Home Left

‘ଖତ୍‌ରୋ କେଁ ଖିଲାଡି-୧୨’ରେ ନଜର ଆସିବେନି ମୁନାୱାର

ଲୋକପ୍ରିୟ ରିଆଲିଟି ଶୋ’ ‘ଲକ ଅପ’ର ବିଜେତା ମୁନାୱାର ଫାରୁକି ରିଆଲିଟି ଶୋ’ଖତ୍‌ରୋ କେଁ ଖିଲାଡି’ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିଲା। ଯାହାକୁ ନେଇ ବର୍ତ୍ତମାନ ମୁହଁ ଖୋଲିଛନ୍ତି ମୁନାୱାର। ସେ କହିଛନ୍ତି , ‘ବନ୍ଧୁଗଣ, କୌଣସି କାରଣରୁ ମୁଁ…

ଦେଢ ମାସ ତଳେ କରିଥିଲେ ବିବାହ ଏବେ ୪ ମାସର ଗର୍ଭବତୀ, ଥାନାରେ ପହଞ୍ଚିଲା ମାମଲା

ଲକ୍ଷ୍ନୌ,୧୮।୬: ଉତ୍ତର ପ୍ରଦେଶର ମହାରାଜଗଞ୍ଜରେ ଜଣେ ଦେଢ ମାସ ତଳେ ବିବାହ କରିଥିବା ମହିଳା ଏବେ ୪ ମାସର ଗର୍ଭବତୀ। ଯାହାକୁ ଜାଣିବା ମାତ୍ରେ ନବବଧୂଙ୍କ ଶାଶୁ ଏବଂ ସ୍ବାମୀ ଥାନାରେ ଅଭିଯୋଗ କରିଛନ୍ତି। କିଛି ଦିନ ତଳେ ନବ ବିବାହିତା…

ରଥ ଲାଗି କନାମଣ୍ଡଣି ଆରମ୍ଭ

ପୁରୀ ଅଫିସ,୧୮।୬: ରଥକୁ ସୁସଜ୍ଜିତ ପାଇଁ କନାମଣ୍ଡଣି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମହାପ୍ରଭୁଙ୍କ ପାରମ୍ପରିକ ଦର୍ଜୀ ସେବକଙ୍କ ତତ୍ତ୍ୱାବଧାନରେ ସିଲେଇ କାର୍ଯ୍ୟ ଆରମ୍ଭ ହୋଇଛି । ରଥର ବତା ଓ ବିଳାଶପଟି ତିଆରିରୁ କନାମଣ୍ଡଣି କାମର ଶୁଭାରମ୍ଭ ହୋଇଛି…

ତେଜୁଛି ଅଗ୍ନିପଥ ନିଆଁ: ସେନାଙ୍କ ସହ ବୈଠକ କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୧୮।୬: ଅଗ୍ନିପଥ ଯୋଜନାକୁ ନେଇ ଦେଶରେ ଜାରି ରହିଥିବା ବିରୋଧ ମଧ୍ୟରେ ସେନା ଏବଂ ସରକାର ମଧ୍ୟ ଆଲର୍ଟ ମୋଡରେ ଅଛନ୍ତି। ଶନିବାର ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନା ମୁଖ୍ୟ ତଥା ଡିଏମ୍‌ଏର ବରିଷ୍ଠ ଅଧିକାରୀଙ୍କ ସହ ଏକ…

ଓଟିଟିରେ ରିଲିଜ୍‌ ନ ହୋଇ ହଲ୍‌ରେ ରିଲିଜ୍‌ ହେବ ଅକ୍ଷୟଙ୍କ ଫିଲ୍ମ

‘ବଚ୍ଚନ ପାଣ୍ଡେ’ ଏବଂ ‘ସମ୍ରାଟ ପୃଥ୍ବୀରାଜ’ପରେ ଏବେ ଆଉ ଏକ ଫିଲ୍ମ‘ରାମ ସେତୁ’ରେ ନଜର ଆସିବେ ଅକ୍ଷୟ କୁମାର। ବ୍ୟାକ ଟୁ ବ୍ୟାକ ଦୁଇଟି ଫିଲ୍ମ ଫ୍ଲପ ହେବା ପରେ ଅକ୍ଷୟଙ୍କ ତୃତୀୟ ଫିଲ୍ମ ଉପରେ ଅନେକ କିଛି ନିର୍ଭର କରିବ।…

ଆଜି ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୬(ବ୍ୟୁରୋ): ଆଜି ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପରାହ୍ନ ସାଢେ ୧ଟାରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯିବେ। ସେଠାରୁ ୨୦ତାରିଖ ୪ଟା ୧୫ ମିନିଟରେ ଇଟାଲୀର ରୋମ ଅଭିମୁଖେ ଗସ୍ତ କରିବେ। ଏହା ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ବିଦେଶ ଗସ୍ତ…

ସାଇକେଲ୍‌ରେ ଗଲାବେଳେ ଡେଇଁଲା ବାଘ ଆଉ ତା’ ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ ମଧ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ…

ବସିବ ରଥଯାତ୍ରା ପ୍ରସ୍ତୁତି ସମନ୍ବୟ ବୈଠକ, ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୧୮।୬: ମହାପ୍ରଭୁଙ୍କ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା ବୈଠକ ଶନିବାର ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସ ଜରିଆରେ ସମୀକ୍ଷା କରିବେ। ପୁରୀରେ ପୌର ସଦନ ସମ୍ମିଳନୀ କକ୍ଷରେ ଅନ୍ୟ ସମସ୍ତ ବରିଷ୍ଠ ଅଫିସରମାନେ ରଥଯାତ୍ରା…

ଜଗାର ସ୍ବାସ୍ଥ୍ୟ ପରୀକ୍ଷା କରିବେ ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍‌

କଟକ ଅଫିସ, ୧୮।୬: ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଜଗାକୁ କଟକ ବଡ଼ ମେଡିକାଲ(ଏସସିବି)ରେ ଭର୍ତ୍ତି କରାଯାଇଛି। ଏସସିବି ମେଡିକାଲର କାଜୁଆଲିଟି ଟ୍ରମା କେୟାର ୟୁନିଟର ସ୍ବତନ୍ତ୍ର ପ୍ରକୋଷ୍ଠରେ ଜଗାକୁ ରଖାଯାଇଛି। ଜଗାର ସିଟି ସ୍କାନ ଓ ଏମଆରଆଇ କରାଯାଇଥିବା ବେଳେ ଆଜି…

ଦେଶରେ ବଢ଼ୁଛି କରୋନା ମିଟର: ଗତ ୨୪ଘଣ୍ଟାରେ ୧୩ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୮।୬: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ରାଜ୍ୟରେ ୧୨,୮୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହି ସଂଖ୍ୟା ବୃଦ୍ଧି ପାଇଛି। ଗତ ୨୪ଘଣ୍ଟାରେ ଦେଶରେ ୧୩,୨୧୬ ନୂଆ କରୋନା…

ଭିଜିଲାନ୍ସ ଜାଲରେ ବିଡ଼ିଓ

ବାଲେଶ୍ୱର ଅଫିସ,୧୮।୬: ଭିଜିଲାନ୍ସ ଜାଲରେ ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସ। ଆୟ ବର୍ହିଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ରେଡ୍‌ କରିଛି। କଟକ ଡିଭିଜନର ୫ ଜଣ ଡିଏସ୍‌ପି ଏବଂ ୯ ଜଣ ଇନ୍ସପେକ୍ଟର ନେତୃତ୍ୱରେ ୫ଟି ଟିମ୍‌ ଗଠନ…

୧୦ ଅଭିନେତ୍ରୀଙ୍କ ସହ ସଲମାନ କରିବେ ଏହି ଫିଲ୍ମ

ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କ ବହୁତ ପ୍ରଂଶସକ। ସମସ୍ତେ ତାଙ୍କୁ ଖୁବ୍‌ ଭଲପାଆନ୍ତି। ପ୍ରଂଶସକ ଆଜି ବି ତାଙ୍କ ଫିଲ୍ମକୁ ଚାତକ ପରି ଚାହିଁ ବସିଥାନ୍ତି। ତାଙ୍କର ଆଗକୁ ଅନେକ ଫିଲ୍ମ ଆସୁଛି । କିନ୍ତୁ ନିକଟରେ ତାଙ୍କର ଏପରି ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri