Advertisement
Posted inଜାତୀୟ

ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କୁ ଟାର୍ଗେଟ କଲା ଭାଜପା, ପୋଷ୍ଟର ଜାରି କରି କହିଲା ‘ଲୁଟେରା’

ନୂଆଦିଲ୍ଲୀ,୧୩ ।୧୧: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ନେତା ମନିଷ ସିସୋଡିଆଙ୍କୁ ପୁଣିଥରେ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି(ଭାଜପା) । ରବିବାର ଆକ୍ରମଣାତ୍ମକ ଢଙ୍ଗରେ ଦିଲ୍ଲୀର ଭାଜପା ମୁଖ୍ୟ ଏକ ପୋଷ୍ଟର ମାଧ୍ୟମରେ ସିସୋଡିଆଙ୍କୁ ‘ଲୁଟେରା’ ବୋଲି କହିଛନ୍ତି ।
ଭାଜପାର ଦିଲ୍ଲୀ ମୁଖ୍ୟ ରବିବାର ସକାଳେ ଟୁଇଟରରେ ଏକ ପୋଷ୍ଟର ଜାରି କରିଛନ୍ତି । ଫିଲ୍ମ ଅଭିନେତା ରଣବୀର ସିଂଙ୍କ ଫିଲ୍ମ ‘ଲୁଟେରା’ର ପୋଷ୍ଟରରେ ପରିବର୍ତ୍ତନ କରି ସେଥିରେ ମନିଷ ସିସୋଡିଆଙ୍କ ଫଟୋ ଲଗାଇ ଦେଇଛନ୍ତି ।
ଅବକାରୀ ନୀତିରେ କଥିତ ଘୋଟାଲାକୁ ନେଇ ଭାଜପା ଏଏପି ନେତାଙ୍କୁ ଏଭଳି ଦର୍ଶାଇଛି । ଏହି ପୋଷ୍ଟରରେ ‘ଲିକର ସ୍ମୋକ ମୋଶନ ପିକ୍‌ଚର୍ସ ପ୍ରେଜେଣ୍ଟସ୍‌’ ପରେ ‘ମହାଠକ ସୁକେଶ ପ୍ରଡକଶନ’ ଓ ‘ଅରବିନ୍ଦ କେଜିୱାଲଙ୍କ ଦ୍ୱାରା ନିର୍ଦ୍ଦେଶିତ’ ବୋଲି ଲେଖାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଆମକୁ ବନ୍ଧୁ ଭାବେ ଦେଖେନାହିଁ

ନୂଆଦିଲ୍ଲୀ,୨୮ା୫(ପି.ଟି.): ଚାଇନା ଆମକୁ ବନ୍ଧୁ ଭାବେ ଦେଖେନାହିଁ। ୧୯୫୦ ନଭେମ୍ବର ୭ରେ ଭାରତର ତତ୍କାଳୀନ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କୁ ପତ୍ର...

ହିମାଚଳ ପ୍ରଦେଶ ଗସ୍ତ କରିବେ ମୋଦି, ପ୍ରକଳ୍ପର କରିବେ ଶିଳାନ୍ୟାସ

ନୂଆଦିଲ୍ଲୀ,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ହିମାଚଳ ପ୍ରଦେଶ ଗସ୍ତ କରିବେ। ସେଠାରେ ୩୬୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ।...

୫୦ ଜିଲାକୁ ପଠାଗଲା କେନ୍ଦ୍ରୀୟ ଟିମ୍‌

ନୂଆଦିଲ୍ଲୀ, ୧୦ା୬: ମହାମାରୀ କରୋନା କାୟାବିସ୍ତାର କରିଚାଲିଛି। ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳରେ ଏହାର ମୁକାବିଲା କରିବା ଲାଗି ମଙ୍ଗଳବାର ୧୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର...

ଏକ୍‌ଜିଟ ପୋଲ୍‌ ଉପରେ କଟକଣା

ନୂଆଦିଲ୍ଲୀ,୩୦ା୧: ଫେବୃୟାରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ସେଦିନ ସକାଳ ୮ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଏକ୍‌ଜିଟ ପୋଲ୍‌ ଉପରେ...

ସବୁ ରେକର୍ଡ ଭାଙ୍ଗିଲା କରୋନା: ଏବେ ୪ ଲକ୍ଷ ମୁହାଁ…

ନୂଆଦିଲ୍ଲୀ,୨୯।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ବେଲଗାମ୍‌ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର...

ମହାଭାରତ ସତ୍ୟତା ହେବ ପ୍ରମାଣିତ: ୪ ହଜାର ବର୍ଷ ତଳର ଅବଶେଷରୁ ମିଳିବ ତଥ୍ୟ

ନୂଆଦିଲ୍ଲୀ,୧।୫: ମହାଭାରତର ସତ୍ୟତା ପ୍ରମାଣିତ ହେବା ସମ୍ଭାବନା ଦେଖାଦେଇଛି। ବାଗପତ୍‌ର ସିନୌଲି ସ୍ଥିତ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା କରାଯାଇଥିବା ଖନନରୁ କେତେକ ଅବଶେଷ...

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହଙ୍କ ସହ ବୈଠକ ପରେ ଏମିତି ଟୁଇଟ୍‌ କଲେ କ୍ୟାପଟେନ୍‌

ନୂଆଦିଲ୍ଲୀ,୨୯।୯: ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ବୁଧବାର ସନ୍ଧ୍ୟାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଥିଲେ। ତେବେ ଏହି ବୈଠକରେ କ’ଣ ସବୁ...

କାହିଁକି ଭାରତରେ କରୋନା ସଂକ୍ରମଣ ବଢୁଛି: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦେଲା ଉତ୍ତର

ନୂଆଦିଲ୍ଲୀ/ନ୍ୟୁୟର୍କ,୨୮।୪: ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ତେବେ ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ବେଶୀ ମାରାତ୍ମକ ଜଣାପଡୁଛି।...

Advertisement
Archives

Model This Week