ପୂଜା ପାଇଁ ଗାଡ଼ି ଚଳାଚଳରେ କଟକଣା

ବେତନଟୀ,୨୬ା୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବେତନଟୀଠାରେ ସପ୍ତାହ ବ୍ୟାପି ଦୁର୍ଗା ପୂଜା ଓ ମେଳା ଅନୁଷ୍ଠିତ ହେବ। ଏଥିପାଇଁ ବଜାର ଅଞ୍ଚଳ ଚଳଚଞ୍ଚଳ ହୋଇ ପଡ଼ିଛି। ପୂଜା କମିଟିର କର୍ମକର୍ତ୍ତାମାନେ ମେଢ଼ ତିଆରି, ମଣ୍ଡପ ସାଜସଜ୍ଜା, ମେଳା ପ୍ରସ୍ତୁତି, ରାବଣ ପୋଡ଼ି ଉତ୍ସବ ଓ ଯାତ୍ରା ମଞ୍ଚ ଉପରେ ନଜର ରଖି ଶୃଙ୍ଖଳା ପାଇଁ ଏକ ମିଳିତ ନିଷ୍ପତ୍ତି ନେଇଛନ୍ତି। ଅଷ୍ଟମୀ ପୂଜାରୁ ଦଶହରା ପର୍ଯ୍ୟନ୍ତ ବେତନଟୀ ଚଣ୍ଡିଛକ ଓ ବସଷ୍ଟାଣ୍ଡ ବଜାର ମଧ୍ୟରେ ବସ୍‌, ଚାରିଚକିଆ ଯାନ ଚଳାଚଳ ଉପରେ କଟକଣା କରାଯାଇଛି। ବାଇକ୍‌ ଗୁଡ଼ିକ ସା ପରେ ଏହି ଅଞ୍ଚଳରେ ପ୍ରବେଶ ପାଇଁ ବାରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିଅଧିଆ ଗାଁକୁ ପଶିିଲେ ୫୦ରୁ ଊର୍ଦ୍ଧ୍ୱ ହାତୀ

ସାରସକଣା,୧୭।୬(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ରେଞ୍ଜ ସାରସକଣା ବ୍ଲକ ପୋଖରଡ଼ିହା ପଞ୍ଚାୟତ ଅଧୀନ ବାଙ୍କୀଷୋଳ ଏବଂ ଡୁମୁରଡିହା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ୫୦ରୁ ଊର୍ଦ୍ଧ୍ୱ...

ଆସିକା ଲୋକ ସଭା: ୨ଲକ୍ଷରୁ ଅଧିକ ଭୋଟରେ ଜିତିଲେ ପ୍ରମିଳା ବିଷୋୟୀ

ବ୍ରହ୍ମପୁର ଅଫିସ,୨୪ା୫-ଆସ୍କା ଲୋକ ସଭା ଆସନରୁ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀନୀ ପ୍ରମିଳା ବିଷୋୟୀ। ସେ ଦୁଇ ଲକ୍ଷରୁ ଅଧିକ ଭୋଟରେ ବିଜୟ ହାସଲ କରିଛନ୍ତି।...

ଜେସିବି ମାଡ଼ିଯାଇ ବାଳକ ମୃତ

ବଦଳଦା,୧୬ା୯(ଡି.ଏନ.ଏ)-ମୟୂରଭଞ୍ଜ ଜିଲା ତିରିଂ ଥାନା ଅନ୍ତର୍ଗତ ଡୁମାତାଣ୍ଡି ଗ୍ରାମରେ ରାସ୍ତାକାମ ଚାଲିଥିବା ବେଳେ ଜେସିବି ମେଶିନ ମାଡ଼ିଯାଇ ରବିବାର ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ମୃତ...

ଆଦିବାସୀଙ୍କ ପ୍ରିୟ କାଇଚଟଣିି

କେନ୍ଦୁଝର,୨୯ା୧୧:ଓଡ଼ିଶାର ମୟୂରଭଞ୍ଜ ଜିଲାର କାଇଚଟଣି ସମେତ ଢେଙ୍କାନାଳ ଜିଲାର ମଗ୍‌ଜି ଲଡୁ ଓ କେନ୍ଦ୍ରାପଡ଼ା ଜିଲାର ରସାବଳି ତଥା ଅନ୍ୟ ତିନୋଟି ସାମଗ୍ରୀକୁ ମିଳିବ ଜିଆଇ...

ହିତାଧିକାରୀ ଚୟନ ପ୍ରକ୍ରିୟାରେ ପାତରଅନ୍ତର ଅଭିଯୋଗ: ପୌରପାଳିକା ଘେରାଉ କରିବା ନେଇ କଂଗ୍ରେସର ଦାବିପତ୍ର

ଭଦ୍ରକ ଅଫିସ,୧୩ା୫: ଦେଶରେ ମହାମାରୀ କରୋନା ଆତଙ୍କ ଲାଗି ରହିଥିବା ବେଳେ କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବ ଲୋକଙ୍କୁ ସହାୟତା ଯୋଗାଇବାକୁ ଚେଷ୍ଟା...

ସିପିଏମ୍‌ ପକ୍ଷରୁ ପ୍ରତିବାଦ ସଭା

ଖଇରା,୨୨।୪(ଡି.ଏନ.ଏ.)-ସିପିଏମ ଆଞ୍ଚଳିକ କମିଟି ଖଇରା ଶାଖା ପକ୍ଷରୁ ବାଲେଶ୍ୱର ଜିଲା ଖଇରା ବଜାରରେ ମଙ୍ଗଳବାର ପଥପ୍ରାନ୍ତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ସନ୍ତୋଷ କୁମାର ସାହୁଙ୍କ...

କଟକଣା ମଧ୍ୟରେ ଚାଲିବ ହାଟ; ରହିବ ୫ ଫୁଟର ବ୍ୟବଧାନ

ଅନୁଗୋଳ ଅଫିସ, ୧୩।୪- କରୋନା ପାଇଁ ଚାଷୀ କୁଳ ଓ କ୍ଷୁଦ୍ର ବ୍ୟବସାୟୀମାନେ ସମସ୍ୟାରେ ପଡ଼ିଥିଲେ। ବିଶେଷକରି ହାଟଗୁଡ଼ିକ ଉପରେ ପ୍ରଶାସନ ଓ ପୋଲିସ କଟକଣା...

ବିଦ୍ୟାଳୟରେ ଶୋଇବା ଭିଡିଓ ଭାଇରାଲ: ନିଲମ୍ବିତ ହେଲେ ଶିକ୍ଷକ

ଶେରଗଡ,୮ା୧୧(ଡି.ଏନ୍‌.ଏ.)-ଶେରଗଡ଼ ବ୍ଲକ ଲକ୍ଷ୍ମୀପୁର ଗ୍ରାମ ଇନ୍ଦିରା ଆବାସ କଲୋନୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବାବୁ ଜେନାଙ୍କୁ ଗୁରୁବାର ନିଲମ୍ବିତ କରିଛି ଶେରଗଡ଼ ଶିକ୍ଷା ବିଭାଗ। କାମରେ...

Advertisement
Archives

Model This Week