ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୬ ଜୀବନ
ପ୍ରୟାଗରାଜ,୨୭।୧୦: ୟୁପିର ପ୍ରୟାଗରାଜରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସୋରେନ ପୋଲିସ ଷ୍ଟେଶନ ପରିସରରେ ଥିବା ଶିବଗଡରୁ ବିନ୍ଧ୍ୟାଞ୍ଚଳ ଦର୍ଶନ ପାଇଁ ଯାଉଥିବା ଭକ୍ତଙ୍କ ଟାଭେରା କାର ଏକ ବିଦ୍ୟୁତ ପୋଲ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।…
ଟସ୍ ଜିତିଲା ଭାରତ
ସିଡନୀ,୨୭।୧୦: ଟି-୨୦ ବିଶ୍ୱକପ୍ର ଏକ ମ୍ୟାଚ୍ରେ ଭାରତ ଏବଂ ନେଦରଲାଣ୍ଡ୍ସ ମୁହାଁମୁହିଁ ହୋଇଛନ୍ତି। ସିଡନୀରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ପାଗ ଖରାପ ଯୋଗ ଟସ୍ ବିଳମ୍ବରେ ହୋଇଥିଲା। ଏହି ମ୍ୟାଚ୍ ପାଇଁ…
ଋଷିକୂଲ୍ୟାରେ ଭାସି ଯାଇଥିଲେ, ଦୁଇଦିନ ପରେ ମିଳିଲା ନାବାଳକଙ୍କ ମୃତଦେହ
ଛତ୍ରପୁର/ପୁରୁଷୋତ୍ତମପୁର,୨୭ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ନିକଟ ଋଷିକୂଲ୍ୟା ନଦୀରେ ଗାଧୋଇବା ବେଳେ ଦୁଇ ଦିନ ତଳେ ଭାସି ଯାଇ ନିଖୋଜ ଥିବା ନାବାଳକ କୃଷ୍ଣ ମହାନ୍ତିଙ୍କ ମୃତଦେହ ଛତ୍ରପୁର ବ୍ଲକ ବଡ଼ମାଧପୁର ବାଲି ଘାଟ ନିକଟରେ ମିଳିଛି। ଛତ୍ରପୁର ଅଗ୍ନିଶମ ବିଭାଗ…
୧୫ ବର୍ଷ ମଧ୍ୟରେ ଭାଜପା ଦେଇଛି ୩ ଆବର୍ଜନା ପାହାଡ
ନୂଆଦିଲ୍ଲୀ,୨୭।୧୦: ଦିଲ୍ଲୀ ମହାନଗର ନିଗମ(ଏମସିଡି) ନିର୍ବାଚନ ପୂର୍ବରୁ ଦିଲ୍ଲୀ ରାଜନୀତି ସରଗରମ ହେବାରେ ଲାଗିଛି। ନିର୍ବାଚନକୁ ନେଇ ଭାଜପା ଏବଂ ଆମ ଆଦମୀ ପାର୍ଟି(ଏଏପି) ପରସ୍ପରକୁ ଟାର୍ଗେଟ୍ କରୁଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ସକାଳେ ଗାଜିପୁର ଲ୍ୟାଣ୍ଡଫିଲ ସ୍ଥାନ…
ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ଯୁବକ
ପାଟଣା,୨୭ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀଙ୍କୁ ମାଡ଼ ମାରିଥିବା ଘଟଣାରେ ପାଟଣା ପୋଲିସ ଫେରାର ଥିବା ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ଉଦୟପୁର ଗ୍ରାମର ଦିଲ୍ଲୀପ ନାଏକ…
ଆଣ୍ଡାମାନ ନିକୋବର: ପୂର୍ବତନ ଚିଫ୍ ସେକ୍ରେଟାରୀଙ୍କର ବଢିଲା ସମସ୍ୟା, ଏସଆଇଟି ଯାଞ୍ଚରେ ସାମ୍ନାକୁ ଆସିଲା ‘ଜବ ଫର ସେକ୍ସ’ ର୍ୟାକେଟର ସନ୍ଧାନ
ପୋର୍ଟ ବ୍ଲେୟାର,୨୭ ।୧୦: ସାମୁହିକ ବଳାତ୍କାର ଓ ଯୌନ ଉତ୍ପିଡନ ମାମଲାରେ ଆଣ୍ଡାମାନ ନିକୋବର ଦ୍ୱିପର ପୂର୍ବତନ ମୁଖ୍ୟ ସଚିବ ଜିତେନ୍ଦ୍ର ନାରାୟଣ ଓ ଶ୍ରମ ସଚିବ ଆରଏଲ ଋଷିଙ୍କ ବିରୋଧରେ ଏସଆଇଟିକୁ ପ୍ରମାଣ ମିଳିଛି । ଏହି ପ୍ରମାଣ କଥିତ…
ଶର୍ଟଲେସ୍ ହେଲେ ଭାଇଜାନ
