Home Left

ନୁପୂରଙ୍କୁ ରାଜ୍‌ ଠାକ୍‌ରେଙ୍କ ସମର୍ଥନ

ମୁମ୍ବାଇ,୨୪।୮: ଏକ ନ୍ୟୁଜ୍‌ ଚ୍ୟାନେଲରେ ବିତର୍କ ବେଳେ ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଭାଜପାରୁ ନିଲମ୍ବିତ ହୋଇଥିବା ମୁଖପାତ୍ର ନୁପୂର ଶର୍ମାଙ୍କୁ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଠାକ୍‌ରେ ସମର୍ଥନ ଜଣାଇଛନ୍ତି। ନୁପୂର ତାଙ୍କ ମନରୁ…

ଅମିତାଭ ବଚ୍ଚନଙ୍କୁ ପୁଣି କରୋନା

ମୁମ୍ବାଇ,୨୪।୮: ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ଦ୍ୱିତୀୟ ଥର ପାଇଁ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ଟୁଇଟର ଯୋଗେ ଏହି ସୂଚନା ଦେଇଛନ୍ତି। ଏଥିସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କୋଭିଡ୍‌ ପରୀକ୍ଷା କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି। ଏହା…

ବନ୍ୟାଞ୍ଚଳରେ ଜନ୍ମ ହୋଇଛନ୍ତି ୨୫୫ ଶିଶୁ

ଭୁବନେଶ୍ୱର, ୨୪।୮(ବ୍ୟୁରୋ): ରାଜ୍ୟର ୧୩ ଜିଲା ଏବେ ବନ୍ୟା ପ୍ରଭାବିତ ହୋଇଛି। କେଉଁଠି ଘରେ ପାଣି ପଶିଛି ତ ଆଉ କେଉଁଠାରେ ପୂରା ଗାଁ ଜଳଘେରରେ ରହିଛି। ସେହିପରି ବହୁ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଏପରି ସ୍ଥିତିରେ ଗର୍ଭବତୀଙ୍କୁ ସୁରକ୍ଷା…

ସେପ୍ଟେମ୍ବର ୧୩କୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ, ୨୪।୮(ବ୍ୟୁରୋ): ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଲୋକାୟୁକ୍ତ ପକ୍ଷରୁ ସୁପ୍ରିମକୋର୍ଟରେ ଆଗତ ମାମଲାର ଶୁଣାଣି ସେପ୍ଟେମ୍ବର ୧୩କୁ ଘୁଞ୍ଚତ୍ଛି। ବିଚାରପତି ଅଜୟ ରସ୍ତୋଗୀ ଏବଂ ଅଭୟ ଏସ୍‌. ଓକାଙ୍କୁ ନେଇ ଗଠିତ ଖଣ୍ଡପୀଠରେ…

୧୮, ୭୭୦ ଗୃହପାଳିତ ପ୍ରାଣୀ ପ୍ରଭାବିତ

ଖୋର୍ଦ୍ଧା ଅଫିସ,୨୪ା୮: ଖୋର୍ଦ୍ଧା ଜିଲାରେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ପ୍ରଶାସନର କ୍ଷୟକ୍ଷତି ରିପୋର୍ଟ ଅନୁଯାୟୀ ଖୋର୍ଦ୍ଧା, ବେଗୁନିଆ ଓ ଜଟଣୀ ବ୍ଲକର ୧୩ଟି ପଞ୍ଚାୟତରେ ବନ୍ୟା ପାଣି ମାଡିଛି। ଜିଲାର ୪୭ଟି ଗଁା ପ୍ରଭାବିତ ହୋଇଥିବା ବେଳେ ୨୨ହଜାର…

ସହାୟତା ଆଳରେ ପ୍ରଚାର ନ ହେଉ

ପୁରୀ ଅଫିସ,୨୪।୮: ପୁରୀ ଜିଲାର ଅଧିକାଂଶ ଅଞ୍ଚଳରେ ବନ୍ୟାର ବିଭୀଷିକା ଦେଖାଯାଇଥିବା ବେଳେ ଏବେ ବି ହଜାର ହଜାର ଲୋକ ବନ୍ୟାଜଳ ଘେରରେ ରହିବା ସହ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସମୟରେ ପ୍ରଶାସନ ପକ୍ଷରୁ ସହାୟତା ଦିଆଯାଉଥିବାବେଳେ ତାହା…

