Home Left

୧୦୦ବସ୍ତା ସାର ଜବତ:କୃଷି ଅଧିକାରୀଙ୍କୁ ଘେରିଲେ ମହିଳା

ସିମୁଳିଆ, ୧।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମୁରୁଣା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୧୦୦ବସ୍ତା ଗ୍ରୋମର ସାର ଜବତକୁ କେନ୍ଦ୍ର କରି ସୋମବାର ପଞ୍ଚାୟତର ବିଭିନ୍ନ ଅଞ୍ଚଳରୁ ୩୦ରୁ ଊର୍ଦ୍ଧ୍ୱ ମହିଳା ସିମୁଳିଆ କୃଷି ବିଭାଗ ଫାଟକ ସମ୍ମୁଖରେ ଧାରଣା ଦେବା…

୪ କଂଗ୍ରେସ ଏମ୍‌ପିଙ୍କ ଉପରୁ ପ୍ରତ୍ୟାହାର ହେଲା ନିଲମ୍ବନ

ନୂଆଦିଲ୍ଲୀ,୧।୮: ଲୋକ ସଭାରୁ ନିଲମ୍ବିତ ହୋଇଥିବା ୪ କଂଗ୍ରେସ ସଦସ୍ୟଙ୍କ ଉପରୁ ବାଚସ୍ପତି ଓମ୍‌ ବିର୍ଲା ସୋମବାର ନିଲମ୍ବନ ପ୍ରତ୍ୟାହାର କରିନେଇଛନ୍ତି। ଗୃହରେ ବିଶୃଙ୍ଖଳିତ ଆଚରଣ ନ କରିବା ଏବଂ ପ୍ଲାକାର୍ଡ ନ ଆଣିବା ପାଇଁ ସେମାନଙ୍କୁ ଚେତାବନୀ ଦିଆଯାଇଛି। ଗୃହରେ…

ପଶ୍ଚିମବଙ୍ଗରେ ଗଠନ ହେବ ୭ ନୂଆ ଜିଲା

କୋଲକାତା,୧।୮: ପଶ୍ଚିମବଙ୍ଗରେ ୭ନୂତନ ଜିଲା ଗଠନ ହେବାକୁ ଯାଉଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଘୋଷଣା କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଜିଲା ସଂଖ୍ୟା ୩୦ରେ ପହଞ୍ଚିବ। ଏଥିସହ ବୁଧବାର ତାଙ୍କ କ୍ୟାବିନେଟର ସମ୍ପ୍ରସାରଣ ହେବ ବୋଲି ମମତା ସୂଚନା ଦେଇଛନ୍ତି।…

ଗଛ ଉପରକୁ ଚଢ଼ି ପଣସ ତୋଳିଲା ହାତୀ, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଜୁଆ ଆଡ୍ଡା ଉପରେ ଚଢାଉ: ୬ ଗିରଫ, ୯୭ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜବତ

ପାରଳାଖେମୁଣ୍ଡି,୧।୮(ଡି.ଏନ୍‌.ଏ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାମନଗରଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ସୋମବାର ଚଢ଼ାଉ ହୋଇଛି। ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ହୋଇଥିବା ଏହି ଅତର୍କିତ ଚଢାଉରେ ୬ଜଣ ଜୁଆଡିଆଙ୍କୁ ଗିରଫ କରାଯାଇଛି। ଏଥିସହ ୯୭ହଜାର…

ଶିବସେନାକୁ ଧ୍ୱଂସ କରିବା ଲାଗି କରାଯାଉଛି ଷଡ଼ଯନ୍ତ୍ର

ମୁମ୍ବାଇ,୧।୮: ମନିଲଣ୍ଡରିଂ ମାମଲାରେ ଏମ୍‌ପି ସଞ୍ଜୟ ରାଉତଙ୍କୁ ଗିରଫ କରାଯିବା ଶିବସେନାକୁ ଧ୍ୱଂସ କରିଦେବାର ଚକ୍ରାନ୍ତ ବୋଲି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି। ଏବେ ପ୍ରତିଶୋଧ ରାଜନୀତି ମାନସିକତା ଚାଲିଛି ବୋଲି ଶିବସେନା ନେତା କହିଛନ୍ତି। ୧.୦୩୪ କୋଟି…