ସାରା ଦେଶରେ ଭାଇ ଦୁଜ୍ ଧୁମଧାମରେ ପାଳନ କରାଯାଇନ୍ତି। ମନୋରଞ୍ଜନ ଜଗତର ସେଲିବ୍ରିଟିମାନେ ମଧ୍ୟ ଏହି ଉତ୍ସବ ପାଳନ କରିଥିଲେ। ଏହି ଅବସରରେ ବଲିଉଡ ଅଭିନେତା ସଲମାନ ଖାନ ମଧ୍ୟ ସୋସିଆଲ ମିଡିଆରେ ଭାଇ ଦୁଜ୍ ପାଇଁ ତାଙ୍କ ପ୍ରଶଂସକଙ୍କୁ ଶୁଭେଚ୍ଛା…
ପାଣିରେ ଭାସୁଛି ମହିଳାଙ୍କ ମୃତଦେହ: ହତ୍ୟା ସନ୍ଦେହ
ଖଇରା,୨୭ା୧୦(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ବରପଦା ପାଇକସାହି ନିକଟସ୍ଥ ଏକ ପରିତ୍ୟକ୍ତ ମାଙ୍କଡ଼ା ଖଣି ପାଣିରେ ଜଣେ ଅଜଣା ମହିଳାଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି। ସେ ଆତ୍ମହତ୍ୟା କରିଥାଇ ପାରନ୍ତି କିମ୍ବା କେହି ତାଙ୍କୁ ମାରି ଉକ୍ତ…
ଖେଳାଳିଙ୍କୁ ଖରାପ ଖାଦ୍ୟ ଦେବା ପ୍ରସଙ୍ଗକୁ ଗମ୍ଭୀରତାର ସହ ବିଚାର କରୁ ଅଷ୍ଟ୍ରେଲିଆ: କ୍ରୀଡ଼ା ମନ୍ତ୍ରୀ
ନୂଆଦିଲ୍ଲୀ,୨୭।୧୦: ଭାରତୀୟ ଦଳ ଗୁରୁବାର ଟି-୨୦ ବିଶ୍ୱକପରେ ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିବାକୁ ପଡିବ। ଏହି ମ୍ୟାଚ ସିଡନୀରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ବୁଧବାର ଖାଦ୍ୟକୁ ନେଇ ବିବାଦ ଲାଗି ରହିଥିଲା। ଅଭ୍ୟାସ ଅଧିବେଶନ ପରେ ଟିମ ଇଣ୍ଡିଆ ଖେଳାଳିମାନେ ଥଣ୍ଡା ଖାଦ୍ୟ…
ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀ ଜେଲରେ, ଜଣଙ୍କୁ ରାଷ୍ଟ୍ରପତିଙ୍କଠାରୁ ମିଳିଛି ସମ୍ମାନ
ନୂଆଦିଲ୍ଲୀ,୨୭ ।୧୦: କତରି ଏମିରି ନୌସେନାକୁ ପ୍ରଶିକ୍ଷଣ ଓ ଅନ୍ୟ ସେବା ପ୍ରଦାନ କରୁଥିବା କମ୍ପାନୀ ସହ କତରରେ କାମ କରୁଥିବା ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ ଜେଲରେ ରହିଛନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୋହାରେ…
ଚର୍ଚ୍ଚିଲଙ୍କ ୧୩ ଟଙ୍କା ପୈଠ କରିବେ କି ସୁନକ ? ୧୨୦ ବର୍ଷ ଧରି ରହିଛି ବାକି …
ବେଙ୍ଗାଲୁରୁ,୨୭।୧୦ : ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ଏବେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ବେଙ୍ଗାଲୁରୁର ବିଦାର୍ଥୀ ଭବନର। ଯେଉଁଠାରେ ସେ ମସାଲା ଦୋସା ଖାଉଛନ୍ତି। ବାସ୍ତବରେ, ଯେତେବେଳେ ସୁନକ ବ୍ରିଟେନର ଅର୍ଥମନ୍ତ୍ରୀ ଥିଲେ,…
ଚାଇନା ସହିତ ଆମେ ବିବାଦ ଚାହୁଁନାହୁଁ: ବାଇଡେନ
ନ୍ୟୁୟର୍କ,୨୭।୧୦: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦେଶର ବରିଷ୍ଠ ସାମରିକ ପରାମର୍ଶଦାତାଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଚାଇନା ସହିତ ଆମେରିକା କଦାପି ବିବାଦ ଚାହୁଁ ନାହିଁ। ଚାଇନା ସହ ଥିବା ସମ୍ପର୍କକୁ ଆଦୌ ନଷ୍ଟ କରିବାକୁ ମଧ୍ୟ ଚାହୁଁନାହିଁ।…

