Home Left

ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୫୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୦ା୮(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୪୫୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୧୩,୩୬୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଗାଧୋଉଥିବା ବେଳେ ବନ୍ୟାଜଳ ସ୍ରୋତରେ ଭାସିଗଲେ ବୃଦ୍ଧ

ପାଟକୁରା,୨୦ା୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ଅନ୍ତର୍ଗତ ମାଣ୍ଡିଆ ଗ୍ରାମର ଜଣେ ବ୍ୟକ୍ତି ଶନିବାର ମଧ୍ୟାହ୍ନରେ ଗାଧୋଉଥିବା ବେଳେ ଭାସି ଯାଇଛନ୍ତି। ନିଖୋଜ ବ୍ୟକ୍ତି ଜଣକ ହେଲେ ମାଣ୍ଡିଆ ଗ୍ରାମର ଟହଲି ଚରଣ ସାହୁ(୮୦)। ଆଜି ଟହଲି ତାଙ୍କ ଭାଇ ସୁର…

ବାଇକ୍‌ ପଛରେ ପିଲାକୁ ଧରି ରାସ୍ତାରେ ଠିଆ ହୋଇଥିଲେ ବ୍ୟକ୍ତି, ପଛରୁ ଦ୍ରୁତଗତିରେ ଆସିଲା ଏକ କାର୍‌; ଆଉ ତା’ ପରେ…

ପ୍ରତିଦିନ ସୋସିଆଲ ମିଡିଆରେ ସଡ଼କ ଦୁର୍ଘଟଣାର ଭିଡିଓ ଭାଇରାଲ ହେଉଛି। ଏଥିମଧ୍ୟରୁ କିଛି ଭିଡିଓ ଆମକୁ ଆଶ୍ଚର୍ଯ୍ୟ କରିଦିଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ଈଶ୍ୱରଙ୍କୁ ଧନ୍ୟବାଦ ଦେବାକୁ ଆଦୌ ଭୁଲିବେ ନାହିଁ। pic.twitter.com/pmQ947rjDF —…

ମୋ’ ଯୋଗୁ ଭାରତୀୟ ରେଳ ବିଭାଗର ଆୟ ବଢ଼ିଗଲା: କରିନା

ବମ୍ବେ: ପୁଣି ଟ୍ରୋଲ ହେଉଛନ୍ତି ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାଁ। ହେଲେ ଏଥର ଫିଲ୍ମ ବାବଦରେ ନୁହେଁ ବରଂ ଭାରତୀୟ ରେଳ ବିଭାଗ ବିଷୟରେ ଟିପ୍ପଣୀ ଦେଇ। ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଲାଲ ସିଂହ ଚଡ୍ଢା’ର ପ୍ରମୋଶନରେ ଏବେ…

ବଲିଉଡ ଷ୍ଟାରଙ୍କ ପରି ଭୁଲ କରିବେନି ଆଲ୍ଲୁ ଅର୍ଜୁନ!

ମୁମ୍ବାଇ: ସାଉଥ୍ ଷ୍ଟାର ଆଲ୍ଲୁ ଅର୍ଜୁନ ତାଙ୍କ ଅଭିନୟ ପାଇଁ ବେଶ ଜଣାଶୁଣା । ହେଲେ କିଛିଦିନ ତଳେ ରିଲିଜ୍ ହୋଇଥିବା ତାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ ଏବେ ତାଙ୍କୁ ଦେଶର ଘରେ ଘରେ କୋଣେ କୋଣେ ଦେଇଛି ଏକ ସ୍ୱତନ୍ତ୍ର…

ବଢ଼ିଲା ଯୁକ୍ତ ୨ ନାମଲେଖା ଅବଧି

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଯୁକ୍ତ ୨ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ ଅବଧିକୁ ବଢ଼ାଇ ଦିଆଯାଇଛି। ଅଗଷ୍ଟ ୨୫ ଯାଏ ହେବାକୁ ଥିବା ନାମଲେଖାକୁ ୩୦ ଯାଏ ବୃଦ୍ଧି କରାଯାଇଛି। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଲାଗି ସେପ୍ଟେମ୍ବର ୮ରୁ ୧୦ ମଧ୍ୟରେ ନିଷ୍ପତ୍ତି…

ଜିନ୍‌ଜିଆଙ୍ଗରେ ଲକ୍‌ଡାଉନ

ବେଜିଂ,୨୦।୮: ଚାଇନାର ପଶ୍ଚିମ ଭାଗରେ ଥିବା ଜିନ୍‌ଜିଆଙ୍ଗ ପ୍ରଦେଶରେ କୋଭିଡ୍‌ ସଂକ୍ରମଣ ଦ୍ରୁତ ବୃଦ୍ଧି ପାଉଥିବାରୁ ସରକାର ସେଠାରେ ଲକ୍‌ଡାଉନ ଲାଗୁ କରିଛନ୍ତି। ଜିରୋ କୋଭିଡ୍‌ ନୀତି କାର୍ଯ୍ୟକାରୀ କରିବା ଲାଗି ଉକ୍ତ ଅଞ୍ଚଳକୁ ସରକାର ଏକ ପ୍ରତିନିଧି ଦଳ ପଠାଇଛନ୍ତି।…

ରାଜଧାନୀରେ ହସ୍ପିଟାଲ ଛାତରୁ ଡେଇଁ ରୋଗୀଙ୍କ ଜୀବନ ଗଲା

ଭୁବନେଶ୍ୱର,୨୦ା୮(ବ୍ୟୁରୋ): ରାଜଧାନୀସ୍ଥିତ ଏମ୍ସ ହସ୍ପିଟାଲ ଛାତରୁ ଡେଇଁ ଶନିବାର ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପୁରୀ ଅଞ୍ଚଳର ମହେନ୍ଦ୍ର ସ୍ବାଇଁ। ସେ କିଛିଦିନ ଧରି ଏମ୍ସ ସର୍ଜରୀ ବିଭାଗର ପଞ୍ଚମ ମହଲାରେ ଚିକିତ୍ସିତ ହେଉଥିଲେ। ସାଙ୍ଗରେ ତାଙ୍କ…

ଅବହେଳାରୁ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ

ମାଲକାନଗିରି,୨୦।୮(ଡି.ଏନ୍‌.ଏ.): ମାଲକାନଗିରି ସଦର ବ୍ଲକ ପାଣ୍ଡ୍ରିପାଣି ଆଶ୍ରମ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ପରିବାର ଓ ଗ୍ରାମବାସୀ ବିଦ୍ୟାଳୟ ମାଟ୍ରୋନ ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦାୟୀ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଉକ୍ତ ବିଦ୍ୟାଳୟର ଛାତ୍ରାବାସରେ…

ବ୍ରିଜ୍‌ରୁ ନଦୀକୁ ଡେଇଁପଡିଲେ ଯୁବତୀ

କଣିହାଁ,୨୦।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲ ଥାନା ବ୍ରାହ୍ମଣୀ ନଦୀରେ ଥିବା ସମଲ ବ୍ୟାରେଜଠାରେ ଶନିବାର ବ୍ରିଜ୍‌ ଉପରୁ ନଦୀକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ…

ଉବୁଟୁବୁ ଦାରିଙ୍ଗବାଡ଼ି: ରାସ୍ତାରେ ୪ଫୁଟ୍‌ର ପାଣି

ଦାରିଙ୍ଗବାଡ଼ି,୨୦।୮(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୮ସୁଦ୍ଧା ୫୩ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବ୍ଳକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ପ୍ରବଳ ବର୍ଷା ଯୋଗୁ ତିଲୋରୀ ପଞ୍ଚାୟତ ସାମନବାଡ଼ି ନିକଟ ପୋଲକୁ…

ଜବଲପୁରରେ ବ୍ୟାପିଲା ଡେଙ୍ଗୁ, ମ୍ୟାଲେରିଆ, ଚିକେନଗୁନିଆ: ଦେଢ଼ମାସରେ ୪୫ ଆକ୍ରାନ୍ତ ଚିହ୍ନଟ

ଜବଲପୁର,୨୦।୮: ମଧ୍ୟପ୍ରଦେଶରେ ହେଉଥିବା ଲଗାଣ ବର୍ଷା ଯୋଗୁ ଅନେକ ରୋଗ ବ୍ୟାପିବାରେ ଲାଗିଛି। ବର୍ଷା ଯୋଗୁ ଅନେକ ସ୍ଥାନରେ ପାଣି ଜମା ରହୁଥିବାରୁ ଡେଙ୍ଗୁ, ମ୍ୟାଲେରିଆ ଏବଂ ଚିକେନଗୁନିଆ ଭଳି ରୋଗ ବ୍ୟାପୁଛି। ଗତ ଏକ ମାସ ମଧ୍ୟରେ ଜବଲପୁରରେ ଡେଙ୍ଗୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri