Home Left

ଦୋସା ନା ବିରିୟାନି କିଏ ଅଧିକ ଲୋକପ୍ରିୟ, ଉତ୍ତର ଦେଲେ ଭାରତୀୟ-ପାକିସ୍ତାନୀ ଛାତ୍ରୀଛାତ୍ର…

ନୂଆଦିଲ୍ଲୀ, ୧୩।୮ : ଉଭୟ ଭାରତ ଏବଂ ପାକିସ୍ତାନ ସ୍ବାଧୀନତାର ୭୫ ବର୍ଷ ପୂରଣ କରିଛନ୍ତି। ଉଭୟ ଦେଶ ସେମାନଙ୍କର ୭୬ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଛନ୍ତି। ଏହି ଅବସରରେ ଭାରତରେ ସ୍ବାଧୀନତା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି…

‘ମାମ୍ମା ମୁଁ ତୁମକୁ ସବୁ ମୁହୂର୍ତ୍ତରେ ମିସ୍ କରୁଛି’

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କର ଆଜି ହେଉଛି ଜନ୍ମଦିନ । ଏହି ଅବସରରେ ତାଙ୍କ ପ୍ରଶଂସକ ତାଙ୍କୁ ଭିନ୍ନ ଢଙ୍ଗରେ ମନେ ପକାଇଛନ୍ତି । ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପୋଷ୍ଟ କରି ପ୍ରଶଂସକ ଶ୍ରୀଦେବୀଙ୍କୁ ମନେ ପକାଇଛନ୍ତି । ଏହି…

ସ୍ବାଧୀନତାର ଅମୃତ ମହୋତ୍ସବରେ ତ୍ରିରଙ୍ଗା ଯାତ୍ରା

ପାଟଣା,୧୩।୮(ସ୍ବ.ପ୍ର.): ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଶନିବାର କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବରସତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀଛାତ୍ରମାନେ ରାଜରାସ୍ତାରେ ବ୍ଲକ ଛକ ଉପରେ ଦେଶପ୍ରେମ ସମ୍ବଳିତ ରଙ୍ଗାରଙ୍ଗ ନୃତ୍ୟଗୀତ ପରିବେଷଣ କରିଛନ୍ତି, ଯାହାକି…

ଜିମ୍ବାଓ୍ବେ ଟୁର୍‌ରେ ଲକ୍ଷ୍ମଣ ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ,୧୩ା୮: ଆସନ୍ତା ଜିମ୍ବାଓ୍ବେ ଟୁର୍‌ ପାଇଁ ନ୍ୟାଶନାଲ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ) ମୁଖ୍ୟ ଭି.ଭି.ଏସ୍‌. ଲକ୍ଷ୍ମଣ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଦାୟିତ୍ୱ ତୁଲାଇବେ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହା ସୂଚନା ଦେଇଛନ୍ତି। ନିୟମିତ ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ…

ମହାନଦୀରେ ବନ୍ୟା ଆଶଙ୍କା: ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ମହାନଦୀରେ ବନ୍ୟା ଆଶଙ୍କା କରି ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଏହା ସହ ସମସ୍ତେ ଆଲର୍ଟ ମୋଡ୍‌ରେ ରହିଛନ୍ତି। ଦୁର୍ବଳ ନଦୀବନ୍ଧ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଛତିଶଗଡ଼ରେ ବର୍ଷା ଲାଗି ରହେ ଏବଂ…

୪ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୫୦୨ କୋଟି ମଞ୍ଜୁର

ଢେଙ୍କାନାଳ ଅଫିସ,୧୩।୮: ଢେଙ୍କାନାଳ ବିଜେଡି କାର୍ଯ୍ୟାଳୟରେ ଶନିବାର ପୂର୍ବାହ୍ନରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ପରଜଙ୍ଗ ବିଧାୟକ ଡା.…

କିଶୋର କୁମାରଙ୍କ ତୃତୀୟ ସ୍ତ୍ରୀଙ୍କୁ ବିବାହ କରିଥିଲେ ଏହି ଅଭିନେତା

ଆଜି ବଲିଉଡ୍‌ ଅଭିନେତ୍ରୀ ଯୋଗିତା ଓ୍ବାଲିଙ୍କ ଜନ୍ମଦିନ। ସେ ୧୯୫୨, ଅଗଷ୍ଟ ୧୩ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କ ବୃତ୍ତିଗତ ଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅଧିକ ଚର୍ଚ୍ଚାରେ ରହିଥା’ନ୍ତି। ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ…

୧୮ହଜାର ଫୁଟ୍‌ ଉଚ୍ଚରେ ରାଷ୍ଟ୍ରଧ୍ୱଜ ଉଡ଼ାଇଲେ ଆଇଟିବିପି ଯବାନ

ଲଦାଖ,୧୩।୮: କେନ୍ଦ୍ର ସରକାରଙ୍କ ଆଜାଦୀର ଅମୃତ ମହୋତ୍ସବ ଅବସରରେ ଦେଶବ୍ୟାପୀ ‘ହର ଘର ତିରଙ୍ଗା’ ଅଭିଯାନରେ ଆଇଟିବିପି ଯବାନ ମଧ୍ୟ ସାମିଲ ହୋଇଛନ୍ତି। ଲଦାଖରେ ୧୮,୪୦୦ ଫୁଟ ଉଚ୍ଚରେ ଆଇଟିବିପି ଯବାନ ତ୍ରିରଙ୍ଗା ପତାକା ଉଡାଇଥିବା ଦେଖିବାକୁ ମିଳିଛି। ଏହି ଐତିହାସିକ…

ପତ୍ନୀଙ୍କ ସହ ଘରେ ତ୍ରିରଙ୍ଗା ଲଗାଇଲେ ଶାହା

ନୂଆଦିଲ୍ଲୀ,୧୩।୮: କେନ୍ଦ୍ର ସରକାରଙ୍କ ଆଜାଦୀର ଅମୃତ ମହୋତ୍ସବ ଅବସରରେ ଦେଶବ୍ୟାପୀ ‘ହର ଘର ତିରଙ୍ଗା’ ଅଭିଯାନ ଶନିବାରଠାରୁ ଆରମ୍ଭ ହୋଇଛି। ଏହି ଅଭିଯାନରେ ଦେଶର ଅନେକ ଲୋକ ସାମିଲ ହୋଇ ନିଜ ଘରେ ତ୍ରିରଙ୍ଗା ପତାକା ଲଗାଇଥିବାର ଦେଖିବାକୁ ମିଳିଛି। ଏହିକ୍ରମରେ…

ଜନ୍ମରୁ ମୁସଲମାନ ନ ଥିଲେ ସମିର ୱାନଖେଡେ, ନବାବ ମଲିକଙ୍କୁ ଲାଗିଲା ଆଉ ଏକ ଝଟକା

ନୂଆଦିଲ୍ଲୀ,୧୩ ।୮: ଏନସିବିର ପୂର୍ବତନ ଜୋନାଲ ଅଧିକାରୀ ସମିର ୱାନଖେଡେ ମାମଲାରେ ନବାବ ମଲିକଙ୍କୁ ଆଉ ଏକ ଝଟକା ଲାଗିଛି । ମଲିକଙ୍କ ପକ୍ଷରୁ ୱାନଖେଡେଙ୍କ ଜାତିକୁ ନେଇ କରାଯାଇଥିବା ଅଭିଯୋଗ ଉପରେ ଯାଞ୍ଚ କମିଟିର ରିପୋର୍ଟ ଆସିଛି । କମିଟି…

ଅଗ୍ନିପଥ ଯୋଜନା ହିଂସା: ପୋଲିସର ସମନ ଭୟରେ ଯୁବକଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ,୧୩।୮: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ତେଲେଙ୍ଗାନାର ସିକନ୍ଦରାବାଦର ରେଳ ଷ୍ଟେଶନରେ ଜୁନ ୧୭ରେ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟିଥିଲା। ଏଥିରେ ସମ୍ପୃକ୍ତ ଥିବା ଜଣେ ଯୁବକଙ୍କୁ ପୋଲିସ ଅଗଷ୍ଟ ୩ରେ ଥାନାରେ ହାଜର ହେବାକୁ ଏକ…

୧୧ ଜଣଙ୍କୁ ହତ୍ୟା କଲେ ଯୁବକ

ସେଟିଞ୍ଜେ,୧୩ା୮: ଦକ୍ଷିଣପୂର୍ବ ୟୁରୋପୀୟ ରାଷ୍ଟ୍ର ମୋଣ୍ଟେନେଗ୍ରୋରେ ପାରିବାରିକ ବିବାଦକୁ କେନ୍ଦ୍ରକରି ଜଣେ ଯୁବକ ୧୧ ଜଣଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ସମୟରେ ପୋଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ସେତିକିବେଳେ ପୋଲିସ ଓ ଯୁବକଙ୍କ ମଧ୍ୟରେ ଗୁଳିବିନିମୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri