ସ୍ତ୍ରୀଙ୍କ ଠାରୁ ଖୁବ୍ ଅଳ୍ପ ଟଙ୍କା ଧାର ନେଇଥିଲେ ଏହି ଅଭିନେତା, ଜାଣନ୍ତୁ କାହିଁକି …
ଏକଦା ବଲିଉଡରେ ସୈଫ ଅଲ୍ଲୀ ଖାନ ଏବଂ ଅମ୍ରିତା ସିଂଙ୍କ ଯୋଡ଼ି ଚର୍ଚ୍ଚାରେ ଥିଲା । ଉଭୟେ ୧୯୯୧ରେ ନିଜ ପରିବାର ବିରୋଧରେ ଯାଇ ବିବାହ ବିବାହ କରିଥିଲେ। ସୈଫ ଅମ୍ରିତାଠାରୁ ୧୨ ବର୍ଷ ସାନ। କେବଳ ଏତିକି ନୁହେଁ, ଉଭୟଙ୍କ…
କ୍ରୁନାଲ ପାଣ୍ଡ୍ୟାଙ୍କୁ ପୁଣି ଏକ ଝଟ୍କା
ନୂଆଦିଲ୍ଲୀ,୨୩।୮: ପ୍ରଥମେ ଭାରତୀୟ କ୍ରିକେଟ ଟିମ୍ରୁ ବାହାରିିଥିବା କ୍ରୁନାଲ ପାଣ୍ଡ୍ୟାଙ୍କୁ ପୁଣି ଏକ ଝଟ୍କା ଲାଗିଛି। ୩୧ ବର୍ଷୀୟ ଏହି କ୍ରିକେଟର ରୟାଲ ଲଣ୍ଡନ ଓ୍ବାନ୍ ଡେ କପ୍ରୁ ବାଦ୍ ପଡ଼ିଛନ୍ତି। ସେ ଏହି ଟୁର୍ନାମେଣ୍ଟରେ ଇଂଲିଶ କାଉଣ୍ଟିଂ ଓ୍ବାର୍ଓ୍ବିକ୍ସାୟାରର ଅଂଶ…
ରନଓ୍ବେରେ ବିମାନରେ ଯାନ୍ତ୍ରିକ ତ୍ରୁଟି: ନୌସେନା ସହାୟତାରେ ଯାତ୍ରୀ ଉଦ୍ଧାର
ପଣଜୀ,୨୩।୮: ଗତ କିଛି ଦିନରୁ ବିମାନରେ ତ୍ରୁଟିପୂର୍ଣ୍ଣ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇଛି। ପ୍ରତ୍ୟେକ ଦିନ ଏସମ୍ପର୍କିତ ଖବର ସାମ୍ନାକୁ ଆସୁଛି। ଇତିମଧ୍ୟରେ ଗୋଆରୁ ମୁମ୍ବାଇ ଯାଉଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବା ଜଣାପଡ଼ିଛି। ଗୋଆ ବିମାନ ବନ୍ଦରର…
ସୁଧୁରୁଛି ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥା: ଝିଅ ଅନ୍ତରା ଦେଲେ ହେଲ୍ଥ ଅପଡେଟ୍
ନୂଆଦିଲ୍ଲୀ,୨୩।୮: ବଲିଉଡ୍ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ଗତ ୧୩ଦିନ ହେଲାଣି ଚେତା ଫେରିନାହିଁ। ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲର ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଛି। ରାଜୁଙ୍କ ଆଶୁ ଆରୋଗ୍ୟ ପାଇଁ ସମଗ୍ର ଦେଶ, ପ୍ରଶଂସକ ଓ ପରିବାରଲୋକେ ପ୍ରାର୍ଥନା କରୁଛନ୍ତି। ତାଙ୍କ…
ଭାରତ ପାଇଁ ଖେଳିବାକୁ ତ ସୁଯୋଗ ମିଳୁଛି ଭାବି ନିଜକୁ ବୁଝାଇ ଦିଏ: ଅକ୍ଷର ପଟେଲ
ହରାରେ,୨୩।୮: ଦୁଇଟି ମ୍ୟାଚ୍ ଖେଳି ଦଳରୁ ବାଦ୍ ପଡ଼ିଲେ ଖେଳାଳିଙ୍କୁ କଷ୍ଟ ହୋଇଥାଏ। ହେଲେ ଟିମ୍ ଇଣ୍ଡିଆ ଅଲରାଉଣ୍ଡର ଅକ୍ସର ପଟେଲ ତାଙ୍କୁ ମିଳୁଥିବା ପ୍ରତ୍ୟେକ ସୁଯୋଗକୁ ପୁଞ୍ଜି କରି ରଖିବାକୁ ଚାହୁଁଛନ୍ତି। ୨୦୧୪ରୁ ଦିନିକିଆ କ୍ରିକେଟରେ ୫୦ରୁ ଅଧିକ ଉଇକେଟ…
ହାଇକୋର୍ଟ ଗଲେ ପ୍ରକୃତି
ଭୁବନେଶ୍ୱର,୨୩।୮(ବ୍ୟୁରୋ): ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଓଲିଉଡ୍ ଅଭିନେତ୍ରୀ ପ୍ରକୃତି ମିଶ୍ର। ଅଭିନେତା ବାବୁଶାନଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ଏବଂ ଶ୍ୱଶୂରଙ୍କ ନାଁରେ କରିଥିବା ଏତଲା ଉପରେ କାର୍ଯ୍ୟନୁଷ୍ଠାନ ହେଉନଥିବାରୁ ସେ ହାଇକୋର୍ଟ ଯାଇଥିବା ଜଣାପଡିଛି। ତେବେ ଏହି ଏତଲାରେ ପୋଲିସ କୌଣସି…
