ଶୋଏବଙ୍କ ପ୍ରଥମ ପତ୍ନୀ ବି ଥିଲେ ଭାରତୀୟ; ଛାଡ଼ପତ୍ର ନ ଦେଇ ସାନିଆଙ୍କୁ କରିଥିଲେ ବିବାହ…
ନୂଆଦିଲ୍ଲୀ: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଏବଂ ପାକିସ୍ତାନ କ୍ରିକେଟର ଶୋଏବ ମଲିକଙ୍କ ସମ୍ପର୍କରେ ଫାଟ। ୨୦୧୦ରେ ଶୋଏବଙ୍କୁ ବିବାହ କରିଥିଲେ ସାନିଆ। ଏବେ ୧୨ ବର୍ଷର ବିବାହରେ ତିକ୍ତତା ଆସିଛି। ଉଭୟ ଶୀଘ୍ର ଛାଡ଼ପତ୍ର ନେବେ ବୋଲି କୁହାଯାଉଥିଲେ…
ଆଇଏଫଏଫଆଇ ୨୦୨୨ରେ ଲତା ଦିଦି, ବାପି ଲାହିରିଙ୍କୁ ଦିଆଯିବ ବିଶେଷ ଶ୍ରଦ୍ଧାଞ୍ଜଳି
ମୁମ୍ବାଇ: ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ(ଆଇଏଫଏଫଆଇ ୨୦୨୨) ଏଥର ସ୍ୱତନ୍ତ୍ର ହେବାକୁ ଯାଉଛି । କାରଣ ଏଥର ଏହି ଉତ୍ସବରେ ଭାରତୀୟ ସିନେମାର ମହାନ୍ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ମନୋରଞ୍ଜନ ଦୁନିଆ ଯେଉଁମାନଙ୍କୁ…
ବିଶ୍ୱ ହାତଧୂଆ ଦିବସ: ଗାଁ ଗାଁରେ ପହଞ୍ଚିଲା ବେଦାନ୍ତର ଭ୍ରାମ୍ୟମାଣ ହେଲଥ୍ ୟୁନିଟ୍
ଝାରସୁଗୁଡ଼ା ଅଫିସ,୧୧।୧୧: ବେଦାନ୍ତ ଆଲୁମିନିୟମ୍ ଉତ୍ପାଦକ କମ୍ପାନୀ ଝାରସୁଗୁଡ଼ା ପକ୍ଷରୁ ବିଶ୍ୱ ହାତଧୂଆ ଦିବସ ପାଳନ କରାଯାଇଛି। ଏହା ସହ ଏକ ସଚେତନତା ବାର୍ତ୍ତା ଦିଆଯାଇଛି। ଲୋକମାନଙ୍କୁ ହାତ ଧୋଇବା ଓ ସ୍ବଚ୍ଛ ରହିବା ଉପରେ ଏକ ସପ୍ତାହବ୍ୟାପୀ ସଚେତନ ଅଭିଯାନ…
ଲୋକପ୍ରିୟ ଟେଲି ଅଭିନେତାଙ୍କ ପରଲୋକ
ମୁମ୍ବାଇ,୧୧।୧୧: ଟେଲି ଇଣ୍ଡଷ୍ଟ୍ରିରୁ ବଡ ଦୁଃଖଦ ଖବର ସାମ୍ନାକୁ ଆସିଛି। ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାନ୍ତ ବିର ସୁର୍ଯ୍ୟବଂଶୀଙ୍କ ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ଖବରରେ ବଲିଉଡରେ ଶୋକର ଛାୟା…
ଗୁଜରାଟ ନିର୍ବାଚନ ପୂର୍ବରୁ ଏଏପିକୁ ଝଟ୍କା: ଝାଡ଼ୁ ଛାଡ଼ି ପଦ୍ମ ଧରିଲେ ରାଜ୍ୟ ସଚିବ
ଅହମ୍ମଦାବାଦ,୧୧।୧୧: ଗୁଜୁରାଟରେ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ସରଗରମ ରହିଛି। ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳ ସେତିକି ଆକ୍ଟିଭ ହୋଇଯାଉଛନ୍ତି। କିଏ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିପଡ଼ିଛନ୍ତି ତ କିଏ ଦଳରେ ଅସନ୍ତୋଷ ପ୍ରକାଶ କରି ଅନ୍ୟ…
ରୁଷିଆ ରାଷ୍ଟ୍ରପତିଙ୍କୁ ଡରାଉଛି ହତ୍ୟାର ଭୟ! ଜି-୨୦ ସମ୍ମିଳନୀରେ ଏଥିପାଇଁ ଯୋଗଦେବେ ନାହିଁ ପୁଟିନ: ବ୍ରିଟିଶ ଗଣମାଧ୍ୟମର ଦାବି
ମସ୍କୋ,୧୧ ।୧୧: ହତ୍ୟାର ଆଶଙ୍କା କରି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜି-୨୦ ସମ୍ମିଳନୀରେ ଯୋଗ ଦେବେ ନାହିଁ ବୋଲି କୁହାଯାଉଛି । ବ୍ରିଟିଶ ଖବରକାଗଜ ରୁଷିଆ ସୂତ୍ରରୁ ମିଳିଥିବା ସୂଚନାକୁ ନେଇ ଏହି ଦାବି କରିଛି । କ୍ରିମଲିନ ସମର୍ଥକ…
ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପୁସ୍ତକ ଉନ୍ମୋଚନ କଲେ ରାଷ୍ଟ୍ରପତି
ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଓଡ଼ିଆ ଭାଷାରେ ଲିଖିତ ଇଞ୍ଜିନିୟରିଂ ପାଠ୍ୟପୁସ୍ତକ, ବୈଷୟିକ ଶିକ୍ଷା ସଙ୍କଳନ ଓ ଇ-କୁମ୍ଭ ପୋର୍ଟାଲର ଲୋକାର୍ପଣ କରିଛନ୍ତି। ମାତୃଭାଷାରେ ଶିକ୍ଷା ପାଇଲେ ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି ପାଇବ ତଥା ରାଷ୍ଟ୍ରର ବିକାଶ ନିମନ୍ତେ ସେମାନେ…
ଝିଅ-ପୁଅଙ୍କ ଜନ୍ମଦିନର ଫଟୋ ଶେୟାର କଲେ ଡିମ୍ପଲ ଗର୍ଲ, ଲେଖିଲେ ଏମିତି…
ମୁମ୍ବାଇ: ବଲିଉଡ୍ର ‘ଡିମ୍ପଲ ଗର୍ଲ’ ପ୍ରୀତି ଜିଣ୍ଟା ସରୋଗେସି ଜରିଆରେ ୨୦୨୧ରେ ଯାଆଁଳା ଶିଶୁଙ୍କୁ ସ୍ବାଗତ କରିଥିଲେ। ତାଙ୍କ ପିଲାମାନଙ୍କର ନାମ ହେଉଛି ଜୟ ଏବଂ ଜିଆ। ଆଜି ଅର୍ଥାତ୍ ଶୁକ୍ରବାର ଜୟ-ଜିଆଙ୍କୁ ବର୍ଷେ ପୂରିଛି। ପ୍ରୀତି ଆଜି ଇନ୍ଷ୍ଟାଗ୍ରାମରେ ପ୍ରଥମ…
ବଢୁଛି ହଳଦୀପତ୍ରର ଚାହିଦା, ମିଳୁନି ସଠିକ୍ ଦର
ଦାରିଙ୍ଗବାଡ଼ି,୧୧ା୧୧(ଡି.ଏନ୍.ଏ.): ଆସନ୍ତା ବୁଧବାର ପାଳନ ହେବ ପ୍ରଥମାଷ୍ଟମୀ। ଏହି ପର୍ବ ଓଡ଼ିଶାରେ ବଡ଼ ଧୂମଧାମରେ ପାଳନ ହେଉଥିବା ବେଳେ ବିଶେଷକରି ଭୁବନେଶ୍ୱର, କଟକ, ବାଲେଶ୍ୱର ସମେତ ବିଭିନ୍ନ ଜିଲାରେ ପାଳନ କରାଯାଉଛି। ତେବେ ଏହି ପର୍ବ ପାଳନ ଅବସରରେ ପିଠା ପ୍ରସ୍ତୁତ…
ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସନ୍ତା ସପ୍ତାହରେ ଇଣ୍ଡୋନେସିଆ ଯିବେ ମୋଦି
ନୂଆଦିଲ୍ଲୀ,୧୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୧୪ ରୁ ୧୬ ତିନି ଦିନିଆ ଇଣ୍ଡୋନେସିଆ ବାଲି ଗସ୍ତରେ ଯିବେ। ସେଠାରେ ୧୭ତମ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ। ଏ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମ୍ମିଳନୀରେ…
ଧାନମଣ୍ଡି ଖୋଲିବା ଦାବିରେ ରାସ୍ତାରୋକୋ
କର୍ଲାମୁଣ୍ଡା,୧୧ା୧୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଗଜବାହାଲ ପଞ୍ଚାୟତରେ ଖରିଫ ଧାନମଣ୍ଡି ଖୋଲିବା ଦାବିରେ ଶୁକ୍ରବାର ରିଷିଡ଼ା-ମରାମପୁର-ବଲାଙ୍ଗୀର ରାସ୍ତାର ଗଜବାହାଲ ଛକଠାରେ ଚାଷୀମାନେ ରାସ୍ତାରୋକୋ କରିଛନ୍ତି। ଫଳରେ ଭବାନୀପାଟଣା-ବଲାଙ୍ଗୀରକୁ କୌଣସି ଯାନବାହନ ଯାଇ ନ ପାରି ଅଟକି ରହିଛି। ଧାରଣାସ୍ଥଳରେ ବ୍ଲକ…
ପ୍ରଦୀପ ପୁରୋହିତ ହେବେ ଭାଜପା ପ୍ରାର୍ଥୀ : ବିଧାୟିକା
ଭୁବନେଶ୍ୱର,୧୧।୧୧(ବ୍ୟୁରୋ) : ପଦ୍ମପୁର ଉପନିର୍ବାଚନ ପାଇଁ ଭାଜପା ପକ୍ଷରୁ ପ୍ରାର୍ଥୀ ହେବେ ବରିଷ୍ଠ ନେତା ପ୍ରଦୀପ ପୁରୋହିତ। ଏନେଇ ବିଧାୟିକା କୁସୁମ ଟେଟେ ସୂଚନା ଦେଇଛନ୍ତି। ଆସନ୍ତା ୧୪ ତାରିଖରେ ସେ ନାମାଙ୍କନ ଭରିବେ। ହେଲେ ଏହାକୁ ନେଇ ଆନୁଷ୍ଠାନିକ ଭାବେ…

