ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋନିଆ-ଶରଦ-ମମତାଙ୍କ ସମର୍ଥନ ଲୋଡିଲେ ଦ୍ରୌପଦୀ
ନୂଆଦିଲ୍ଲୀ,୨୪।୬: ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କ ସହ…
ମଙ୍କିପକ୍ସକୁ ମହାମାରୀ ଘୋଷଣା କଲା ଡବ୍ଲୁଏଚ୍ଏନ୍
ଜେନେଭା/ନୂଆଦିଲ୍ଲୀ,୨୪।୬: କରୋନା ପରେ ଏବେ ମଙ୍କିପକ୍ସ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ଏକ ନୂତନ ବିପଦ ଭାବେ ଉଭା ହୋଇଥିବା ମଙ୍କିପକ୍ସକୁ ଓ୍ବାଲ୍ଡ ହେଲଥ୍ ସ୍ବାସ୍ଥ୍ୟ ନେଟଓ୍ବାର୍କ(ଡବ୍ଲୁଏଚ୍ଏନ୍) ମହାମାରୀ ବୋଲି ଘୋଷଣା କରିଛି। ଡବ୍ଲୁଏଚ୍ଏନ୍ ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୁସାରେ…
ଜୁନ୍ ୨୭ରେ ଯଶଓ୍ବନ୍ତ ଦାଖଲ କରିବେ ନାମାଙ୍କନ…
ନୂଆଦିଲ୍ଲୀ, ୨୪।୬ : ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳଙ୍କ ପ୍ରାର୍ଥୀ ୟଶୱନ୍ତ ସିହ୍ନା ଜୁନ ୨୭ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜର ନାମାଙ୍କନପତ୍ର ଦାଖଲ କରିବେ। ଜୁଲାଇ ୧୮ ରେ ହେବାକୁଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳ ମଙ୍ଗଳବାର…
ସ୍କୁଟର ଚଢ଼ିବାକୁ କଳି କରୁଛନ୍ତି ଦୁଇ କୁକୁର ଛୁଆ, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ଅନେକ ସମୟରେ ପଶୁପକ୍ଷୀଙ୍କ ଭିଡିଓ ଭାଇରାଲ ହୋଇଥାଏ। ଏଥିରୁ କିଛି ଭିଡିଓ ଶିକ୍ଷଣୀୟ ହୋଇଥିବା ବେଳେ ଆଉ କିଛି ମଜାଳିଆ ହୋଇଥାଏ। ଯାହା ଦେଖି ଲୋକେ ଆନନ୍ଦ ପାଇଥାନ୍ତି। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…
ଆମ୍ବର ଦାମ୍ ଜାଣିଲେ…
ଆମ୍ବ ପ୍ରେମୀମାନେ ବର୍ତ୍ତମାନ ସେମାନଙ୍କର ପ୍ରିୟ ପ୍ରଜାତିର ଆମ୍ବ ଖାଇବାର ମଜା ନେଉଛନ୍ତି। କିଛି ଆମ୍ବ ମାର୍ଚ୍ଚରୁ ବଜାରକୁ ଆସିଥିବା ବେଳେ ଏବେ ବର୍ଷା ଆରମ୍ଭରେ ବି କିଛି ଆମ୍ବ ବଜାରରେ ଉପଲବ୍ଧ ହେଉଛି। ଯଦିଓ ଭାରତକୁ ଆମ୍ବର ଦେଶ କୁହାଯାଏ।…
ରାମନାଥଙ୍କ ନୂଆ ଠିକଣା ଜନପଥ ୧୨
ନୂଆଦିଲ୍ଲୀ,୨୪।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବାକୁ ଯାଉଛି। ରାଷ୍ଟ୍ରପତି ପଦରୁ ଅବସର ନେବା ପରେ ରାମନାଥଙ୍କ ନୂଆ ଠିକଣା ପାଲଟିବ ଜନପଥ ୧୨। ରାଷ୍ଟ୍ରପତି ଭାବେ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କର ନୂତନ…
ବନ୍ଧୁକ ରଖିବା ଆମେରିକୀୟଙ୍କ ମୌଳିକ ଅଧିକାର: ସୁପ୍ରିମକୋର୍ଟ
