ମଲ୍ ପାଇଁ କାଟିଦେଲେ ବର, ନିମ୍ବ ଗଛ: ତିନି ଦିନ ପରେ ଖୋର୍ଦ୍ଧା ବନ ବିଭାଗର ଚେତା ପଶିଲା
ଖୋର୍ଦ୍ଧା ଅଫିସ,୧।୫: ଖୋର୍ଦ୍ଧା- ନୟାଗଡ ୫୭ ନଂ ଜାତୀୟ ରାଜପଥ ଖୋର୍ଦ୍ଧା କ୍ଲବ ନିକଟରେ ଏକ ନିର୍ମାଣାଧିନ ଶପିଂ ମଲ ସମ୍ମୁଖ ରାସ୍ତାକଡରେ ଥିବା ବହୁ ପୁରୁଣା ବର ଓ ନିମ୍ବ ଗଛକୁ ସଂପୃକ୍ତ ମଲ ମାଲିକ କାଟି ସଫା କରି…
‘ସ୍ପୁଟନିକ-ଭି ’ନେଇଥିବା ଲୋକଙ୍କୁ ଦିଆଯିବ ବୁଷ୍ଟର ଡୋଜ୍
ନୂଆଦିଲ୍ଲୀ,୧।୫: ଋଷ ନିର୍ମିତ ସ୍ପୁଟନିକ-ଭି ଟିକା ଯେଉଁମାନେ ନେଇଛନ୍ତି ସେମାନେ ବୁଷ୍ଟର ଡୋଜ୍ ରୂପେ ମଧ୍ୟ ଏହି ଟିକାର ପ୍ରଥମ ଡୋଜ ନେଇପାରିବେ । ଏ ନେଇ ନ୍ୟାଶନାଲ ଟେକ୍ନିକାଲ ଆଡଭଇଜରୀ ଗ୍ରୁପ ସ୍ପୁଟନିକ ଟିକାକୁ ଅନୁମତି ଦେଇଛି। ସ୍ପୁଟନିକ-ଭି ଟିକା…
ଶ୍ରମିକଙ୍କ ପାଇଁ ଖୁସି ଖବର, ମଜୁରି ବଢାଇଲେ ରାଜ୍ୟ ସରକାର
ଭୁବନେଶ୍ୱର,୧।୫(ବ୍ୟୁରୋ): ମଜୁରିଆଙ୍କ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଅତି କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀରେ ୧୧ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏ ନେଇ ଶ୍ରମ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।…
ତୈଳ ଟାଙ୍କରରେ ଲାଗିଲା ନିଆଁ
ବଲାଙ୍ଗୀର ଅଫିସ, ୧।୫- ବଲାଙ୍ଗୀର ସହର ସୁଦପଡା ନିକଟରେ ପାରାଦୀପରୁ କେସିଙ୍ଗା ଯାଉଥିବା ଏକ ତୈଳ ଟ୍ୟାଙ୍କରରେ ରବିବାର ହଠାତ୍ ନିଆଁ ଲାଗି ଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ। ତେବେ…
ଇଫତାର ପାର୍ଟିରେ ହିନ୍ଦୁଙ୍କୁ ପରସା ଗଲା ଗୋମାଂସ…
ଢାକା, ୧।୫ : ବାଂଲାଦେଶର ସିଲହଟ୍ରେ ଆୟୋଜିତ ହୋଇଥିବା ଏକ ଇଫତାର ପାର୍ଟିରେ ଯୋଗ ଦେଇଥିବା ହିନ୍ଦୁଙ୍କୁ ଗୋମାଂସ ପରସା ଯାଇଛି। ଏନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି ପକ୍ଷରୁ ଏହୀ ଫାର୍ଟିର ଆୟୋଜନ କରାଯାଇଥିଲା।…
ପୁରୀରେ ପହଞ୍ଚିଲେ ଏଏସ୍ଆଇ ଟିମ୍: କରିବେ ଐତିହ୍ୟ କରିଡର ପରିଦର୍ଶନ
