ଦାଦନ ଖଟିବାକୁ ଯାଇଥିଲେ, ଗାଁକୁ ଫେରୁଛି ମୃତଦେହ
କୋକସରା,୫।୬(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକରେ ସପ୍ତାହେ ନ ପୁରୁଣୁ ପୁଣି ଜଣେ ଦାଦନ ଶ୍ରମିକଙ୍କ ବେଙ୍ଗାଲୁରୁରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଶ୍ରମିକ ହେଲେ ମୁଷାପାଲି ପଞ୍ଚାୟତ ଖପ୍ରାମାଲ ଗ୍ରାମର ଗଜିନ ନାଏକ (୨୧)। ଗଜିନ ପ୍ରାୟ ୪ ବର୍ଷ…
କନିଷ୍ଠ ଯନ୍ତ୍ରୀ ଆକ୍ରମଣ ମାମଲା: ଛତିଶଗଡ଼ରୁ ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ
ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି,୫ା୬(ବି.ପ୍ର./ଡି.ଏନ୍.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକରେ କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ଭକ୍ତଙ୍କୁ ମାଉଜରରେ ମରଣାନ୍ତକ ଆକ୍ରମଣ ମାମଲାରେ ନବରଙ୍ଗପୁର ପୋଲିସ ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଗୋଲକ ନାୟକ ଓ ତାଙ୍କ ସହଯୋଗୀ ଥବିର…
କ୍ଷମା ମାଗିଲେ ନୁପୁର
କାନପୁର,୫।୬: ଭାଜପା ନେତ୍ରୀ ନୁପୁର ଶର୍ମାଙ୍କୁ ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ମହଙ୍ଗା ପଡିଛି। ରବିବାର ଦଳର ହାଇକକାଣ୍ଡ ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ଦଳୀୟ କାର୍ଯ୍ୟାନୁଷ୍ଠାନର କିଛି ଘଣ୍ଟା ପରେ ନୁପୁର ନିଜ ଭୁଲ ସ୍ବୀକାର କରିଛନ୍ତି।…
ଫ୍ୟାନ୍ ସୁଇଚ୍ ଲଗାଇବା ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ
ବ୍ରହ୍ମପୁର ଅଫିସ,୫ା୬: ଫ୍ୟାନ୍ ସୁଇଚ୍ ଲଗାଇବା ବେଳେ ଅଘଟଣ ଘଟିଛି। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ହରିଶ୍ଚନ୍ଦ୍ର ପ୍ରଧାନଙ୍କ ପୁଅ ସୂର୍ଯ୍ୟନାରାୟଣ(୧୫)। ବ୍ରହ୍ମପୁର ସଦର ଥାନା ପୋଲିସ ଏମ୍କେସିଜି ମେଡିକାଲରେ…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଲେ ବିଲ ଗେଟ୍ସ
ନୂଆଦିଲ୍ଲୀ,୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ଦି ଗ୍ଲୋବାଲ୍ ଇନିସିଏଟିଭ୍ ଅଫ୍ ଲାଇଫ୍ ମୁଭ୍ମେଣ୍ଟ’ର ଶୁଭାରମ୍ଭରେ ଯୋଗ ଦେଇଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦିଙ୍କୁ…
ରୀତା, ବାସନ୍ତିଙ୍କୁ ପ୍ରଥମ ମନ୍ତ୍ରୀ ସୁଯୋଗ
ଭୁବନେଶ୍ୱର,୫ା୬(ବ୍ୟୁରୋ): ବିଜେଡି ସରକାରଙ୍କ ୫ମ ପାଳିର ଦ୍ୱିତୀୟ ମନ୍ତ୍ରିମଣ୍ଡଳରେ ମୋଟ ୨୧ ମନ୍ତ୍ରୀଙ୍କ ମଧ୍ୟରୁ ୫ ମହିଳାଙ୍କୁ ସ୍ଥାନ ଦିଆଯାଇଛି। ସେମାନଙ୍କ ମଧ୍ୟରେ ୩ ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବା ବେଳେ ୨ ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇଛନ୍ତି। ବରିଷ୍ଠ ବିଧାୟିକା…
