Home Left

୨୮ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର, ୧୩।୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଶନିବାର ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌ ଖୋଲିଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୨୮ଟି ଗେଟ୍‌ ଦେଇ ଡ୍ୟାମ୍‌ରୁ ଜଳ ନିଷ୍କାସନ ହେଉଛି। ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରୁ ଗେଟ୍‌…

ଚାଇନା ଗୁଡି ସୂତା ନେଲା ଆଉ ଜଣଙ୍କ ଜୀବନ

ନୂଆଦିଲ୍ଲୀ,୧୩ ।୮: ରାଜଧାନୀ ଦିଲ୍ଲୀରେ ଚାଇନା ଗୁଡି ଉଡାଇବା ଘଟଣା କମିବାର ନାଁ ନେଉନି । ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଚାଇନା ଗୁଡି ସୂତାରେ କଟିଯାଇ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତକ ହେଲେ ବିପିନ କୁମାର…

ସୋନିଆଙ୍କୁ ପୁଣି କରୋନା

ନୂଆଦିଲ୍ଲୀ,୧୨।୮: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପୁଣି ଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶନିବାର ତାଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ସେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରୋଟୋକଲ୍‌ ପାଳନ କରିବା ସହ ଆଇସୋଲେଶନ୍‌ରେ ରହିବେ। ତାଙ୍କ ସ୍ବାସ୍ଥ୍ୟାାବସ୍ଥା…

ଘରର ୪ ସଦସ୍ୟଙ୍କୁ ହତ୍ୟାକଲେ ସାନବୋହୂ

କୋଲକାତା,୧୩।୮: ପାରିବାରିକ କଳହକୁ କେନ୍ଦ୍ରକରି କୋଲକାତା ହାଓ୍ବଡ଼ାସ୍ଥିତ ଏମ୍‌ସି ଘୋଷ ଲେନ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ସାନବୋହୂ ପଲ୍ଲବୀ ଶାଶୁ, ଦେଢ଼ଶୁର, ଯାଆ ଓ ଝିଆରୀଙ୍କୁ ହତ୍ୟା କରିଛନ୍ତି। ଘଟଣାରେ ପଲ୍ଲବୀଙ୍କ ସ୍ବାମୀଙ୍କ ସମ୍ପୃକ୍ତି ମଧ୍ୟ ରହିଛି। ସ୍ଥାନୀୟ ପୋଲିସ…

ଫିଲ୍ମ ବିବାଦ ମଧ୍ୟରେ ତ୍ରିରଙ୍ଗା ସହ ନଜର ଆସିଲେ ଆମିର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ଟନିଷ୍ଟ ଆମିର ଖାନ ବିଗତ ଦିନରୁ ନିଜ ଫିଲ୍ମ ‘ଲାଲ ସିଂ ଚଡ୍ଡା’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବହୁ ବାଦ ବିବାଦ ପରେ ଅଗଷ୍ଟ ୧୧ରେ ତାଙ୍କ ଫିଲ୍ମ ସିନେମାହଲ୍‌ରେ ରିଲିଜ୍‌ ହୋଇଛି। ଇତିମଧ୍ୟରେ ଅଭିନେତା ଆମିର…

୧୫ ସିବିଆଇ ଅଫିସରଙ୍କୁ ମେଡାଲ

ନୂଆଦିଲ୍ଲୀ,୧୩।୮: ତଦନ୍ତ କ୍ଷେତ୍ରରେ ଉତ୍କର୍ଷତା ଲାଗି ସିବିଆଇର ୧୫ ଜଣ ଅଫିସରଙ୍କ ସ୍ବରାଷ୍ଟ୍ରମନ୍ତ୍ରୀ ମେଡାଲରେ ସମ୍ମାନିତ କରାଯାଇଛି। ଏହି ସମ୍ମାନଜନକ ମେଡାଲ ବିଜେତାଙ୍କ ମଧ୍ୟରେ ଅଛନ୍ତି ଡେପୁଟି ଏସ୍‌ପି ସୁରେନ୍ଦ୍ର କୁମାର ରୋହିଲା। ସେ ଆଲ୍ଲାହାବାଦ ହାଇକୋର୍ଟର ପୂର୍ବତନ ବିଚାରପତି ଏସ୍‌.ଏନ୍‌.…

ବିପଦସଙ୍କେତ ଡେଇଁଲା ବୈତରଣୀ

ଧାମନଗର,୧୩।୮(ଡି.ଏନ୍‌.ଏ): ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇ ଶନିବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ବିପଦସଙ୍କେତ ଅତିକ୍ରମ କରିଛି। ବୈତରଣୀ ନଦୀର ଆଖୁଆପଦାଠାରେ ବିପଦସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ପୂର୍ବାହ୍ନ ୧୧ଟାରେ ଜଳସ୍ତର ୧୭.୮୩ ମିଟରରେ ପ୍ରବାହିତ ହେଉଥିଲା। ଏହା କ୍ରମଶଃ…

ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟବସ୍ଥାରେ ଆସୁନି ସୁଧାର

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଖବର ସାମ୍ନାକୁ ଆସିବାରେ ଲାଗିଛି। ପୂର୍ବରୁ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା କୁହାଯାଉଥିବା ବେଳେ ବର୍ତ୍ତମାନ ସ୍ବାସ୍ଥ୍ୟବସ୍ଥା ବିଗୁଡୁଥିବା ରାଜୁଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି। ଏବେ ସେ ଆଇସିୟୁରେ ଭେଣ୍ଟିଲେଟରରେ ରହିଛନ୍ତି।…

ଭିଜୁଛି ଟୁଇନ୍‌ ସିଟି: ଟ୍ରାଫିକ୍‌, ଯାତାୟାତରେ ସମସ୍ୟା

ଭୁବନେଶ୍ୱର,୧୩।୮(ବ୍ୟୁରୋ): ଉତ୍ତର-ବଙ୍ଗୋପସାଗରରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଟୁଇନ୍‌ ସିଟିରେ ଦିନସାରା ବର୍ଷା ଲାଗି ରହିବ। ଏହା ଯୋଗୁ ସହରର ଜଳବନ୍ଦୀ ହେବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର…

ଅଭିନୟରେ ଦର୍ଶକଙ୍କୁ କରୁଥିଲେ ପାଗଳ, ଦ୍ୱିତୀୟ ବିବାହ ପରେ ଛାଡ଼ିଥିଲେ କ୍ୟାରିୟର

୭୦ ଦଶକର ବଲିଉଡ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଯୋଗିତା ଓ୍ବାଲି ଅନ୍ୟତମ। ଯିଏ ତାଙ୍କ ଅଭିନୟ ଓ ସୌନ୍ଦର୍ଯ୍ୟରେ ଲୋକଙ୍କ ହୃଦୟ ଜୟ କରିପାରିଥିଲେ। ବର୍ତ୍ତମାନ ସେ ସିନେମା ଜଗତରୁ ଦୂରେଇ ଯାଇଛନ୍ତି। ମାତ୍ର ସେ ତାଙ୍କ ସମୟରେ ଅନେକ ହିଟ ଫିଲ୍ମ…

ହୀରାକୁଦ ଡ୍ୟାମ୍‌ର ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର, ୧୩।୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଶନିବାର ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌ ଖୋଲିଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୨୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରୁ ଗେଟ୍‌ ଖୋଲାଯାଇଛି।

ଆଶାନୁଯାୟୀ କଲେକ୍ସନ୍‌ କରିପାରୁନି ଆମିରଙ୍କ ଫିଲ୍ମ

ବହୁ ବାଦବିବାଦ ପରେ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ଅଗଷ୍ଟ ୧୧ରେ ରିଲିଜ୍‌ ହୋଇଯାଇଛି। ଫିଲ୍ମରେ କରୀନା କପୁର ଏବଂ ଆମିର ଖାଁଙ୍କ କେମେଷ୍ଟ୍ରି ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ‘ଲାଲ ସିଂ ଚଡ୍ଡା’ ପ୍ରଥମ ଦିନରେ ବକ୍ସ ଅଫିସରେ ପ୍ରାୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri