ନାବାଳକଙ୍କୁ ପିଟିପିଟି ହତ୍ୟା: ୪ କୋର୍ଟ ଚାଲାଣ
ବଡ଼ବିଲ,୧୩ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣି ଥାନା ଅନ୍ତର୍ଗତ ବାଲାଗୋଡ଼ାସ୍ଥିତ ମୁଣ୍ଡାସାହିରେ ଜଣେ ନାବାଳକଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୋଲିସ ଶନିବାର ୪ ଅଭିଯୁକ୍ତଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲାଗୋଡ଼ା ମୁଣ୍ଡାସାହି ଅଞ୍ଚଳରେ ରହୁଥିବା…
ନିଖୋଜ ବ୍ୟାଙ୍କ ଅଧିକାରୀଙ୍କ ମୃତଦେହ ମିଳିଲା
ସୋନପୁର,୧୩ା୮(ନି.ପ୍ର.): ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍ବି)ର କୃଷି ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର(୩୮)ଙ୍କ ମୃତଦେହ ଶନିବାର ସନ୍ଧ୍ୟାରେ ମିଳିଛି। ସନ୍ଧ୍ୟା ୫ଟା ୪୫ମିନିଟ୍ରେ ସୁବର୍ଣ୍ଣପୁର ଜିଲା ଲଛିପୁରସ୍ଥିତ ଅଙ୍ଗନଦୀରୁ ତାଙ୍କ ଗଳିତ ମୃତଦେହ ଜବତ କରାଯାଇଛି।। ନିଖୋଜ ହେବାର ୬୬ଘଣ୍ଟା ପରେ ଓଡ୍ରାଫ୍ ଟିମ୍…
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୬୭ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୩ା୮(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୬୬୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୩,୦୯,୬୭୭ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ଦମ୍ ଦେଖାଇଲେ ପୂଜାରା: ଗୋଟିଏ ଓଭରରେ ମାରିଲେ ୨୨ ରନ୍
ଲଣ୍ଡନ,୧୩।୮: ଇଂଲଣ୍ଡରେ ଚାଲିଥିବା ରୟାଲ ଲଣ୍ଡନ ଓ୍ବାନ୍ଡେ କପ୍ରେ ଦମ୍ ଦେଖାଇଛନ୍ତି ଭାରତୀୟ ଦଳର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା। ସସେକ୍ସ ପାଇଁ ବିସ୍ଫୋରକ ଇନିଂସ ଖେଳି ସେ ଶତକ ହାସଲ କରିଛନ୍ତି। ଓ୍ବାର୍ଓ୍ବିକ୍ସାୟାର ବିପକ୍ଷରେ ଖେଳୁଥିବା ପୂଜାରା ମାତ୍ର ୭୯…
ସୋମବାର ପର୍ଯ୍ୟଟକଙ୍କ ଲାଗି ଖୋଲା ରହିବ ନନ୍ଦନକାନନ, ମଙ୍ଗଳବାର ବନ୍ଦ
ବାରଙ୍ଗ,୧୩।୮(ଡି.ଏନ୍.ଏ.): ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଅଗଷ୍ଟ ୧୫ ତାରିଖ ଅର୍ଥାତ ସୋମବାର ଖୋଲା ରହିବ। ସେହିଭଳି ୧୬ ତାରିଖ ମଙ୍ଗଳବାର ଏହା ବନ୍ଦ ରହିବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ତେବେ ସୋମବାର ସ୍ବାଧୀନତା ଦିବସ ପଡୁଥିବାରୁ ସେହିଦିନ…
ଆଶାରାମଙ୍କ ଆବେଦନ ଉପରେ ଗୁଜରାଟ ସରକାରଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ, ୧୩।୮ : ଆଶାରାମ ବାପୁଙ୍କ ଆବେଦନ ଉପରେ ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି। ଆଶାରାମଙ୍କ ପକ୍ଷରୁ ତାଙ୍କ ବୟସ ୮୦ ବର୍ଷରୁ ଅଧିକ ଏବଂ ତାଙ୍କ ସ୍ବସ୍ଥ୍ୟ ଅବସ୍ଥା ବିଗିଡି ଯାଉଛି ବୋଲି ଦର୍ଶାଇ ଆଶାରାମ ଜାମିନ…
