Home Left

ବହୁ ସରକାରୀ ଜମି ଜବରଦଖଲ

ଭୁବନେଶ୍ୱର, ୨।୧୧ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ବହୁ ସରକାରୀ ଜମି ଜବରଦଖଲରେ ରହିଛି। ଜମି ମାଫିଆଙ୍କ ଠାରୁ ସାଧାରଣଲୋକ ସରକାରୀ ଜମି ଉପରେ ଘର କରିବା ସହ ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣ କରୁଛନ୍ତି। ଅନେକ ସ୍ଥାନରେ ବସ୍ତି ମଧ୍ୟ ଗଢ଼ିଉଠୁଛି। ବର୍ଷ…

ଭାରତରେ ୫୪ ହଜାର ଆକାଉଣ୍ଟ ବ୍ୟାନ୍‌ କଲା ଟୁଇଟର

ନୂଆଦିଲ୍ଲୀ,୨ା୧୧: ଭାରତରେ ଗତ ଅଗଷ୍ଟ ୨୬ରୁ ସେପ୍ଟେମ୍ବର ୨୫ ମଧ୍ୟରେ ଶିଶୁ ଯୌନ ଶୋଷଣ, ଅସହମତ ନଗ୍ନତା ଏବଂ ଆନୁଷଙ୍ଗିକ ବିଷୟବସ୍ତୁ ପ୍ରସାରଣ କରିଥିବା ୫୨,୧୪୧ ଆକାଉଣ୍ଟ ଉପରେ ଟୁଇଟର୍‌ ପ୍ରତିବନ୍ଧକ ଲଗାଇଛି। ଏହା ବ୍ୟତୀତ ଦେଶରେ ଆତଙ୍କବାଦର ପ୍ରସାର କରାଉଥିବା…

୩ ଜଣିଆ ଖଣ୍ଡପୀଠରେ ହେବ ଫ୍ରିବିଜ୍‌ ଶୁଣାଣି

ନୂଆଦିଲ୍ଲୀ,୨ା୧୧(ପି.ଟି.): ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ପ୍ରଲୋଭିତ କରିବା ଲାଗି ରାଜନୈତିକ ଦଳଗୁଡ଼ିକ ଦେଉଥିବା ମାଗଣା ସହାୟତା ପ୍ରତିଶ୍ରୁତି ବିରୋଧରେ ହୋଇଥିବା ପିଟିଶନର ଶୁଣାଣି ଲାଗି ଏହାକୁ ୩ ଜଣିଆ ଖଣ୍ଡପୀଠରେ ତାଲିକାଭୁକ୍ତ କରିବା ନିମନ୍ତେ ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି। ଏଭଳି ପିଟିଶନ୍‌ଗୁଡ଼ିକର…

ଆଜି ପବିତ୍ର ଅଁଳା ନବମୀ: ରାଧାପାଦ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ ଅଫିସ,୨।୧୧: ଆଜି ପବିତ୍ର ଅଁଳା ନବମୀ। ୨ ବର୍ଷ ପରେ ରାଧାପାଦ ଦର୍ଶନ କରୁଛନ୍ତି ଭକ୍ତ। ଲମ୍ବା ଧାଡ଼ିରେ ଯାଇ ଶ୍ରଦ୍ଧାଳୁମାନେ ରାଧାପାଦ ଦର୍ଶନ କରୁଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ୨୦…

ଲିଙ୍ଗାୟତ ମହନ୍ତଙ୍କୁ ହନିଟ୍ରାପ୍‌ରେ ଫସାଇଥିଲେ ଇଞ୍ଜିନିୟରିଂ ଛାତ୍ରୀ

ବେଙ୍ଗାଲୁରୁ,୨ା୧୧: କର୍ନାଟକର ଲିଙ୍ଗାୟତ ସନ୍ଥ ବାସବଲିଙ୍ଗା ସ୍ବାମୀ ଆତ୍ମହତ୍ୟାକୁ ନେଇ ତଦନ୍ତ ଚଳାଇଥିବା ପୋଲିସ ଜଣେ ୨୧ ବର୍ଷୀୟା ଇଞ୍ଜିନିୟରିଂ ଛାତ୍ରୀ ଓ ଉକ୍ତ ମଠର ଜଣେ ବିଦ୍ରୋହୀ ସନ୍ଥଙ୍କୁ ଗିରଫ କରିଛି। ସେମାନେ ବାସବଲିଙ୍ଗା ସ୍ବାମୀଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲେ। ଛାତ୍ରୀ…

ବୀମା କ୍ଷତିପୂରଣ ନ ଦେଲେ ଭୋଟ୍‌ରେ ଜବାବ ଦେବୁ

ପଦ୍ମପୁର,୨।୧୧(ଡି.ଏନ.ଏ.): ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶ ଅମୃତ ମହୋତ୍ସବ ପାଳନ କରୁଛି। ଅଥଚ ଦେଶର ଚାଷୀମାନେ ଆଜି ମଧ୍ୟ ଶୋଷିତ, ଋଣଗ୍ରସ୍ତ ଏବଂ ଅବହେଳିତ ଅବସ୍ଥାରେ ରହିଛନ୍ତି। କୃଷକଙ୍କ ବୃତ୍ତି ଓ ଭବିଷ୍ୟତ ପୁଞ୍ଜିପତିଙ୍କ ହାତରେ ବନ୍ଧା ପଡ଼ିଛି। ସରକାରଙ୍କ…

