ଟଳିପଡ଼ିଲେ ୨ ଆତଙ୍କବାଦୀ
ପୁଲଓ୍ବାମା, ୩୦।୫: ପୁଲୱାମାର ଅଓ୍ବନ୍ତିପୋରାର ରାଜପୋରାଠାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନ୍କାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସର୍ଚ୍ଚ ଅପରେଶନ ସମୟରେ ଦୁଇଟି ଏକେ-୪୭ ଏବଂ ବିଭିନ୍ନ ଅପରାଧ ସାମଗ୍ରୀ ଏଠାରୁ ଉଦ୍ଧାର କରାଯାଇଛି। ମୃତ ୨…
ଉତ୍ତର ପ୍ରଦେଶ ରାଜ୍ୟ ସଭା ବିର୍ନାଚନ: ଭାଜପା ଜାରି କଲା ପ୍ରାର୍ଥି ତାଲିକା, ନକଭିଙ୍କ ନାମ ନାହିଁ
ଲକ୍ଷ୍ନୌ,୩୧ ।୫: ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ରାଜ୍ୟସଭାର ଦ୍ୱିବାର୍ଷିକ ନିର୍ବାଚନ ପାଇଁ ସୋମବାର ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶରୁ ୨ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ୱାସ ନଖଭିଙ୍କ ନାମ କୌଣସି…
ଏନ୍ଜିଟି ନିୟମ ମାନୁନାହାନ୍ତି ବ୍ୟବସାୟୀ
କେନ୍ଦ୍ରାପଡ଼ା ଅଫିସ, ୩୧ା୫:କେନ୍ଦ୍ରାପଡ଼ା ଜିଲାରେ ଇଟାଭାଟି ଓ ବାଲି ଚୋରାଚାଲାଣ ଲାଗି ନଦୀଶଯ୍ୟାକୁ ଖୋଳାଯାଉଛି। ଏନ୍ଓସି ନ ଥାଇ ଅବାଧରେ ବାଲି ଚାଲାଣ ହେଉଛି। ବେଆଇନ ଲଘୁ ଖଣିଜ ସମ୍ପଦ ଚାଲାଣ ଯୋଗୁ ରାଜକୋଷକୁ ରାଜସ୍ବ ମିଳୁ ନ ଥିବା ବେଳେ…
ଗାଁରେ ଏବେ ବି ବଞ୍ଚିଛି ଚାଟଶାଳୀ
ମହାକାଳପଡ଼ା,୩୧ା୫ (ଡି.ଏନ୍.ଏ.):କେନ୍ଦ୍ରାପଡ଼ା ଜିଲା ନଦୀନାଳଘେରା ମହାକାଳପଡ଼ା ବ୍ଲକ ସ୍ଥାନୀୟ ବାରଡାଙ୍ଗ ଗଁାରେ ବଞ୍ଚତ୍ ରହିଛି ୫୮ ବର୍ଷର ଚାଟଶାଳୀ। ସାରାଜୀବନ ଅବିବାହିତ ରହି ଅବଧାନେ ରାମଚନ୍ଦ୍ର ଭୋଳ (୭୨) ପିଲାଙ୍କୁ ପାଠ ପଢ଼ାଉଛନ୍ତି। ସେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ହୋଇଥିବାରୁ ଶାରୀରିକ…
ଖୁଣ୍ଟ ଅଛି, ବିଦ୍ୟୁତ୍ ସଂଯୋଗ ହେଉନି
ରାହାମା,୩୧ା୫(ଡି.ଏନ୍.ଏ.):ଜଗତ୍ସିଂହପୁର ଜିଲା ରାହାମା-ଖୋସାଲପୁର ପୋଲ ମହାନଦୀ ଉପରେ ନିର୍ମାଣ କରାଯାଇଛି। ଦେଢ଼ କିମି ବ୍ୟାପୀ ଏହି ପୋଲ ଦେଇ ଦୈନିକ ବହୁ ସଂଖ୍ୟାରେ ଲୋକ କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁରକୁ ଯାତାୟାତ କରିଥାନ୍ତି। ମାତ୍ର ଏଠାରେ ଆଲୋକୀକରଣ ପାଇଁ ବ୍ୟବସ୍ଥା ହୋଇ ନ…
ନିମ୍ନମାନର କଲ୍ଭର୍ଟ ନିର୍ମାଣ, କାମ ବନ୍ଦ କଲେ ସରପଞ୍ଚ
ରାଜନଗର, ୩୧ା୫(ଡି.ଏନ୍.ଏ.):ଅଣଜଳସେଚିତ ରାଜନଗର ବ୍ଲକରେ ଜମିକୁ ପାଣି ଯୋଗାଇବା ଓ ବର୍ଷା ସମୟରେ ଉଦ୍ବୃତ୍ତ ପାଣି ନିଷ୍କାସନ ପାଇଁ କଲ୍ଭର୍ଟ ନିର୍ମାଣ ନିମନ୍ତେ ସରକାର ଅର୍ଥ ଯୋଗାଇ ଦେଉଛନ୍ତି। ମାତ୍ର ରାଜନଗର ବ୍ଲକର ଦାରୁଓରା ନିକଟରେ ନିର୍ମାଣାଧୀନ କଲ୍ଭର୍ଟକୁ ନିମ୍ନମାନର ହେଉଥିବା…