ଶତ୍ରୁଠାରୁ ଅଧିକ ଭୟଙ୍କର ହୋଇଥାନ୍ତି ଏଭଳି ଲୋକ; ସର୍ବଦା ଦୂରରେ ରୁହନ୍ତୁ; ଜାଣନ୍ତୁ କ’ଣ କୁହନ୍ତି…
ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରକୁ ନେଇ ବେଶ ପରିଚିତ। ଆଜି ବି ଲୋକେ ତାଙ୍କ ନୀତିରୁ ପ୍ରେରଣା ନେଇ ଜୀବନକୁ ସଫଳ କରିବାକୁ ପ୍ରୟାସ କରୁଛନ୍ତି। କାରଣ ଏପରି କରିବା ଦ୍ୱାରା ବ୍ୟକ୍ତି ନିରାଶା ଏବଂ ଦୁଃଖର ଜାଲରୁ ମୁକୁଳିପାରିଥାଏ। ଏହି…
୭ ହଜାର ଛାତ୍ରୀଛାତ୍ର କଲେ ମାନବ ତ୍ରିରଙ୍ଗା…
ଚଣ୍ଡିଗଡ଼, ୧୩।୮ : ଦେଶ ସ୍ବାଧୀନତାର ୭୫ ବର୍ଷ ପାଳନ କରୁଛି। ଏନେଇ ଚଣ୍ଡିଗଡ଼ରେ ୭ ହଜାର ଛାତ୍ରୀଛାତ୍ର ଏବ ବିଶାଳ ମାନବ ତ୍ରିରଙ୍ଗା କରି ବିଶ୍ୱ ରେକର୍ଡ କରିଛନ୍ତି। ଏହା ସହିତ ସ୍ଥାନୀୟ କ୍ରିକେଟ ଷ୍ଟାଡ଼ିୟମରେ ମାନବ ଶୃଙ୍ଖଳ ସହିତ…
ଅମିତ ଶାହା ସ୍ତ୍ରୀଙ୍କ ସହ ଉତ୍ତୋଳନ କଲେ ତ୍ରିରଙ୍ଗା…
ନୂଆଦିଲ୍ଲୀ, ୧୩।୮ : ସ୍ବାଧୀନତାର ଅମୃତ ମହୋତ୍ସବଙ୍କ ଅନ୍ତର୍ଗତ ଦେଶବ୍ୟାପୀ ପ୍ରତି ଘରେ ତ୍ରିରଙ୍ଗା ଅଭିଯାନ ଶନିବାରଠାରୁ ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କ ସ୍ତ୍ରୀ ସୋନାଲ ଶାହାଙ୍କ ସହ ଦିଲ୍ଲୀରେ ଥିବା ତାଙ୍କ ବାସଭବନରେ ତ୍ରିରଙ୍ଗା…
ମୋର ଭାଗ୍ୟ ଯେ ମୁଁ ଜଣେ ଭାରତୀୟ: ଧୋନୀ
ନୂଆଦିଲ୍ଲୀ,୧୩।୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ଅପିଲ କ୍ରମେ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସମସ୍ତେ ସାମିଲ ହେଉଛନ୍ତି। ଦେଶବାସୀ ସୋସିଆଲ ମିଡିଆ ନିଜର ପ୍ରୋଫାଇଲ ଫଟୋରେ…
ହସ୍ପିଟାଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ
ଢେଙ୍କାନାଳ ଅଫିସ,୧୩ା୮: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ୫ମ ମହଲାରୁ ଶନିବାର ଅପରାହ୍ନରେ ଚନ୍ଦନ ନାୟକ(୩୭) ନାମକ ଜଣେ ରୋଗୀ ତଳକୁ ଡେଇଁ ପଡ଼ି ଗୁରୁତର ହୋଇଛନ୍ତି। ତାଙ୍କର ଚିକିତ୍ସା ଜାରି ରହିଛି। ଚନ୍ଦନଙ୍କ ଘର ପରଜଙ୍ଗ ଅଞ୍ଚଳରେ। ତେବେ ପାରିବାରିକ…
ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଡିଗ୍ରୀ ପରୀକ୍ଷା ଫଳ ପ୍ରକାଶ
ଢେଙ୍କାନାଳ ଅଫିସ,୧୩ା୮: ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ଯୁକ୍ତ ୩ ଡିଗ୍ରୀ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଚଳିତ ବର୍ଷ ମହାବିଦ୍ୟାଳୟର ବିଜ୍ଞାନ, ବାଣିଜ୍ୟ ଓ କଳାର ମୋଟ୍ ପାସ୍ ହାର ୭୮. ୬୭ ପ୍ରତିଶତ। ମୋଟ୍ ୪୨୨ ଜଣ ପରୀକ୍ଷାର୍ଥୀଙ୍କ…
Archives


