Advertisement

ଉଜ୍ଜୀବନ ଏସଏଫ୍‌ବିର ନୂଆ ଶାଖା

କଟକ,୨ା୧୧: ଉଜ୍ଜୀବନ ସ୍କୁଲ ଫାଇନାନ୍ସ ବ୍ୟାଙ୍କ(ଉଜ୍ଜୀବନ ଏସଏଫବି)ର ନୂତନ ଶାଖା ମଙ୍ଗଳବାର ସ୍ଥାନୀୟ ବକ୍ସିବଜାରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି କଟକରେ ବ୍ୟାଙ୍କର ଏହାକୁ ମିଶାଇ ୩ୟ ଶାଖା ଖୋଲିବା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ସେହିଭଳି ଓଡ଼ିଶାରେ ବ୍ୟାଙ୍କର ଏହା ୨୦ତମ ଶାଖା ବୋଲି ଜଣାପଡିଛି।
ଏ ସମ୍ପର୍କରେ ଉଜ୍ଜୀବନ ଏସଏଫ୍‌ବିର ଏମ୍‌ଡ଼ି ଓ ସିଇଓ ଇଟ୍ଟିରା ଡେଭିସ୍‌ କହିଛନ୍ତି,ସର୍ବୋତ୍ତମ ଗ୍ରାହକ ସେବା ଯୋଗାଣ ଲକ୍ଷ୍ୟ ହାସଲ ନିମନ୍ତେ ଆମ ପ୍ରତିବଦ୍ଧତାର ଅଂଶ ସ୍ବରୂପ କଟକରେ ନୂଆ ଶାଖାର ଶୁଭାରମ୍ଭ କରିଛୁ। କଟକ ଏବଂ ବିଶେଷ ଭାବେ ଓଡ଼ିଶା ରାଜ୍ୟ ଆମ ପାଇଁ ସର୍ବାଧିକ ଅଗ୍ରାଧିକାର ଲାଭ କରୁଥିବା ଅଞ୍ଚଳ ହୋଇଛି। ଏକ ମଜଭୁତ ଜମା ଭିତ୍ତି ନିର୍ମାଣ କରିବା ଏବଂ ଆମର ଡିଜିଟାଲ ସାର୍ମଥ୍ୟ ପରିବର୍ଦ୍ଧିତ କରିବାକୁ ଆମର ଋଣକୌଶଳ ପ୍ରତି ଆମେ ପ୍ରତିବଦ୍ଧ ରହିଛୁ। ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ସମଗ୍ର ଦେଶରେ ୨୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୫୯୦ ଶାଖାକୁ ନେଇ କାର୍ଯ୍ୟକ୍ଷମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ଅର୍ଥ ବ୍ୟବସ୍ଥାର ବାସ୍ତବତାକୁ ଅଗ୍ରାହ୍ୟ କରୁଛନ୍ତି: କଂଗ୍ରେସ

ନୂଆଦିଲ୍ଲୀ,୨୧-୧୨: ଶିଳ୍ପ ଜଗତ ସାମ୍ନାରେ ପ୍ରଧାନ ମନ୍ତ୍ରୀ ଯେଉଁ ସବୁ କଥା ରଖିଛନ୍ତି ଯେଉଁ ସ୍ବପ୍ନ ଦେଖାଇଛନ୍ତି ତାହା ବାସ୍ତବ ନୁହେଁ ବୋଲି କଂଗ୍ରେସ ପକ୍ଷରୁ...

ଅଂଶଧନ ବିକ୍ରି କରିବ ସ୍ପାଇସ୍‌ଜେଟ୍‌

ନୂଆଦିଲ୍ଲୀ,୫।୮: ଦେଶର ପ୍ରମୁଖ ଘରୋଇ ବିମାନ କମ୍ପାନୀ ସ୍ପାଇସ୍‌ଜେଟ୍‌ ପାଣ୍ଠି ଯୋଗାଡ଼ କରିବା ଲାଗି ନିଜର ଅଂଶଧନ ବିକ୍ରି କରିବା ସମ୍ପର୍କରେ ବିଚାର କରୁଛି। ଏପରିକି...

