Home Left

ଆକାଉଣ୍ଟକୁ ଫେରିଲା ୮.୬୦ ଲକ୍ଷ ଟଙ୍କା

ରାଉରକେଲା ଅଫିସ,୧୨।୬: ରାଉରକେଲା ଛେଣ୍ଡ ସ୍ଥିତ ଏଲ୍‌. ବ୍ଲକର ଜଣେ ବ୍ୟକ୍ତି ସାଇବର ଠକେଇର ଶିକାର ହୋଇଥିଲେ। ଏ ନେଇ ରାଉରକେଲା ସାଇବର ଥାନାରେ ଅଭିଯୋଗ ହୋଇଥିଲା। ସାଇବର ପୋଲିସ ତଦନ୍ତ କରିବା ପରେ ଉକ୍ତ ବ୍ୟକ୍ତି ଜଣକ ୮ଲକ୍ଷ ୬୦…

‘ସବୁ ବର୍ଗର କଲ୍ୟାଣ ହିଁ ପ୍ରକୃତ ବିକାଶ’

ଭୁବନେଶ୍ୱର, ୧୨।୬(ବ୍ୟୁରୋ): ଶାନ୍ତି ଓ ଭାଇଚାରା ପାଇଁ ଓଡ଼ିଶା ପ୍ରସିଦ୍ଧ। ବିଭିନ୍ନ କମ୍ୟୁନିଟି ମଧ୍ୟରେ ସଦ୍‌ଭାବ ପାଇଁ ଓଡ଼ିଶା ସାରା ଦେଶରେ ଆଦର୍ଶ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଶନିବାର ସୂଚନା ଭବନଠାରେ ଚଳିତବର୍ଷର ହଜ୍‌ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର…

ରଜରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର, ୧୨।୬(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୪ରୁ ୫ ଦିନ ଭିତରେ ଓଡ଼ିଶା ଛୁଇଁବ। ଏଥିପାଇଁ ପାଗ ଧୀରେ ଧୀରେ ଅନୁକୂଳ ହେଉଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ମଙ୍ଗଳବାରଠାରୁ ରଜ ପର୍ବ ଆରମ୍ଭ…

‘ଗୁଣାତ୍ମକ ଶିକ୍ଷାରେ ଦେଶର ବିକାଶ’

ଜଟଣୀ,୧୨।୬(ଡି.ଏନ୍‌.ଏ.): ଭୁବନେଶ୍ୱର ଆଇଆଇଟି ପରିସରରେ ଶନିବାର ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଉଦ୍‌ଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି କେନ୍ଦ୍ରୀୟ ବିଦ୍ୟାଳୟ ଏବେ ଅସ୍ଥାୟୀ କ୍ୟାମ୍ପସରେ ଚାଲିବ। ଏହାସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହି କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ନିର୍ମାଣ…

ପ୍ରଚଣ୍ଡ ତାତି, ଅସହ୍ୟ ଗୁଳୁଗୁଳି

ଭୁବନେଶ୍ୱର,୧୨।୬(ବ୍ୟୁରୋ): ଉପକୂଳରୁ ଉତ୍ତର, ପଶ୍ଚିମରୁ ଦକ୍ଷିଣ ସବୁଠି ପ୍ରଚଣ୍ଡ ଗ୍ରୀଷ୍ମ ସହ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ରାଜ୍ୟର ୧୫ ଜିଲାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିବା ବେଳେ ୫ଟି ସ୍ଥାନରେ ୪୩ ଡିଗ୍ରୀ ସେଲସିୟସ…

୧ରୁ ବସ୍‌ ଧର୍ମଘଟ ଚେତାବନୀ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ଆସନ୍ତା ଜୁଲାଇ ୧ ତାରିଖରୁ ସମଗ୍ର ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିବ। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଏଭଳି ଚେତାବନୀ ଦେଇଛି। ଶନିବାର ଘରୋଇ ବସ୍‌ ମାଲିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା।…

‘ରାଧାମୋହନଙ୍କ ଜୈବିକ ଚାଷ ପଦ୍ଧତି ସମାଜ ପାଇଁ ବରଦାନ’

ଭୁବନେଶ୍ୱର,୧୨।୬(ବ୍ୟୁରୋ): ସମାଜର ବିଭିନ୍ନ ସ୍ରୋତରେ ନିଜକୁ ସାମିଲ କରି କୁସଂସ୍କାର ଦୂର କରିଥିଲେ ପ୍ରଫେସର ରାଧାମୋହନ। ସମାନତା ଆଣିବା ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। କେତେବେଳେ ଅଧ୍ୟାପକ ସାଜି ଛାତ୍ରୀଛାତ୍ରଙ୍କ ଭିତରେ ନୈତିକତା ଆଣିଛନ୍ତି ତ ଆଉ କେତେବେଳେ ପରିବେଶ…

ତାଲିକାରେ ନାହିଁ ଅନେକ ନାମ

ଯାଜପୁର ଅଫିସ,୧୨।୬: ରାଜ୍ୟରେ ନକଲି ବିଇଡି/ସିଟି ଡିଗ୍ରୀଧାରୀ ଏବଂ ଆଦିବାସୀ ପ୍ରମାଣପତ୍ରରେ ଚଞ୍ଚକତା କରି ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ, ଶିକ୍ଷକ ଧୀରେ ଧୀରେ ଚିହ୍ନଟ ହେଉଛନ୍ତି। ଅଦ୍ୟାବଧି ୨୫ ଶିକ୍ଷା ଜିଲାରେ ୪୯୮ଜଣ ନକଲି ଶିକ୍ଷକ ଧରାପଡ଼ିଲେଣି। ଏହି ସଂଖ୍ୟା ଆହୁରି…

ସୋନିଆ-ରାହୁଲଙ୍କୁ ଇଡିର ନୋଟିସ ବିରୋଧରେ ସାରା ଦେଶରେ କଂଗ୍ରେସର ପ୍ରେସ କନଫରେନ୍ସ, ପ୍ରଦର୍ଶନ ପାଇଁ ବି ପ୍ରସ୍ତୁତି

ନୂଆଦିଲ୍ଲୀ,୧୨ ।୬: ନ୍ୟାଶନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ବହୁବାର ନୋଟିସ ଦିଆଗଲାଣି । ଏବେ ଏହାକୁ ନେଇ ସାରା ଦେଶରେ କଂଗ୍ରେସ ପ୍ରେସ କନଫରେନ୍ସ କରିବାକୁ ଯାଉଛି । ଏଥିପାଇଁ କଂଗ୍ରେସ…

କୁଲଦୀପ ବିଶ୍ନୋଇଙ୍କୁ ସମସ୍ତ ପଦରୁ ହଟାଇଲା କଂଗ୍ରେସ

ଚଣ୍ଡିଗଡ଼,୧୨ ।୬: ହରିୟାଣା କଂଗ୍ରେସ ବିଧାୟକ କୁଲଦୀପ ବିଶ୍ନୋଇଙ୍କୁ ସମସ୍ତ ପଦରୁ ହଟାଇ ଦେଇଛି । ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଦଳ ବିଧାୟକଙ୍କୁ ବାହାରର ରାସ୍ତା ଦେଖାଇ ଦେଇଛି । ଦଳ ପକ୍ଷରୁ ବିଶ୍ନୋଇଙ୍କୁ ପାର୍ଟିର ସମସ୍ତ…

ଆକ୍ସନ ମୁଡରେ ମୁଖ୍ୟମନ୍ତ୍ରୀ ଯୋଗୀ, ୟୁପିରେ ଏବେ ପର୍ଯ୍ୟନ୍ତ ୨୨୫ ଗିରଫ, ୯ ଜିଲାରେ ୧୩ ଏଫଆଇଆର

ଲକ୍ଷ୍ନୌ,୧୨ ।୬: ଶୁକ୍ରବାରର ନମାଜ ପରେ ଉତ୍ତର ପ୍ରଦେଶ ସମେତ ଦେଶର ୩ ରାଜ୍ୟରେ ହିଂସା ବ୍ୟାପିବାରେ ଲାଗିଛି । ଏହାକୁ ଦେଖି ସରକାର ଆଲର୍ଟ ହୋଇ ଯାଇଛନ୍ତି । ହିଂସାର ଦ୍ୱିତୀୟ ଦିନ ଅର୍ଥାତ୍ ଶନିବାର ପୋଲିସ-ପ୍ରଶାସନ ମିଶି ଦୃଢ…

ବେବିବମ୍ପ୍‌ ସହ ରାସ୍ତାରେ ନଜର ଆସିଲେ ସୋନମ

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ଗର୍ଭବତୀ ଅଛନ୍ତି। ସେ ଏବେ ଲଣ୍ଡନ ରାସ୍ତାରେ ଭଉଣୀ ରିୟା କପୁରଙ୍କ ସହ ତାଙ୍କ ଖୁସି ସମୟ ବିତାଉଥିବାର ନଜର ଆସିଛନ୍ତି। ସୋନମଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ ଭଉଣୀ ରିୟା …

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri