ଝିଅର ପ୍ରଥମ ଫଟୋ ଶେୟାର କଲେ ଦେବିନା-ଗୁରୁମିତ
ଅଭିନେତ୍ରୀ ଦେବିନା ବାନାର୍ଜି ନିକଟରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଅନେକ ଦିନ ଧରି ଗୁରୁମିତ ଏବଂ ଦେବିନା ନିଜ ଝିଅର ଫଟୋ ସୋସିଆଲ ମିଡିଆରେ ଶେୟାର କରୁ ନ ଥିଲେ। ବର୍ତ୍ତମାନ ଉଭୟ ଝିଅର ପ୍ରଥମ ଫଟୋ ଶେୟାର…
ଦେଶରେ ପୁଣି ବଢୁଛି କରୋନା ସଂକ୍ରମଣ
ନୂଆଦିଲ୍ଲୀ,୫।୭: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬,୧୩୫ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୨୪ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ…
ନୁପୁର ଶର୍ମାଙ୍କୁ ହତ୍ୟା ଧମକ, ଦରଗାହର ଖାଦିମ କହିଲେ ହତ୍ୟାକାରୀକୁ ଦେବେ ଘର
ଆଜମେର,୫ ।୭: ନୁପୁର ଶର୍ମାଙ୍କ ବୟାନକୁ ସାରା ଦେଶରେ ବିରୋଧ କରାଯାଉଛି । ଏହାକୁ ନେଇ ଲଗାତାର କିଛି ନା କିଛି ଭିଡିଓ ପ୍ରତିଦିନ ସାମ୍ନାକୁ ଆସୁଛି । ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ତାଙ୍କୁ ହତ୍ୟା…
ମନ୍ଧାନା, ଶେଫାଳୀ ଜିତାଇ ଦେଲେ
ପାଲିକେଲ୍, ୫ା୭: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ୍ରେ ଭାରତୀୟ ମହିଳା ଦଳ ୧୦ ଉଇକେଟରେ ବିଜୟ ଲାଭ କରିଛି। ଏଥିସହିତ ଦଳ ୩ ମ୍ୟାଚ୍ବିଶିଷ୍ଟ ସିରିଜ୍କୁ ଆଗୁଆ ଜିତିନେବା ସହ ୨-୦ରେ ଅଗ୍ରଣୀ ଲାଭ କରିଛି। ଭାରତୀୟ…
ବିଦେଶୀଙ୍କ ଅନୁପ୍ରବେଶ ରୋକିବାକୁ ସମୁଦ୍ର ଉପକୂଳରେ ୧୮ ଥାନା
ଭୁବନେଶ୍ୱର,୫ା୭(ବ୍ୟୁରୋ): ରାଜ୍ୟର ଉପକୂଳରେ ମୋଟ ୧୮ ସାମୁଦ୍ରିକ ଥାନା ପ୍ରତିଷ୍ଠା କରାଯାଇଛି। ବିଦେଶୀମାନଙ୍କ ଅନୁପ୍ରବେଶ ରୋକିବା ପାଇଁ ମୁଖ୍ୟତଃ ଏହି ଥାନାଗୁଡ଼ିକ ପ୍ରତିଷ୍ଠା କରାଯାଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ସମସ୍ତ ସାମୁଦ୍ରିକ ଥାନା ପାଇଁ ମୋଟ ୭୩୮ଟି ବିଭିନ୍ନ ପଦବୀ…
କପିଲ ମିଶ୍ରାଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ,୫ ।୭: ଭାରତୀୟ ଜନତା ପାର୍ଟି(ଭାଜପା)ନେତା କପିଲ ମିଶ୍ରା ସୋମବାର ଦାବି କରିଛନ୍ତି କି ତାଙ୍କୁ ଇ-ମେଲ ଜରିଆରେ ହତ୍ୟା ଧମକ ଦିଆଯାଇଛି । ହେଲେ ସେ ଏହାକୁ ଭୟ କରନ୍ତି ନାହିଁ ବୋଲି କହିଛନ୍ତି । ଏହାସହ ଜିହାଦି ହିଂସାରେ…
ଚିଟ୍ଫଣ୍ଡ ତଦନ୍ତରେ ୨୦୨୦ ସୁଦ୍ଧା ଖର୍ଚ୍ଚ ହୋଇଛି ୬.୧୯ କୋଟି
ଭୁବନେଶ୍ୱର,୫ା୭(ବ୍ୟୁରୋ): ଚିଟ୍ଫଣ୍ଡ ତଦନ୍ତ ପାଇଁ ଗଠିତ କମିଶନ, ଏହାର ଅଧିକାରୀ ଓ କର୍ମଚାରୀଙ୍କ ଦରମା ଏବଂ ଭତ୍ତା, କାର୍ଯ୍ୟାଳୟର ଆନୁଷଙ୍ଗିକ ଖର୍ଚ୍ଚ, ଜମାକାରୀଙ୍କଠାରୁ ପ୍ରାପ୍ତ ସତ୍ୟପାଠର କମ୍ପ୍ୟୁଟରୀକରଣ ଆଦି ବାବଦକୁ ୨୦୨୦ ଜାନୁୟାରୀ ସୁଦ୍ଧା ୬ କୋଟି ୧୯ ଲକ୍ଷ ୭୨…
ରୁଚିକାଙ୍କୁ ନ୍ୟାୟ ଦାବିରେ ଛାତ୍ର କଂଗ୍ରେସ-ପୋଲିସ ଧସ୍ତାଧସ୍ତି
ଭୁବନେଶ୍ୱର,୫ା୭(ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଏବେ ବିରୋଧୀ ଟାର୍ଗେଟ କରିବା ଆରମ୍ଭ କରି ଦେଇଛନ୍ତି। ଏପରିକି ରୁଚିକାଙ୍କ ପରିବାର ଲୋକ ମଧ୍ୟ ଦୋଷୀଙ୍କୁ ଧରିବା ଦାବିରେ କଲେଜ ବାହାରେ ଧାରଣାରେ ବସିଛନ୍ତି।…
ସଂଖ୍ୟାଲଘୁଙ୍କ ପ୍ରତି ଚରମ ଅବହେଳା କରାଯାଉଛି: କଂଗ୍ରେସ
ଭୁବନେଶ୍ୱର,୫ା୭(ବ୍ୟୁରୋ): ପ୍ରଦେଶ ସଂଖ୍ୟାଲଘୁ ବିଭାଗ ସଭାପତି ଜିଆଉଲ୍ ହକ୍ଙ୍କ ଅଧ୍ୟକ୍ଷତାରେ ସୋମବାର କଂଗ୍ରେସ ଭବନରେ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ ମୁଖ୍ୟ ଅତିଥିରୂପେ ଯୋଗଦେଇ କହିଛନ୍ତି, ସଂଖ୍ୟାଲଘୁଙ୍କ ବହୁବିଧ ସମସ୍ୟା…
ଗୁଜରାଟ କଂଗ୍ରେସ ନେତାଙ୍କୁ ଉପଦେଶ: ‘ମୋଦି ବନାମ କଂଗ୍ରେସ’ ନ ହେଉ ନିର୍ବାଚନ
ନୂଆଦିଲ୍ଲୀ,୫ ।୭: ଗତ ନିର୍ବାଚନରେ ପରାଜୟ ସ୍ୱୀକାର କରିଥିବା କଂଗ୍ରେସର ଶୀର୍ଷ ନେତୃତ୍ୱ ଦଳର ଗୁଜରାଟ ୟୁନିଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବ୍ୟକ୍ତିଗତ ଟିପ୍ପଣିଠାରୁ ଦୂରେଇ ରହିବାକୁ କହିଛି । ଏହାସହ ଦଳ ମୁଖିଆ କହିଛନ୍ତି ଚଳିତ ବର୍ଷ ଶେଷକୁ…
ଓବିସି ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦାବିକରି ଭାଜପାର ଆନ୍ଦୋଳନ
ଭୁବନେଶ୍ୱର,୫ା୭(ବ୍ୟୁରୋ): କେନ୍ଦ୍ର ଏବଂ କେତେଗୁଡ଼ିଏ ରାଜ୍ୟ ସରକାର ଦେଶରେ ୫୪ ପ୍ରତିଶତ ଓବିସି ବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ଆଡ୍ମିଶନ ପାଇଁ ସଂରକ୍ଷଣ ପ୍ରଦାନ କରିଛନ୍ତି। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଓବିସି ବର୍ଗ ଛାତ୍ରୀଛାତ୍ରମାନେ ଶିକ୍ଷାରେ ସଂରକ୍ଷଣ ପାଇବାକୁ ହକ୍ଦାର । ମେଡିକାଲ,…
ପ୍ରେମୀଯୁଗଳଙ୍କ ସମେତ ୩ ଗିରଫ
ଭୁବନେଶ୍ୱର,୫।୭(ବ୍ୟୁରୋ):ଚାକିରି ଦେବା ଆଳରେ ଅନ୍ଲାଇନ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପ୍ରେମୀଯୁଗଳଙ୍କ ସମେତ ୩ ଜଣଙ୍କୁ ଭୁବନେଶ୍ୱର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ପୋଲିସ ସୋମବାର ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଧଉଳି ଥାନା ଲିଙ୍ଗିପୁର ଇନ୍ଦିରାଗାନ୍ଧୀ…
Archives


