Advertisement
Posted inଜାତୀୟ

ମହାତ୍ମା ଗାନ୍ଧୀଙ୍କ ହତ୍ୟା ପାଇଁ ସାବରକର ଗଡସେଙ୍କୁ ବନ୍ଧୁକ ଖୋଜିବାରେ କରିଥିଲେ ସାହାଯ୍ୟ: ତୁଷାର ଗାନ୍ଧୀ

ମୁମ୍ବାଇ,୨୨ ।୧୧: ମହାତ୍ମା ଗାନ୍ଧୀଙ୍କ ଅଣନାତୀ ତୁଷାର ଗାନ୍ଧୀ ଦାବି କରିଛନ୍ତି ଯେ ସ୍ୱତନ୍ତ୍ରତା ସେନାନୀ ବିନାୟକ ଦାମୋଦର ସାବରକର ରାଷ୍ଟ୍ରପିତାଙ୍କ ହତ୍ୟା ପାଇଁ ନାଥୁରାମ ଗଡେସେଙ୍କୁ ଏକ ‘ପ୍ରଭାବଶାଳୀ ବନ୍ଧୁକ ‘ଖୋଜିବାରେ ସାହାଯ୍ୟ କରିଥିଲେ । ଭାରତୀୟ ଜନତା ପାର୍ଟି(ଭାଜପା)ର ମହାରାଷ୍ଟ୍ର ମୁଖ୍ୟ ତୁଷାର ଗାନ୍ଧୀଙ୍କ ଏହି ଟିପ୍ପଣକୁ ଭିତ୍ତିହୀନ ବୋଲି କହିଛନ୍ତି ।
ତୁଷାର ଗାନ୍ଧୀ ରବିବାର ଟୁଇଟ କରି କହିଥିଲେ ସାବରକର ନା କେବଳ ଇଂରେଜଙ୍କୁ ସାହାଯ୍ୟ କରିଥିଲେ ବରଂ ସେ ବାପୁଙ୍କ ହତ୍ୟା ପାଇଁ ନାଥୁରାମ ଗଡସେଙ୍କୁ ଏକ ‘ପ୍ରଭାବଶାଳୀ ବନ୍ଧୁକ’ ଖୋଜି ଦେବାରେ ସହାହାଯ୍ୟ କରିଥିଲେ । ବାପୁଙ୍କ ହତ୍ୟାର ଦୁଇ ଦିନ ପୂର୍ବରୁ ଗଡସେଙ୍କ ନିକଟରେ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ ହତ୍ୟା କରିବାକୁ ଏକ ବିଶ୍ୱସନୀୟ ଅସ୍ତ୍ର ନ ଥିଲା ।

ତୁଷାର ଗାନ୍ଧୀ ଆହୁରି ମଧ୍ୟ ଦାବି କରିଛନ୍ତି ଶିବସେନାର ସଂସ୍ଥାପକ ବାଲ ଠାକରେଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦାଦା ପ୍ରବୋଧନକର ଠାକରେ ମହାତ୍ମା ଗାନ୍ଧୀଙ୍କ ସାଥିଙ୍କୁ ରାଷ୍ଟ୍ର୍ରପିତାଙ୍କ ହତ୍ୟାର ଷଡଯନ୍ତ୍ର ବିଷୟରେ ସୂଚନା ଦେଇଥିଲେ । ଏହାରି ଉପରେ ତୁଷାର ଗାନ୍ଧୀ ସନାତନ ହିନ୍ଦୁଙ୍କ ନେତା ସାବରକର ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଂସ୍ଥାପକ କେଶବ ଲିରାମ ହେଡଗୋୱାରଙ୍କର ଆଲୋଚନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରୁ କରୋନା ଟିକା କିଣିବ ଶ୍ରୀଲଙ୍କା

କଲମ୍ବୋ,୨୭।୧: ଭାରତରୁ ୨ରୁ ୩ ମିଲିୟନ ଡୋଜ କରୋନା ଟିକା କିଣିବ ବୋଲି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍‌ସାଙ୍କ ପରାମର୍ଶଦାତା ଲଲିଥ ୱିରାଟୁଙ୍ଗା ସୂଚନା ଦେଇଛନ୍ତି।...

ବଙ୍ଗାଳି ବେଶଭୂଷା, ଆସାମୀ ଗାମୁଛା ପକାଇ ପୁଡୁଚେରୀ ନର୍ସଙ୍କ ହାତରୁ ଟିକା ନେଲେ ମୋଦି

ନୂଆଦିଲ୍ଲୀ,୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିଲ୍ଲୀ ଏମ୍ସ୍‌ରେ କରୋନା ଟିକା ନେଇଛନ୍ତି। ସେ କୋଭାକ୍ସିନ୍‌ର ପ୍ରଥମ ଡୋଜ୍‌ ନେଇଥିଲେ। ସେ ଟିକା ନେଇ ବିଭିନ୍ନ...

ଭୁଶୁଡ଼ିଲା କଲ୍‌ଭର୍ଟ: କେନାଲରେ ଖସିପଡ଼ିଲେ ଲୋକେ

ବାରାଣସୀ,୩୧।୧୦: ଉତ୍ତରପ୍ରଦେଶର ଚନ୍ଦାଉଲି ଜିଲା ଅନ୍ତର୍ଗତ ସରାୟା ଗ୍ରାମ ନିକଟରେ ଏକ ପୁରୁଣା କଲ୍‌ଭର୍ଟ ସୋମବାର ସକାଳେ ଭୁଶୁଡ଼ି ପଡ଼ିବାରୁ ବହୁ ଲୋକ କେନାଲରେ ଖସିପଡ଼ିଥିଲେ।...

ଗରିବଙ୍କ ପାଇଁ ୧.୭ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ: କରୋନା ଯୋଦ୍ଧାଙ୍କୁ ୫୦ଲକ୍ଷର ମେଡିକାଲ ଇନସ୍ୟୁରାନ୍ସ

ନୂଆଦିଲ୍ଲୀ,୨୬।୩: କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଗରିବଙ୍କ ପାଇଁ ୧.୭ଲକ୍ଷ କୋଟି...

ସାନ ଭାଇଙ୍କୁ ଦେଖାଇ ବଡ଼ଙ୍କ ସହ କଲେ ବାହାଘର, ୪ ପୁଅଙ୍କ ସହ ସମ୍ପର୍କ ରଖିବାକୁ ଶାଶୁ କରୁଥିଲେ ବାଧ୍ୟ

ଲକ୍ଷ୍ନୌ,୧୦।୧: ଉତ୍ତରପ୍ରଦେଶର ଗାଜିଆବାଦରେ ଅନନ୍ୟ ବିବାହର ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ମଧ୍ୟସ୍ଥି ସାନ ଭାଇକୁ ଦେଖାଇ ଜଣେ କନ୍ୟାଙ୍କର ବଡ଼ଙ୍କ ସହ ବିବାହ...

ତିନି ଦିନିଆ ଭାରତ ଗସ୍ତରେ ଗୁଜରାଟ ଆସିବେ ଡବ୍ଲୁଏଚଓ ମୁଖ୍ୟ

ନୂଆଦିଲ୍ଲୀ,୧୮ ।୪: କରୋନା ଭାଇରସରେ ଦେଶରେ ହୋଇଥିବା ମୃତ୍ୟୁ ସଂଖ୍ୟାର ଗଣନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ପ୍ରକ୍ରିୟା ଉପରେ ଭାରତ ଆପତ୍ତି କରିଛି ।...

ମାନିଲେ ରାଜନାଥ: ଚାଇନା ସହିତ ଆଲୋଚନାରେ ମିଳିନି ସମାଧାନ ସୂତ୍ର

ନୂଆଦିଲ୍ଲୀ,୩୦।୧୨: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ବିବାଦ ଜାରି ରହିଛି। ଏନେଇ ବହୁଥର ଆଲୋଚନା ହୋଇଛି। ତେବେ ଏସବୁ ଅସଫଳ ରହିଥିବା ସରକାର ମାନିଛନ୍ତି। ଦୁଇଦେଶ...

ସୁପ୍ରିମ୍‌ ପଦକ୍ଷେପ: ୨୭ ସେପ୍ଟେମ୍ବରରୁ ସାମ୍ବିଧାନିକ ପୀଠ ଶୁଣାଣିର ଲାଇଭ ଷ୍ଟ୍ରିମିଂ, ୟୁଟ୍ୟୁବରେ ଟେଲିକାଷ୍ଟ…

ନୂଆଦିଲ୍ଲୀ, ୨୧।୯ : ଏକ ନୂତନ ପଦକ୍ଷେପ ଅନ୍ତର୍ଗତ ସୁପ୍ରିମକୋର୍ଟ ସେପ୍ଟେମ୍ବର ୨୭ ରୁ ସାମ୍ବିଧାନିକ ପୀଠ ମାମଲାର ଲାଇଭ ଷ୍ଟ୍ରିମିଂ ଆରମ୍ଭ କରିବାକୁ ନିଷ୍ପତ୍ତି...

Advertisement
Archives

Model This Week