ସିଏଜି ରିପୋର୍ଟରେ ତଟାଞ୍ଚଳ ଅସୁରକ୍ଷିତ
କେନ୍ଦ୍ରାପଡ଼ା ଅଫିସ,୧୨ା୮: ସମୁଦ୍ର ଓ ଭୂଭାଗକୁ ଛୁଇଁଥିବା ଉପକୂଳ ଅଞ୍ଚଳର ସୁରକ୍ଷା ଆବଶ୍ୟକ। ଏହି ଅଞ୍ଚଳରେ ବନ୍ୟା, ସାମୁଦ୍ରିକ ଝଡ଼ ସହ ସୁନାମି ଭୟ ରହିଛି। କେନ୍ଦ୍ର ପର୍ଯ୍ୟାବରଣ ମନ୍ତ୍ରଣାଳୟ ଓ ଭୂବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ ଏହାର ସୁରକ୍ଷା ପାଇଁ ଅନୁଦାନ…
ଏଥର ଅମରନାଥ ଗୁମ୍ଫା ଆକୃତିର ତୋରଣ
କଟକ ଅଫିସ,୧୨ା୮: କରୋନା ମହାମାରୀ ଯୋଗୁ କଟକରେ ଗତ ୨ ବର୍ଷ ଧରି ନିରାଡମ୍ବର ଭାବେ ଦୁର୍ଗାପୂଜା ପାଳିତ ହୋଇଥିଲା। ହେଲେ ଚଳିତବର୍ଷ କରୋନା ସ୍ଥିତିରେ ସୁଧାର ଆସିଥିବାରୁ ଦୁର୍ଗାପୂଜା ଧୁମ୍ଧାମ୍ରେ ପାଳନ କରିବା ପାଇଁ ଶାନ୍ତି କମିଟି ପକ୍ଷରୁ ନିଷ୍ପତ୍ତି…
ଉଦ୍ଘାଟନ ହୋଇପାରୁନି ସିଆର୍ଆର୍ଆଇ ଥାନା
କଟକ ଅଫିସ,୧୨ା୮: କଟକ ବିଦ୍ୟାଧରପୁର ନିକଟ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (ସିଆର୍ଆର୍ଆଇ) ଥାନାର ନୂତନ କୋଠା ପ୍ରାୟ ୮ ମାସ ହେବ ନିର୍ମାଣ ସରିଛି। ଉକ୍ତ କୋଠାରେ ଥାନାର ବୋର୍ଡ ଲଗାଯାଇଛି। ହେଲେ ଏବେବି ସେଠାରେ ଫାଣ୍ଡି କାର୍ଯ୍ୟ ଚାଲିଛି।…
ମଙ୍କିପକ୍ସ ପାଇଁ ଦାୟୀ ନୁହେଁ ମାଙ୍କଡ, ଦୟାକରି ମାରନ୍ତୁ ନାହିଁ: ଡବ୍ଲୁଏଚ୍ଓ
ଜେନେଭା,୧୨।୮: ବିଶ୍ୱର ଅନେକ ଦେଶରେ ମଙ୍କିପକ୍ସ ସଂକ୍ରମଣ ବୃଦ୍ଧି ପାଇଛି। ମଙ୍କିପକ୍ସ ପାଇଁ ମାଙ୍କଡ ଦାୟୀ ଭାବି ଅନେକ ଦେଶରେ ମାଙ୍କଡ ମାରିଦେଉଛନ୍ତି। କିନ୍ତୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ପକ୍ଷରୁ ମଙ୍କିପକ୍ସ ପାଇଁ ମାଙ୍କଡ ଦାୟୀ ନୁହେଁ ବୋଲି କୁହାଯାଇଛି।…
ଆଜିଠାରୁ ମିଳିବ କୋର୍ବେଭାକ୍ସ କୋଭିଡ୍ ଟିକା
ନୂଆଦିଲ୍ଲୀ, ୧୧ା୮: ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କୋର୍ବେଭାକ୍ସ କୋଭିଡ୍ ଟିକା ଆଜିଠାରୁ ଟିକାକରଣ କେନ୍ଦ୍ରରେ ଉପଲବ୍ଧ ହେବ। ଘରୋଇ ଏବଂ ସରକାରୀ ଟିକାକରଣ କେନ୍ଦ୍ରଗୁଡ଼ିକରେ ମଧ୍ୟ ଏହା ମିଳିବ। କେନ୍ଦ୍ର ସରକାରଙ୍କୁ ୧୦ କୋଟି ଟିକା ଯୋଗାଇ ଦିଆଯାଇଥିବା ଟିକା ଉତ୍ପାଦନକାରୀ…
ଜଗନ୍ନାଥ ସଂସ୍କୃତିର ପ୍ରଚାର କରିବ ୪ ୟୁଟ୍ୟୁବ୍ ଚାନେଲ
ପୁରୀ ଅଫିସ,୧୨ା୮: ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ପଦ୍ମନାଭ ଷ୍ଟୁଡିଓ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ୩ଟି ଭାଷାରେ ୟୁଟ୍ୟୁବ୍ ଚାନେଲ ଖୋଲାଯାଇଛି। ଏ ନେଇ ପଦ୍ମନାଭ ଷ୍ଟୁଡିଓ ପକ୍ଷରୁ ଗୁରୁବାର ବଳଗଣ୍ଡି ସ୍ଥିତ ଭକ୍ତ ସାଲବେଗ ପୀଠରେ ଏକ ଖବରଦାତା ସମ୍ମିଳନୀ…
