Posted inଫୁରସତ

ଗୋଟିଏ କଳା ସେଓର ଦାମ୍‌ରେ କିଣିପାରିବେ ୫ ପ୍ରକାର ଫଳ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା

ସାଧାରଣତଃ ସେଓ ପ୍ରାୟ ସମସ୍ତେ ଦେଖିଥିବେ। ମାତ୍ର ବ୍ଲାକ୍‌ ଡାଏମଣ୍ଡ ଆପଲ ବା କଳା ହୀରା ସେଓ ହୁଏତ କମ୍‌ ଲୋକ ଦେଖିଥିବେ। ଆପଣ ଭାବୁଥିବେ ଏହି ସେଓରେ କେହି ବୋଧେ ରଙ୍ଗ ବୋଳି ଦେଇଛି। କିନ୍ତୁ ନା ପ୍ରାକୃତିକ ରୂପରେ ହିଁ ଏହା କଳା। ଏପରି ସେଓ ତିବ୍ବତ ଏବଂ ଭୂଟାନରେ ଦେଖିବାକୁ ମିଳିଥାଏ। ଏହାକୁ ‘ହୁଆ ନିଉ’ ପ୍ରଜାତିର କୁହାଯାଏ। ଯାହାକି ଏକ ସ୍ବତନ୍ତ୍ର କାରଣ ପାଇଁ କଳା ହୋଇଥାଏ।

What is Black Diamond Apple and is it healthy? - Times of India

ଏହି ସେଓ ତିବ୍ବତର ନିଙ୍ଗାଚି ଅଞ୍ଚଳରେ ପ୍ରଚୁର ପରିମାଣରେ ଫଳିଥାଏ। ଦିନରେ ସୂର୍ଯ୍ୟକିରଣ ଏହା ଉପରେପଡ଼ିବାରୁ ଅଲଟ୍ରାଭାଓଲେଟ୍‌ କିରଣ ସେଓ ଉପରେ ଅଧିକ ପଡ଼ିଥାଏ ଏବଂ ରାତିରେ ତାପମାତ୍ରା କମିଥାଏ। ତାପମାତ୍ରା ବଦଳୁଥିବାରୁ ସେଓ ଉପରେ ଏହାର ପ୍ରଭାବ ପଡ଼ିଥାଏ। ତେଣୁ ଏହା କଳାରଙ୍ଗ ହୋଇଥାଏ।

Guide to Black Diamond Apples and Arkansas Black Apples

ସବୁଠୁ ଆଶ୍ଚର୍ଯ୍ୟର କଥା ସେଓ କଳା ହେଲେ ମଧ୍ୟ ଏହାର ଭିତର ଅଂଶ ଅନ୍ୟ ସେଓ ପରି ହୋଇଥାଏ। ଏହି ସେଓ ୫ରୁ ୮ ବର୍ଷ ମଧ୍ୟରେ ଫଳ ଆସିଥାଏ। ଯାହା କେବଳ ୨ ମାସ ପର୍ଯ୍ୟନ୍ତ ରହିଥାଏ। ଏହି ସେଓର ଦାମ୍‌ ଅନ୍ୟ ସେଓ ତୁଳନାରେ ଢେର ଅଧିକ। ଏପରିକି ଗୋଟିଏ ସେଓର ଦାମ୍‌ ୫୦୦ରୁ ୧୬୦୦ ପର୍ଯ୍ୟନ୍ତ ବିକ୍ରି ହୋଇଥାଏ। ଲାଲ୍‌ ସେଓଠାରୁ ଏହା ଅଧିକ ଉପକାରୀ। ଏଥିରେ ପୋଷକତତ୍ତ୍ୱ ଅଧିକ ପରିମାଣର ଥାଏ। ଯାହାକି ଶରୀର ପାଇଁ ବେଶ୍‌ ଲାଭଦାୟକ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?