Advertisement

ବିବାହ ବାର୍ଷିକିରେ ଦୀପିକାଙ୍କୁ ସରପ୍ରାଇଜ ଦେଲେ ରଣବୀର

ମୁମ୍ବାଇ: ରଣବୀର ସିଂ ଓ ଦୀପିକା ପାଦୁକୋନ ବଲିଉଡର ସବୁଠାରୁ ପ୍ୟାରା ରିୟଲ ଲାଇଫ କପୁଲ ବୋଲି କୁହାଯାଏ । ତେବେ କିଛିଦିନ ପୂର୍ବରୁ ଏମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟିହେବା ନେଇ ଆଲୋଚନା ହୋଇଥିଲେ ବି ଏମାନେ ଏହାକୁ ଗୁଜବ ବୋଲି କହିଥିଲେ । ଏହାରି ଭିତରେ ଦୀପିକା ଓ ରଣବୀର ତାଙ୍କର ୪ର୍ଥ ବିହାବ ବାର୍ଷିକି ପାଳନ କରିଛନ୍ତି । ଏହି ଅବସରରେ ରଣବୀର ଦୀପିକାଙ୍କୁ ସରପ୍ରାଇଜ ଦେଇ ପୁଣିଥରେ ମେଜର କପୁଲ ଗୋଲ ସେଟ କରିଛନ୍ତି ।

ସୂଚନାଯୋଗ୍ୟ, ପ୍ରଫେସନାଲ କମିଟମେଣ୍ଟସ୍ କାରଣରୁ ଦୀପିକା ସୋମବାର ତାଙ୍କୁ ୱେଡିଂ ଆନିଭର୍ସାରି ପାଳନ କରିପାରି ନ ଥିଲେ । ଆଉ ଏହାରି ଭିତରେ ପତ୍ନୀଙ୍କୁ ସରପ୍ରାଇଜ ଦେବାକୁ ରଣବୀର ଚକୋଲେଟ ଓ ପୁଲ ତୋଡା ନେଇ ତାଙ୍କ ଅଫିସରେ ପହଞ୍ଚି ଯାଇଥିଲେ । ଆଉ ହଠାତ୍ ରଣବୀରଙ୍କୁ ସାମ୍ନାରେ ଦଖି ଚମକି ପଡିଥିଲେ ଦୀପିକା ଆଉ ଖୁସିରେ ଝୁମି ଉଠିଥିଲେ ।
ରଣବୀର ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି ସରପ୍ରାଇଜ ଭିଜିଟର ଫଟୋ ଶେୟାର କରିଛନ୍ତି । ଫଟୋରେ ଦୀପିକା ତାଙ୍କ ଟିମ ସହ ଅଫିସରେ କାମ କରୁଥିବା ନଜର ଆସିଛି । କ୍ୟାପଶନରେ ରଣବୀର ଲେଖିଛନ୍ତି, ଫୁଲ ଓ ଚକୋଲେଟର ପାୱାରକୁ ଅଣ୍ଡରଏଷ୍ଟିମେଟ କରାଯାଇ ନ ପାରେ । ଡାଇମଣ୍ଡର ଆବଶ୍ୟକତା ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଏକ୍ସ-ବୟଫ୍ରେଣ୍ଡ୍‌ଙ୍କୁ ମନେପକାଇ ଗୀତ ଗାଇଲେ ନେହା କକ୍କର

ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କର ଏବେ ଟେଲିଭିଜନ ଶୋ’ ‘ଇଣ୍ଡିଆନ ଆଇଡଲ ୧୧’ର ଜଜ୍‌ କରୁଛନ୍ତି। ଏହି ଶୋ’ର ଏକ ସ୍ବତନ୍ତ୍ର ଏପିସୋଡ ‘ଶାଦି...

କାନ୍ଦିଲେ ଅକ୍ଷୟ କୁମାର

ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ଭୁଜ: ଦି ପ୍ରାଇଡ ଅଫ ଇଣ୍ଡିଆ’ ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମର କାହାଣୀରେ ଭାରତୀୟ...

ମଲାଇକାଙ୍କ ପ୍ରେରଣା ଅର୍ଜୁନ

ମୁମ୍ବାଇ: ବି’ ଟାଉନ୍‌ରେ ଫିଟ୍‌ନେଶ୍‌ କଥା ଉଠିଲେ ଆଖି ଆଗକୁ ଚାଲିଆସନ୍ତି ମଲାଇକା ଅରୋରା। ୪୮ ବର୍ଷୀୟା ମଲାଇକା ନିଜ ଫିଟ୍‌ନେଶ୍‌ ଓ ଜିରୋ ଫିଗର୍‌...

କୋହଲିଙ୍କ ପରି ‘ବ୍ଲାକ ଓ୍ବାଟର’ ପିଅନ୍ତି ବଲିଉଡ୍‌ର ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ ନିକଟରେ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ସେ ତାଙ୍କର ଏକ ତାମିଲ ଫିଲ୍ମର ଶୁଟିଂ ଶେଷ କରି ଦିଲ୍ଲୀ ଫେରିଛନ୍ତି।...

ସନ୍ନିଙ୍କ କୋଳରେ ତୈମୁର: ଆଶ୍ଚର୍ଯ୍ୟ ହେଲେ ଦର୍ଶକ

ମୁମ୍ବାଇ: କରିନା କପୁର ଖାଁ ଓ ଶୈଫ ଅଲି ଖାଁଙ୍କ ପୁଅ ତୈମୁର ଚର୍ଚ୍ଚିତ ଷ୍ଟାରକିଡ୍‌ଙ୍କ ମଧ୍ୟରୁ ଜଣେ। ଅନେକ ସମୟରେ ତାଙ୍କ ଫଟୋ ସୋସିଆଲ...

ଆମୀରଙ୍କ ସହ ଫିଲ୍ମରେ କାମ କରିବାକୁ ଚାହାନ୍ତିନି ଅଭିଷେକ

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌। ଏବେ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି, ଯାହାକି ଖୁବ୍‌...

ଘର ନ ଥିବାରୁ ପାର୍କରେ ଶୋଉଥିଲି, ଆତ୍ମହତ୍ୟା କରିବାକୁ ଭାବିଥିଲି: ଉର୍ଫି

ବମ୍ବେ: ଆଜିର ସମୟରେ ନିଜର ଅଜବ ଫ୍ୟାଶନକୁ ନେଇ ସୋସିଆଲ ମିଡିଆ ସେନ୍‌ସେଶନ ପାଲଟିଛନ୍ତି ଉର୍ଫି ଜାଭେଦ। ତାଙ୍କର ଲୋକପ୍ରିୟତା ଯେତିକି ବଢ଼ିଛି ରୋଜଗାର ମଧ୍ୟ...

ନିର୍ବନ୍ଧରେ ନିକ୍‌ ପ୍ରିୟଙ୍କାଙ୍କୁ ପିନ୍ଧାଇଥିଲେ ବଡ ହୀରା ମୁଦି, ଦାମ ଜାଣିଲେ…

ବଲିଉଡ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ପ୍ରାୟ ସମସ୍ତଙ୍କ ଇଚ୍ଛା ଥାଏ। ତେବେ ଆଜି ଆପଣଙ୍କୁ ସେମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ...

Advertisement
Archives

Model This Week