ଇ-କେୱାଇସି ଦ୍ୱାରା ତ୍ୱରିତ ପାନ୍‌ ସେବା

ନୂଆଦିଲ୍ଲୀ,୨୯।୫: ଆଧାର ଭିତ୍ତିକ ଇ-କେୱାଇସି ଦ୍ୱାରା ତ୍ୱରିତ ପାନ୍‌ (ଇନ୍‌ଷ୍ଟାଣ୍ଟ ପାନ୍‌) ପ୍ରଦାନ ସେବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ଶୁଭାରମ୍ଭ କରିଛନ୍ତି। ଏ ସମ୍ପର୍କିତ...

ସମବାୟ ବ୍ୟାଙ୍କ ଚେକ୍‌ କ୍ଲିୟରାନ୍ସରେ ସମସ୍ୟା

ନୂଆଦିଲ୍ଲୀ/ଭୁବନେଶ୍ୱର,୧୨ା୩: ୟେସ୍‌ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କର ଉଠାଣ କଟକଣା ଯୋଗୁ ଉକ୍ତ ବ୍ୟାଙ୍କର ବିଭିନ୍ନ ପେମେଣ୍ଟ ଏବଂ ଫଣ୍ଡ ଟ୍ରାନ୍ସଫର ସେବା ପ୍ରଭାବିତ ସ୍ଥିତିରେ ରହିଛି।...

ରାନବାକ୍ସିର ପୂର୍ବତନ ପ୍ରମୋଟରଙ୍କ ଘରେ ଇଡି ଚଢ଼ାଉ

ନୂଆଦିଲ୍ଲୀ,୨-୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରାନବାକ୍ସିର ପୂର୍ବତନ ପ୍ରମୋଟର ଭ୍ରାତା ମାଲବିନ୍ଦର ମୋହନ ସିଂହ(୪୫) ଏବଂ ଶିବିନ୍ଦର ମୋହନ ସିଂହ(୪୩)ଙ୍କ ଘରେ ଗୁରୁବାର ଚଢ଼ାଉ କରିଛି। ମନିଲଣ୍ଡରିଂ...

‘କରୋନା ସେ ଡରୋନା ଡିଜିଟାଲ କରୋନା’

ମୁମ୍ବାଇ,୨୩-୩: ମାରାତ୍ମକ କରୋନା ବିରୋଧରେ ଲଢେଇ ଜାରି ରଖିବା ସହ ନୋଟ୍‌ ଗଣିବା କିମ୍ବା ଛଇଁବା ପରେ ହାତ ଧୋଇବାକୁ ଇଣ୍ଡିଆନ୍‌ ବ୍ୟାଙ୍କିଙ୍ଗ ଆସୋସିଏଶନ (ଆଇବିଏ)...

ଓଲା-ଉବର ଯୋଗୁ ଅଟୋ ସେକ୍ଟରରେ ମାନ୍ଦାବସ୍ଥା: ଅର୍ଥମନ୍ତ୍ରୀଙ୍କୁ ସମର୍ଥନ କଲା ମାରୁତି

ନୂଆଦିଲ୍ଲୀ,୨୦-୯:ଓଲା ଓ ଉବର କ୍ୟାବ୍‌ ଆଧାରିତ ଟ୍ୟାକ୍ସି ସୁବିଧା ଯୋଗୁ ଦେଶର ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଆସିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ବୟାନକୁ ଶେଷରେ...

ମାରୁତି ସୁଜୁକି ଅଲ୍‌-ନ୍ୟୁ ଅଲ୍‌ଟୋ କେ୧୦ର ଅନାବରଣ

ଭୁବନେଶ୍ୱର,୧୧ା୯: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌(ଏମ୍‌ଏସ୍‌ଆଇଏଲ୍‌) ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌-ନ୍ୟୁ ଅଲ୍‌ଟୋ କେ୧୦’ର ନିକଟରେ ବଜାର ପ୍ରବେଶ...

Advertisement
Archives

Model This Week