ଆମେରିକୀୟ ର଼୍ୟାପର୍‌ଙ୍କୁ ଗୁଳି କରି ହତ୍ୟା

ଓ୍ବାଶିଂଟନ୍‌, ୨ା୧୧: ଆମେରିକୀୟ ର଼୍ୟାପର୍‌ ଟେକ୍‌ଅଫ୍‌ଙ୍କୁ ମଙ୍ଗଳବାର ଗୁଳି କରି ହତ୍ୟା କରାଯାଇଛି। ଟେକ୍ସାସ୍‌ ହୋଷ୍ଟନ୍‌ରେ ଥିବା ବୋଲିଙ୍ଗ ଆଲିରେ ଡାଇସ୍‌ ଗେମ୍‌କୁ କେନ୍ଦ୍ର କରି ଟେକ୍‌ଅଫ୍‌ ଓ କେତେଜଣ ଯୁବକଙ୍କ ସହ କଥା କଟାକଟି ହୋଇଥିଲା। ପାଟିତୁଣ୍ଡ କାରଣରୁ ସେଠାରେ…

୧୪ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୂନ ସହନଶୀତଳା ଆଭିମୁଖ୍ୟ ପୋଷଣ କରି ଆସିଛନ୍ତି। ତଦନୁଯାୟୀ ମଙ୍ଗଳବାର ରାଜ୍ୟ ସରକାର ଆଉ ୧୪ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଥିରୁ ୪ ଜଣଙ୍କୁ ଚାକିରିରୁ…

ବିକାଶ ଦୁବେଙ୍କ ୧୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୨ା୧୧(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶର ଗ୍ୟାଙ୍ଗ୍‌ଷ୍ଟର ବିକାଶ ଦୁବେଙ୍କ ୧୦ କୋଟି ଟଙ୍କା ମୂଲ୍ୟର ବେନାମୀ ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଜବତ କରିଛି। ପୋଲିସ ଏନ୍‌କାଉଣ୍ଟରରେ ନିହତ ହୋଇଥିବା ଗ୍ୟାଙ୍ଗଷ୍ଟର ତାଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ନାମରେ ଏହି ସମ୍ପତ୍ତି କିଣିଥିଲେ।…

ଜାତୀୟ ରାଜପଥ, ରାଜ୍ୟ ରାଜପଥରେ କଡ଼ାକଡ଼ି ହେବ ଯାଞ୍ଚ

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ନଭେମ୍ବରରୁ ଫେବୃୟାରୀ ମଧ୍ୟରେ ପ୍ରାୟ ୩୦ ପ୍ରତିଶତ ସଡ଼କ ଦୁର୍ଘଟଣା ଘଟୁଛି। ରାଜ୍ୟ ପରିବହନ ବିଭାଗ ପରିସଂଖ୍ୟାନର ୧ ମାସର ବିଶ୍ଳେଷଣରୁ ଏହା ଜଣାପଡ଼ିଛି। ଏହି ମାସଗୁଡ଼ିକରେ କୁହୁଡି ଦ୍ୱାରା କମ୍‌ ଦୃଶ୍ୟମାନ ଯୋଗୁ ଦୁର୍ଘଟଣା ହୋଇଥାଏ। ଏହାଛଡ଼ା ବଡ଼ଦିନ…

ଟୁଇଟରରେ ‘ଗୋ ବ୍ୟାକ୍‌ ମୋଦି’ ଟ୍ରେଣ୍ଡ୍‌

ମୋର୍‌ବି,୨ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜ୍ୟ ଗୁଜରାଟରେ ଝୁଲାପୋଲ ଭୁଶୁଡ଼ିବା ଘଟଣାକୁ ନେଇ ସୋସିଆଲ ନେଟ୍‌ଓ୍ବର୍କିଂ ସାଇଟ୍‌ ଟୁଇଟରରେ ୟୁଜର୍ସ ନାନା ପ୍ରତିକ୍ରିୟା ପ୍ରକାଶ କରିବାରେ ଲାଗିଛନ୍ତି। ବିରୋଧୀ ୟୁଜର୍ସଙ୍କ ‘ହ୍ୟାଶ୍‌ଟ୍ୟାଗ୍‌ ଗୋ ବ୍ୟାକ୍‌ ମୋଦି’ ଟ୍ରେଣ୍ଡ୍‌ କରୁଥିବାବେଳେ ଏହାର ମୁକାବିଲା…

ସୁପ୍ରିମକୋର୍ଟରେ ପିଆଇଏଲ୍‌: ୧୪ରେ ଶୁଣାଣି

ନୂଆଦିଲ୍ଲୀ,୨ା୧୧: ଗୁଜରାଟର ମୋର୍‌ବିରେ ରବିବାର ବ୍ରିଟିଶ ଅମଳର ଝୁଲାପୋଲ ଭୁଶୁଡ଼ିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ମଙ୍ଗଳବାର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ ହୋଇଛି। ମାଛୁ ନଦୀ ଉପରେ ନିର୍ମିତ ପ୍ରାୟ ୧୫୦ ବର୍ଷ ପୁରୁଣା ବ୍ରିଜ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?