ପ୍ରଶାସନର ଶେଷ ପ୍ରୟାସ ବିଫଳ
ଝାରସୁଗୁଡ଼ା ଅଫିସ,୩୧ା୫: ବ୍ରଜରାଜନଗର ନିିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲଖନପୁର ବ୍ଲକ ପଣ୍ଡରି ଗ୍ରାମ ପଞ୍ଚାୟତର ବେଙ୍କମୁରା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଗତବର୍ଷ ପ୍ରଶାସନ ବନ୍ଦ କରି ନିକଟସ୍ଥ ବଲଣ୍ଡା ପ୍ରାଥମିକ ବିଦ୍ୟାଳୟ ସହ ମିଶାଇ ଦେଇଛି। ଏହାକୁ ଗ୍ରାମବାସୀ ବିରୋଧ…
‘ଓଡ଼ିଶାବାସୀଙ୍କ ବିକାଶରେ ନିଜକୁ ସାମିଲ କରିବି’
ସୋନପୁର,୩୧।୫(ନି.ପ୍ର.):ସୋମବାର ପ୍ରକାଶିତ ୟୁପିଏସ୍ସି ସିଭିଲ ସର୍ଭିସ୍ ପରୀକ୍ଷା ୨୦୨୧ରେ ୬୩ ର଼୍ୟାଙ୍କ ରଖି ଓଡ଼ିଶାର କାର୍ତ୍ତିକ ପାଣିଗ୍ରାହୀ କୃତକାର୍ଯ୍ୟ ହୋଇଛନ୍ତି। ତାଙ୍କ ଘର ସୋନପୁର ସହର ଗଡ଼ଭିତର ଅଞ୍ଚଳରେ। କାର୍ତ୍ତିକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ପରିଶ୍ରମର ଫଳ ମିଳିଥିବାରୁ ଖୁସି ଲାଗୁଛି।…
ସବୁ ହୋଟେଲରେ ସିସିଟିଭି ବାଧ୍ୟତାମୂଳକ
ପୁରୀ ଅଫିସ,୩୧।୫:ଚଳିତ ବର୍ଷର ରଥଯାତ୍ରା ପାଇଁ ସୋମବାର ପୁରୀ ହୋଟେଲ ମାଲିକ ସଂଘ ସହ ପୋଲିସ ପ୍ରଶାସନର ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏହି ବୈଠକରେ ସହରର ସମସ୍ତ ହୋଟେଲରେ ସିସିଟିଭି କ୍ୟାମେରା ଲଗାଯିବା ବାଧ୍ୟତାମୂଳକ…
ଥାନାରେ ଏତଲା, ଗଛ କଟା ସ୍ଥାନରେ ଧାରଣା
ଭୁବନେଶ୍ୱର,୩୧ା୫(ବ୍ୟୁରୋ):ରାଜ୍ୟ ଅତିଥି ଭବନ ସମ୍ମୁଖରେ ଥିବା ବିଧାୟକମାନଙ୍କ ପୁରୁଣା କ୍ୱାର୍ଟର୍ସକୁ ଭାଙ୍ଗି ବିଳାସପୂର୍ଣ୍ଣ ଉଚ୍ଚ ଅଟ୍ଟାଳିକା ନିର୍ମାଣ ପାଇଁ ରାଜଧାନୀର ଛାତି ଉପରେ ଥିବା ଶହ ଶହ ବର୍ଷର ହଜାରରୁ ଊର୍ଦ୍ଧ୍ୱ ପୁରୁଣା ଗଛ କଟା ଚାଲିଛି। ହେଲେ ସବୁଜ ସୁନ୍ଦର…
ଦୁଇଦିନ ଝଡ଼ବର୍ଷା
ଭୁବନେଶ୍ୱର,୩୧ା୫(ବ୍ୟୁରୋ):ଆସନ୍ତା ଦୁଇଦିନ ଯାଏ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା ରହିଛି। ମଙ୍ଗଳବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି…
ରଥ ଚକ ପରଖିଲା ଏକ୍ସପର୍ଟ ଟିମ୍
ପୁରୀ ଅଫିସ,୩୧ା୫:ରଥ ନିର୍ମାଣ ବେଳେ ଅଖ ଓ ଚକରେ ଫାଟ ଦେଖିବାକୁ ମିଳିଥିଲା। ଏନେଇ ଏକ୍ସପର୍ଟ କମିଟି ସୋମବାର ରଥଖଳାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛି। ଯେଉଁ ଚକ ଓ ଅଖରେ ଫାଟ ହୋଇଛି ତାହାକୁ କ୍ଲାମ୍ପ ଦେଇ ମରାମତି କରାଯିବ…
Archives


