ମାମା ଚାହୁଁ ନ ଥିଲେ ମୁଁ ଅଭିନେତ୍ରୀ ହୁଏ: ଅନୁଭା ସୌର୍ଯ୍ୟା
ଖାଲି ଯେ ସେ ଜଣେ ଭଲ ଅଭିନେତ୍ରୀ, ତାହା ନୁହେଁ। ତାଙ୍କ ଭିତରେ ଏକ ସୁନ୍ଦର ହୃଦୟଟିଏ ବି ଅଛି, ଯାହା ନିରୀହ ପ୍ରାଣୀଙ୍କ କଷ୍ଟ ଦେଖିଲେ କାନ୍ଦେ। ଆଉ ସେ ହେଉଛନ୍ତି ଅନୁଭା ସୌର୍ଯ୍ୟା। ଏଥରର ସେଲିବ୍ରିଟି ସିକ୍ରେଟ୍ରେ ଜାଣନ୍ତୁ…
ଅଶାନ୍ତ ଭୀମକୁଣ୍ଡ, ସେଲ୍ଫି ଉଠାଉଛନ୍ତି ଅମାନିଆ
ପାଟଣା,୨୧ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ଘାଟ ବାଲିଯୋଡ଼ି ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଲଘୁଚାପ ବର୍ଷା ଯୋଗୁ ଫୁଲୁଛି ବୈତରଣୀ ଆଉ ଭୀମକୁଣ୍ଡ ଏବେ ଅଶାନ୍ତ ହୋଇପଡ଼ିଛି । କିଛି ଦିନ ତଳେ ଭୀମକୁଣ୍ଡରେ ମାଛ ଧରିବାକୁ ଯାଇ ଜଣେ ଯୁବକ…
ବର୍ଷାଦିନେ ବି ପିଇବାକୁ ପଡ଼ୁଛି ଚୁଆପାଣି
ଦଶମନ୍ତପୁର, ୨୧।୮(ଡି.ଏନ୍.ଏ.): ଚଳିତବର୍ଷ ଦେଶ ସ୍ବାଧୀନତାର ୭୫ବର୍ଷ ପୂରଣ ହୋଇଛି। ତଥାପି ମଧ୍ୟ ଏପରି ଅନେକ ଗାଁ ଅଛି, ଯେଉଁଠି ମୌଳିକ ସୁବିଧା ଲୋକଙ୍କୁ ଠିକ୍ଭାବେ ମିଳୁନି। ଏପରି ଏକ ଗାଁ ହେଉଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକର ମୁଜାଙ୍ଗ ପଞ୍ଚାୟତ…
ଜଳ ନିଷ୍କାସନ ଲାଗି ରାସ୍ତା ଖୋଳିଦେଲେ
ବେତନଟୀ, ୨୧।୮: ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଧୀନ ସୁରେଇ ପଞ୍ଚାୟତ ଚାକୁଣ୍ଡାପଦାଠାରେ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ସମୟରେ ହୋମ୍ପାଇପ୍ କିମ୍ବା କଲ୍ଭର୍ଟ କରିବାକୁ ଅଞ୍ଚଳବାସୀ ଦାବି କରିଥିଲେ। ହେଲେ ଏଥିପ୍ରତି ଗୁରତ୍ୱ ଦିଆ ନ ଯିବାରୁ ପ୍ରତ୍ୟେକବର୍ଷ ବର୍ଷାଜଳ ଗ୍ରାମବାସୀଙ୍କ…
୨ ମାସର କଂକ୍ରିଟ ରାସ୍ତା ଫାଟିଲା
ଯାଜପୁର ରୋଡ,୨୦ା୮(ଡି.ଏନ.ଏ.): ଯାଜପୁର ଜିଲାର ଅନ୍ୟତମ ପ୍ରମୁଖ ସହର ବ୍ୟାସନଗର ପୌରାଞ୍ଚଳରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ସହରର ସଫେଇ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ ହେଉଥିବାବେଳେ ଏବେ ପୁଣି ବିଭିନ୍ନ ୱାର୍ଡ ରାସ୍ତାରେ ନିମ୍ନମାନର କଂକ୍ରିଟକରଣ କାର୍ଯ୍ୟ ଦେଖିବାକୁ ମିଳିଛି।…
ଚାଳିଆ ତଳେ ବିତୁଛି ଲକ୍ଷ୍ମୀଙ୍କ ଜୀବନ
ମହାକାଳପଡ଼ା,୨୧।୮(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ପେଟଛେଲା ପଞ୍ଚାୟତ କେନ୍ତିଆ ଗ୍ରାମର ଅସହାୟ ବୃଦ୍ଧା ଲକ୍ଷ୍ମୀ ପ୍ରଧାନଙ୍କୁ ୭୫ ଛୁଇଲାଣି ା ଚାଲିବା ପାଇଁ ବଳ ନାହିଁ ା ଆଖିକୁ ଭଲ ଦିଶୁନି। ଏହି ବୟସରେ ପାଖରେ ରହି ଆହା…
ଲର୍ଡସ୍ ମ୍ୟାଚ ପରେ ଅବସର ନେଇପାରନ୍ତି ଝୁଲଣ
କୋଲକାତା, ୨୧ା୮: ମହିଳା ଅନ୍ତର୍ଜାତୀୟ କ୍ରିକେଟର, ଅଗ୍ରଣୀ ଉଇକେଟ ହାସଲକାରୀ ଭେଟେରାନ ଭାରତୀୟ ବୋଲର ଝୁଲଣ ଗୋସ୍ବାମୀ ଲଡର୍ସଠାରେ ସେପ୍ଟେମ୍ବର ୨୪ରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆରେ ତାଙ୍କର ଅବସର ଘୋଷଣା କରିବେ ବୋଲି ଏକ…
ବଜାରକୁ ଆସିଲା ହୋଣ୍ଡା ଆକ୍ଟିଭାର ପ୍ରିମିୟମ ଏଡିଶନ, ୩ ରଙ୍ଗରେ ଉପଲବ୍ଧ
ନୂଆଦିଲ୍ଲୀ,୨୧।୮: ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା କମ୍ପାନୀ ‘ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ୍’ର ବହୁ ପ୍ରତୀକ୍ଷିତ ତଥା ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ହୋଣ୍ଡା ଆକ୍ଟିଭାର ପ୍ରିମିୟମ ଏଡିଶନ ନିକଟରେ ଉନ୍ମୋଚନ କରାଯାଇଥିଲା। ଏପରିକି ଗତ ୨…
ଶିଳ୍ପାନୁଷ୍ଠାନ ଥାଇ ବିକାଶ ନାହିଁ
ଢେଙ୍କାନାଳ ଅଫିସ, ୨୧।୮: ଢେଙ୍କାନାଳ ଜିଲାରେ ଶିଳ୍ପାନୁଷ୍ଠାନ ସଂଖ୍ୟା ବୃଦ୍ଧି ପାଉଛି। ହେଲେ ଏହା ତୁଳନାରେ ଗ୍ରାମାଞ୍ଚଳ କିମ୍ବା ସହରାଞ୍ଚଳର ବିକାଶ ହୋଇପାରିନାହିଁ। ଶିଳ୍ପସଂସ୍ଥା ନିଜର ୩ ବର୍ଷ ଲାଭାଂଶର ୨ ପ୍ରତିଶତ ଅର୍ଥରାଶି କମ୍ପାନୀ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କାର୍ଯ୍ୟକ୍ରମରେ…
ପାଣି ଘେରରେ ବାଗଡ଼ିଆ ଉଚ୍ଚ ବିଦ୍ୟାଳୟ
ଛେଣ୍ଡିପଦା,୨୧।୮(ସ୍ବ.ପ୍ର.): ଛେଣ୍ଡିପଦା ବ୍ଲକରେ ଗତ ୨ ଦିନ ମଧ୍ୟରେ ୧୩୩.୧ ମିଲିମିଟର ବର୍ଷା ହେବା ଯୋଗୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି। ଏପରି କି ବାଗଡିଆ ଉଚ୍ଚ ବିଦ୍ୟାଳୟ ୩ ଫୁଟ ପାଣି ଘେରରେ ରହିଛି। ରୋଷେଇ ଘର…
ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା ଥମୁନି
ଖୋର୍ଦ୍ଧା ଅଫିସ,୨୧।୮: ମହାନଦୀର ଶାଖା ଓ ଉପନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ଖୋର୍ଦ୍ଧା ଜିଲାର ୫ଟି ବ୍ଲକ ପ୍ରଭାବିତ ହୋଇଛି। ତେବେ ଜଟଣୀ ବ୍ଲକ ତିରିମଲ ଠାରେ ରାଜୁଆ ନଦୀରେ ଶହେ ଫୁଟର ଘାଇ ଯୋଗୁ ଖୋର୍ଦ୍ଧା ବ୍ଲକର ନରଣଗଡ, ଓବରସିଂହ…
ସ୍ବଚ୍ଛ ନ ରହିଲେ ଜରିମାନା ଗଣିବେ ରାଜଧାନୀବାସୀ
ଭୁବନେଶ୍ୱର, ୨୧।୮(ବ୍ୟୁରେ): ଏଣିକି ମନଇଚ୍ଛା ଯେ କୌଣସି ସ୍ଥାନରେ ଅଳିଆ ପକାଇ ପାରିବେ ନାହିଁ ରାଜଧାନୀବାସୀ। ଏଥିସହିତ ନିଜ ଘର ବା ଦୋକାନ ଆଖପାଖ ୫ମିଟର ପରିମିତ ଅଞ୍ଚଳକୁ ନିଜେ ସଫା ରଖିବାକୁ ପଡିବ। ନଚେତ୍ ସେମାନଙ୍କୁ ଜରିମାନା ଗଣିବାକୁ ପଡିବ…
Archives


