Home Left

ଆହୁରି ୧୪ ଦିନ ନ୍ୟାୟିକ ହେପାଜତରେ ରହିବେ ସତ୍ୟେନ୍ଦ୍ର

ନୂଆଦିଲ୍ଲୀ,୨୭।୬: ପୁଣି ଅଢୁଆରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ସେ ଆହୁରି ୧୪ ଦିନ ନ୍ୟାୟିକ ହେପାଜତରେ ରହିବେ। ସୋମବାର ଦିଲ୍ଲୀର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ସତ୍ୟେନ୍ଦ୍ରଙ୍କ ନ୍ୟାୟିକ ହେପାଜତକୁ ଦୁଇ ସପ୍ତାହ ବଢାଇ ଦେଇଛନ୍ତି। ବେଆଇନ୍‌ ଅର୍ଥ କାରବାରରେ ମାମଲାରେ…

ରୋହିତଙ୍କ ବଦଳରେ ଟେଷ୍ଟ ସିରିଜ୍‌ ଖେଳିବେ ମୟଙ୍କ

ନୂଆଦିଲ୍ଲୀ,୨୭।୬: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜୁଲାଇ ୧ ତାରିଖରେ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଅଧିନାୟକ ରୋହିତ ଶର୍ମା କରୋନା ସଂକ୍ରମିତ ହୋଇଥିଲେ। ତେବେ ସେ ଟେଷ୍ଟ ମ୍ୟାଚ୍‌ ଖେଳିବେ କି ନାହିଁ ଆଶଙ୍କା ଲାଗି…

ନବୀନଙ୍କ ବିଦେଶ ଗସ୍ତକୁ ନେଇ ଭାଜପାର ସମାଲୋଚନା

ଭୁବନେଶ୍ୱର,୨୭।୬(ବ୍ୟୁରୋ):ମୁୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋମ ଗସ୍ତକୁ ନେଇ ଭାଜପା ସମାଲୋଚନା କରିଛି। କେଉଁ ପଇସାରେ ସେ ବିଦେଶ ଗସ୍ତ କରଛନ୍ତି ? ଯଦି ସରକାରୀ ପଇସାରେ ଯାଇଛନ୍ତି, ତେବେ କଣ ଉପଲବ୍ଧି କଲେ ବୋଲି ଭାଜପା ବିଧାୟକ ଜୟନାରାୟଣ ମିଶ୍ର ପ୍ରଶ୍ନ…

ଗୁପ୍‌ଚୁପ୍‌ ବିକ୍ରି ଉପରେ ଲାଗିଲା ପ୍ରତିବନ୍ଧକ

କାଠମାଣ୍ଡୁ,୨୭।୬: ଘାଟିରେ ହଇଜା ରୋଗ ବୃଦ୍ଧି ପାଉଥିବାରୁ କାଠମାଣ୍ଡୁ ଉପତ୍ୟକାର ଲଲିତପୁର ମହାନଗର ନିଗମ(ଏଲ୍‌ଏମ୍‌ସି)ରେ ଗୁପ୍‌ଚୁପ୍‌ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ବର୍ତ୍ତମାନ ସୁଦ୍ଧା ଏଠାରେ ହଇଜାର ୧୨ଟି ମାମଲା ସାମ୍ନାକୁ ଆସିସାରିଛି। ଶନିବାର ସହରରେ ଗୁପ୍‌ଚୁପ୍‌ ବିକ୍ରୟ ତଥା ବଣ୍ଟନ…

ଏହି ଦେଶରେ ସ୍କୁଲ ବନ୍ଦ, ଓ୍ବାର୍କ ଫ୍ରମ୍‌ ହୋମ୍‌ରେ କର୍ମଚାରୀ

କଲମ୍ବୋ,୨୭।୬: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବୈଦେଶିକ ମୁଦ୍ରାର ଘୋର ଅଭାବ ଯୋଗୁ ଶ୍ରୀଲଙ୍କା ନିଜ ନାଗରିକଙ୍କ ପାଇଁ ଜରୁରୀ ଜିନିଷ ଆମଦାନୀ କରିବାକୁ ମଧ୍ୟ ଅସକ୍ଷମ। ପେଟ୍ରୋଲ-ଡିଜେଲକୁ ନେଇ ଏଭଳି…

ଦୁର୍ଘଟଣାରେ ଯୁବକ ମୃତ, ବୃଦ୍ଧ ଗୁରୁତର

ବ୍ରହ୍ମପୁର ଅଫିସ,୨୭।୬: ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ଜିଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଅନେକ କାର୍ଯ୍ୟକ୍ରମ କରାଯାଉଛି। ଏନେଇ ଜନସାଧାରଣଙ୍କୁ ସଚେତନ ମଧ୍ୟ କରାଯାଉଛି। ହେଲେ ଦିନକୁ ଦିନ ଦୁର୍ଘଟଣା ମାମଲା ବୃଦ୍ଧି ହେବାରେ ଲାଗୁଛି। ଯାହାକି ପ୍ରଶାସନ…

ରାଇମୋହନଙ୍କ ମୋବାଇଲରୁୁ ମିଳିବ କି କିଛି ତଥ୍ୟ

ଭୁବନେଶ୍ୱର,୨୭।୬(ବ୍ୟୁରୋ): ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁକୁ ୪ ଦିନ ବିତିଥିଲା ବେଳେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି । ଏହି ଘଟଣାରେ ପୋଲିସ ତାଙ୍କ ପରିବାର, ସାଙ୍ଗସାଥୀଙ୍କୁ ପଚରାଉଚରା କରୁଛି। ରାଉମୋହନଙ୍କ ବ୍ୟବହାର କେମିତି ଥିଲା, ସେ ମାନସିକ ଚାପରେ ଥିଲେ…

‘ଅଗ୍ନିପଥ’ଯୋଜନାର ଅବସର ବୟସ ୬୫ ବର୍ଷକୁ ବୃଦ୍ଧି କରାଯାଉ: ମମତା

କୋଲକାତା,୨୭।୬: ‘ଅଗ୍ନିପଥ’ଯୋଜନାକୁ ନେଇ ବିଭିନ୍ନ ରାଜନୈତିକ ମହଲରେ ବିରୋଧ କରାଯାଉଛି। ଏହାରି ମଧ୍ୟରେ ଅଗ୍ନିପଥ ଯୋଜନାରେ ଥିବା ଚାକିରି କାଳ ୬୫ ବର୍ଷକୁ ବୃଦ୍ଧି ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି । ମମତା କହିଛନ୍ତି, ୪ ବର୍ଷ…

ଆମେରିକାରେ ତୀବ୍ର ହେଉଛି ମହିଳାଙ୍କ ‘ସେକ୍ସ ଷ୍ଟ୍ରାଇକ’

ୱାଶିିଂଟନ ୨୭।୬ : ଆମେରିକା ସୁପ୍ରିମକୋର୍ଟ ମହିଳାଙ୍କ ଗର୍ଭପାତକୁ ନେଇ ଦେଇଥିବା ରାୟକୁ ବିରୋଧ କରି ମହିଳାମାନେ ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏପରିକି ମହିଳାମାନେ ପୁରୁଷମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବେ ନାହିଁ ବୋଲି ଧମକ ମଧ୍ୟ ଦେଇଛନ୍ତି। ଏହାକୁ ସେମାନେ…

ରାଜ୍ୟରେ ସୁସ୍ଥ ହେଲେ ୫୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୭।୬(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୨ ଲକ୍ଷ୭୯ ହଜାର ୭୪୫ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

ଆଲିଆଙ୍କ ପାଇଁ ଇମୋଶନାଲ ପୋଷ୍ଟ ଲେଖିଲେ କରନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ସୋମବାର ସକାଳୁ ସକାଳୁ ତାଙ୍କ ପ୍ରଶଂସକଙ୍କୁ ଏକ ଗୁଡ ନ୍ୟୁଜ ଦେଇଛନ୍ତି । ଅଲଟ୍ରା ସାଉଣ୍ଡ ହେଉଥିବାର ଏକ ଫଟୋ ଶେୟାର କି ସେ ମା’ ହେବାକୁ ଯାଉଥିବା କଥା ଜଣାଇଥିଲେ । ଆଉ…

ଦୁବାଇ ବିଜନେସ ମିଟ୍‌ରେ ଯୋଗ ଦେବେ ଓଡ଼ିଶାର ମନ୍ତ୍ରୀ, ବିଧାୟକ

ଭୁବନେଶ୍ୱର,୨୭।୬(ବ୍ୟୁରୋ): ଓଡ଼ିଶାର ୨ ନେତା ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ବିଜନେସ ମିଟ୍‌ରେ ଯୋଗ ଦେବେ । ଖାଦ୍ୟଯୋଗାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ବିଧାୟକ ଦେବୀ ମିଶ୍ର ପୂର୍ବରୁ ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri