ଠାକୁରଙ୍କୁ ବି ଛାଡ଼ିଲେନି: ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଚୋରି
ଭବାନୀପାଟଣା,୪।୬(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ମୁଖୀଗୁଡ଼ା ଜଗନ୍ନାଥ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁବୃର୍ତ୍ତ ଲକ୍ଷାଧିକ ଟଙ୍କାର ରୁପା ଅଳଙ୍କାର ଚୋରିକରି ନେଇଛନ୍ତି। ଏହା ସହ ପିତଳ ସାମଗ୍ରୀ, ହୁଣ୍ଡିରେ ଥିବା ଟଙ୍କା ନେଇଯାଇଛନ୍ତି। ଶନିବାର…
ହାଇଦ୍ରାବାଦ ଗଣାବଳାତ୍କାର ମାମଲା: ଗିରଫ ହେଲେ ରାଜନେତାଙ୍କ ପୁଅ ସମେତ ୫ଅଭିଯୁକ୍ତ
ହାଇଦ୍ରାବାଦ,୪।୬: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ପବ୍ ପାର୍ଟିରୁ ଫେରୁଥିବା ଜଣେ ନାବାଳିକାଙ୍କୁ ମର୍ସିଡିଜ୍ କାର ଭିତରେ ଗଣବଳାତ୍କାର ମାମଲାରେ ସମସ୍ତ ୫ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କୁହାଯାଇଛି, ଏହି ଅଭିଯୁକ୍ତମାନଙ୍କ ମଧ୍ୟରୁ ୩ଜଣ ନାବାଳକ। ଏତଦ୍ବ୍ୟତୀତ ଏହି ଗଣବଳାତ୍କାର ମାମଲାରେ ରାଜନୈତିକ ସଂଯୋଗ…
ଝିଅକୁ ହତ୍ୟା କରି ଝୁଲାଇ ଦେଲେ
ଅନୁଗୋଳ ଅଫିସ,୪।୬: ଅନୁଗୋଳ ଜିଲା ବେନ୍ତପୁର ଗାଁର ଚିତ୍ତରଞ୍ଜନ ପରିଡାଙ୍କ ଘରୁ ତାଙ୍କ ସ୍ତ୍ରୀ ସସ୍ମିତା ବେହେରାଙ୍କ ମୃତଦେହ ଶନିବାର ପୋଲିସ ଜବତ କରିଛି। ସେ ଏକ ବ୍ଳାଉଜରେ ଶିଡିଘର ପୁଆରେ ଝୁଲୁଥିବା ବେଳେ ତାଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇଥିବା…
ଦରକାର ପଡ଼ିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର,୪।୬(ବ୍ୟୁରୋ): କରୋନା ସଂକ୍ରମଣର ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦେଶରେ ଏବେ ୫ ରାଜ୍ୟରେ କରୋନା ସଂକ୍ରମଣ ବଢିଛି। ପ୍ରିକସନ୍ ସହ କଟକଣା କଡ଼ାକଡ଼ି କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ହେଲେ…
ଜୁନ୍ ଶେଷ ସସ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ
କଟକ ଅଫିସ,୪।୬: ଚଳିତ ମାସ ଶେଷ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ମାଟ୍ରିକ ଖାତା ଦେଖା ଶେଷ ହୋଇଛି। ରେଜଲ୍ଟ ନେଇ ପ୍ରକ୍ରିୟା ଚାଲିଛି ବୋଲି ମନ୍ତ୍ରୀ…
ଟାର୍ଗେଟ କିଲିଂ ମଧ୍ୟରେ ୧୭୭ କଶ୍ମୀରୀ ପଣ୍ଡିତ ଶିକ୍ଷକଙ୍କୁ ସ୍ଥାନାନ୍ତର
ଶ୍ରୀନଗର,୪।୬: ଜମ୍ମୁ-କଶ୍ମୀରରେ ଟାର୍ଗେଟ କିଲିଂ ମଧ୍ୟରେ ସ୍ଥାନୀୟ ସରକାରଙ୍କ ପକ୍ଷରୁ କଶ୍ମୀରୀ ପଣ୍ଡିତଙ୍କ ସୁରକ୍ଷା ପାଇଁ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଶ୍ରୀନଗରର ବିଭିନ୍ନ ଅଞ୍ଚଳରେ ନିୟୋଜିତ ହୋଇଥିବା କଶ୍ମୀରୀ ପଣ୍ଡିତଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କିମ୍ବା ବ୍ୟବସ୍ଥିତ କରାଯାଇଥିବା…
ଡିକି ଭାଙ୍ଗି ନେଇଗଲେ ଟଙ୍କା
ଜମନକିରା,୩ା୬(ଡି.ଏନ୍.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ବସ୍ଷ୍ଟାଣ୍ଡ ନିକଟରୁ ଏକ ବାଇକ୍ ଡିକି ଭାଙ୍ଗି ଜଣେ ଦୁର୍ବୃତ୍ତ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଅଭିଯୋଗ ମୁତାବକ, ଲାଡଙ୍ଗପାଲି ଗ୍ରାମର ଖତୁ ବାଗ ନାତି ରମାକାନ୍ତ ବାଗଙ୍କ ସହ ଜମନକିରା କୋଅପରେଟିଭ…
ଖୁବ୍ଶୀଘ୍ର କାମକୁ ଫେରିବେ ରାମ୍ କପୁର
ଅଭିନେତା ନକୁଲ ମେହେଟ୍ଟା ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ବଡେ ଅଛେ ଲଗତେ ହେ ସିଜିନ୍ ୨ରେ ଅଧିକ ଲୋକ ପ୍ରିୟ ହାସଲ କରିଥିବା ନକୁଲ ପ୍ରତ୍ୟେକ ଘରେ ରାମ୍ କପୁର ନାମରେ ବେଶ ପରିଚିତ। ନିକଟରେ ନକୁଲ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ…
୫ବର୍ଷ ଝିଅ ମଧ୍ୟରେ ମଙ୍କିପକ୍ସ ଲକ୍ଷଣ: ଯାଞ୍ଚ ପାଇଁ ପଠାଗଲା ନମୂନା
ଗାଜିଆବାଦ,୪।୬: କରୋନା ଭାଇରସ୍ ପରେ ଏବେ ମଙ୍କିପକ୍ସ ସାରା ବିଶ୍ୱର ଚିନ୍ତା ବଢ଼ାଇଛି। ଅନେକ ଦେଶରେ ମଙ୍କିପକ୍ସ ବ୍ୟାପିଥିବା ବେଳେ ଦୈନିକ ଶହ ଶହ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଇତିମଧ୍ୟମରେ ଉତ୍ତରପ୍ରଦେଶ ଗାଜିଆବାଦରେ ଜଣେ ୫ବର୍ଷର ଶିଶୁଙ୍କଠାରେ ମଙ୍କିପକ୍ସ ଲକ୍ଷଣ ଚିହ୍ନଟ…
ବରଯାତ୍ରୀ ନେଇ ବାହାରିବେ ମହାଦେବ, ମାହେନ୍ଦ୍ରବେଳାରେ ପଡିବ ହାତଗଣ୍ଠି
ସମ୍ବଲପୁର,୪ା୬(ବ୍ୟୁରୋ): ମାତା ପାର୍ବତୀ ଓ ଦେବଦେବ ମହାଦେବଙ୍କ ଲୌକିକ ବିବାହ ଉତ୍ସବ ଚାଲିଛି। ଶନିବାର ରାତ୍ରିରେ ଭକ୍ତଙ୍କ କାନ୍ଧରେ ଦେବ ଦେବ ମହାଦେବ ବରଯାତ୍ରୀ ବାହାରିବେ। ମାହେନ୍ଦ୍ରବେଳାରେ ଦେବଦମ୍ପତିଙ୍କ ବିବାହ ହେବାକୁ ଲଗ୍ନ ଧାର୍ଯ୍ୟ ହୋଇଛି। ବିବାହରେ ସାମିଲ ହେବାକୁ ଦେବଦେବୀଙ୍କୁ…
ଆଶ୍ରମ-୪’ ଟିଜର ରିଲିଜ
ଆଶ୍ରମ’ର ସିଜନ-୩ ଓଟିଟି ପ୍ଲାଟଫର୍ମ ‘ଏମ୍ଏକ୍ସ ପ୍ଲେୟାର’ରେ ସିଜିନ-୩ର ଷ୍ଟ୍ରିମିଂ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ସିଜିନ-୪ର ଟିଜର ଶୁକ୍ରବାର ଦିନ ରିଲିଜ ହୋଇଛି। ଏହି ୱେବ ସିରିଜ୍ରେ ବବି ଦେଓଲ ବାବା ନିରାଲାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ବବି ଏଥିରେ ଭଣ୍ଡ…
ବଢୁଛି କରୋନା: ସତର୍କ ରହିବାକୁ ୫ ରାଜ୍ୟକୁ କେନ୍ଦ୍ରର ଚିଠି
ନୂଆଦିଲ୍ଲୀ,୪।୬: ଦେଶରେ ପୁଣି ବଢୁଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି। ତାମିଲନାଡୁ, କେରଳ, ତେଲଙ୍ଗାନା, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧି ପାଉଛି ସଂକ୍ରମଣ। ତେବେ ସଂକ୍ରମଣକୁ ରୋକିବା ଲାଗି ସତର୍କ ରହିବାକୁ…
Archives


