Home Left

ଶୁକ୍ରବାର ମୟୁରଭଞ୍ଜ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର,୧୧।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ମୟୁରଭଞ୍ଜ ଜିଲା ଗସ୍ତ କରିବେ। ପୂର୍ବାହ୍ନ ୧୧ଟାରେ ମୟୁରଭଞ୍ଜ ଜିଲା କରଞ୍ଜିଆଠାରେ ପହଞ୍ଚି ଦେଓ ପ୍ରକଳ୍ପର ଉଦ୍‌ଘାଟନ କରିବେ ବୋଲି ସୂଚନା ମିଳିଛି । ଏହା ପରେ  ରାସଗୋବିନ୍ଦପୁର ବ୍ଲକ ଟିକପଡାଠାରେ ସୁବର୍ଣ୍ଣରେଖା ପ୍ରକଳ୍ପ…

ବ୍ୟାଙ୍କ ଅଧିକାରୀ ନିଖୋଜ: ପୋଲ ଉପରୁ ମିଳିଲା ବାଇକ୍‌

ଲୋଇସିଂହା,୧୧।୮(ଡି.ଏନ.ଏ): ବଲାଙ୍ଗୀର ଶାନ୍ତିପଡା ନିବାସୀ ତଥା ବରଗଡ଼ ଜିଲା ବରପାଲିସ୍ଥିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ଏଗ୍ରିକଲଚର ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର(୩୮) ବୁଧବାର ରାତିରୁ ନିଖୋଜ ହୋଇଯାଇଛନ୍ତି। ତାଙ୍କ ବାଇକକୁ ଲୋଇସିଂହା ପୋଲିସ ସାଲେଭଟା ଅଙ୍ଗନଦୀ ପୋଲ ଉପରୁ ଉଦ୍ଧାର କରିଛି। ଦିବ୍ୟରଞ୍ଜନ…

ଅଗଷ୍ଟ ୧୬ରେ ବିହାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ପାଟନା,୧୧।୮: ବିହାରର ମେଣ୍ଟସରକାରର କ୍ୟାବିନେଟ ସମ୍ପ୍ରସାରଣ ନେଇ ଗୁରୁବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିହାରର କ୍ୟାବିନେଟର ସମ୍ପ୍ରସାରଣ ଅଗଷ୍ଟ ୧୬ରେ ହୋଇପାରେ ବୋଲି ଏକ ସୂତ୍ରରୁ ସୂଚନା ରହିଛି। ଅନ୍ୟପଟେ ଅଗଷ୍ଟ ୨୪ରେ ବିହାରରେ ଫ୍ଲୋର ଟେଷ୍ଟ ହେବ।…

ବକେୟା ବିଦ୍ୟୁତ୍‌ ବିଲ ଆଦାୟ ନାଁରେ ମହିଳାଙ୍କ ଆକାଉଣ୍ଟରୁ ୧.୯୧ଲକ୍ଷ ଗାଏବ

ବ୍ରହ୍ମପୁର ଅଫିସ,୧୧।୮: ବ୍ରହ୍ମପୁର ସହରରେ ଦିନକୁ ଦିନ ସାଇବର ଅପରାଧ ବଢ଼ିବାରେ ଲାଗିଛି। ବିଭିନ୍ନ ଉପାୟରେ ଲୋକଙ୍କ ଧନସମ୍ପତ୍ତି କ୍ଷଣିକ ମଧ୍ୟରେ ଗାୟବ କରି ଦେଉଛନ୍ତି। ସହରରେ ପୁଣିଥରେ ଏଭଳି ଠକେଇର ଶିକାର ହୋଇଛନ୍ତି ଜଣେ ମହିଳା। ବକେୟା ବିଦ୍ୟୁତ୍‌ ବିଲ…

ରାଜ୍ୟରୁ ସୁସ୍ଥ ହେଲେ ୮୬୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜ୍ୟରୁ ଗତ ୨୪ ଘଣ୍ଟାରେ ୮୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୩,୦୮୧,୬୬ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା…

ଆମେରିକାରେ ଭାରତୀୟ ଶିଖ୍‌ ମହିଳାଙ୍କ ଆତ୍ମହତ୍ୟା: ମୃତଦେହ ଆଣିବାକୁ ପରିବାର ଲୋକଙ୍କ ନିବେଦନ

ଓ୍ବାଶିଂଟନ୍‌,୧୧।୮: ଆମେରିକାରେ ରହୁଥିବା ଜଣେ ଭାରତୀୟ ଶିଖ୍‌ ମହିଳା ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକ ହେଲେ ମନଦୀପ କୌର। ୩୦ ବର୍ଷୀୟା ମନଦୀପଙ୍କ ୨ ଝିଅ ଅଛନ୍ତି। ୨ ଝିଅଙ୍କ ଜନ୍ମକୁ ନେଇ ସ୍ବାମୀ ସବୁବେଳେ…

ଅଲାରନାଥଙ୍କ ଦର୍ଶନ କଲେ ୫ଟି ସଚିବ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ପ୍ରଭୁ ଶ୍ରୀ ଅଲାରନାଥଙ୍କ ଦର୍ଶନ କଲେ ୫ଟି ସଚିବ ଭିକେ ପାଣ୍ଡିଆନ। ଗୁରୁବାର ଅପରାହ୍ନରେ  ଦର୍ଶନ କରିବା ସହ ମନ୍ଦିରର ସ୍ଥିତି ସମୀକ୍ଷା କରିଥିବା ଜଣାପଡିଛି। ମନ୍ଦିର ସୌନ୍ଦର୍ଯ୍ୟକରଣ, ଉନ୍ନତି ଓ ଜଳ ନିଷ୍କାସନ ସମ୍ପର୍କରେ ମନ୍ଦିର ପ୍ରଶାସନ ଓ…

ଗୋଆ ପାଇଁ ଖେଳିବେ ଅର୍ଜୁନ

ନୂଆଦିଲ୍ଲୀ,୧୧ା୮: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଏଣିକି ଗୋଆ ପାଇଁ ଖେଳିବେ। ଏନେଇ ୨୨ ବର୍ଷୀୟ ଅର୍ଜୁନ୍‌ ମୁମ୍ବାଇ କ୍ରିକେଟ ଆସୋସିଏନ ପାଖରୁ ନୋ ଅବଜେକସନ୍‌ ସାର୍ଟିଫିକେଟ ହାସଲ ପାଇଁ ଆବେଦନ କରିଛନ୍ତି। ଆଇପିଏଲ୍‌ ଫ୍ରାଞ୍ଚାଇଜି ମୁମ୍ବାଇ…

ସିଙ୍ଗାପୁର ଛାଡ଼ି ଏହି ଦେଶରେ ଶରଣ ନେଲେ ଗୋଟବାୟା

କଲମ୍ବୋ,୧୧।୮: ଆଇନଗତ କାରଣରୁ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟବାୟା ରାଜପାକ୍ସେଙ୍କୁ ଏବେ ସିଙ୍ଗାପୁର ଛାଡିବାକୁ ପଡ଼ିଛି। ଏକ ନିର୍ଦ୍ଧିଷ୍ଟ ସମୟ ପରେ ସେ ଦେଶ ଛାଡିଛନ୍ତି ବୋଲି ଗୁରୁବାର ସିଙ୍ଗାପୁରର ଇମିଗ୍ରେସନ ଅଧିକାରୀମାନେ ସୂଚନା ଦେଇଛନ୍ତି। ଏକ ଗଣାମାଧ୍ୟମ ଖବର ଅନୁଯାୟୀ…

ସୁଭଦ୍ରା ହାତରୁ ରାଖୀ ବାନ୍ଧିଲା ଜଗା

ଫୁଲବାଣୀ ଅଫିସ,୧୧ା୮: କନ୍ଧମାଳର ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା ଏବେ ଫୁଲବାଣୀ ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ରହି ଚିକିତ୍ସିତ ହେଉଛନ୍ତି। ଗୁରୁବାର ସେ ମେଡିକାଲରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଥିବା ଦେଖିବାକୁ ମିଳିଛି। ସାନ…

ମଦ କମ୍ପାନୀ ବିଜ୍ଞାପନକୁ ମନା କରି ପୁଣି ଚର୍ଚ୍ଚାରେ ଅଲ୍ଲୁ ଅର୍ଜୁନ୍‌

ସାଉଥ୍‌ ସୁପରଷ୍ଟାର୍‌ ଅଲ୍ଲୁ ଅର୍ଜୁନ୍‌ ଲୁକ୍‌ ଏବଂ ଜବରଦସ୍ତ ଅଭିନୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ପାନ ମସଲା ବିଜ୍ଞାପନକୁ ମନା କରି ପ୍ରସଂଶା ସାଉଟିଥିଲେ। ବର୍ତ୍ତମାନ ମଦ କମ୍ପାନୀର ବିଜ୍ଞାପନକୁ ମନା କରିଦେଇଛନ୍ତି। ଯାହାକୁ ନେଇ ସେ ରିଅଲ ହିରୋ…

ପୋଷା କୁକୁରକୁ ବର୍ଷା ଦାୟୀରୁ ଏଭଳି ରକ୍ଷା କଲେ କୁନି ଝିଅ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ସବୁବେଳେ କିଛି ଭିଡିଓ ଭାଇରାଲ ହେବାରେ ଲାଗିଥାଏ। ଠିକ୍‌ ସେପରି ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ କୁନି ଝିଅଟି ତାଙ୍କର ଏକ ପୋଷା କୁକୁରକୁ ବର୍ଷାଠାରୁ ରକ୍ଷା କରୁଥିବା ନଜର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri