ବଢୁଛି ସଂକ୍ରମଣ: ସତର୍କ କଲା କେନ୍ଦ୍ର
ନୂଆଦିଲ୍ଲୀ,୬।୮: ଦେଶରେ କାରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ୭ଟି ରାଜ୍ୟକୁ ଚିଠି ଲେଖିଛନ୍ତି। ସେହି ରାଜ୍ୟ ଗୁଡିକ ହେଲା ଓଡ଼ିଶା, ଦିଲ୍ଲୀ, କେରଳ, ମହାରାଷ୍ଟ୍ର, କର୍ନାଟକ, ତାମିଲନାଡୁ, ତେଲେଙ୍ଗାନା। ଏହି…
ମଣିପୁରମ୍ ଗୋଲ୍ଡ ଲୋନ୍ ସଂସ୍ଥାରୁ ଡକାୟତି ଉଦ୍ୟମ
ଢେଙ୍କାନାଳ ଅଫିସ,୬।୮: ଢେଙ୍କାନାଳ ସହର କାଞ୍ଚନ ବଜାରରେ ଥିବା ମଣିପୁରମ୍ ଘରୋଇ ସୁନା ଋଣ ପ୍ରଦାନକାରୀ ସଂସ୍ଥାରେ ଶନିବାର ସକାଳ ସାଢ଼େ ୯ଟାରେ ଡକାୟତି ଉଦ୍ୟମ ହୋଇଛି। ସଂସ୍ଥା କାର୍ଯ୍ୟାଳୟ ଖୋଲିବା ପରେ ୪ଜଣ ଦୁର୍ବୃତ୍ତ ୨ଟି ବାଇକ୍ରେ ଆସି କାର୍ଯ୍ୟାଳୟ…
ମଇଁଷି ଚରାଇବାକୁ ଯାଇଥିଲେ,ହେଲା ବଜ୍ରପାତ
ନିରାକାରପୁର,୬ା୮(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ଡିଆ ପଞ୍ଚାୟତ କାଶୀପୁର ଗୋପୀନାଥପୁର ଗଁାରେ ବଜ୍ରପାତରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ଦିବାକର ପରିଡ଼ା (୨୫)। ଲଘୁଚାପଜନିତ ବର୍ଷା ଯୋଗୁ ମଧ୍ୟାହ୍ନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା।…
ମନ୍ଦିର ଗର୍ଭଗୃହକୁ ପଶିଲେ ଭକ୍ତ, ଆରଡ଼ିରେ ଅସନ୍ତୋଷ
ଆରଡ଼ି,୬ା୮(ଡି.ଏନ୍.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହକୁ କିଛି ଭକ୍ତଙ୍କୁ ସେବାୟତମାନେ ଶନିବାର ପ୍ରବେଶ କରାଇଥିବା ଅନ୍ୟ କେତେ ଜଣ ସେବାୟତ ଅଭିଯୋଗ କରିଥିଲେ। ମନ୍ଦିର କର୍ମଚାରୀ ମଧ୍ୟ ଏପରି ପ୍ରବେଶ ଅଧିକାରକୁ ବିରୋଧ…
ରବିବାର ଓଡ଼ିଶା ଆସିବେ ଅମିତ ଶାହା
ଭୁବନେଶ୍ୱର,୬।୮(ବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଶନିବାର ସୂଚନା ଦେଇଛନ୍ତି। ଗୃହମନ୍ତ୍ରୀ ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଲିଙ୍ଗରାଜଙ୍କୁ ଦର୍ଶନ…
୮ରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ
ଭୁବନେଶ୍ୱର,୬।୮(ବ୍ୟୁରୋ): ଚଳିତ ବର୍ଷ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ୮ ତାରିଖରେ ପ୍ରକାଶ ପାଇବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। www.odisharesults.nic.in ମାଧ୍ୟମରେ ଛାତ୍ରୀଛାତ୍ର ନିଜର ପରୀକ୍ଷା ଫଳ ଦେଖିପାରିବେ।…
ଜୁନିୟର ଏନଟିଆରଙ୍କ ସହ ସାଉଥ୍ ଡେବ୍ୟୁକୁ ନେଇ ମୁହଁ ଖୋଲିଲେ ଜାହ୍ନବୀ
ମୁମ୍ବାଇ: ବଲିଉଡ ନାୟିକା ଜାହ୍ନବୀ କପୁର ଏବେ ତାଙ୍କ ଫିଲ୍ମ ‘ଗୁଡ ଲକ ଜେରି’କୁ ନେଇ ଅଛନ୍ତି ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ପାଇଁ ସେ ଖୁବ୍ ମେହନତ ବି କରୁଛନ୍ତି । ଏହି ଫିଲ୍ମରେ ସେ ଏକ ବିହାରି…
ଚଢ଼ାଉ କରିବାକୁ ଯାଇଥିଲେ ତହସିଲଦାର, ଗୋଡ଼ାଇ ପିଟିଲେ ଗ୍ରାମବାସୀ
ପାତ୍ରପୁର,୬।୮(ଡି.ଏନ୍.ଏ.): ଏକ ଚଢ଼ାଉ ବେଳେ ତହସିଲଦାରଙ୍କ ସମେତ ଅବକାରୀ ବିଭାଗର ୩ ଅଧିକାରୀଙ୍କୁ ଗ୍ରାମବାସୀ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ପାତ୍ରପୁର ବ୍ଲକର ବୁଡିଘାଟି ଗାଁରେ। ତହସିଲଦାର ଅମିତ କୁମାର ନାୟକଙ୍କ ସମେତ ଅବକାରୀ…
୧୪ରେ ରେଳରୋକୋ ଆନ୍ଦୋଳନ
ପଦ୍ମପୁର, ୬।୮(ଡି.ଏନ.ଏ.): ବରଗଡ଼ ଜିଲା ରାଜବୋଡାସମ୍ବର କୃଷକ ସଙ୍ଗଠନର ସ୍ଥାୟୀ ସଭାପତି ବାଞ୍ଛାନିଧି ନାୟକଙ୍କ ସଭାପତିତ୍ୱରେ ପଦ୍ମପୁର ଗୋରୁ ବଜାରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜବୋଡାସମ୍ବର କୃଷକ ସଙ୍ଗଠନ ବାରମ୍ବାର ଆନ୍ଦୋଳନ କରିବା ସତ୍ତ୍ୱେ ୨୦୨୧ ପ୍ରଧାନମନ୍ତ୍ରୀ ଫସଲ…
ଦେଖାଇଲେ ଏମିତି ଯାଦୁ, ହସି ହସି ଗଡ଼ିଗଲା ସିମ୍ପାଞ୍ଜି
ଦୈନନ୍ଦିନ ସୋସିଆଲ ମିଡିଆରେ କିଛିନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ…
ଭାରତକୁ ଗୋଟିଏ ଦିନରେ ମିଳିଲା ୬ ପଦକ
ବର୍ମିଂହାମ୍,୬ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ରେସ୍ଲରମାନେ ଶୁକ୍ରବାର ୩ ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ଓ ୨ ବ୍ରୋଞ୍ଜ ସହ ୬ ପଦକ ପଦକ ଜିତିଛନ୍ତି। ଷ୍ଟାର ରେସ୍ଲର ବଜରଙ୍ଗ ପୁନିଆ ତାଙ୍କ ଟାଇଟଲ ବଜାୟ ରଖିବାରେ ସମର୍ଥ ହୋଇଛନ୍ତି। ମହିଳା…
ହ୍ବିଲ୍ ଚେୟାରରେ ଆସି ଭୋଟ ଦେଲେ ମନମୋହନ ସିଂ
ନୂଆଦିଲ୍ଲୀ, ୬।୮: ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ସେନେଇ ଶନିବାର ଭୋଟ ଗ୍ରହଣ ଚାଲିଛି। ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ଯାଏ ମତଦାନ ଚାଲିବ। ଏହି ପରିପ୍ରେକ୍ଷୀରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ହ୍ବିଲ୍ ଚେୟାରରେ…
Archives