୮ ଆଇପିଏସ୍ ଅଫିସରଙ୍କୁ ଇଡି ସମନ
କୋଲକାତା,୧୨।୮(ଆଇଏଏନ୍ଏସ୍):କୋଇଲା ଚୋରା କାରବାର ମାମଲା ସହ ସମ୍ପୃକ୍ତ ପଶ୍ଚିମବଙ୍ଗର ୮ ଜଣ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଫିସରଙ୍କୁ ଜେରା ଲାଗି ଦିଲ୍ଲୀ ମୁଖ୍ୟାଳୟରେ ହାଜର ହେବା ନିମନ୍ତେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ସମନ ଜାରି କରିଛି। ୮ ଆଇପିଏସ୍…
ବାଇକ୍ ଲୁଟେରା ଗ୍ୟାଙ୍ଗ୍ ଧରାପଡ଼ିଲା
ଭୁବନେଶ୍ୱର(ବ୍ୟୁରୋ)/ଜଟଣୀ, ୧୨ା୮ (ଡି.ଏନ୍.ଏ.): ଜଟଣୀ, ଖୋର୍ଦ୍ଧା, ପୁରୀ, ଟାଙ୍ଗୀ ଓ ଭୁବନେଶ୍ୱର ଆଦି ସ୍ଥାନରୁ ଛିନ୍ତାଇ ଓ ଲୁଟ୍ କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ। ଏକ ନମ୍ବରବିହୀନ ଗାଡ଼ିରେ ଯାଇ ଲୋକଙ୍କଠାରୁ ମୋବାଇଲ, ଭ୍ୟାନିଟ୍, ଟଙ୍କା ଆଦି…
ମାଗଣା ସୁବିଧାରୁ ଅର୍ଥନୀତି ଦୁର୍ବଳ
ନୂଆଦିଲ୍ଲୀ,୧୨।୮:ନିର୍ବାଚନ ବେଳେ ରାଜନୈତିକ ଦଳଗୁଡ଼ିକ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଅନେକ ମାଗଣା ସୁବିଧାର ପ୍ରତିଶ୍ରୁତି ଦେବା ଓ ବଣ୍ଟନ କରିବା ଯୋଗୁ ଦେଶର ଅର୍ଥନୀତି ଦୁର୍ବଳ ହେଉଛି। ଏନେଇ ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ଏହା ଏକ ଗୁରୁତର ପ୍ରସଙ୍ଗ ବୋଲି…
‘ଏଭଳି ଖାଦ୍ୟ କୁକୁର ଖାଇବନି’
ଲକ୍ଷ୍ନୌ, ୧୨ା୮: ୟୁପି ପୋଲିସ ଲାଇନ ମେସ୍ରେ ନିମ୍ନମାନର ଖାଦ୍ୟ ପ୍ରସ୍ତୁତ ହେଉଥିବା ଅଭିଯୋଗ କରି କନଷ୍ଟେବଳ ମନୋଜ କୁମାର ଧାରଣାରେ ବସିଛନ୍ତି। ଏକ ପ୍ଲେଟ୍ରେ ମେସ୍ ପ୍ରସ୍ତୁତ ଖାଦ୍ୟ ଧରି ମନୋଜ ଭିଡିଓ କରିବା ସହ ‘ଏହାକୁ କୁକୁର ବି…
ଫସଲ ଜଳମଗ୍ନ, ଆଜବେଷ୍ଟସ ଗୃହ ନଷ୍ଟ
ବଡ଼ମ୍ବା/ତିଗିରିଆ,୧୨ା୮(ଡି. ଏନ୍.ଏ.): ଲଗାଣ ବର୍ଷା ଯୋଗୁ ବଡ଼ମ୍ବା ଓ ତିଗିରଆ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବଡ଼ମ୍ବା ବ୍ଲକରେ ବହୁ ଚାଷ ଜମି ଜଳମଗ୍ନ ହୋଇଯାଇଛି। ବିଶେଷ କରି ବଡମ୍ବାର ଶଙ୍ଖାମେରୀ ଓ ଗୋପମଥୁରା ପଞ୍ଚାୟତର ବହୁ ଫସଲ ନଷ୍ଟ ହୋଇଯାଇଛି।…
ଏଲଓସିରେ ୬ ଡ୍ରୋନ ଅପରେଟିଂ ସେଣ୍ଟର ଚଳାଉଛି ପାକିସ୍ତାନ
ଜଳନ୍ଧର,୧୨ ।୮: ପଞ୍ଜାବ ସୀମାରେ ପାକିସ୍ତାନକୁ ୬ ଡ୍ରୋନ ଅପରେଟିଂ ସେଣ୍ଟର ଚଳାଉଥିବା ସୂଚନା ମିଳିଛି । ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସର ଚୋରା କାରବାର ପାଇଁ ଚାଇନା ଓ ତୁର୍କିର ଅତ୍ୟାଧୁନିକ ଡ୍ରୋନର ବ୍ୟବହାର କରାଯାଉଛି । ଅନୁପ୍ରବେଶ ଓ ଚୋରା…
Archives