ବନ୍ୟପ୍ରାଣୀ ବ୍ଲଗର ଗିରଫ

ସମ୍ବଲପୁର,୨୪ା୮(ବ୍ୟୁରୋ): ବନ୍ୟପ୍ରାଣୀ ପ୍ରେମୀ ଭାବେ ବିଭିନ୍ନ ସୋସିଆଲ ମିଡିଆରେ ଜଣାଶୁଣା ଅନେକ ବ୍ୟକ୍ତି ଭିତିରିଆ ଭାବେ ପ୍ରାଣୀ ଚୋରା ଚାଲାଣ ବ୍ୟବସାୟରେ ଲିପ୍ତ ରହୁଛନ୍ତି। ଏଭଳି ଜଣେ ୟୁଟ୍ୟୁବ୍‌ ବ୍ଳଗର୍‌ ସମ୍ବଲପୁର ଜିଲା ଧମା ଥାନା ପାଞ୍ଚଫୁଟ ଗ୍ରାମର ରାମଚନ୍ଦ୍ର ରଣାଙ୍କୁ…

ଏନଡିଟିଭିର ଅଂଶଧନ କିଣିବ ଆଦାନୀ ଗ୍ରୁପ

ଭୁବନେଶ୍ୱର,୨୪।୮: ଆଦାନୀ ଗ୍ରୁପର ସହଯୋଗୀ କମ୍ପାନୀ ଏଏମ୍‌ଜି ମିଡିଆ ନେଟର୍ଓ୍‌କ ଲିମିଟେଡ୍‌ ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଏନ୍‌ଡିଟିଭିର ଅଂଶଧନ କିଣିବାକୁ ଘୋଷଣା କରିଛି। ଏପରି କି ଆଦାନୀ ଗ୍ରୁପ୍‌ ଏନ୍‌ଡିଟିଭି ଅର୍ଥାତ ନୂଆଦିଲ୍ଲୀ ଟେଲିଭିଜନ ଲିମିଟେଡରେ ପରୋକ୍ଷ ଭାବେ ୨୯.୧୮%…

ଜେଲ ଫେରିପାରନ୍ତି ୧୧ ଦୋଷୀ

ନୂଆଦିଲ୍ଲୀ,୨୪ା୮: ଗୁଜରାଟର ବିଲ୍‌କିସ୍‌ ବାନୋଙ୍କୁ ବଳାତ୍କାର ଓ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟା କରି ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କ ଦଣ୍ଡାଦେଶ ମାଫ କରିବା ମାମଲାର ଶୁଣାଣି ପାଇଁ ମଙ୍ଗଳବାର ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଗୁଜରାଟ ସରକାରଙ୍କ ସ୍ବତନ୍ତ୍ର…

ଦୁର୍ଦ୍ଦଶା ବେଳେ ପୁଣି ବର୍ଷା

ଭୁବନେଶ୍ୱର,(ବ୍ୟୁରୋ)/ଭୋଗରାଇ, (ଡି.ଏନ.ଏ.) ୨୪।୮: ଲଘୁଚାପ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜ ସମେତ ଉତ୍ତର ଓଡ଼ିଶାର ଅନେକ ଅଞ୍ଚଳ ବନ୍ୟା ପାଣିରେ ଉବୁଟୁବୁ ହେଉଛି। ଜନସାଧାରଣ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ଏଭଳି ସ୍ଥଳେ ପୁଣି ବଡ଼ ବର୍ଷାର ଭୟ ସେମାନଙ୍କ ଚିନ୍ତା ବଢ଼ାଇ…

୩୫୦ରୁ ଊର୍ଦ୍ଧ୍ୱ କଇଁଛ ଉଦ୍ଧାର

କାଲିମେଳା, ୨୪ା୮(ଡି.ଏନ.ଏ.): ଚୋରାରେ କଇଁଛ ବିକ୍ରି ଚାଲିଥିବା ବେଳେ ମାଲକାନଗିରି ଜିଲା କାଲିମେଳା ବନ ବିଭାଗ ଚଡାଉ କରି ବିପୁଳ ପରିମାଣର ଜିଅନ୍ତା କଇଁଛ ଜବତ କରିଛି l ଏହାର ଆନୁମାନିକ ବଜାର ମୂଲ୍ୟ ୨.୫ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ର୍ ହେବ…

ମଙ୍ଗଳରେ ଜଳ ଥିବା ସ୍ଥାନ ଚିହ୍ନଟ

ନୂଆଦିଲ୍ଲୀ,୨୪।୮: ପୃଥିବୀର ନିକଟତମ ଗ୍ରହ ମଙ୍ଗଳରେ ଏକଦା ଜଳ ରହିଥିବା ସମ୍ପର୍କରେ ପୂର୍ବରୁ ସୂଚନା ମିଳିଥିଲା। ତେବେ ଏହି ଜଳ ରହିଥିବା ନିର୍ଦ୍ଦିଷ୍ଟ ସ୍ଥାନର ମ୍ୟାପ୍‌ ପ୍ରଥମ ଥର ପାଇଁ ୟୁରୋପୀୟ ମହାକାଶ ସଂସ୍ଥା (ଇଏସ୍‌ଏ) ପ୍ରକାଶ କରିଛି। ଫଳରେ ଭବିଷ୍ୟତରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri