Advertisement
Posted inଜାତୀୟ

ପଥର ଖଣି ଭୁଶୁଡିବା ଘଟଣା: ୮ ମୃତଦେହ ଉଦ୍ଧାର

ଆଇଜୋଲ,୧୫।୧୧: ମିଜୋରାମର ହନ୍ତିଆଲ ଜିଲାର ଏକ ପାହାଡ ଉପରେ ଥିବା ପଥର ଖଣି ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଛ। ଏବେ ବି ଚାରି ଜଣ ଲୋକ ଖଣି ତଳେ ଚାପି ହୋଇ ଅଛନ୍ତି। ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବିସିଆଇ ଇନ୍‌ଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍‌ ଲିମିଟେଡର ଶ୍ରମିକମାନେ ଖଣିରେ କାମ କରୁଥିଲେ।
ମିଜୋରାମର ବିପର୍ଯ୍ୟୟ ପରିଚାଳନା ଏବଂ ପୁନର୍ବାସ ବିଭାଗର ଅତିରିକ୍ତ ସଚିବ କହିଛନ୍ତି, ଖଣି ଭୁଶୁଡ଼ିବା ସମୟରେ ପ୍ରାୟ ୧୫ ଜଣ ଲୋକ ଉକ୍ତ ସ୍ଥାନରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେ ସରକାର ଚଳାଉ ନାହୁଁ, ପରିଚାଳନା କରୁଛୁ, ମନ୍ତ୍ରୀଙ୍କ ଅଡିଓ କ୍ଲିପ୍‌ ଲିକ୍‌…

ବେଙ୍ଗାଲୁରୁ, ୧୬।୮ : କର୍ନାଟକ ସରକାରରେ ଜଣେ ମନ୍ତ୍ରୀଙ୍କ ମନ୍ତବ୍ୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଅଡିଓ...

ଇଲେକ୍ଟ୍ରିକ୍‌ ହାଇଓ୍ବେ ବିକାଶ ଲାଗି ସରକାର କାର୍ଯ୍ୟ କରୁଛନ୍ତି: ଗଡ଼କରୀ

ନୂଆଦିଲ୍ଲୀ,୧୨।୯: କେନ୍ଦ୍ର ସରକାର ସୌରଶକ୍ତି ଚାଳିତ ଇଲେକ୍ଟ୍ରିକ୍‌ ରାଜପଥ ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି। ଏହି ରାଜପଥରେ ଯାତାୟାତ କରୁଥିବା ବସ୍‌, ଟ୍ରକ୍‌ ଚାର୍ଜ କରିବା...

ଦଶମ ଶ୍ରେଣୀ ପ୍ରଶ୍ନପତ୍ରକୁ ନେଇ ଉଠିଲା ବିବାଦ: ପ୍ରଦର୍ଶନକାରୀ କୃଷକଙ୍କୁ କୁହାଗଲା ହିଂସାକାରୀ

ଚେନ୍ନାଇ,୨୦ ।୨: କୃଷକ ଆନ୍ଦୋଳନକୁ ନେଇ ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ଚେନ୍ନାଇର ଏକ ସିବିଏସ୍‌ଇ ସ୍କୁଲର ପ୍ରଶ୍ନପତ୍ରରେ ଆସିଥିବା ପ୍ରଶ୍ନ ଏବେ...

ଶେଷ ଟି-୨୦ ମ୍ୟାଚ୍‌: ଟସ୍‌ ଜିତିଲା ଭାରତ

ସିଡନୀ,୮।୧୨: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ସିରିଜ ଜିତି ସାରିଥିବା ଭାରତୀୟ ଦଳ ତୃତୀୟ...

ଭାରତରେ ପହଞ୍ଚିଲା ଆଉ ୩ ରାଫାଲ

ନୂଆଦିଲ୍ଲୀ,୨୩ା୨: ଫ୍ରାନ୍ସରୁ ଆଉ ୩ ରାଫାଲ ବିମାନ ଭାରତରେ ପହଞ୍ଚିଛି। ବାୟୁସେନା ଅନୁଯାୟୀ, ୩୬ଟି ରାଫାଲ ଯୁଦ୍ଧ ବିମାନ ପାଇଁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ...

ଭାରତ କିଣୁଛି ସେକେଣ୍ଡ ହ୍ୟାଣ୍ଡ୍‌ ମେଡିକାଲ ଉପକରଣ: ବର୍ଷକୁ ଖର୍ଚ୍ଚ ହେଉଛି ୧୨ ହଜାର କୋଟି

ନୂଆଦିଲ୍ଲୀ, ୬।୯: ପ୍ରତିବର୍ଷ ଭାରତ ୪୫ ହଜାର କୋଟିରୁ ଅଧିକ ଟଙ୍କାର ବିଭିନ୍ନ ମେଡ଼ିକାଲ ଊପକରଣ ବିଦେଶରୁ ଆମଦାନୀ କରିଥାଏ। ସେଥିମଧ୍ୟରେ ସର୍ଜିକାଲ ଉପକରଣ, ଇମ୍ପ୍ଲାଣ୍ଟ୍‌...

ହିଜାବକୁ ଅନୁମତି ଦିଆ ନ ଯିବାରୁ ପରୀକ୍ଷା ଦେଲେନି ଛାତ୍ରୀ

ଶିବମୋଗା ,୧୬ା୨: କର୍ନାଟକ ଶିକ୍ଷାନୁଷ୍ଠାନରେ ହିଜାବ ବାରଣକୁ ନେଇ ବିବାଦ ଲାଗି ରହିଥିବାବେଳେ ମଙ୍ଗଳବାର ଉଡୁପି ଏବଂ ଶିବମୋଗା ଜିଲାରେ ହିଜାବ ପିନ୍ଧିଥିବା ଛାତ୍ରୀମାନଙ୍କୁ ସ୍କୁଲ୍‌ରେ...

ଋଷି ସୁନକଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ/ଲଣ୍ଡନ,୨୫ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବାକୁ ଯାଉଥିବା ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି...

Advertisement
Archives

Model This Week