ବନ୍ୟା-ଭୂସ୍ଖଳନରେ ୩୧ ମୃତ, ହଜାରେରୁ ଅଧିକ ବେଘର…
ବ୍ରାସିଲିଆ, ୨୯।୫ : ବ୍ରାଜିଲର ଉତ୍ତର-ପୂର୍ବ ରାଜ୍ୟ ପେରନାମବୁକୋରେ ପ୍ରବଳ ବର୍ଷା ଯୋଗୁ ବନ୍ୟ ସହିତ ଭୂସ୍ଖଳନ ଘଟିଛି। ଏହି ଘଟଣାରେ ୩୧ ଜଣଙ୍କର ମୃତ୍ୟୁ ଘଟିଛି। କେତେକ ଲୋକ ମଧ୍ୟ ନିଖୋଜ ରହିଛନ୍ତି। ବନ୍ୟଶ ଷଟଶଘଉ ତ୍ଡଉ ଷଲାକ ଜଳବନ୍ଦୀ…
ବୟଫ୍ରେଣ୍ଡ ଜିନ୍ସ ଫ୍ୟାଶନ୍ …
ବିଭିନ୍ନ ପ୍ରକାର ଜିନ୍ସ ମଧ୍ୟରେ ଫ୍ୟାଶନେବଲ୍ ଲୁକ୍ ସାଙ୍ଗକୁ କମ୍ଫର୍ଟେବଲ୍ ଲାଗୁଥିବାରୁ ବର୍ତ୍ତମାନ ବୟଫ୍ରେଣ୍ଡ ଜିନ୍ସ ପାଲଟିଛି ଲାଟେଷ୍ଟ ଟ୍ରେଣ୍ଡ। ଯଦି ଆପଣ ବି ଏହାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି ଜାଣିରଖନ୍ତୁ ଟିପ୍ସ… ବୟଫ୍ରେଣ୍ଡ ଜିନ୍ସର ସାଇଜ୍ ସାଧାରଣ ଜିନ୍ସଠାରୁ ସାମାନ୍ୟ…
ବ୍ରଜରାଜନଗର ଉପନିର୍ବାଚନ: ଆଜି ସରୁଛି ପ୍ରଚାର
ଝାରସୁଗୁଡା,୨୯।୫ : ଆସନ୍ତା ୩୧ରେ ବ୍ରଜରାଜନଗର ଉପନିର୍ବାଚନ ଅନୁଷ୍ଠାନ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ନିଜ ନିଜର ରାଜନୌତିକ ଦଳ ସହ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ହେଭିଓ୍ବେଟ୍ ନେତା। ଘର ଘର ବୁଲି ପ୍ରାର୍ଥୀ ଭୋଟ ଭିକ୍ଷା କରୁଛନ୍ତି। ତେବେ…
ପୁଣି ରାଜ୍ୟରେ ୯ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୨୯।୫(ବ୍ୟୁରୋ): ରାଜ୍ୟରେ ରବିବାର ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପିଲା ଅଛନ୍ତି। ୬ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୩ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍…
୩୧ରେ ଚାଷୀଙ୍କ ଖାତାକୁ ଯିବ ୧୧ତମ କିସ୍ତି
ନୂଆଦିଲ୍ଲୀ,୨୯।୫: ଆସନ୍ତା ୩୧ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଚାଷୀଙ୍କ ଖାତାକୁ ଯିବ। ଏହି କିସ୍ତି ବାବଦକୁ ସିଧାସଳଖ ୨ ହଜାର ଟଙ୍କା ଲେଖାଏ ପଠାଯିବ । ସିମଲାରେ ଆୟୋଜିତ ଗରିବ କଲ୍ୟାଣ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏହି ଟଙ୍କା ପ୍ରଦାନ କରିବେ।…
ଶାଶ୍ୱତୀଙ୍କ ରଙ୍ଗତୂଳୀରେ କଥା କହୁଛି ବର୍ଜ୍ୟବସ୍ତୁ
