ଓଡ଼ିଶା ରେଡ୍-ଭାଓଲେଟ ଯୁଗ୍ମ ବିଜେତା
ଭୁବନେଶ୍ୱର, ୧୨।୮(କ୍ରୀଡ଼ା ପ୍ରତିନିଧି):ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକରେ ଅନୁଷ୍ଠିତ ମହିଳା ଟି୨୦ କ୍ରିକେଟ ପ୍ରତିଯୋଗିତା ଗୁରୁବାର ଶେଷ ହୋଇଛି। ଏଥିରେ ଓଡ଼ିଶା ରେଡ୍ ଓ ଓଡ଼ିଶା ଭାଓଲେଟକୁ ଯୁଗ୍ମ ବିଜେତା ଘୋଷଣା କରାଯାଇଛି। ଉଭୟ ଦଳ ଫାଇନାଲରେ ପ୍ରବେଶ…
ଜିମ୍ବାଓ୍ବେ ବିପକ୍ଷରେ ରାହୁଲ ଅଧିନାୟକ
ନୂଆଦିଲ୍ଲୀ, ୧୨ା୮ (ପି.ଟି.):ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଟିମ୍ ଦ୍ୱାରା ଫିଟ୍ ଘୋଷିତ ହେବାରୁ ସିନିୟର ଓପନର କେ.ଏଲ୍. ରାହୁଲ ଜିମ୍ବାଓ୍ବେ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପାଇଁ ତାଙ୍କୁ ଅଧିନାୟକ କରାଯାଇଛି। ପୂର୍ବରୁ…
ଆଜି ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ
ଭୁବନେଶ୍ବର,(ବ୍ୟୁରୋ)/ ବାରିପଦା ଅଫିସ,୧୨ା୮:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସରକାରୀ ଯୋଜନାର ଶୁଭାରମ୍ଭ କରିବା ଲାଗି ଶୁକ୍ରବାର ମୟୂରଭଞ୍ଜ ଜିଲା ଗସ୍ତ କରିବେ। ଏହି ଗସ୍ତ କାଳରେ ସେ ସୁବର୍ଣ୍ଣରେଖା ଅତିରିକ୍ତ ଜଳସେଚନ ପ୍ରକଳ୍ପ ଓ ଦେଓ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିବେ।…
ନୂଆ ପ୍ରଭାରୀ ନିଯୁକ୍ତି ପରେ ବଢ଼ିଛି ଉତ୍ସାହ
ଭୁବନେଶ୍ବର, ୧୨ା୮(ବ୍ୟୁରୋ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୨ ଦିନିଆ ଓଡିଶା ଗସ୍ତ ସାରି ଫେରିଯିବାର ଦିନକ ପରେ ରାଜ୍ୟ ଭାଜପା ପ୍ରଭାରୀଙ୍କୁ ବଦଳାଇ ଆଉ ଜଣଙ୍କ ହାତରେ ଦାୟିତ୍ୱ ଟେକିଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାଠାରୁ ଅଧିକ ଆଶ୍ଚର୍ଯ୍ୟ କରିଛି, ଭାଜପା…
‘ନବୀନ ସ୍ବଚ୍ଛତା ପ୍ରତିଶ୍ରୁତି ଦେଲେ ଘର ଦିଆଯିବ’
ଭୁବନେଶ୍ବର, ୧୨ା୮(ବ୍ୟୁରୋ):ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏଓ୍ବାଇ)ରେ ବ୍ୟାପକ ଅନିୟମିତତା ହୋଇଛି। ଘର ବଣ୍ଟନରେ ଆଦୌ ସ୍ବଚ୍ଛତା ନାହିଁ। ଉପଯୁକ୍ତ ହିତାଧିକାରୀ ଘର ପାଇନାହାନ୍ତି। ବାତ୍ୟା ଫନୀ ଦ୍ୱାରା କ୍ଷତିଗ୍ରସ୍ତ ୩୭% ଲୋକଙ୍କୁ ଘର ମିଳିବାରେ ଏପଟସେପଟ ହୋଇଛି। ଏହି ଯୋଜନାରେ…
ଜବରଦଖଲରେ ପାରାଦୀପ ବନ୍ଦର ଟ୍ରଷ୍ଟ ଜମି
ଯାଜପୁର ଅଫିସ,୧୨ା୮:ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବ୍ରହ୍ମପୁରଶାସନ ଗ୍ରାମରେ ରହିଥିବା ପାରାଦୀପ ବନ୍ଦର ଟ୍ରଷ୍ଟ(ପିପିଟି)ର ୩୪.୪୬ ଏକର ଜମି ଗତ ୧୦ ବର୍ଷ ହେଲା ଜବରଦଖଲରେ ରହିଛି। ଏହି ଜମିରେ ଫାର୍ମ ହାଉସ, କ୍ରଶର, ମୋରମ ଖାଦାନ ଇତ୍ୟାଦି ବେଆଇନ…
ରକ୍ଷକ ସାଜୁଛି ଭକ୍ଷକ
ହାତୀ ଏକ ଐତିହ୍ୟ ପ୍ରାଣୀ। ଏହାର ସୁରକ୍ଷା ଜରୁରୀ। ନଚେତ୍ ଯେଉଁଭଳି ଭାବେ ହାତୀ ଶିକାର ଏବଂ ମୃତ୍ୟୁ ବଢ଼ିଚାଲିଛି, ଆଗାମୀ ଦଶନ୍ଧିରେ ଏମାନଙ୍କୁ ଆଉ ଦେଖିବାକୁ ମିଳିବା କଷ୍ଟକର ହୋଇପଡ଼ିବ। ବିଶେଷକରି ରାଜ୍ୟରେ ବଢ଼ୁଥିବା ହାତୀ ଶିକାରକୁ ରୋକାଯିବା ସହ…
ମୋବାଇଲ ଗେମ୍ ବାଳକର ଜୀବନ ନେଲା
ରାଇଘର,୧୨ା୮ (ଡି.ଏନ୍.ଏ.):ନବରଙ୍ଗପୁର ଜିଲା ରାଇଘର ବ୍ଲକ ଗୋନା ପଞ୍ଚାୟତର ଭାରସୁଣ୍ଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମୋବାଇଲ ଗେମ୍ର ନିଶା ୧୪ ବର୍ଷୀୟ ବାଳକଙ୍କ ଜୀବନ ନେଇଛି। ସେ ହେଲେ ଗ୍ରାମର ବିଶ୍ୱଜିତ ମିର୍ଦ୍ଧାଙ୍କ ପୁଅ ସୁମିତ। ସୂଚନା ଅନୁଯାୟୀ,…
ଚାଇନା ନାଗରିକଙ୍କ ଲୋନ୍ ଆପ୍ ଠକେଇ ମାମଲା: ନୀତିନ୍ଙ୍କ ଜାମିନ ଖାରଜ
ଭୁବନେଶ୍ୱର,୧୨/୮(ବ୍ୟୁରୋ):ଚାଇନା ନାଗରିକଙ୍କ ଦ୍ୱାରା ବଡ଼ଧରଣର ଲୋନ୍ ଆପ୍ ଠକେଇ ଓ ନିର୍ଯାତନା ସଂକ୍ରାନ୍ତ ମାମଲାରେ ଗିରଫ ହୋଇଥିବା ଭାରତୀୟ ମୁଖ୍ୟ ଅଭିଯୁକ୍ତ ନୀତିନ୍ ମଲ୍ଲିକଙ୍କ ଜାମିନ ଆବେଦନକୁ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତ ନୀତିନ୍ଙ୍କୁ ମୁମ୍ବାଇ…
ବୁଡି ଯାଉଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କଲା ପାକିସ୍ତାନ ନୌସେନା
କରାଚି,୧୨ ।୮: ପାକିସ୍ତାନ ନୌସେନା ଗୁରୁବାର ଆରବ ସାଗରରେ ବୁଡିଯାଉଥିବା ଏକ ଡଙ୍ଗାରୁ ଏହାର ଚାଳକ ଦଳଙ୍କ ସମେତ ୯ ଭାରତୀୟ ସଦସ୍ୟଙ୍କୁ ଉଦ୍ଧାର କରିଛନ୍ତି । ପାକ ନୌସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି । ପାକିସ୍ତାନ ନୌସେନାର ଜନ…
ମିଳୁନି ନ୍ୟାୟ:୧୦ମ ଦିନରେ ଯୁବତୀଙ୍କ ଧାରଣା
ବ୍ରହ୍ମପୁର ଅଫିସ,୧୨ା୮:ବ୍ରହ୍ମପୁର ଦେଶୀବେହେରା ସାହିସ୍ଥିତ ପ୍ରେମିକଙ୍କ ଘର ଆଗରେ ଜଣେ ଯୁବତୀ ତାଙ୍କ ଦେଢ଼ ବର୍ଷର ଶିଶୁପୁତ୍ରକୁ ଧରି ବର୍ଷା କାକରରେ ୧୦ ଦିନ ହେଲା ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି। ପ୍ରେମିକ ତାଙ୍କୁ ବିବାହ କରି ପୁଅକୁ ବାପାଙ୍କ ପରିଚୟ…
ସୁଭଦ୍ରା ହାତରୁ ରାଖୀ ବାନ୍ଧି ଖୁସି ହେଲା ଜଗା
ଫୁଲବାଣୀ ଅଫିସ, ୧୨ା୮:କନ୍ଧମାଳର ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା ଏବେ ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ରହି ଚିକିତ୍ସିତ ହେଉଛି। ଗୁରୁବାର ସେ ମେଡିକାଲରେ ରକ୍ଷାବନ୍ଧନ ଉତ୍ସବ ପାଳିଛି। ସାନ ଭଉଣୀ ସୁଭଦ୍ରାର କୁନି ହାତରୁ ରାଖୀ…
Archives


