ପୁଷ୍ପା-୨ ପାଇଁ ଫି’ ବଢାଇଲେ ନିର୍ଦ୍ଦେଶକ
ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ’ ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ଏହି ଫିଲ୍ମଟି କେବଳ ଭାରତରେ ନୁହେଁ,ସମଗ୍ର ବିଶ୍ୱରେ ଭଲ ବ୍ୟବସାୟ କରିଥିଲା। ପ୍ରଶଂସକମାନେ ଏହି ଫିଲ୍ମର…
କାଳବୈଶାଖୀରେ ଭାଙ୍ଗିଲା ୧୩୨ କେଭି ବିଦ୍ୟୁତ୍ ଟାଓ୍ବାର
ଛତ୍ରପୁର,୨୯ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଝଡ଼ ତୋଫାନ ଏବଂ ବର୍ଷା ହୋଇଥିଲା। ଫଳରେ ଛତ୍ରପୁର ସହର ଓ ଗ୍ରାମାଞ୍ଚଳରେ ବହୁ ଗଛ ଭାଙ୍ଗିଯାଇ ରାସ୍ତା ଅବରୋଧ ହୋଇଥିଲା। ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ତାର ଛିଣ୍ଡି ଯାଇଥିବାରୁ ଦୀର୍ଘ…
ଛାଡପତ୍ର ପରେ ପୂର୍ବ ସ୍ବାମୀଙ୍କୁ ଟାର୍ଗେଟ୍ କରି ବର୍ଷିଲେ ଏହି ଅଭିନେତ୍ରୀ
‘ଟେଲି ସିରିଏଲ ‘କହତ ହନୁମାନ ଜୟ ଶ୍ରୀ ରାମ’ର ଫେମ ଅଭିନେତ୍ରୀ ଆଙ୍କାକ୍ଷା ରାୱତ ତାଙ୍କ ବୃତ୍ତିଗତ ଓ ବ୍ୟକ୍ତିଗତକୁ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ଅଭିନେତ୍ରୀ ଜଣକ ୨୦୧୨ରେ ‘ବେହଦ’ର ଫେମ୍ ପୀୟୁଷ ସହଦେବଙ୍କୁ ବିବାହ କରିଥିଲେ। ତେବେ ଏହି…
ସୁରେଶ ରାଇନାଙ୍କ ଭବିଷ୍ୟବାଣୀ
ଅହମ୍ମଦାବାଦ୍,୨୯।୫:ଆଇପିଏଲ ୨୦୨୨ର ଫାଇନାଲରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଲଢେଇ ହେବ। ଦୁଇ ଦଳ ମଧ୍ୟରେ ଏହି ଟାଇଟଲ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଗୁଜରାଟର ଦଳ ନିଜର ପ୍ରଥମ ସିଜିନରେ ଫାଇନାଲରେ ପ୍ରବେଶ କରିଛି।…
ଏଣ୍ଟ୍ରାନ୍ସ ଦେଲେଣି ୨୫ ଥର
ଉଚ୍ଚଶିକ୍ଷା ପାଇଁ ଉଦ୍ଦିଷ୍ଟ ଏଣ୍ଟ୍ରାନ୍ସ ବା ପ୍ରବେଶିକା ପରୀକ୍ଷାରେ ଥରେ କି ଦୁଇଥର ଫେଲ୍ ହୋଇଗଲେ ଯେଉଁଠି ଆଜିକାର ଯୁବପିଢୀମାନେ ନିଜର ଆତ୍ମବିଶ୍ୱାସକୁ ହରାଇ ବସୁଛନ୍ତି, ସେ କ୍ଷେତ୍ରରେ ଲିୟାଙ୍ଗ ଶୀଙ୍କୁ ଏକ ଉଦାହରଣ ଭାବେ ନିଆଯାଇପାରେ। ଚାଇନାର ଏହି ବ୍ୟକ୍ତିଙ୍କୁ…
ହନୁମାନଙ୍କ ଭ୍ରମ ହେଲା ଦୂର
ଯୁଦ୍ଧକ୍ଷେତ୍ରରେ ମେଘନାଦର ‘ବୀରଘାତିନୀ’ ବାଣ ଆଘାତରେ ଲକ୍ଷ୍ମଣ ମୂର୍ଚ୍ଛିତ ହୋଇଗଲେ l ଲଙ୍କାରୁ ସୁଷେଣ ବୈଦ୍ୟଙ୍କୁ ଅଣାଗଲା l ଜଡିବୁଟିର ନାଁ ଏବଂ ତାହା କେଉଁ ପର୍ବତରେ ମିଳେ -ତାହାର ଠିକଣା ବି ସେ ବତାଇଦେଲେ l ରାତିକ ଭିତରେ ତାହା…
୧୩ ଜିଲାକୁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର,୨୯।୫(ବ୍ୟୁରୋ): ଏଥର ତାତିରୁ ଆଶ୍ୱସ୍ତି ମିଳିବ । ୩ ଦିନ ଯାଏ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଆଜି ବର୍ଷା ଆଶଙ୍କା କରାଯାଉଛି। ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୩…
ଏମିତି ଷ୍ଟେଶନ, ଯାହାର ନାହିଁ ନାମ
ଦୁନିଆର ପ୍ରତ୍ୟେକ ଜିନିଷର ଏକ ପରିଚୟ ରହିଥାଏ। ସେ ବ୍ୟକ୍ତି ହୁଅନ୍ତୁ କି ସ୍ଥାନ। ଯଦି କେହି କୌଣସି ସ୍ଥାନକୁ ଯାଆନ୍ତି, ତେବେ ଏହାର ନିଜସ୍ବ ନାମ ରହିଥାଏ। ଭାରତର ପ୍ରତ୍ୟେକ ସ୍ଥାନର ନାମ ଅଛି। ସେ ଗାଁ ହେଉ କିମ୍ବା…
ଆରଡ଼ିରେ ଶିବ ବିବାହ
ଶାସ୍ତ୍ରାନୁସାରେ ଦେବ, ମାନବ, ଦାନବ ସଭିଏଁ ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତି। ଏହି ପାରମ୍ପରିକ ଧାରାକୁ ବଜାୟ ରଖିବା ପାଇଁ କାହିଁ କେଉଁକାଳରୁ ପାଳିତ ହୋଇଆସୁଛି ପବିତ୍ର ଶୀତଳଷଷ୍ଠୀ। ଏହି ପବିତ୍ର ଦିବସରେ ଦେବ ଦେବ ମହାଦେବ ମାତା ସତୀଙ୍କୁ ବିବାହ…
ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ସୋମବାର ଅପରାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ସେହିପରି ଏହି ଗସ୍ତ ଅବସରରେ ୩୧ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବା…
ଡ୍ୟାନ୍ସ ମୋ ଫିଟ୍ନେସ୍ର ମନ୍ତ୍ର : ଭୂମିକା
ଶିଶୁ କଳାକାର ଭାବରେ ସେ ଓଲିଉଡ୍ରେ ଏଣ୍ଟ୍ରି କରିଥିଲେ। ହେଲେ ୟା’ ଭିତରେ ସେ ବେଶ୍ କେତୋଟି ସିନେମାରେ ଲିଡ୍ ଆକ୍ଟ୍ରେସ୍ ଭାବରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିବାରେ ସକ୍ଷମ ହୋଇଥିବା ଅଭିନେତ୍ରୀ ହେଲେ ଭୂମିକା ଦାଶ… * ସିନେମାକୁ…
ରଥଖଳା ଚଳଚଞ୍ଚଳ, ଚଉଦନାହାକା କାମ ଆରମ୍ଭ
ପୁରୀ ଅଫିସ,୨୯।୫: ପୁରୀ ରଥଯାତ୍ରା ପାଇଁ ରଥଖଳା ପାଇଁ ଚଳଚଞ୍ଚଳ ହୋଇ ଉଠିଛି। ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି । ରଥ ଖଳାରେ ଚଉଦନାହାକା କାମ ଆରମ୍ଭ ହୋଇଯାଇଛି । ବିଶ୍ୱକର୍ମାମାନେ ବାରିସିରେ ହାଣି…
Archives