ଓ୍ବାଶିଂଟନ,୨୪।୬: ବନ୍ଧୁକ ରଖିବା ଆମେରିକୀୟଙ୍କ ମୌଳିକ ଅଧିକାର ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଆମେରିକାରେ ବାରମ୍ବାର ଗୁଳିକାଣ୍ଡ ଘଟଣା ଘଟି ଲୋକଙ୍କ ଜୀବନ ଯାଉଥିବାରୁ ବନ୍ଧୁକ ରଖିବା ଉପରେ କଟକଣା ଜାରି କରିବାକୁ ବିଭିନ୍ନ ରାଜ୍ୟ ଚାହୁଁଥିବା…
ମୈନପୁରୀରେ ୪ ହଜାର ବର୍ଷ ପୁରାତନ ଦ୍ୱାପର ଯୁଗର ଅସ୍ତ୍ରଶସ୍ତ୍ରର ସନ୍ଧାନ…
ମୈନପୁରୀ, ୨୪।୬ : ତ୍ତରପ୍ରଦେଶର ମୈନପୁରୀର ଏକ ଚାଷ ଜମିରୁ ଚାରି ହଜାର ବର୍ଷ ପୁରାତନଦ୍ୱାପର ଯୁଗର ଅସ୍ତ୍ରଶସ୍ତ୍ରର ସନ୍ଧାନ ମିଳିଛି। ମିଳିଥିବା ତମ୍ବା ଅସ୍ତ୍ରଶସ୍ତ୍ରର ନେଇ ପ୍ରତ୍ନତତ୍ତ୍ୱବିତ୍ମାନେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛନ୍ତି। ପ୍ରାଚୀନ କାଳରେ ମଧ୍ୟ ଭାରତୀୟ ଯୁଦ୍ଧବିମାନର…
ରୁଟ୍ଙ୍କୁ କପି କରି ଟ୍ରୋଲ ହେଲେ କୋହଲି
ଲିସେଷ୍ଟର,୨୪।୬: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ଗସ୍ତରେ ଲିସେଷ୍ଟରଶାୟାର୍ ବିପକ୍ଷ ଚାରି ଦିନିଆ ଅଭ୍ୟାସ ମ୍ୟାଚର ପ୍ରଥମ ଇନିଂସରେ କିଛି ବିଶେଷ କରିପାରି ନ ଥିଲେ। ଅଭ୍ୟାସ ମ୍ୟାଚର ପ୍ରଥମ ଇନିଂସରେ ବିରାଟ ୬୯ ବଲରେ…
ଯଶବନ୍ତଙ୍କୁ ଜେଡ୍ ସୁରକ୍ଷା
ନୂଆଦିଲ୍ଲୀ,୨୪।୬: ବିରୋଧି ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ସୁରକ୍ଷା ଦାୟିତ୍ୱ ବଢାଇ ଦିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଯଶବନ୍ତଙ୍କୁ ଜେଡ୍ କେଟାଗୋରୀ ସୁରକ୍ଷା ଯୋଗାଇ ଦିଆଯାଇଛି। ସିଆରପିଏଫ୍ କମାଣ୍ଡୋ ତାଙ୍କର ସୁରକ୍ଷାରେ ନିୟୋଜିତ ହୋଇଛନ୍ତି । ଗୋଟିଏ ସିଫ୍ଟିରେ…
ଅସରାଏ ବର୍ଷାରେ ସ୍କୁଲ ପରିସର ଜଳମଗ୍ନ
ଖଣ୍ଡପଡ଼ା,୨୪ା୬ (ସ୍ବ.ପ୍ର.): ଖଣ୍ଡପଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ଳାଟିନମ ଜୁବୁଲି ଉତ୍ସବ କିଛିଦିନ ତଳେ ପାଳନ କରାଯାଇଥିଲା। ମୋ ସ୍କୁଲ କମିଟି ଏବଂ ପୂର୍ତ୍ତ ବିଭାଗ ପକ୍ଷରୁ ବିଦ୍ୟାଳୟରେ ଅନେକ ଉନ୍ନୟନ ମୂଳକ କାମ ହୋଇଥିଲା। ହେଲେ ଜଳ ନିଷ୍କାସନ ପାଇଁ…
ଭାଙ୍ଗିଲା ଧୋନୀଙ୍କ ୧୭ ବର୍ଷର ରେକର୍ଡ
ନୂଆଦିଲ୍ଲୀ,୨୪।୬:ଇଂଲଣ୍ଡର ତାରକା ଉଇକେଟ କିପର ବ୍ୟାଟ୍ସମ୍ୟାନ ଜୋସ ବଟଲର୍ ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି। ସେ ଆଇପିଏଲର ୧୫ତମ ସିଜନରେ ୮୬୩ ରନ ସ୍କୋର କରିବା ପରେ ଅନ୍ତର୍ଜାତୀୟ କ୍ରିକେଟରେ ନିଜର ଫର୍ମ ମଧ୍ୟ ବଜାୟ ରଖିଛନ୍ତି। ନେଦରଲ୍ୟାଣ୍ଡ ବିପକ୍ଷ…
Archives