ପୁରୀ ଅଫିସ, ୧।୫ : ଏଏସ୍ଆଇ ଟିମ୍ ରବିବାର ସକାଳେ ପୁରୀରେ ପହଞ୍ଚିଛନ୍ତି। ଏଏସ୍ଆଇ ଆଞ୍ଚଳିକ ନିର୍ଦ୍ଦେଶକ ଓ ଏଏସ୍ଆଇ ସୁପରିଟେଣ୍ଡେଣ୍ଟଙ୍କ ସହ ଅନ୍ୟ ଅଧିକାରୀମାନେ ଏହି ଟିମ୍ରେ ସାମିଲ ଅଛନ୍ତି। ପୁରୀରେ ପହଞ୍ଚିବା ପରେ ସେମାନେ ପ୍ରଥମେ ଶ୍ରୀଜିଉଙ୍କୁ ଦର୍ଶନ…
ଗୋରୁମୁଣ୍ଡ ଥାପି କପାତୋଳା
ଚନିଆ ବନାମ ଚୈତନ୍ୟ ବାବୁଙ୍କର ଚେତନା ଜାଗ୍ରତ ହେଲା । ନା, ଆଉ ସେ ନିଜ ପ୍ରାଣପ୍ରିୟା ପତ୍ନୀଙ୍କୁ ଗାଁରେ ଛାଡି ବାହାର ରାଇଜରେ ପଡି ବହୁରାଷ୍ଟ୍ରୀୟ କମ୍ପାନୀ ଅଧୀନରେ ଚାକିରୀ କରି କୁଢ଼ କୁଢ଼ ଟଙ୍କା କମେଇ ପତ୍ନୀକୁ ମାତୃତ୍ୱରୁ…
ସନ୍ଗ୍ଲାସ୍ ଫ୍ୟାଶନ୍
ଷ୍ଟାଇଲିଶ୍ ଏବଂ ଟ୍ରେଣ୍ଡି ଦେଖାଯିବା ପାଇଁ ଯୁବପିଢ଼ି ନୂଆ ନୂଆ ଫ୍ୟାଶନ୍କୁ ଆପଣେଇଥା’ନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ସନ୍ଗ୍ଲାସ୍। ସବୁ ସମୟରେ ଏହା ବ୍ୟବହାର ହେଉଥିଲେ ବି ଖରାଦିନେ ଏହାର ଚାହିଦା ସବୁଠୁ ଅଧିକ। ଏହାକୁ ଆଖି ଆଗରେ ରଖି…
ଡହଡ଼ହ ଖରାରେ ପକ୍ଷୀ ପାଇଁ ଦେବଦୂତ ସାଜିଲେ ବ୍ୟକ୍ତି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଆସି ଜଳିଗଲେ ୧୧ ଜଣ
ପୁଣେ,୧।୫: ଶବଦାହ ବେଳେ ଜଳିଗଲେ ୧୧ ଜଣ। ଏଭଳି ଏକ ଅଘଟଣ ଘଟିଛି ମହାରାଷ୍ଟ୍ର ପୁଣେର ତାଡିବାଲ ରୋଡ ସ୍ଥିତ ଶବଦାହ ଗୃହରେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୧୧ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି…
ଆଜି ୧୧ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧।୫(ବ୍ୟୁରୋ): ରାଜ୍ୟରେ ରବିବାର ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୪ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ…
ମେ‘ରେ ତାତିରୁ ମିଳିବ ତ୍ରାହି
ଭୁବନେଶ୍ୱର,୧।୫(ବ୍ୟୁରୋ): ଏପ୍ରିଲ ମାସ ଡ଼ହଡ଼ହ ଖରାରେ ସଝିଥିଲା ସାରା ଓଡ଼ିଶା । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ବେଳେ ମେ’ ମାସରେ ଏଥିରୁ ତ୍ରାହି ମିଳିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟ, ମେ…
Archives