ବେଆଇନ୍ ଅର୍ଥ କାରବାର ମାମଲାରେ ସତୈନ୍ଦ୍ରଙ୍କ ସ୍ତ୍ରୀଙ୍କୁ ମିଳିଲା ଜାମିନ୍
ନୂଆଦିଲ୍ଲୀ,୨୩।୮: ବେଆଇନ୍ ଅର୍ଥ କାରବାର ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମନ୍ତ୍ରୀ ସତୈନ୍ଦ୍ର ଜୈନଙ୍କ ସ୍ତ୍ରୀ ପୁନମ ଜୈନଙ୍କୁ ରୋଜ ଏଭିନ୍ୟୁ କୋର୍ଟ ମଙ୍ଗଳବାର ଜାମିନ୍ ପ୍ରଦାନ କରିଛନ୍ତି। ସତୈନ୍ଦ୍ର ଜୈନ ମଧ୍ୟ ନୂତନ ଜାମିନ୍ ଆବେଦନ କରିଛନ୍ତି, ତେବେ ଆସନ୍ତା…
ବିକ୍ରମ ଦୋରାଇସ୍ବାମୀ ଇଂଲଣ୍ଡରେ ଭାରତର ନୂଆ ହାଇ କମିଶନର ନିଯୁକ୍ତ…
ନୂଆଦିଲ୍ଲୀ, ୨୩।୮ : ଅଭିଜ୍ଞ କୂଟନୀତିଜ୍ଞ ବିକ୍ରମ କେ. ଦୋରାଇସ୍ବାମୀ ମଙ୍ଗଳବାର ବ୍ରିଟେନରେ ଭାରତର ନୂତନ ହାଇ କମିଶନର ଭାବରେ ନିଯୁକ୍ତ ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ରଣନୀତିକ ସମ୍ପର୍କକୁ ଦୃଷ୍ଟିରେ ରଖି ଏହା ଏକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି…
ଭାବବିହ୍ବଳ ହେଲେ ହିନା
ବମ୍ବେ: ଭାବବିହ୍ବଳ ହୋଇଛନ୍ତି ଅଭିନେତ୍ରୀ ହିନା ଖାଁ। ବାପାଙ୍କୁ ହରାଇବା ପରେ ଏବେ ମା’ ହିଁ ତାଙ୍କର ସବୁକିଛି। ହିନାଙ୍କ ସୁଖଦୁଃଖରେ, ହାରଜିତ୍ରେ ସେ ଏବେ ହିନାଙ୍କ ଛାଇ ଭଳି ରହିଛନ୍ତି। ଏଥିପାଇଁ ତ ଆଜି ମା’ ରୁକ୍ସାନା ଅସଲମ ଖାଁଙ୍କ…
ବିଲେଇ ନା ବ୍ୟାଙ୍କ କ୍ୟାସିଅର! ଏମିତି ଟଙ୍କା ଗଣୁଛି ଯେ ଭିଡିଓ ଦେଖିଲେ…
ଆଜିର ଅତ୍ୟାଧୁନିକ ଯୁଗରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସଂଖ୍ୟା ଅଧିକ। ଏଥିପାଇଁ ତ କିଛି ବି ଅଜବ ଘଟଣା କେଇଁ ମୂହୁର୍ତ୍ତରେ ଭାଇରାଲ ହୋଇଯାଏ। ସେଥିରୁ କିଛି ମଜାଦାର ହୋଇଥିବା ବେଳେ କିଛି ଆଶ୍ଚର୍ଯ୍ୟକର। ଏହି କ୍ରମରେ ଏବେ ଏକ ବିଲେଇର…
୪ ଜିଲାରେ ପ୍ରବଳ ବର୍ଷିବ: ଅରେଞ୍ଜ ଓ୍ବାର୍ନିଂ ଜାରି
ଭୁବନେଶ୍ୱର,୨୩।୮(ବ୍ୟୁରୋ): ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଜିଲାଗୁଡିକ ହେଲା ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୁରଭଞ୍ଜ। ଏହି ଜିଲାଗୁଡିକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ…
ଅଭିନେତା ନୁହେଁ ଅଭିନେତ୍ରୀ ଲୁକରେ ନୱାଜୁଦ୍ଦିନ
ମୁମ୍ବାଇ: ଲୋକେ କୁହନ୍ତି ପ୍ରଥମ ଇମ୍ପ୍ରେଶନ ସବୁଠାରୁ ଇମ୍ପୋଟାଣ୍ଟ ହୋଇଥାଏ । ଆଉ ଏକଥାର ପ୍ରମାଣ ମିଳିଛି ନୱାଜୁଦ୍ଦିନ ସିଦ୍ଦିକିଙ୍କ ନୂଆ ଫିଲ୍ମର ମୋଶନ ପୋଷ୍ଟରରେ । ନିର୍ଦ୍ଦେଶକ ଅକ୍ଷୟ ଅଜୟ ଶର୍ମାଙ୍କ ଆଗାମୀ ଫିଲ୍ମ ‘ହଡ୍ଡି’ ଦର୍ଶକଙ୍କ ମଧ୍ୟରେ ଏକ୍ସାଇଟମେଣ୍ଟ…
Archives