ନବରଙ୍ଗପୁର, ୨୯।୫;(ବି.ପ୍ର.): ମନ ମୋହୁଛି ରଙ୍ଗତୂଳୀରେ ଆକୃତି ଦିଆଯାଇଥିବା ବିଭିନ୍ନ ପଟଚିତ୍ର। ଭିନ୍ନ ଏକ ମଣିଷର ଆଶାର ଆଲୋକ ସାଜିଛି ନିଜ ହାତ ତିଆରି ଚିତ୍ରକଳା। ରଙ୍ଗତୂଳୀକୁ ହାତରେ ଧରି ଏକ କଳାକାରଭାବେ ନିଜକୁ ଗଢ଼ି ତୋଳୁଛନ୍ତି ନବରଙ୍ଗପୁର ସହର ଗାନ୍ଧୀନଗର…
କାରାଗାରରେ ଖୁନ୍ଦାଖୁନ୍ଦି କଏଦୀ
କାମାକ୍ଷାନଗର, ୨୯।୫(ଡି.ଏନ୍.ଏ.): ବ୍ରିଟିଶ ଶାସନ ଅମଳର କାମାକ୍ଷାନଗର ଉପକାରାଗାରରେ ସ୍ଥାନ ଅଭାବରୁ ସୃଷ୍ଟି ହୋଇଛି ଅଚଳାବସ୍ଥା। ଏଠାରେ କ୍ଷମତା ତୁଳନାରେ ପ୍ରାୟ ଦେଢ଼ଗୁଣା ଅଧିକ କଏଦୀ ଖୁନ୍ଦାଖୁନ୍ଦି ହୋଇ ରହୁଛନ୍ତି। ଆବଶ୍ୟକ ଅର୍ଥ ଥିଲେ ମଧ୍ୟ ଉପଯୁକ୍ତ ଜମି ମିଳୁ ନ…
ପୃଥ୍ୱିରାଜରେ ୫-୬ କିଲୋ ଓଜନର ପୋଷାକ ପିନ୍ଧିଥିଲେ ଅକ୍ଷୟ
ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ଓ ଅଭିନେତ୍ରୀ ମାନୁଷି ଚ୍ଛଲର ଏବେ ତାଙ୍କ ଅଭିନୀତ ଫିଲ୍ମ ‘ପୃଥ୍ୱିରାଜ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ନିକଟରେ ଏହାର ପ୍ରମୋଶନ ପାଇଁ ଉଭୟ ସୋନି ଟିଭିରେ ପ୍ରସାରିତ ‘ଦ କପିଲ ଶର୍ମା’…
‘ହିଲାରୀ, ନର୍ଗେ ମନେ ରହିବେ’
ଭୁବନେଶ୍ୱର, ୨୯।୫ (ସ୍ପୋଟର୍ସ ବ୍ୟୁରୋ): ଅନ୍ତର୍ଜାତୀୟ ଏଭରେଷ୍ଟ ଦିବସ ପ୍ରତି ବର୍ଷ ମେ’ ୨୯ତାରିଖରେ ପାଳିତ ହୋଇଥାଏ। ୧୯୫୩ ମସିହାରେ ଏହି ଦିନ ସାର୍ ଏଡମଣ୍ଡ୍ ହିଲାରୀ ଓ ତେନ୍ଜିଂ ନର୍ଗେ ପ୍ରଥମେ ମାଉଣ୍ଟ ଏଭରେଷ୍ଟ ଆରୋହଣ କରିଥିଲେ। ୨୦୦୮ରେ ତେନ୍ଜିଂ…
୨ ବର୍ଷ ପରେ ଭାରତରୁ ବାଂଲାଦେଶ ଗଡିବ ଟ୍ରେନ
ନୂଆଦିଲ୍ଲୀ,୨୯।୫: ଦୀର୍ଘ ୨ ବର୍ଷ ପରେ ରବିବାରଠୁ ପୁଣି ଭାରତ ଓ ବାଂଲାଦେଶ ମଧ୍ୟରେ ଟ୍ରେନ ସେବା ଆରମ୍ଭ ହେବାକୁ ଯାଉଛି । କୋରୋନା ମହାମାରୀ ଯୋଗୁ ଏହି ସେବା ବନ୍ଦ ଥିବା ବେଳେ ଆଜିଠୁ ଆରମ୍ଭ ହେବାକୁ ଯାଉଛି। ଏ…
ଥଣ୍ଡା ପାଣି ପିଉଥିଲେ…
ଖରାଦିନେ ଗରମରେ ବାହାରେ ବୁଲିଆସିଲେ ସଙ୍ଗେ ସଙ୍ଗେ ପାଣିଟିକେ କାହାକୁ ବା ଲୋଡ଼ା ନୁହେଁ! ଆଉ ତାହା ଯଦି ଫ୍ରିଜ୍ର ଥଣ୍ଡା ପାଣି ହୁଏ, ତେବେ ପିଇବାର ଆନନ୍ଦ ଅବର୍ଣ୍ଣନୀୟ। ହେଲେ ଆପଣ ଜାଣନ୍ତିକି ସବୁବେଳେ ଏଭଳି ଥଣ୍ଡା ପାଣି ପିଇବା…
ସବୁ ଏବେ କ୍ୟାଶ୍ଲେସ୍
ପର୍ସରେ ଟଙ୍କା ରଖି ବାହାରକୁ ଗଲେ କେବେ ଚୋରି ତ କେବେ ଡକାୟତିର ଆଶଙ୍କା, ପୁଣି କେବେ କେଉଁଠି ଦରକାର ବେଳେ ଟଙ୍କା ସରିଗଲେ ଏଟିଏମ୍ ଖୋଜିବାର ଟେନ୍ଶନ୍। ଏମିତିରେ ଅନ୍ଲାଇନ୍ ଟ୍ରାଞ୍ଜାକ୍ସନ୍ ଏବଂ ଇ-ୱାଲେଟ୍ ଭଳି କ୍ୟାଶ୍ଲେସ୍ ସୁବିଧା ଏବେ…
Archives


