୨ ମାସର କଂକ୍ରିଟ ରାସ୍ତା ଫାଟିଲା
ଯାଜପୁର ରୋଡ,୨୦ା୮(ଡି.ଏନ.ଏ.): ଯାଜପୁର ଜିଲାର ଅନ୍ୟତମ ପ୍ରମୁଖ ସହର ବ୍ୟାସନଗର ପୌରାଞ୍ଚଳରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ସହରର ସଫେଇ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ ହେଉଥିବାବେଳେ ଏବେ ପୁଣି ବିଭିନ୍ନ ୱାର୍ଡ ରାସ୍ତାରେ ନିମ୍ନମାନର କଂକ୍ରିଟକରଣ କାର୍ଯ୍ୟ ଦେଖିବାକୁ ମିଳିଛି।…
ଚାଳିଆ ତଳେ ବିତୁଛି ଲକ୍ଷ୍ମୀଙ୍କ ଜୀବନ
ମହାକାଳପଡ଼ା,୨୧।୮(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ପେଟଛେଲା ପଞ୍ଚାୟତ କେନ୍ତିଆ ଗ୍ରାମର ଅସହାୟ ବୃଦ୍ଧା ଲକ୍ଷ୍ମୀ ପ୍ରଧାନଙ୍କୁ ୭୫ ଛୁଇଲାଣି ା ଚାଲିବା ପାଇଁ ବଳ ନାହିଁ ା ଆଖିକୁ ଭଲ ଦିଶୁନି। ଏହି ବୟସରେ ପାଖରେ ରହି ଆହା…
ଲର୍ଡସ୍ ମ୍ୟାଚ ପରେ ଅବସର ନେଇପାରନ୍ତି ଝୁଲଣ
କୋଲକାତା, ୨୧ା୮: ମହିଳା ଅନ୍ତର୍ଜାତୀୟ କ୍ରିକେଟର, ଅଗ୍ରଣୀ ଉଇକେଟ ହାସଲକାରୀ ଭେଟେରାନ ଭାରତୀୟ ବୋଲର ଝୁଲଣ ଗୋସ୍ବାମୀ ଲଡର୍ସଠାରେ ସେପ୍ଟେମ୍ବର ୨୪ରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆରେ ତାଙ୍କର ଅବସର ଘୋଷଣା କରିବେ ବୋଲି ଏକ…
ବଜାରକୁ ଆସିଲା ହୋଣ୍ଡା ଆକ୍ଟିଭାର ପ୍ରିମିୟମ ଏଡିଶନ, ୩ ରଙ୍ଗରେ ଉପଲବ୍ଧ
ନୂଆଦିଲ୍ଲୀ,୨୧।୮: ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା କମ୍ପାନୀ ‘ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ୍’ର ବହୁ ପ୍ରତୀକ୍ଷିତ ତଥା ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ହୋଣ୍ଡା ଆକ୍ଟିଭାର ପ୍ରିମିୟମ ଏଡିଶନ ନିକଟରେ ଉନ୍ମୋଚନ କରାଯାଇଥିଲା। ଏପରିକି ଗତ ୨…
ଶିଳ୍ପାନୁଷ୍ଠାନ ଥାଇ ବିକାଶ ନାହିଁ
ଢେଙ୍କାନାଳ ଅଫିସ, ୨୧।୮: ଢେଙ୍କାନାଳ ଜିଲାରେ ଶିଳ୍ପାନୁଷ୍ଠାନ ସଂଖ୍ୟା ବୃଦ୍ଧି ପାଉଛି। ହେଲେ ଏହା ତୁଳନାରେ ଗ୍ରାମାଞ୍ଚଳ କିମ୍ବା ସହରାଞ୍ଚଳର ବିକାଶ ହୋଇପାରିନାହିଁ। ଶିଳ୍ପସଂସ୍ଥା ନିଜର ୩ ବର୍ଷ ଲାଭାଂଶର ୨ ପ୍ରତିଶତ ଅର୍ଥରାଶି କମ୍ପାନୀ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କାର୍ଯ୍ୟକ୍ରମରେ…
ପାଣି ଘେରରେ ବାଗଡ଼ିଆ ଉଚ୍ଚ ବିଦ୍ୟାଳୟ
ଛେଣ୍ଡିପଦା,୨୧।୮(ସ୍ବ.ପ୍ର.): ଛେଣ୍ଡିପଦା ବ୍ଲକରେ ଗତ ୨ ଦିନ ମଧ୍ୟରେ ୧୩୩.୧ ମିଲିମିଟର ବର୍ଷା ହେବା ଯୋଗୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି। ଏପରି କି ବାଗଡିଆ ଉଚ୍ଚ ବିଦ୍ୟାଳୟ ୩ ଫୁଟ ପାଣି ଘେରରେ ରହିଛି। ରୋଷେଇ ଘର…
ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା ଥମୁନି
ଖୋର୍ଦ୍ଧା ଅଫିସ,୨୧।୮: ମହାନଦୀର ଶାଖା ଓ ଉପନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ଖୋର୍ଦ୍ଧା ଜିଲାର ୫ଟି ବ୍ଲକ ପ୍ରଭାବିତ ହୋଇଛି। ତେବେ ଜଟଣୀ ବ୍ଲକ ତିରିମଲ ଠାରେ ରାଜୁଆ ନଦୀରେ ଶହେ ଫୁଟର ଘାଇ ଯୋଗୁ ଖୋର୍ଦ୍ଧା ବ୍ଲକର ନରଣଗଡ, ଓବରସିଂହ…
ସ୍ବଚ୍ଛ ନ ରହିଲେ ଜରିମାନା ଗଣିବେ ରାଜଧାନୀବାସୀ
ଭୁବନେଶ୍ୱର, ୨୧।୮(ବ୍ୟୁରେ): ଏଣିକି ମନଇଚ୍ଛା ଯେ କୌଣସି ସ୍ଥାନରେ ଅଳିଆ ପକାଇ ପାରିବେ ନାହିଁ ରାଜଧାନୀବାସୀ। ଏଥିସହିତ ନିଜ ଘର ବା ଦୋକାନ ଆଖପାଖ ୫ମିଟର ପରିମିତ ଅଞ୍ଚଳକୁ ନିଜେ ସଫା ରଖିବାକୁ ପଡିବ। ନଚେତ୍ ସେମାନଙ୍କୁ ଜରିମାନା ଗଣିବାକୁ ପଡିବ…
ଇମ୍ରାନ ଖାଁଙ୍କ ସମ୍ପର୍କିତ ଖବର ପ୍ରସାରରେ ପ୍ରତିବନ୍ଧକ ଲଗାଇଲେ ପାକିସ୍ତାନ ସରକାର
ଇସଲାମାବାଦ,୨୧ ।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମସ୍ୟା ବେଳକୁ ବେଳ ବଢିବାରେ ଲାଗିଛି । ଶହବାଜ ସରକାରଙ୍କୁ ଟାର୍ଗେଟ କରିଥିବା ଇମ୍ରାନଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି । କୁହାଯାଉଛି କି ପାକିସ୍ତାନ ସରକାର ଇମ୍ରାନଙ୍କ…
‘ଆଉ ଏଭଳି ଭୁଲ୍ ହେବନି’
ଭୁବନେଶ୍ୱର,୨୧।୮ବ୍ୟୁରୋ): ଓଲିଉଡ ଅଭିନେତା ବାବୁସାନ୍ ମହାନ୍ତି ଶନିବାର ଏକ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ସେ ନିକଟରେ ଘଟିଥିବା ଘଟଣାକୁ ନେଇ ଅନୁତାପ ପ୍ରକାଶ କରୁଛନ୍ତି। ଭିଡିଓ ମାଧ୍ୟମରେ ସେ ଓଡ଼ିଶାବାସୀଙ୍କୁ କ୍ଷମା ମାଗିବା ସହ ଏଭଳି ଭୁଲ୍ ଆଉ କେବେ…
୨୭ରେ ଏଏସ୍ଓ ପରୀକ୍ଷା
କଟକ ଅଫିସ,୨୧।୮: ବନ୍ୟା ଯୋଗୁ ଘୁଞ୍ଚିଥିବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍ଓ) ଲିଖିତ ପରୀକ୍ଷା ଆସନ୍ତା ୨୭ ତାରିଖରେ ହେବ। ଏନେଇ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଉକ୍ତ ଦିନ ୩ଟି ସିଟିଂରେ ପରୀକ୍ଷା ହେବ।…
ଏମ୍ସ ୫ମ ମହଲାରୁ ଡେଇଁ ରୋଗୀ ମୃତ
ଭୁବନେଶ୍ୱର,(ବ୍ୟୁରୋ)୨୧।୮: ରାଜଧାନୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଏକ ଦୁଃଖଦ ଘଟଣା ଘଟିଛି। ଶନିବାର ପୂର୍ବାହ୍ନ ୧୧ଟାରେ ମେଡିକାଲର ୫ମ ମହଲାରୁ ଡେଇଁ ଜଣେ ରୋଗୀ ଜୀବନ ହାରିଛନ୍ତି। ସ୍ତ୍ରୀଙ୍କ ଆଗରେ ସ୍ବାମୀ ଜୀବନ ହାରିବା ଘଟଣା ଶୋକାକୁଳ ପରିବେଶ…
Archives


