ବରଯାତ୍ରୀ ସାଜି ଆୟକର ଚଢ଼ାଉ
ମୁମ୍ବାଇ,୧୨।୮:ଆୟକର ବିଭାଗର ଅଧିକାରୀମାନେ ଜଣେ ଶିଳ୍ପପତିଙ୍କ ମହାରାଷ୍ଟ୍ରର ଜଲ୍ନା ଏବଂ ଔରଙ୍ଗାବାଦରେ ଥିବା କାର୍ଯ୍ୟାଳୟ ଓ ଘର ଉପରେ ଚଢ଼ାଉ କରି ନଗଦ ୫୮ କୋଟି ଟଙ୍କା, ୩୨ କିଲୋଗ୍ରାମ ସୁନା ସମେତ ୩୯୦ କୋଟି ଟଙ୍କା ମୂଲ୍ୟର ବେଆଇନ ସମ୍ପତ୍ତି…
ପିଏନ୍ବି ଦ୍ୱାରା ‘ଫିଲ୍ମ ସମୀକ୍ଷା ଲେଖା ପ୍ରତିଯୋଗିତା’
ଭୁବନେଶ୍ୱର,୧୨।୮:ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍ବି)ର ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ଏବଂ ଟାଉନ୍ ଅଫିସିଆଲ୍ ଲାଙ୍ଗୁଏଜ୍ ଇମ୍ପ୍ଲିମେଣ୍ଟସନ କମିଟି (ବ୍ୟାଙ୍କ) ଭୁବନେଶ୍ୱରର ସହଯୋଗିତାରେ ଏକ ‘ଫିଲ୍ମ ସମୀକ୍ଷା ଲେଖା ପ୍ରତିଯୋଗିତା’ ନିକଟରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଟାଉନ ଅଫିସିଆଲ୍ ଲାଙ୍ଗୁଏଜ୍ ଇମ୍ପ୍ଲିମେଣ୍ଟସନ୍…
ଜୁଲାଇରେ କୋଇଲା ଉତ୍ପାଦନ ୧୧% ବୃଦ୍ଧି
ନୂଆଦିଲ୍ଲୀ,୧୨।୮:କୋଇଲା ମନ୍ତ୍ରଣାଳୟ ଡାଟା ଅନୁସାରେ କୋଇଲାର ମୋଟ ଉତ୍ପାଦନ ଗତ ବର୍ଷ ତୁଳନାରେ ୧୧% ଅଧିକ ରହିଛି। ଚଳିତ ବର୍ଷ ଜୁଲାଇରେ କୋଇଲାର ମୋଟ ଉତ୍ପାଦନ ଗତ ବର୍ଷ ତୁଳନାରେ ୧୧.୩୭% ବୃଦ୍ଧି ସହ ୬ କୋଟି ଟନ ପାରକରିଛି। ଗତ…
ଅଠରନଳାରେ ବଢ଼ୁଛି ବଟି ଆଦାୟ
ପୁରୀ ଅଫିସ,୧୨।୮: ପୁରୀ ଅଠରନଳା ଛକରେ ଥିବା ଅଟୋ ଷ୍ଟାଣ୍ଡରେ ଚାଳକମାନଙ୍କୁ ବଟି ମଗାଯାଉଥିବା ଅଭିଯୋଗ ହେଉଛି। ଯାତ୍ରୀଙ୍କୁ ଅଠରନଳା ଛକରୁ ଉଠାଇଲେ ଅଟୋ ପିଛା ୨୦ରୁ ୫୦ଟଙ୍କା ଦେବାକୁ ବାଧ୍ୟ କରାଯାଉଛି। କୌଣସି ଅଟୋ ମାଲିକ ବଟି ଦେବାକୁ ମନା…
ଟ୍ରମ୍ପଙ୍କ ଘରେ ଚଢାଉ: ନ୍ୟୁକ୍ଲିୟର ତଥ୍ୟ ଖୋଜିବାକୁ ପହଞ୍ଚିଥିଲା ଏଫବିଆଇ!
ୱାଶିଂଟନ,୧୨ ।୮: ଆମେରିକା ଯାଞ୍ଚ ଏଜେନ୍ସି ଏଫବିଆଇ ଦ୍ୱାରା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ଘରେ ଚଢାଉକୁ ନେଇ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି । ଚଢାଉ ସମୟରେ ନ୍ୟୁକ୍ଲିୟର ତଥ୍ୟ ସହ ଅନ୍ୟ ଜିନିଷର ଖୋଳତାଡ…
ମହିନ୍ଦ୍ରାର ନ୍ୟୁ ବୋଲେରୋ ମ୍ୟାକ୍ସ ପିକ୍-ଅପ୍
ଭୁବନେଶ୍ୱର,୧୨।୮:ଦେଶର ପ୍ରମୁଖ ଅଟୋଶିଳ୍ପ ‘ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା’ (ଏମ୍ ଆଣ୍ଡ ଏମ୍) ଲିମିଟେଡ୍ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନ୍ୟୁ ବେଲୋରୋ ମ୍ୟାକ୍ସ ପିକ୍-ଅପ୍ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି କମ୍ପାନୀର ବୋଲେରୋ ମ୍ୟାକ୍ସ ପିକ୍ଅପ୍ ସିଟି-୩୦୦୦ ବ୍ରାଣ୍ଡକୁ…
ଅଗଷ୍ଟ ୨୧ରେ ‘ଏଇ ରାଖୀ ତୋ ରକ୍ଷାକବଚ’
ଭୁବନେଶ୍ୱର,୧୨।୮:ରାଜ୍ୟର ପ୍ରମୁଖ ଘରୋଇ ମନୋରଞ୍ଜନଭିତ୍ତିକ ଚ୍ୟାନେଲ ଜୀ ସାର୍ଥକର ‘ଜୀ ସାର୍ଥକ ଫିଲ୍ମସ’ରେ ରାଖୀ ପୂର୍ଣ୍ଣିମା ଅବସରରେ ନୂଆ ସିନେମା ‘ଏଇ ରାଖୀ ତୋ ରକ୍ଷା କବଚ’ ର ପୋଷ୍ଟର ଓ ଅଡିଓ ରିଲିଜ ହୋଇଯାଇଛି। ଉକ୍ତ ଚଳଚ୍ଚିତ୍ରରେ ଭାଇ-ଭଉଣୀର ସମ୍ପର୍କକୁ…
ଆଜି ଶ୍ରୀମନ୍ଦିରରେ ରକ୍ଷାବନ୍ଧନ
ପୁରୀ ଅଫିସ, ୧୨।୮: ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମା ପଡୁଥିବାରୁ ଶ୍ରୀମନ୍ଦିରରେ ରକ୍ଷାବନ୍ଧନ ପର୍ବ ଶୁକ୍ରବାର ଅନୁଷ୍ଠିତ ହେବ। ଏଥିସହ ବଡଠାକୁର ବଳଭଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଡଠାକୁର ବଳଭଦ୍ର ୨ଟି ଲେଖାଏ ରାଖୀ ଏବଂ ୨ଟି…
କିଓରୋ ପ୍ଲସ୍ ହେଲ୍ଥ ଫାସିଲିଟି
ଭୁବନେଶ୍ୱର,୧୨।୮:ରାଜ୍ୟର ଏକ ପ୍ରମୁଖ ସ୍ବାସ୍ଥ୍ୟଭିତ୍ତିକ ସଂସ୍ଥା ଆପ୍ନି ଫାର୍ମାସୀ ପକ୍ଷରୁ ଗୁରୁବାର ସ୍ଥାନୀୟ ଲକ୍ଷ୍ମୀସାଗରଠାରେ ‘କିଓରୋ ପ୍ଲସ୍ ହେଲ୍ଥ ଫାସିଲିଟି’ର ଶୁଭାରମ୍ଭ କରାଯାଇଛି। ପ୍ରଥମ ଷ୍ଟୋରର ବ୍ୟାପକ ସଫଳତା ପରେ ରାଖୀ ପୂର୍ଣ୍ଣିମା ଅବସରରେ ସଂସ୍ଥାର ୨ୟ ଷ୍ଟୋରର ଶୁଭାରମ୍ଭ ହୋଇଯାଇଛି।…
ଡ୍ରେନେଜ୍ର ଗାର୍ଡୱାଲ ଭୁଶୁଡ଼ିଲା
ପିପିଲି,୧୨ା୮(ସ୍ବ.ପ୍ର.): ପିପିଲି ପୌରାଞ୍ଚଳର ୧୪ନଂ. ୱାର୍ଡର ସୁଲତାନ ନଗର ମୁଖ୍ୟ ରାସ୍ତାକୁ ଅତିକ୍ରମ କରିଥିବା ଜଇଶପାଟଣା-ଅମାଳଙ୍ଗ ଡ୍ରେନେଜ ତଥା ଖଲାସି ନାଳର ଡାହାଣପଟ ବନ୍ଧ ଉପରେ ନିର୍ମାଣ ହୋଇଥିବା ଗାର୍ଡଓ୍ବାଲ୍ଟି ଭୁଶୁଡ଼ି ପଡ଼ିଛି। ଡ୍ରେନେଜ ବନ୍ଧକୁ ସୁରକ୍ଷା ପାଇଁ ଗତ ୫ଦିନ…
ଡାଇମଣ୍ଡ ଲିଗ୍ରେ ନିରାଶକଲେ ଶ୍ରୀଶଙ୍କର
ମୋନାକୋ,୧୨ା୮(ପି.ଟି):ଡାଇମଣ୍ଡ ଲିଗ୍ରେ ନିରାଶ କଲେ ଭାରତୀୟ ଲଙ୍ଗଜମ୍ପର ମୁରଲୀ ଶ୍ରୀଶଙ୍କର। ଐତିହାସିକ ରାଜ୍ୟଗୋଷ୍ଠୀ ରୌପ୍ୟ ପଦକ ଜିତିଥିବା ଶ୍ରୀଶଙ୍କର ନିଜ ସଫଳତାକୁ ଦୋହରାଇବାରେ ବିଫଳ ହୋଇଛନ୍ତି। ଡାଇମଣ୍ଡ ଲିଗ୍ରେ ପଦାର୍ପଣ କରିଥିବା ଶ୍ରୀଶଙ୍କରଙ୍କ ପ୍ରଦର୍ଶନ ଅତ୍ୟନ୍ତ ସାଧାରଣ ରହିଥିଲା। ୭.୯୪ ମିଟର…
ତଦନ୍ତରେ ଅସହଯୋଗ, ଶାଶୁଘର ଲୋକଙ୍କୁ ନୋଟିସ
ଭୁବନେଶ୍ୱର,୧୨ା୮(ବ୍ୟୁରୋ): ନବବଧୂ ପ୍ରଜ୍ଞାପାରମିତା ସ୍ବାଇଁଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ। ଶାଶୁଘର ଲୋକଙ୍କ ନିର୍ଯାତନା ସହି ନ ପାରି ସେ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ଭାଇ ଅଭିଯୋଗ କରିଥିଲେ। ଘଟଣାକୁ ୭ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ…
Archives


