Home Left

ଦୁର୍ଦ୍ଦଶା ବେଳେ ପୁଣି ବର୍ଷା

ଭୁବନେଶ୍ୱର,(ବ୍ୟୁରୋ)/ଭୋଗରାଇ, (ଡି.ଏନ.ଏ.) ୨୪।୮: ଲଘୁଚାପ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜ ସମେତ ଉତ୍ତର ଓଡ଼ିଶାର ଅନେକ ଅଞ୍ଚଳ ବନ୍ୟା ପାଣିରେ ଉବୁଟୁବୁ ହେଉଛି। ଜନସାଧାରଣ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ଏଭଳି ସ୍ଥଳେ ପୁଣି ବଡ଼ ବର୍ଷାର ଭୟ ସେମାନଙ୍କ ଚିନ୍ତା ବଢ଼ାଇ…

୩୫୦ରୁ ଊର୍ଦ୍ଧ୍ୱ କଇଁଛ ଉଦ୍ଧାର

କାଲିମେଳା, ୨୪ା୮(ଡି.ଏନ.ଏ.): ଚୋରାରେ କଇଁଛ ବିକ୍ରି ଚାଲିଥିବା ବେଳେ ମାଲକାନଗିରି ଜିଲା କାଲିମେଳା ବନ ବିଭାଗ ଚଡାଉ କରି ବିପୁଳ ପରିମାଣର ଜିଅନ୍ତା କଇଁଛ ଜବତ କରିଛି l ଏହାର ଆନୁମାନିକ ବଜାର ମୂଲ୍ୟ ୨.୫ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ର୍ ହେବ…

ମଙ୍ଗଳରେ ଜଳ ଥିବା ସ୍ଥାନ ଚିହ୍ନଟ

ନୂଆଦିଲ୍ଲୀ,୨୪।୮: ପୃଥିବୀର ନିକଟତମ ଗ୍ରହ ମଙ୍ଗଳରେ ଏକଦା ଜଳ ରହିଥିବା ସମ୍ପର୍କରେ ପୂର୍ବରୁ ସୂଚନା ମିଳିଥିଲା। ତେବେ ଏହି ଜଳ ରହିଥିବା ନିର୍ଦ୍ଦିଷ୍ଟ ସ୍ଥାନର ମ୍ୟାପ୍‌ ପ୍ରଥମ ଥର ପାଇଁ ୟୁରୋପୀୟ ମହାକାଶ ସଂସ୍ଥା (ଇଏସ୍‌ଏ) ପ୍ରକାଶ କରିଛି। ଫଳରେ ଭବିଷ୍ୟତରେ…

ମୁଖ୍ୟ ଶାସନ ସଚିବ ପଦବୀକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୪ା୮(ବ୍ୟୁରୋ): ଅଗଷ୍ଟ ୩୧ ତାରିଖରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କର ବର୍ଦ୍ଧିତ ୬ ମାସିଆ କାର୍ଯ୍ୟକାଳ ଶେଷହେବାକୁ ଯାଉଛି। ତାଙ୍କ ପରେ ଆଗାମୀ ମୁଖ୍ୟ ଶାସନ ସଚିବ କିଏ ହେବେ ସେ ନେଇ ଚର୍ଚ୍ଚା ଜୋର ଧରିଛି। ବିଶ୍ୱାସଭାଜନ…

‘ରାଜ୍ୟରେ ବଡ଼ ନିଯୁକ୍ତିଦାତା ପାଲଟିଛି ବ୍ୟାଙ୍କ’

ଭୁବନେଶ୍ୱର,୨୪।୮: ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଅନେକ ସୁବିଧା ସୁଯୋଗ ରହିଥିବା ଆଇସିଆଇସିଆଇ ବ୍ୟାଙ୍କର ଆଧୁନିକ ଫୋନ୍‌ ବ୍ୟାଙ୍କିଙ୍ଗ୍‌ କେନ୍ଦ୍ରକୁ ଉଦ୍‌ଘାଟନ କରି ସେ ଅତ୍ୟନ୍ତ ଆନନ୍ଦିତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏଥିରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଓ ରୋବୋଟିକ୍ସ ଭଳି…

ବଳାତ୍କାର ଭିଡିଓ ପୋଷ୍ଟକଲେ ଇଟାଲୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

ରୋମ, ୨୪ା୮: ଇଟାଲୀର ପ୍ରଧାନମନ୍ତ୍ରୀ ଦୌଡ଼ରେ ଥିବା ଦକ୍ଷିଣପନ୍ଥୀ ନେତ୍ରୀ ଜିଓରଜିଆ ମେଲୋନି ଟୁଇଟରରେ ୟୁକ୍ରେନୀୟ ମହିଳାଙ୍କ ବଳାତ୍କାର ଭିଡିଓ ପୋଷ୍ଟ କରି ବିବାଦରେ ଫସିଛନ୍ତି। ଏହାକୁ ନେଇ ମେଲୋନିଙ୍କ ବିପକ୍ଷବାଦୀ ରାଜନୈତିକ ଦଳ ସମେତ ମାନବାଧିକାର କର୍ମୀ ସମାଲୋଚନା କରିଛନ୍ତି।…

ସ୍କୁଲ ଫି’ ପାଇଁ ପିଲାଙ୍କୁ ବନ୍ଦୀ

ଭୁବନେଶ୍ୱର, ୨୪ା୮(ବ୍ୟୁରୋ): ସ୍କୁଲ ଫି’ ନ ଦେବାରୁ ଭୁବନେଶ୍ୱର ଘାଟିକିଆସ୍ଥିତ ଏପିଜେ ପବ୍ଲିକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ୩୪ଜଣ ଛାତ୍ରୀଛାତ୍ରଙ୍କୁ ୫ଘଣ୍ଟା ଧରି ବନ୍ଦ ରଖାଯାଇଥିବା ନେଇ ଅଭିଯୋଗ ହୋଇଛି। ଅଭିଭାବକମାନେ ମଙ୍ଗଳବାର ସ୍କୁଲ ଆଗରେ ଧାରଣା ଦେବା ସହିତ…

ପୁରୁଷବନ୍ଧୁ ସୌମ୍ୟଜିତ ଫେରାର ହୋଇଯାଇଥିବା ସନ୍ଦେହ

ଭୁବନେଶ୍ୱର,୨୩ା୮(ବ୍ୟୁରୋ): ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାରସ୍ଥିତ ଇନ୍‌ଫୋସିଟି ଗ୍ରୀନ୍‌ ଆପାର୍ଟମେଣ୍ଟରୁ ସଫ୍ଟୱେର୍‌ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ(୨୬)ଙ୍କ ମୃତଦେହ ମିଳିବା ଘଟଣାକୁ ମଙ୍ଗଳବାର ୬ଦିନ ପୂରିଛି। ଘଟଣାକୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଥିବାବେଳେ ପୁରୁଷବନ୍ଧୁ ସୌମ୍ୟଜିତ ଫେରାର ହୋଇଯାଇଥିବା…

ପାକିସ୍ତାନ ବିପକ୍ଷରେ ଅର୍ଦ୍ଧଶତକ ବି ମାରିଦେଲେ ଲୋକଙ୍କ ମୁହଁ ବନ୍ଦ ହୋଇଯିବ: ଶାସ୍ତ୍ରୀ

ନୂଆଦିଲ୍ଲୀ,୨୩।୮: ଦୀର୍ଘଦିନ ଧରି ବ୍ୟାଟ୍‌ରେ କମାଲ ଦେଖାଇପାରୁନାହାନ୍ତି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ଭାବେ ପରିଗଣିତ ବିରାଟ କୋହଲି। ନଭେମ୍ବର ୨୦୧୯ରେ ସେ ଶେଷ ଅନ୍ତର୍ଜାତୀୟ ମୁକାବିଲା ଖେଳିଥିଲେ। ଏହାପରଠାରୁ ସେ ସଂଘର୍ଷ କରିଆସୁଛନ୍ତି। ସେ ପୁଣିଥରେ ଫର୍ମକୁ ଫେରି ବଡ଼…

ମନୀଷ ସିସୋଡିଆଙ୍କ ଅଡୁଆ ଆହୁରି ବଢ଼ିଲା: ମନିଂ ଲଣ୍ଡରିଂ ମାମଲା ରୁଜୁ କଲା ଇଡି

ନୂଆଦିଲ୍ଲୀ,୨୩।୮: ବଢ଼ିଲା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡ଼ିଆଙ୍କ ଅଡ଼ୁଆ। ଅବକାରୀ ନୀତି ୨୦୨୧-୨୨ରେ ଅନିୟମିତତା ହୋଇଥିବା ଅଭିଯୋଗରେ ପ୍ରବର୍ତ୍ତନ ନର୍ଦ୍ଦେଶାଳୟ(ଇଡି) ପକ୍ଷରୁ ମନି ଲଣ୍ଡରିଂ ମାମଲା ରୁଜୁ କରାଯାଇଛି। ପୂର୍ବରୁ ଏହି ଘଟଣାରେ ସିବିଆଇ ମାମଲା ରୁଜୁ କରି ସିସୋଦିଆଙ୍କ ଘରେ…

ଆଇସିସି ଦିନିକିଆ ଟିମ୍‌ ର଼୍ୟାଙ୍କିଙ୍ଗ: ୩ୟ ସ୍ଥାନ ବଜାୟ ରଖିଲା ଭାରତ

ଦୁବାଇ, ୨୩ା୮: ଆଇସିସିର ଦିନିକିଆ ଟିମ୍‌ ର଼୍ୟାଙ୍କିଙ୍ଗ ପ୍ରକାଶ ପାଇଛି। ଜିମ୍ବାଓ୍ବେ ବିପକ୍ଷରେ କ୍ଲିନ ସୁଇପ୍‌ ଯୋଗୁ ଭାରତ ଏହାର ୩ୟ ସ୍ଥାନ ବଜାୟ ରଖିପାରିଛି। ବର୍ତ୍ତମାନ ଭାରତର ରେଟିଂ ପଏଣ୍ଟ ୧୧୧ରେ ପହଞ୍ଚିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସିରିଜ ବିଜୟ ସହ…

ଅକ୍ଷୟଙ୍କ ଫିଲ୍ମର ମଜା ଉଡାଇଲେ ଉର୍ଫି; କହିଲେ ଏହା ୩୦ ବର୍ଷ ପରେ କାହିଁକି ରିଲିଜ ହେଲା…

ବମ୍ବେ: ଗୋଟିଏ ପଟେ ବଏକଟ ଟ୍ରେଣ୍ଡ ବଲିଉଡ୍‌ ଫିଲ୍ମ ନିିର୍ମାତାମାନଙ୍କ ନିଦ ହଜାଇଥିବା ବେଳେ ଫିଲ୍ମର କାହାଣୀ ଯୋଗୁ କିଛି ଦର୍ଶକଙ୍କ ଏଥିରୁ ମୁହଁ ଫେରାଇ ନେଉଛନ୍ତି। ଏହି କ୍ରମରେ ଲଗାତାର ଭାବେ ବକ୍ସଅଫିସ୍‌ରେ ଫ୍ଲପ ହେଉଛନ୍ତି ଖିଲାଡି କିଙ୍ଗ ଅକ୍ଷୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri