Home Left

ବ୍ରିଟେନ ରୟାଲ ସୋସାଇଟିର ସଦସ୍ୟ ହେଲେ ଦେବ ଆରିଷ୍ଟୋଟଲ

ଲଣ୍ଡନ,୨୪।୬: ପ୍ରସିଦ୍ଧ ବୈଜ୍ଞାନିକ ତଥା ଆଧୁନିକ ଆଇନଷ୍ଟାଇନ ଭାବେ ଜଣାଶୁଣା ଦେବ ଆରିଷ୍ଟୋଟଲ ପଞ୍ଚାରିଆଙ୍କୁ ବ୍ରିଟେନର ରୟାଲ ସୋସାଇଟି ଦ୍ୱାରା ମୁଖ୍ୟ ରାଜ ପରିଷଦର ସଦସ୍ୟ ଭାବରେ ମନୋନୀତ କରାଯାଇଛି। ଆଗାମୀ ନିର୍ବାଚନରେ ତାଙ୍କୁ କାଉନସିଲରେ ସାମିଲ କରାଯାଇଛି। ଦେବଙ୍କ ଏହି…

ସରକାରୀ ସ୍କୁଲରେ ପିଲାଙ୍କୁ ସପ୍ତାହକୁ ମିଳିବ ୨ଥର କ୍ଷୀର

ଜୟପୁର,୨୪।୬: ସ୍କୁଲ ପିଲାଙ୍କ ପାଇଁ ରାଜସ୍ଥାନ ସରକାର ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ସରକାରୀ ସ୍କୁଲର ପିଲାଙ୍କୁ ସପ୍ତାହକୁ ୨ଥର କ୍ଷୀର ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବଜେଟରେ ଘୋଷଣା…

ଅଜିତ ପାୱାରଙ୍କ ଦାବି ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ନିକଟରେ ରହିଛି ବହୁମତ

ମୁମ୍ବାଇ,୨୪ ।୬: ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ଏବେ ଶିବସେନା ମେଣ୍ଟ ସରକାର ଏକ ପ୍ରକାର ଭାଙ୍ଗିବାକୁ ଯାଉଛି କହଲେ ଚଳେ । ହେଲେ ଏହାରି ଭିତରେ ସାମନ୍ୟ ଆଶା ସଂଚାର କରିଛନ୍ତି ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର…

ହାତୀକୁ ଧକ୍କା ଦେବା ପଡ଼ିଲା ମହଙ୍ଗା

ଜମନକିରା,୨୩ା୬(ଡି.ଏନ୍‌.ଏ.): ବାମରା ବନ୍ୟପ୍ରାଣୀ ବନଖଣ୍ଡ ଭୋଜପୁର ବନାଞ୍ଚଳ ସୀମାନ୍ତ ବଞ୍ଜାରି ଗ୍ରାମ ନିକଟ ରାଜପଥରେ ଗତ ୧୯ ତାରିଖରେ ରାସ୍ତା ପାର ହେଉଥିବା ଏକ ମାଈ ହାତୀକୁ ଏକ ପିକଅପ୍‌ ଭ୍ୟାନ ଧକ୍କା ଦେଇଥିଲା। ଫଳରେ ହାତୀ ଗୁରୁତର ଆହତ ହୋଇଥିଲା।…

‘ନିଖୁଣ ଅଭିନୟ ପାଇଁ ସ୍ମରଣୀୟ ରହିବେ’

ଭୁବନେଶ୍ୱର,୨୪।୬(ବ୍ୟୁରୋ): ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ପରଲୋକ ହୋଇଛି। ଶୁକ୍ରବାର ମଧ୍ୟାହ୍ନରେ ଭୁବନେଶ୍ୱର ପ୍ରାଚୀ ବିହାରସ୍ଥିତ ଘରୁ ତାଙ୍କର ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ରାଇମୋହନ ଆତ୍ମହତ୍ୟା କରିଥିବା ବେଳେ କେଉଁ କାରଣ ପାଇଁ ସେ ଏଭଳି ପଦକ୍ଷେପ ନେଲେ…

ପରମେଶ୍ୱରନ ନୀତି ଆୟୋଗର ସିଇଓ

ନୂଆଦିଲ୍ଲୀ,୨୪।୬: ପରମେଶ୍ୱରନ ଆୟର ନୀତି ଆୟୋଗର ସିଇଓ ଭାବେ ନିଯୁକ୍ତ ହୋଇଛନ୍ତି। ଶୁକ୍ରବାର କେନ୍ଦ୍ର ସରକାର ପରମେଶ୍ୱରନକୁ ଏହି ପଦରେ ନିଯୁକ୍ତ ଦେଇଛନ୍ତି। ବର୍ତ୍ତମାନ ଯିଏ ନୀତି ଆୟୋଗର ସିଇଓ ଅଛନ୍ତି ଅମିତାଭ କାନ୍ତଙ୍କର ଜୁନ୍‌ ୩୦ରେ କାର୍ଯ୍ୟକାଳ ଶେଷ ହେଉଛି।…

ସାମନ୍ଥାଙ୍କଠାରୁ ବି ସୁନ୍ଦର ନାଗାଙ୍କ ନୂଆ ୱାଇଫ

ଚେନ୍ନାଇ: ନାଗା ଓ ସାମନ୍ଥା ପରସ୍ପରଠାରୁ ଅଲଗା ହେବା ପରେ ନିଜ ଲାଇଫରେ ମୁଭ ଅନ୍ କରିବାକୁ ବେଶୀ ସମୟ ଲଗାଇ ନାହାନ୍ତି । ସାମନ୍ଥା ଏବେ ତାଙ୍କ କ୍ୟାରିୟର ଉପରେ ଧ୍ୟାନ ଦେଉଥିବା ବେଳେ ନାଗା ପୁଣିଥରେ ତାଙ୍କ ଲଭ୍…

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର

କୁଚିଣ୍ଡା,୨୪ା୬(ଡି.ଏନ.ଏ.): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଆଇପିସିର ଦଫା ୩୬୩, ୩୬୬, ୩୭୬(୨)ରେ ଏକ ବଳାତ୍କାର ମାମଲା (ନଂ.୧୧୨/୨୨) ରୁଜୁ କରି ଅଭିଯୁକ୍ତ…

୮ମାସର ଭାଇକୁ ପାଣି ଭାବି ଡିଜେଲ ପିଆଇଲେ ୪ବର୍ଷର ଭଉଣୀ

ନୋଏଡା,୨୪।୬: ଉତ୍ତରପ୍ରଦେଶ ନୋଏଡାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୪ବର୍ଷର ଭଉଣୀ ନିଜ ୮ମାସର ସାନ ଭାଇକୁ ପାଣି ଭାବି ଡିଜେଲ ପିଆଇଦେଇଥିବା ଘଟଣା ସାମ୍ନାକୁ ଆସିଛି। ଫଳରେ ଉକ୍ତ ଶିଶୁ ପୁତ୍ରଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ନୋଏଡା…

ପିସିସି ସଭାପତିଙ୍କ ପ୍ରତିକ୍ରିୟାକୁ ସମାଲୋଚନା କଲେ ସମୀର

ଭୁବନେଶ୍ୱର,୨୪।୬(ବ୍ୟୁରୋ): ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶା କଂଗ୍ରେସ ସମର୍ଥନ କରିବନାହିଁ ବୋଲି କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ଶରତଙ୍କ ଏଭଳି ପ୍ରତିକ୍ରିୟାକୁ ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତି ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ,…

‘ରାଷ୍ଟ୍ରପତି ନିର୍ବାଚନ, ଇମୋସନାଲ କାର୍ଡ ନୁହେଁ’

ଭୁବନେଶ୍ୱର,୨୪।୬(ବ୍ୟୁରୋ): ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶା କଂଗ୍ରେସ ସମର୍ଥନ କରିବନାହିଁ । ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ସମର୍ଥନ କରିବାର ପ୍ରଶ୍ନ ଉଠୁନାହିଁ ବୋଲି କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି ଯେ, ଏହା ରାଷ୍ଟ୍ରପତି…

ମୌସୁମୀ ଅଧିବେଶନ: ୨୯ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ବର,୨୪।୬(ବ୍ୟୁରୋ): ମୌସୁମୀ ଅଧିବେଶନ ପାଇଁ ଆସନ୍ତା ୨୯ ତାରିଖରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଦିନ ସାଢେ ୧୧ଟାରେ ଏହି ବୈଠକ ବସିବ। ଏ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୨…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri