ରନ୍ଧନ ଗ୍ୟାସ୍ ଦରବୃଦ୍ଧି, ତେଜିଲା ଅସନ୍ତୋଷ
ଭୁବନେଶ୍ୱର, ୮।୫ (ବ୍ୟୁରୋ): ଅତ୍ୟାବଶ୍ୟକ ସାମଗ୍ରୀର ଲଗାତର ଦରବୃଦ୍ଧି ସାଧାରଣ ଲୋକଙ୍କୁ ଛଟପଟ କରୁଛି। ପେଟ୍ରୋଲ୍ଠାରୁ ଆରମ୍ଭ କରି ଖାଇବା ତେଲ, ଡାଲି, ଚାଉଳ ପର୍ଯ୍ୟନ୍ତ ସବୁକିଛିର ଅତ୍ୟଧିକ ଦର ବିଶେଷକରି ଗରିବ, ମଧ୍ୟବିତ୍ତ ପରିବାରର ଅଣ୍ଟା ଭାଙ୍ଗି ଦେଇଛି। ଏଭଳି…
ମଞ୍ଚ ମାୟା
ଉତ୍କୃଷ୍ଟ କଳାର ରାଜ୍ୟ ଉତ୍କଳରେ ସାହିତ୍ୟ, ନୃତ୍ୟ, ଚିତ୍ର, ସଙ୍ଗୀତର ଉନ୍ନତି ପାଇଁ ଏବେ ବଡ଼ ବଡ଼ କର୍ପୋରେଟ୍ମାନଙ୍କ ଦ୍ୱାରା ପ୍ରାୟୋଜିତ ବିଭିନ୍ନ ଲିଟେରାରି ଫେଷ୍ଟ, ଡ୍ୟାନ୍ସ ଫେଷ୍ଟ, ଆର୍ଟ ଫେଷ୍ଟ ଇତ୍ୟାଦିର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଧୁମ୍ ଚାଲିଛି । ଏହା…
ଇନ୍ଦୋରରେ ସର୍ଟ ସର୍କିଟ ନୁହେଁ ଏକତରଫା ପ୍ରେମ ନେଲା ୭ ଜୀବନ
ଇନ୍ଦୋର,୮ ।୫: ମଧ୍ୟପ୍ରଦେଶ ଇନ୍ଦୋରରେ ସ୍ୱର୍ଣ୍ଣବାଗ କଲୋନୀରେ ଏକ ଦୁଇ ମହଲା ଘରେ ଶନିବାର ନିଆଁ ଲାଗି ୭ ଜଣଙ୍କ ମୃତ୍ୟୁ ଖବର ଏବେ ନୂଆ ମୋଡ ନେଇଛି । ଏଥିରେ ଏକ ଦମ୍ପତିଙ୍କ ସହ ୭ ଜଣଙ୍କ ମୃତ୍ୟୁର ଯାଞ୍ଚ…
ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର
କୁଚିଣ୍ଡା,୮।୫(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ତହସିଲର ଅତିରିକ୍ତ ତହସିଲଦାର ସାରଦା ମହାରଣା ଶନିବାର ସାରେ ଜଣେ ବ୍ୟକ୍ତିଙ୍କଠାରୁ ପୋଖରୀ ଖନନରେ ବ୍ୟବହୃତ ଜବତ ଗାଡି ରିଲିଜ ପାଇଁ ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। କୁଚିଣ୍ଡା ତହସିଲ ଅନ୍ତର୍ଗତ…
କୁଲ୍ ସମର୍ ଡେଷ୍ଟିନେଶନ
ଖରାଦିନେ ସୂର୍ଯ୍ୟଙ୍କର ପ୍ରଖର କିରଣ ସାଙ୍ଗକୁ ଝାଞ୍ଜି ପବନରେ ଦେହମୁଣ୍ଡ ପୋଡ଼ିଗଲା ଭଳି ଲାଗେ। ଇଚ୍ଛା ହୁଏ ଏମିତି କେଉଁ ସ୍ଥାନକୁ ଚାଲିଯିବା ପାଇଁ; ଯେଉଁଠି ଖରାଦିନେ ବି ଶୀତଳ ପବନର ସ୍ପର୍ଶ ମିଳୁଥିବ। ତେଣୁ ଏଠାରେ ସେମିତି କେତୋଟି ପ୍ରମୁଖ…
ମାଓବାଦୀଙ୍କ ଟାର୍ଗେଟରେ ଛତିଶଗଡ଼ ମନ୍ତ୍ରୀ ମାଓବାଦୀ ସଙ୍ଗଠନ ପକ୍ଷରୁ ଚିଠି ଜାରି
ମାଲକାନଗିରି,୮।୫(ଡି.ଏନ୍.ଏ.): କଂଗ୍ରେସ ଶାସନାଧୀନ ଛତିଶଗଡ଼ର ମନ୍ତ୍ରୀ କବାସି ଲକ୍ଷ୍ମାଙ୍କ ବିରୋଧରେ ମାଓବାଦୀମାନେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ପୁଞ୍ଜିପତିଙ୍କ ଇଙ୍ଗିତରେ ଚାଲିବା ସହ ଆଦିବାସୀଙ୍କ ସଂସ୍କୃତି ନଷ୍ଟକରି ଅନ୍ୟ ସଂସ୍କୃତିକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଛତିଶଗଡ଼ର ବସ୍ତର ଜିଲା ସାଉଥ୍ ସବ୍…
ସରିଲା ମାଟ୍ରିକ ପରୀକ୍ଷା: ଉତ୍ତର ପତ୍ର ଆସିବା ପରେ ଅନୁପସ୍ଥିତ ପିଲାଙ୍କ ସଂଖ୍ୟା କହିପାରିବୁ: ବୋର୍ଡ ସଭାପତି
କଟକ ଅଫିସ,୮।୫: ଚଳିତ ବର୍ଷର ମାଟ୍ରିକ ସମେଟିଭ-୨ ପରୀକ୍ଷା ଶନିବାର ଶେଷ ହୋଇଛି। ଶେଷଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଥିବାବେଳେ ଏଥିରେ କପି କରି ୪୩ ଜଣ ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି। ଗତ ୨୯ ତାରିଖରୁ ଆରମ୍ଭ ହୋଇଥିବା ଏହି ପରୀକ୍ଷାରେ ମୋଟ୍…
ମେକ୍ସିକୋ ଜଙ୍ଗଲର ନିଆଁ ହେଉଛି ଭୟଙ୍କର, ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ
ଲସ ଭେଗାସ,୮ ।୫: ଆମେରିକା ନ୍ୟୁମେକ୍ସିକୋ ଜଙ୍ଗଲରେ ଲାଗିଥିବା ନିଆଁ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି । ଭିଷଣ ନିଆଁ ଯୋଗୁ ଆକାଶରେ ଧୂଆଁର ଏକ ଆସ୍ତରଣ ଦେଖାଯାଇ ଥିବାରୁ ଲୋକେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ଏପଟେ…
ଆନ୍ଦୋଳନକୁ ଓହ୍ଲାଇବ ବିଜେଡି
ଭୁବନେଶ୍ୱର,୮।୫(ବ୍ୟୁରୋ): ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବଢ଼ି ଚାଲିଛି। ପେଟ୍ରୋଲ, ଡିଜେଲ ସାଙ୍ଗକୁ ରନ୍ଧନ ଗ୍ୟାସ ଦର ନିୟନ୍ତ୍ରଣ ବାହାରକୁ ଚାଲି ଗଲାଣି। ଦରବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ଆନ୍ଦୋଳନକୁ ଓହ୍ଲାଇବ। କେନ୍ଦ୍ର ସରକାର ଦରଦାମ ନିୟନ୍ତ୍ରଣରେ ସମ୍ପୂର୍ଣ୍ଣ ବିଫଳ…
ପ୍ରଶାନ୍ତଙ୍କୁ ଟାର୍ଗେଟ କଲେ ତେଜସ୍ୱୀ
ପାଟନା,୮ ।୫: ଗତ ୩୦ ବର୍ଷ ହେବ ବିହାରରେ କୌଣସି ବିକାଶ ହୋଇନାହିଁ । ଏମିତି ଏକ ବୟାନ ଦେଇଛନ୍ତି ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର । ଆଉ ଏବେ ଏହି ବୟାନର ଜବାବ ରଖିଛନ୍ତି ଆର୍ଜେଡି ନେତା ତଥା…
ସ୍କଲାରଶିପ୍ ଟଙ୍କା ବାପାଙ୍କୁ ଦେଇଥିଲି: ଗଣେଶ୍ୱର ଜେନା
କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ସୁଲଣ ଗାଁରେ ମୋ ଜନ୍ମ। ହାଟଡିହି ଉଚ୍ଚ ବିଦ୍ୟାଳୟରୁ ଏକାଦଶ ପାସ୍ କରି ଭଦ୍ରକ କଲେଜରେ ଆଇଏସ୍ସି ପଢ଼ିଥିଲି। ତା’ପରେ ରେଭେନ୍ସାରେ ପଲିଟିକାଲ୍ ସାଇନ୍ସରେ ବି.ଏ. ଓ ବାଣୀବିହାରରେ ପି.ଜି. କରିଥିଲି। ପି.ଜି. ପଢ଼ା…
ପିସିସିରେ ହେବ ବ୍ୟାପକ ଅଦଳବଦଳ
ଭୁବନେଶ୍ୱର,୮।୫(ବ୍ୟୁରୋ): ରାଜ୍ୟ କଂଗ୍ରେସ ସଂଗଠନରେ ବ୍ୟାପକ ପରିବର୍ତ୍ତନ ହେବ। ହାଇକମାଣ୍ଡଙ୍କ ଡାକରା ପାଇ ଶନିବାର କେତେ ଜଣ ବିଧାୟକ ଓ ବରିଷ୍ଠ ନେତା ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ରବିବାର ଅନ୍ୟ ନେତାମାନେ ଦିଲ୍ଲୀ ଯିବେ। ୯ ତାରିଖରେ ଓଡିଶା ନେତାଙ୍କ ସହ…
Archives