ବର୍ଷା ଦିନେ କିପରି ନେବେ ତେଲିଆ ତ୍ୱଚାର ଯତ୍ନ

ବର୍ତ୍ତମାନ ସମୟରେ ସୌନ୍ଦର୍ଯ୍ୟକୁ ନେଇ ସମସ୍ତେ ଚିନ୍ତିତ। ତେବେ ଷର୍ଷାଦିନେ ତ୍ୱଚାର ଯତ୍ନ ଅଧିକ ନେବା ଜରୁରୀ କାରଣ ଏହିସମୟରେ ବ୍ରଣଭଳି ଅନେକ ସମସ୍ୟା ଦେଖାଯାଇଥିଏ। ତେଣୁ ବର୍ଷାଦିନେ ତେଲିଆ ତ୍ୱଚାର ଯତ୍ନ କିପରି ନେବେ ଜାଣନ୍ତୁ। ତେଲିଆ ତ୍ୱଚା ହୋଇଥିଲେ…

ସ୍ଥିତି ଅନୁଧ୍ୟାନ ଲାଗି ଟାସ୍କଫୋର୍ସ ଗଠନ

ନୂଆଦିଲ୍ଲୀ,୧।୮: ଭାରତରେ ପ୍ରଥମ ମଙ୍କିପକ୍ସ ମୃତ୍ୟୁ ପରେ ସରକାର ଅଧିକ ସଜାଗ ହୋଇଛନ୍ତି। ଦେଶରେ ମଙ୍କିପକ୍ସ ସଂକ୍ରମଣ ସ୍ଥିତି ଉପରେ କଡ଼ା ନଜର ରଖିବା ଲାଗି ଟାସ୍କଫୋର୍ସ ଗଠନ କରାଯାଇଛି। ସଂକ୍ରମଣ ରୋକିବା ଲାଗି କ’ଣ ପଦକ୍ଷେପ ନିଆଯିବ, ସେ ସମ୍ପର୍କରେ…

ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ଗ୍ରହଣ କଲେ ଜୟ ନାରାୟଣ ମିଶ୍ର

ଭୁବନେଶ୍ବର,୧।୮(ବ୍ୟୁରୋ): ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ନେଲେ ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର। ଗୃହରେ ବାଚସ୍ପତିଙ୍କ ଘୋଷଣା ପରେ ସୋମବାର ଆନୁଷ୍ଠାନିକ ଭାବେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ନିକଟରେ ବିଧାୟକ ପ୍ରଦୀପ୍ତ ନାଏକ ଅସୁସ୍ଥ…

ଗରିବରୁ ଧନୀ ହେବେ କିପରି

ମନୁଷ୍ୟ ସର୍ବଦା ଧନୀ ହେବାକୁ ଚେଷ୍ଟା କରେ। ଏକ ସୁଖମୟ ଜୀବନ ବଞ୍ଚିବାକୁ ଚାହେଁ। ଏ ନେଇ ଅର୍ଥ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି ପରିସ୍ଥିତିରେ ଧନୀ ହେବା ପାଇଁ କ’ଣ କରାଯିବା ଉଚିତ ବୋଲି ମନରେ ପ୍ରଶ୍ନ ଉଠିଥାଏ। ଏହାର…

କ୍ଷମା ମାଗିଲେ କୋଶିଆରୀ

ମୁମ୍ବାଇ,୧।୮: ନିଜ ବୟାନକୁ ନେଇ ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶିଆରୀ କ୍ଷମା ମାଗିଛନ୍ତି। ଗୁଜୁରାଟ ଏବଂ ରାଜସ୍ଥାନ ସହିତ ମୁମ୍ବାଇକୁ ତୁଳନା କରି ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶିଆରୀ ବିବାଦ ଘେରକୁ ଆସିଥିଲେ। ସେ କହିଥିଲେ, ଯଦି ଗୁଜୁରାଟୀ…

କ୍ୱାର୍ଟରରେ ଅମିତ ପଙ୍ଘାଲ

ବର୍ମିଂହାମ୍‌,୧ା୮: ଭାରତୀୟ ବକ୍ସର ଅମିତ ପଙ୍ଘାଲ ବିଜୟ ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତାଙ୍କର ଅଭିଯାନ ଆରମ୍ଭ କରିଛନ୍ତି। ସୋମବାର ସେ ପୁରୁଷ ଫ୍ଲାଇଓ୍ବେଟ୍‌ (୫୧କେଜି) କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପଙ୍ଘାଲ ହେଉଛନ୍ତି ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ବିଜେତା। ସେ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri