ନିର୍ଯ୍ୟାତନା ଅଭିଯୋଗରେ ସ୍ବାମୀ ଗିରଫ
ଆସିକା,୧୭ା୬(ଡି.ଏନ.ଏ.): ଆସିକା ଥାନା କର୍ପୂର ନୂଆଗାଁ ଗ୍ରାମରେ ଗୁରୁବାର ସ୍ତ୍ରୀଙ୍କୁ ମାରଧର କରିବା ଏବଂ ପୋଲିସରେ ଅଭିଯୋଗ କଲେ ହତ୍ୟା ଧମକ ଦେବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି। ସେ ହେଲେ ଜୟରାମ ନାୟକ (୩୨)। ଅଭିଯୁକ୍ତଙ୍କ ବିରୋଧରେ…
ରାଜୀବ ହତ୍ୟା ମାମଲା: ନଳିନୀ, ରବିଚନ୍ଦ୍ରନଙ୍କ ଆବେଦନ ଖାରଜ
ଚେନ୍ନାଇ,୧୭।୬: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଜେଲରୁ ମୁକ୍ତି ପାଇଁ ନଳିନୀ ଶ୍ରୀହରନ ଏବଂ ରବିଚନ୍ଦ୍ରନ କରିଥିବା ଆବେଦନକୁ ମାଡ୍ରାସ ହାଇକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ରାଜ୍ୟପାଳଙ୍କ ସ୍ବୀକୃତି ବିନା ସେମାନଙ୍କୁ ଜେଲରୁ ଖଲାସ ଲାଗି ନିର୍ଦ୍ଦେଶ ଦେବାକୁ…
୧୪୪ ଶିକ୍ଷକଙ୍କ ଏମ୍ଏସିପି ମଞ୍ଜୁର
ଭଦ୍ରକ ଅଫିସ, ୧୭।୬-ଭଦ୍ରକ ଜିଲା ଶିକ୍ଷାଧିକାରୀଙ୍କ ପତ୍ରସଂଖ୍ୟା ୫୨୪୨ ତା ୧୦।୦୬।୨୦୨୨ରିଖ ଅନୁସାରେ ସଦର ବ୍ଲକର ୨୦୧୧ ବ୍ୟାଚ୍ର ନିୟମିତ ହୋଇଥିବା ୧୪୪ଜଣ ଏଲିମେଣ୍ଟାରି କ୍ୟାଡର ଶିକ୍ଷୟିତ୍ରୀ ଶିକ୍ଷକ ଚାକିରିର ୧୦ ବର୍ଷ ସମ୍ପୂର୍ଣ୍ଣ କରିସାରିବା ପରେ ପ୍ରଥମ ଏମ୍ଏସିପି (୧୦…
ଅଗ୍ନିପଥକୁ ବିରୋଧକରି ୬୦ କି.ମି. ଦୌଡ଼ିଲେ ଯୁବକ
ଉମରକୋଟ,୧୭ା୬(ସ୍ବ.ପ୍ର.): ସୈନ୍ୟବାହିନୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ଯୋଜନା ‘ଅଗ୍ନିପଥ’ ବିରୋଧରେ ଆନ୍ଦୋଳନ ବିଭିନ୍ନ ରାଜ୍ୟରେ ହିଂସାତ୍ମକ ରୂପ ନେଇଛି। ଏହି ଯୋଜନା ପ୍ରତ୍ୟାହାର ପାଇଁ ନିଯୁକ୍ତି ଆଶାୟୀଙ୍କ ମଧ୍ୟରେ ଦାବି ହେଉଛି। ନବରଙ୍ଗପୁର ଜିଲା ଉମରକୋଟ ସହରର ଜଣେ ଯୁବକ ଶୁକ୍ରବାର ଏହି…
ଦିନିକିଆରେ ଇଂଲଣ୍ଡର ବିଶ୍ୱ ରେକର୍ଡ
ଆମଷ୍ଟେଲଭିନ(ନେଦରଲାଣ୍ଡ୍ସ), ୧୭।୬: ଦିନିକିଆ କ୍ରିକେଟ ଇତିହାସରେ ଗୋଟିଏ ଇନିଂସରେ ସର୍ବାଧିକ ସ୍କୋର କରି ଇଂଲଣ୍ଡ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଶୁକ୍ରବାର ଅନୁଷ୍ଠିତ ନେଦରଲାଣ୍ଡ୍ସ ବିପକ୍ଷ ଦିନିକିଆରେ ଇଂଲଣ୍ଡ ୪ ଉଇକେଟ ହରାଇ ୪୯୮ ରନକରି ଏହି କୀର୍ତ୍ତିମାନ ସ୍ଥାପନ କରିଛି।…
ଦକ୍ଷିଣ ଆଫ୍ରିକା ଆଗରେ ୧୭୦ ରନ୍ର ଟାର୍ଗେଟ୍
ରାଜକୋଟ,୧୭।୬: ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଶୁକ୍ରବାର ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ର ଚତୁର୍ଥ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି…
କାଳୀ ମନ୍ଦିର ଆଗରେ ତଣ୍ଟି ଚିପି ହତ୍ୟା: ବନ୍ଧାହେଲେ ଅଭିଯୁକ୍ତ
ଛତ୍ରପୁର,୧୭ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ଜାତୀୟ ରାଜପଥ ନିକଟ ଢାବା- କୁମାରବେଗପଲ୍ଳୀ ରାସ୍ତା କାଳୀ ମନ୍ଦିର ଆଗରେ ବାବୁଲା ବେହେରାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଶୁକ୍ରବାର ଛତ୍ରପୁର ପୋଲିସ ଗିରଫ କରିଛି। ସେ…
ଅଳିଆ ଗଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର
ଧରାକୋଟ,୧୭ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଧରାକୋଟ ବଡ଼ଦାଣ୍ଡ ସାହିର ଏକ ଅଳିଆ ଗଦାରୁ ଶୁକ୍ରବାର ନବଜାତ ଶିଶୁପୁତ୍ରଙ୍କୁ ଉଦ୍ଧାର କରାଯାଇଛି। ଧରାକୋଟ ବଡଦାଣ୍ଡସାହିର ଭାଲୁ ପଣ୍ଡାଙ୍କ ଘର ବାଡ଼ି ପଟ ଅଳିଆ ଗଦାରୁ ଶୁକ୍ରବାର ସକାଳେ ଏକ ଶିଶୁପୁତ୍ର କାନ୍ଦୁଥିବା ଶୁଣାଯାଇଥିଲା। ସେତିକିବେଳେ…
ଖାଇ ଶୋଇଥିଲେ ପହଞ୍ଚିଲା ମୃତ୍ୟୁ
କୋକସରା,୧୭।୬(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚାୟତ ପିପିଲଝାପର ଗ୍ରାମରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ହେଲେ ନୃପରାଜ ମାଝୀଙ୍କ ସ୍ତ୍ରୀ ରୁପାଲି ମାଝୀ(୩୦) । ମିଳିଥିବା ସୂଚନା ମୁତାବକ, ଗୁରୁବାର ରାତିରେ ରୁପାଲି…
ଟସ୍ ଜିତି ବୋଲିଂ କରିବ ଦକ୍ଷିଣ ଆଫ୍ରିକା
ରାଜକୋଟ,୧୭।୬: ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଶୁକ୍ରବାର ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ର ଚତୁର୍ଥ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ…
ଜୟରାମ ହେଲେ କଂଗ୍ରେସର ନୂଆ ମିଡିଆ ପ୍ରଭାରୀ
ନୂଆଦିଲ୍ଲୀ,୧୭।୬: ରାଜସ୍ଥାନ ଉଦୟପୁରରେ ଅନୁଷ୍ଠିତ ଚିନ୍ତନ ଶିବିର ପରେ କଂଗ୍ରେସରେ ପ୍ରଥମ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଦଳ ପକ୍ଷରୁ ଜୟରାମ ରମେଶଙ୍କୁ ମିଡିଆ ପ୍ରଭାରୀ ଓ ମହାସଚିବ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ଏହି ଦାୟିତ୍ୱରେ ଥିବା ରଣଦୀପ ସୁର୍ଜଓ୍ବୋଲାଙ୍କୁ…
ଏସିବି ଜାଲରେ ୨୧ ସରକାରୀବାବୁ
ବେଙ୍ଗାଲୁରୁ,୧୭।୬: କର୍ନାଟକର ଦୁର୍ନୀତି ନିବାରଣ ବ୍ୟୁରୋ(ଏସିବି) ଶୁକ୍ରବାର ୨୧ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ମାମଲାରେ ୮୦ରୁ ଅଧିକ ସ୍ଥାନରେ ଚଢ଼ାଉ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏକକାଳୀନ ଏହି ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ଶିବଲିଙ୍ଗାଇଙ୍କ ଘରୁ ୩ଟି ଘର, ବେଙ୍ଗାଲୁରୁରେ…
Archives