ଭିଏତ୍ନାମ ଯିବେ ରାଜନାଥ: ୧୨ ହାଇସ୍ପିଡ୍ ଗାର୍ଡ ବୋଟ୍କୁ କରିବେ ହସ୍ତାନ୍ତର
ନୂଆଦିଲ୍ଲୀ,୫।୬: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜୁନ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନିଆ ଭିଏତ୍ନାମ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଭିଏତ୍ନାମ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଫନ୍ ଭାନ୍ ଜିଆଙ୍ଗଙ୍କ ନିମନ୍ତ୍ରଣ ରକ୍ଷାକରି ରାଜନାଥ ଭିଏତନାମ ଯିବାନେଇ…
ଇତିହାସ ରଚିଲେ ଏହି କ୍ରିକେଟର୍
ଲର୍ଡସ,୫।୬: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡ ବିଜୟ ହାସଲ କରିଛି। ଲର୍ଡସ ଟେଷ୍ଟର ଚତୁର୍ଥ ଦିନରେ ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ୫ ଉଇକେଟ୍ରେ ପରାସ୍ତ କରିଛନ୍ତି। ପ୍ରଥମ ଇନିଂସରେ ଖରାପ ବ୍ୟାଟିଂ କରିବା ପରେ ଇଂଲଣ୍ଡ ଦଳ…
‘ଯଓ୍ବାନ’ର ପ୍ରଥମ ପୋଷ୍ଟର ଶେୟାର କଲେ ଶାହାରୁଖ
ମୁମ୍ବାଇ: ପୁଣିଥରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ପ୍ରସ୍ତୁତ ହୋଇଛନ୍ତି କିଙ୍ଗ୍ ଖାନ୍ ଶାହାରୁଖ। ତାଙ୍କର ଅଗାମୀ ଫିଲ୍ମ ‘ଯଓ୍ବାନ’କୁ ଦର୍ଶକଙ୍କ ସାମ୍ନାକୁ ଆଣିବା ପାଇଁ ଏହାର ଟିଜର ରିଲିଜ ହେବାର ଦିନକ ପରେ ଶାହାରୁଖ୍ ଫିଲ୍ମର ପ୍ରଥମ ପୋଷ୍ଟର ଦର୍ଶକଙ୍କ ସହ…
ପୁଣି ଚେତାବନୀ ଦେଲେ ପୁଟିନ
ମସ୍କୋ,୫।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାଶ୍ଚାତ୍ୟ ଦେଶଗୁଡିକୁ ପୁଣି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ପାଶ୍ଚାତ୍ୟ ଦେଶଗୁଡିକ ୟୁକ୍ରେନକୁ ଦୂର ଦୂରଗାମୀ କ୍ଷେପଣାସ୍ତ୍ର ଯୋଗାଇବା ଆରମ୍ଭ କରନ୍ତି, ତେବେ ରୁଷିଆ ନୂଆ ସ୍ଥାନ ଉପରେ ଆକ୍ରମଣ କରିବ। ପାଶ୍ଚାତ୍ୟ…
ଶାହରୁଖ, କ୍ୟାଟ୍ରିନା କରୋନା ପଜିଟିଭ୍
ପୁଣିଥରେ ସାରା ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବଲିଉଡର ଗୋଟିଏ ପରେ ଗୋଟିଏ ସେଲିବ୍ରିଟି କରୋନା ଆକ୍ରାନ୍ତ ହେଉଥିବା ଦେଖାଯାଉଛି। କାର୍ତ୍ତିକ ଆର୍ଯ୍ୟନ୍ ଏବଂ ଆଦିତ୍ୟ ରୟ କପୁରଙ୍କ ପରେ ଏବେ ବଲିଉଡର କିଙ୍ଗ ଅର୍ଥାତ୍ ଶାହାରୁଖ…
ଯୋଗୀଙ୍କ ଜନ୍ମଦିନ ପାଇଁ ପ୍ରବଳ ଉତ୍କଣ୍ଠା: କଟା ହେଲା ୫୦ କେଜିର କେକ୍
ନୂଆଦିଲ୍ଲୀ,୫।୬: ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ୫୦ତମ ଜନ୍ମଦିନ ହିନ୍ଦୁ ଯୁବ ବାହିନୀ ଏବଂ ବିଶ୍ୱ ହିନ୍ଦୁ ମହାସଙ୍ଗ ତରଫରୁ ଦିଲ୍ଲୀର କନ୍ଷ୍ଟିଚ୍ୟୁସନ୍ କ୍ଲବରେ ପାଳନ କରାଯାଇଛି। ଯୋଗୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ୫୦ କିଲୋର ଏକ କେକ୍ କଟାଯାଇଥିଲା। ଏହି…
Archives


