Home Left

ଘର ଆଜବେଷ୍ଟ ଉପରେ ସିଂହ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ରୂପା ଛାଉଣିରେ ଝଲସୁଛି କଳାହାଟ ଦ୍ୱାର

ପୁରୀ ଅଫିସ,୧୨।୭ ଶ୍ରୀମନ୍ଦିର ଜଗମୋହନରୁ ଗର୍ଭଗୃହକୁ ସଂଯୋଗ କରୁଥିବା କଳାହାଟ ଦ୍ୱାରରେ ରୂପା ଛାଉଣି ହୋଇଛି । ରୂପା ଚାଦର ବିଛାଯିବା ପରେ କଳାହାଟ ଦ୍ୱାର ମହାପ୍ରଭୁଙ୍କୁ ଅପେକ୍ଷା କରିଛି । ରୂପା ଚାଦର ଦ୍ୱାରା ଜଗମୋହନ ଆଉ ଗର୍ଭଗୃହ ଝଲସି…

କରଣଙ୍କୁ ନେଇ ରଣବୀରଙ୍କୁ ସତର୍କ କରିଥିଲେ ବାପା, କାରଣ ଜାଣିଲେ…

ବଲିଉଡ୍‌ ଅଭିନେତା ରଣବୀର କପୁର ବର୍ତ୍ତମାନ ତାଙ୍କ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅନ୍ୟପଟେ ରଣବୀର ପ୍ରଥମ ଥର ଆଲିଆ ଭଟ୍ଟଙ୍କ ସହ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ବର୍ତ୍ତମାନ ରଣବୀର କପୁର ଫିଲ୍ମ ‘ଶମଶେରା’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଫିଲ୍ମ…

‘କାହାରିକୁ ସମର୍ଥନ କରି ମୋ ସୁଯୋଗ ହରାଇବାକୁ ଚାହୁଁନାହିଁ ’

ଲଣ୍ଡନ,୧୨।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବୋରିସ୍‌ ଜନ୍‌ସନ୍‌ ଏହି ପଦ ପାଇଁ କୌଣସି ପ୍ରାର୍ଥୀଙ୍କୁ ସମର୍ଥନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଗତ ଗୁରୁବାର ପଦରୁ ହଟିଥିବା ବୋରିସ୍‌ ଲଣ୍ଡନର ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ବର୍ତ୍ତମାନ…

ବ୍ରେକ୍‌ଅପ୍‌ ପରେ ବୋଲ୍ଡ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ର୍ରୀ ସୁସ୍ମିତା ସେନ୍‌ ଇଣ୍ଡଷ୍ଟ୍ରିରେ ନିଜର ସୁନ୍ଦର ଚେହେରା ଏବଂ ବୋଲ୍ଡନେସ୍‌କୁ ନେଇ ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି। ସୁସ୍ମିତା ପ୍ରଫେଶନାଲ ଲାଇଫ୍‌ଠାରୁ ଆରମ୍ଭ କରି ପର୍ସନାଲ ଲାଇଫ୍‌ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ସୁସ୍ମିତା ପ୍ରେମ ସମ୍ପର୍କକୁ ନେଇ…

‘ଲାଇଗର୍‌’ର ପ୍ରଥମ ଗୀତ ରିଲିଜ୍‌

ସାଉଥ ସୁପରଷ୍ଟାର ବିଜୟ ଦେବରାକୋଣ୍ଡା ଏବଂ ଅନନ୍ୟା ପାଣ୍ଡେଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଲାଇଗର୍‌’ର ପ୍ରଥମ ଗୀତ ‘ଅକଡି ପକଡି’ ରିଲିଜ୍‌ ହୋଇଛି। ପ୍ରଥମ ଗୀତରେ ବିଜୟ ଏବଂ ଅନନ୍ୟାଙ୍କ କେମେଷ୍ଟ୍ରି ମଧ୍ୟ ଦେଖିବାକୁ ମିଳୁଛି । ଯାହାକୁ ଦେଖିବା ପରେ…

ଟୋଲ୍‌ପ୍ଲାଜା କର୍ମଚାରୀଙ୍କ ସହ ଝଗଡା କଲେ ‘ଦ ଗ୍ରେଟ୍‌ ଖଲି’

ନୂଆଦିଲ୍ଲୀ,୧୨।୭: ଡବ୍ଲ୍ୟୁଡବ୍ଲ୍ୟୁଇର ପୂର୍ବତନ ଚାମ୍ପିଅନ୍‌ ‘ଦି ଗ୍ରେଟ ଖଲି’ ଅର୍ଥାତ ଦଲିପ ସିଂ ରାଣା ବିବାଦରେ ଛନ୍ଦି ହୋଇପଡିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଟୋଲ୍‌ପ୍ଲାଜା କର୍ମଚାରୀଙ୍କ ସହ ଝଗଡା କରୁଥିବା ଦେଖିବାକୁ…

ପ୍ରବଳ ବର୍ଷା: ଦିଲ୍ଲୀ ଏନ୍‌ସିଆର୍‌ରେ ଅରେଞ୍ଜ ଓ୍ବାର୍ନିଂ ଜାରି

ନୂଆଦିଲ୍ଲୀ,୧୨।୭: ମଙ୍ଗଳବାର ସକାଳେ ଦିଲ୍ଲୀ ଏନ୍‌ସିଆର୍‌ରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଦିଲ୍ଲୀକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଥିଲା। ପ୍ରବଳ ବର୍ଷା ଯୋଗୁ ଦିଲ୍ଲୀରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଏପରି କି…

ଘରେ ଯଦି ମହମବତି ଜାଳିବା…

ଆପଣ ଜାଣନ୍ତି କି ମହମବତି ଛୋଟ ଜିନିଷଟିଏ ହେଲେ ବି ଏହାର କେତେକ ଗୁଣ ରହିଛି, ଯଦ୍ଦ୍ବାରା ଆପଣଙ୍କ ଜୀବନରେ ବଡ଼ ସମସ୍ୟାକୁ ଖୁବ୍‌ ସହଜରେ ସମାଧାନ ହୋଇପାରିବ। ଫେଙ୍ଗ୍‌ଶ୍ୱେ ଅନୁସାରେ ଘରକୁ ଯଦି କୌଣସି ସମସ୍ୟା ଆସୁଥାଏ ତେବେ ଏହାକୁ…

ହଳଦୀ ଫେସ୍‌ ପ୍ୟାକ୍‌

ହଳଦୀ ଆମ ସ୍ବାସ୍ଥ୍ୟ ଓ ସ୍କିନ୍‌ ଦୁଇଟି ପାଇଁ ବହୁ ଅଧିକ ଜରୁରୀ। ଏହାକୁ ଖାଇବା ଏବଂ ଫେସ୍‌ପ୍ୟାକ୍‌ ରୂପେ ବ୍ୟବହାର କରିବା ଦ୍ୱାରା ତ୍ୱଚା ସଫା, ଦାଗହୀନ ତ୍ୱଚା ଆପଣ ପାଇ ପାରିବେ। ଏହା ବ୍ୟତୀତ ହଳଦୀ ଫେସ୍‌ପ୍ୟାକ୍‌ ଲଗାଇବା…

ରେନି ସିଜନରେ ଡ୍ରେସ୍‌

ବର୍ଷା ଋତୁ ଆରମ୍ଭ ହୋଇଗଲାଣି। ଏଥିରେ ଯଦି ଆପଣ କୌଣସି ଡ୍ରେସ୍‌ ପିନ୍ଧୁଛନ୍ତି ଦେଖିଚାହିଁ ପିନ୍ଧିବାକୁ ପଡ଼ିଥାଏ। କାରଣ ଏହି ସିଜନ୍‌ରେ ଯଦି ଡ୍ରେସ୍‌ ଓଦା ହୋଇଗଲା ତେବେ ଶୁଖିବା ପାଇଁ ଅଧିକ ସମୟ ଲାଗେ । ଥରେ ଯଦି ଡ୍ରେସ୍‌…

ସହକାରୀ ଯନ୍ତ୍ରୀଙ୍କ ୨୮ ପ୍ଲଟ୍‌, ୩ କୋଠା ଠାବ

ଢେଙ୍କାନାଳ ଅଫିସ,୧୨।୭: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡ଼ା ସବ୍‌ ଡିଭିଜନର ଗ୍ରାମ୍ୟ ଉନ୍ନୟନ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଦୁଷ୍ମନ୍ତ ଦେହୁରୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ମଙ୍ଗଳବାର ଚଢାଉ କରାଯାଇଥିଲା। ଏହି ଚଢାଉ ବେଳେ ଏଯାବତ୍‌ ସହକାରୀ ଯନ୍ତ୍ରୀଙ୍କ ବିପୁଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri