ଫିଲ୍ମରେ ଭଉଣୀ-ଭାଇ ଭୂମିକାରେ ନଜର ଆସିଛନ୍ତି ଏହି ଅଭିନେତ୍ରୀ, ଅଭିନେତା
ମୁମ୍ବାଇ: ଫିଲ୍ମରେ ସବୁ କିଛି ସମ୍ଭବ ହୋଇଥାଏ। ପ୍ରତ୍ୟେକ ଅଭିନେତ୍ରୀ/ଅଭିନେତା ଭିନ୍ନଭିନ୍ନ ଚରିତ୍ରରେ ଅଭିନୟ କରିଥାନ୍ତି। କେତେବେଳେ ହିରୋ-ହିରୋଇନ ତ ଆଉ କେତେବେଳେ ସ୍ବାମୀ-ସ୍ତ୍ରୀ, ଆଉ କେତେବେଳେ ଭଉଣୀ-ଭାଇ ଭୂମିକାରେ ବି ଅଭିନୟ କରନ୍ତି । ଜାଣନ୍ତୁ ବଲିଉଡ୍ର ଏପରି କିଛି…
ଜଟଣୀ ରାସ୍ତାରେ ବୁଡ଼ିଗଲା ‘ମୋ ବସ୍’: ପହଁରି ପହଁରି ଜୀବନ ବଞ୍ଚାଇଲେ ଯାତ୍ରୀ
ଖୋର୍ଦ୍ଧା ଅଫିସ,୬।୮: ସକ୍ରିୟ ଥିବା ମୌସୁମୀ ପ୍ରଭାବରେ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏହାକୁ ନେଇ ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେଭଳି କିଛି ଦୃଶ୍ୟ ଜଟଣୀରେ ଦେଖିବାକୁ ମିଳିଛି। ବର୍ଷା ଯୋଗୁ…
ଭାଇଚାରା: ପାହାଡ଼ ଚଢ଼ି ଦେବବେଦୀଙ୍କ ମୂର୍ତ୍ତି ମନ୍ଦିରରେ ପହଞ୍ଚାଇଲେ ମୁସଲମାନ…
ନୂଆଦିଲ୍ଲୀ, ୬।୮ : ଜମ୍ମୁ-କଶ୍ମୀରର ଡୋଡାରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଏକ ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ମୁସଲମାନ ଲୋକମାନେ ମଧ୍ୟ ୭୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଦେବବେଦୀଙ୍କ ମୂର୍ତ୍ତିଗୁଡ଼ିକୁ ପାହାଡ଼ ଚଢ଼ି ମନ୍ଦିରରେ ପହଞ୍ଚାଇବାକୁ ଆଗେଇ ଆସିଥିଲେ। ସୂଚନାନୁସାରେ, ମୁସଲମାନମାନେ ହିନ୍ଦୁ…
ରାସ୍ତାରେ ଯାଉଥିଲା କାର୍, ହଠାତ୍ ଭାଙ୍ଗିପଡ଼ିଲା ଇଲେକ୍ଟ୍ରି ପୋଲ୍, ଭିଡିଓ ଦେଖିଲେ..
ଦୁର୍ଘଟଣା କାହା ସହିତ କେତେବେଳେ ଘଟିବ କହିବ ହେବ ନାହିଁ। ବ୍ୟକ୍ତି ଯେତେ ସତର୍କ ରହିବାକୁ ଚେଷ୍ଟା କରନ୍ତୁ ନା କାହିଁକି, ଯଦି ଏହା ଘଟିବାର ଥିବ ତେବେ ତାକୁ କେହି ବି ଅଟକାଇ ପାରିବେ ନାହିଁ। ଯାହାର ପ୍ରମାଣ ଏକ…
ଅଭିନେତାଙ୍କ ମୃତ୍ୟୁକୁ ନେଇ ଗୁଜବ
ବମ୍ବେ: ଅଭିନେତା ଶର୍ମନ ଯୋଶୀ ଆଉ ନାହାନ୍ତି। କିଛି ଏଭଳି କଥା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହଠାତ ଏଭଳି ଖବର ପାଇ ଅଭିନେତାଙ୍କ ପ୍ରଶଂସକମାନେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ହେଲେ ଏବେ ଶ୍ୱଶୁର ପ୍ରେମ ଚୋପ୍ରା ନିଜେ ଏହା ଗୁଜବ…
୫୫ ନଂ ଜାତୀୟ ରାଜପଥ ଉନ୍ନତିକରଣ କାର୍ଯ୍ୟରେ ଅବ୍ୟବସ୍ଥା : ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ ଆଲୋଚନା
ଢେଙ୍କାନାଳ ଅଫିସ,୬ା୮: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍ଭାବନା ଗୃହରେ ଶନିବାର ଉତ୍ତରାଞ୍ଚଳ ରାଜସ୍ବ କମିଶନର ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ କମିଟି ବୈଠକ ବସିଥିଲା। ଏଥିରେ ୫୫ ନଂ ଜାତୀୟ ରାଜପଥ ଉନ୍ନତିକରଣ କାର୍ଯ୍ୟରେ ବ୍ୟାପକ ଅବ୍ୟବସ୍ଥା ନେଇ…
ଦ୍ୱିତୀୟ ବିବାହ କରିବେ ହ୍ରିତିକ୍ଙ୍କ ପୂର୍ବପତ୍ନୀ ସୁଜୈନ!
ବମ୍ବେ: ବଲିଉଡ୍ ସୁପରଷ୍ଟାର ଅଭିନେତା ତଥା ସ୍ବାମୀ ହ୍ରିତିକ୍ ରୋଶନଙ୍କଠାରୁ ଅଲଗା ହେବା ପରେ ଅର୍ସଲାନ ଗୋନୀଙ୍କୁ ଡେଟ୍ କରୁଛନ୍ତି ସୁଜୈନ ଖାଁ। ପ୍ରଥମେ ଲୁଚାଛପାରେ ପ୍ରେମ ଚାଲୁଥିବା ବେଳେ ଏବେ ସେମାନେ ଖୋଲାଖୋଲି ଭାବେ ସମ୍ପର୍କକୁ ସ୍ବୀକାର କରିଛନ୍ତି। ଏପରିକି…
ସେନ୍ସର ବୋର୍ଡକୁ ପସନ୍ଦ ଆସିଲା ଅନନ୍ୟା-ବିଜୟଙ୍କ ପ୍ରେମ କାହାଣୀ
ମୁମ୍ବାଇ: ବିଜୟ ଦେବରକୋଣ୍ଡା ଓ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଫିଲ୍ମ ‘ଲାଇଗର’କୁ ଦର୍ଶକେ ବେଶ କିଛି ସମୟ ହେବ ଅପେକ୍ଷା କରି ରହିଛନ୍ତି । କରଣ ଜୋହରଙ୍କ ପ୍ରଡକ୍ସନରେ ନିର୍ମାଣ କରାଯାଇଥିବା ପ୍ରଥମ ପ୍ୟାନ ଇଣ୍ଡିଆ ମୁଭି ଦେଖିବାକୁ ଦର୍ଶକେ ଅପେକ୍ଷା…
୮୫ ବର୍ଷୀୟା ବୃଦ୍ଧାଙ୍କୁ ବଳାତ୍କାର
କୁଆଁରମୁଣ୍ଡା,୬।୮(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୮୫ ବର୍ଷୀୟା ବୃଦ୍ଧାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଗୋବିରା ଗ୍ରାମ ପୁରୁଣା ଗିର୍ଜାଟୋଲାର ସୁଶୀଲ କୁଜୁର(୪୫)ଙ୍କୁ ଫାଣ୍ଡି ପୋଲିସ…
ଅନୁସୂଚିତ ଜନଜାତି ସଦସ୍ୟଙ୍କୁ ଆକ୍ରମଣ ପ୍ରତିବାଦରେ ବିକ୍ଷୋଭ
କେନ୍ଦୁଝର,୬।୮(ସ୍ବ.ପ୍ର.): ଅନୁସୂଚିତ ଜନଜାତି ସଦସ୍ୟ ଅନନ୍ତ ନାୟକଙ୍କୁ ଆକ୍ରମଣ ପ୍ରତିବାଦରେ କେନ୍ଦୁଝର ଜିଲା ଆଦିବାସୀ ସମାଜ ପକ୍ଷରୁ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବହୁ ସଂଖ୍ୟାରେ ବିଭିନ୍ନ ଅଞ୍ଚଳରୁ ଜନଜାତି ସମ୍ପ୍ରଦାୟର ଲୋକମାନେ ଏକ ରାଲିରେ ବାହାରି ସହର ପରିକ୍ରମା କରି…
ଲାଗି ରହିଛି ତୁହାକୁ ତୁହା ବର୍ଷା
ଭୁବନେଶ୍ୱର,୬।୮(ବ୍ୟୁରୋ): ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି। ଶନିବାର ସକାଳୁ ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି । ପୁରୀରେ ୮୭ ମିଲିମିଟର ବର୍ଷା ହୋଇଥିବା ରେକର୍ଡ…
ଚାଷୀ ମୁହଁରେ ହସ, ଲଘୁଚାପ ଆଣିଦେଲା ଆଶ୍ୱସ୍ତି
ଗଞ୍ଜାମ,୬।୮(ଡି.ଏନ୍.ଏ.): ଧାନବୁଣାଠୁ ଚାଷୀ ବର୍ଷାକୁ ଅପେକ୍ଷା କରି ରହିଥିଲେ। ହେଲେ ଦୀର୍ଘ ଦିନ ଧରି ବର୍ଷା ହୋଇ ନ ଥିବାରୁ ଧାନ ତଳି ପୋଡିଯିବା ଆଶଙ୍କା ଦେଖା ଦେଇଥିଲା। ହେଲେ ଶନିବାର ସକାଳେ ଅଞ୍ଚଳରେ ଲଘୁଚାପ ପ୍ରଭାବରେ ବର୍ଷା ହୋଇଛି। ବର୍ଷାକୁ…
Archives


