀ,୧।୫ : ପୂର୍ବତନ ପାକିସ୍ତାନ ପେସର ମହମ୍ମଦ ସାମି କ୍ୟାରିୟର ଆରମ୍ଭରୁ ଦ୍ରୁତଗତିରେ ବୋଲିଂ କରିବା ପାଇଁ ଜଣାଯାଉଥିଲେ। ସେ ଘଣ୍ଟା ପ୍ରତି ୧୪୫ରୁ ୧୫୦ କିମି ବେଗରେ ବଲ ପକାଉଥିଲେ। ଶୋଏବ ଅଖତରଙ୍କ ସହ ମିଶି ପ୍ରତିପକ୍ଷ ବ୍ୟାଟରଙ୍କୁ ଭୟଭିତ…
ୟୁକ୍ରେନରେ ପହଞ୍ଚିଲେ ଆଞ୍ଜେଲିନା
ରୁଷିଆର ଆକ୍ରମଣ ପରେ ୟୁକ୍ରେନର ସବୁ ସ୍ଥାନରେ ବିନାଶର ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ସମୟରେ ହଲିଉଡ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ୟୁକ୍ରେନରେ ପହଞ୍ଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତାଙ୍କୁ ୟୁକ୍ରେନର କ୍ୱିଭ୍ରେ ଥିବା ଏକ କାଫେରେ ଦେଖିବାକୁ ମିଳିଥିଲା। ସେଠାରେ…
ମହିଳାଙ୍କୁ ଗଣବଳାତ୍କାର ପରେ ଭିଡିଓ ଭାଇରାଲ
ଶାହଜାହାନପୁର(ଉତ୍ତରପ୍ରଦେଶ),୧।୫ : ଜଣେ ୩୦ ବର୍ଷୀୟା ମହିଳାଙ୍କୁ ୫ ଜଣ ବ୍ୟକ୍ତି ଗଣବଳାତ୍କାର କରିବା ସହ ଅପରାଧର ଭିଡିଓ ଶୁଟ୍ କରି ଭାଇରାଲ କରି ଦେଇଛନ୍ତି। ଗତ ୨୨ ତାରିଖରେ ମହିଳାଙ୍କୁ ୫ ଜଣ ବ୍ୟକ୍ତି ଘର ବାହାରକୁ ଟାଣି ନେଇ…
ପୁଣି ବଲିଉଡ୍ରେ ଏଣ୍ଟ୍ରି କଲେ ଗୋବିନ୍ଦାଙ୍କ ଭଣଜା
ମୁମ୍ବାଇ: ବଲିଉଡ୍ ଅଭିନେତା ଗୋବିନ୍ଦଙ୍କ ଭଣଜା ବିନୟ ଆନନ୍ଦଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିନୟ ଆନନ୍ଦ ପୁଣି ଥରେ ବଲିଉଡ୍ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଖୁବ୍ଶୀଘ୍ର ଦର୍ଶକ ତାଙ୍କ ଅଭିନୟର ଜଲଓ୍ବା ଦେଖିପାରିବେ। ପ୍ରେମ ଚୋପ୍ରା ଓ…
ଗୁଗଲ୍ ମ୍ୟାପ୍ରେ ସର୍ଚ୍ଚ କରୁଥିଲେ ଶ୍ମଶାନ, ଦେଖିବାକୁ ମିଳିଲା ଭୟଙ୍କର ଦୃଶ୍ୟ
ଲୋକେ ସହଜରେ କୌଣସି ସ୍ଥାନ ବିଷୟରେ ସୂଚନା ପାଇବା ପାଇଁ ଗୁଗଲ୍ ମ୍ୟାପ୍ର ସାହାରା ନେଇଥାନ୍ତି। ବେଳେବେଳେ ଏହି ମ୍ୟାପ୍ ସର୍ଚ୍ଚ କରୁକରୁ କିଛି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳେ। ଯାହା ଦେଖି ଲୋକେ ଭୟଭୀତ ହୋଇଯାଇଥାନ୍ତି। ଏବେ ସୋସିଆଲ ମିଡିଆରେ…
କାରଗିଲ୍ ଯୁଦ୍ଧ ଲଢୁଥିବା ବାପାଙ୍କୁ ନିଜ ବୟଫ୍ରେଣ୍ଡ୍ କଥା ଶୁଣାଉଥିଲେ ଏହି ଅଭିନେତ୍ରୀ
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ଉତ୍ତରପ୍ରଦେଶର ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିବା ଅନୁଷ୍କାଙ୍କ ପିଲାଦିନ ଆସାମ ଏବଂ କର୍ନାଟକରେ ଅତିବାହିତ ହୋଇଥିଲା। ତାଙ୍କ ବାପା ଅଜୟ କୁମାର ଶର୍ମା ଜଣେ ସେନା ଅଧିକାରୀ ଥିଲେ। ସେ କାରଗିଲ…
Archives


