ରୁଚିକାଙ୍କ ଆତ୍ମହତ୍ୟା ମାମଲା: ର଼୍ୟାଗିଂ ନେଇ କୌଣସି ତଥ୍ୟ ମିଳି ନ ଥିବା କହିଲେ ଡିସିପି
ଭୁବନେଶ୍ୱର,୧୨।୭(ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ଭୁବନେଶ୍ୱର ଡିସିପି ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀ ଡାକିଥିଲେ। ଏଥିରେ ସେ ର଼୍ୟାଗିଂ ପ୍ରମାଣ ଏ ପର୍ଯ୍ୟନ୍ତ ମିଳି ନଥିବା କହିଛନ୍ତି । ତାଙ୍କ ହଷ୍ଟେଲର ସାଙ୍ଗମାନେ ର଼୍ୟାଗିଂ ହେଇନହିଁ…
ତହସିଲଦାରଙ୍କ ବଦଳି ଦାବିରେ ବିକ୍ଷୋଭ
ଗଞ୍ଜାମ,୧୨ା୭(ଡି.ଏନ୍.ଏ.): ବିଭିନ୍ନ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକଙ୍କ ପାଇଁ ଅଡୁଆ ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି। ତ୍ରିବେଣୀ ମଠ ଛକଠାରେ ଦୀର୍ଘ ୭୦ ବର୍ଷରୁ ଊର୍ଦ୍ଧ୍ୱ ରହିଆସୁଥିବା କନ୍ଧ ଶତପଥୀଙ୍କ ଘର ଭାଙ୍ଗିବାକୁ…
ବ୍ଲେଡ୍ରେ ପ୍ରସ୍ତୁତ ଡ୍ରେସ୍ ପିନ୍ଧିଲେ ଉର୍ଫି: କହିଲେ-ପାଖକୁ ଆସିଲେ…
ବମ୍ବେ: ଅଜବଗଜବ ଫ୍ୟାଶନକୁ ନେଇ ଖବର ଶିରୋନାମାରେ ରହୁଥିବା ଉର୍ଫି ଜାଭେଦ ପୁଣି ଚର୍ଚ୍ଚାରେ। କେତେବେଳେ ଶିକୁଳି ତ କେତେବେଳେ ସେପ୍ଟିପିନ୍ରୁ ଡ୍ରେସ୍ ତିଆରି କରି ପିନ୍ଧିଥିବା ଉର୍ଫି ଆଉ ଏକ ଆଉଟଫିଟ୍ ପିନ୍ଧି ଫଟୋ ଛାଡ଼ିଛନ୍ତି। ଏଥର ସେ ବ୍ଲେଡ୍ରେ…
କାଲିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ
ଭୁବନେଶ୍ୱର,୧୨।୭(ବ୍ୟୁରୋ): ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବ। ଏଥିରେ ୧୪ ତାରିଖରୁ ୨୮ ତାରିଖ ଯାଏ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ। ଯେଉଁ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇପାରିବନି, ତାହା…
ଧୋଇଗଲା ଆପ୍ରୋଚ ରୋଡ୍, ଯୋଗାଯୋଗ ବିଚ୍ଛିନ୍ନ
ଜୁନାଗଡ଼,୧୨ା୭(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଓ ଧର୍ମଗଡ଼ ମୁଖ୍ୟ ରାସ୍ତାରେ ଥିବା ହାଲେର ଜୋରରେ ଆଜି ପାଣି ବଢ଼ିଛି।ତେବେ ନୂତନ ପୋଲ କାମ ଅଧାପନ୍ତରିଆ ଅବସ୍ଥାରେ ରହିଥିବାରୁ ନିକଟରେ କରାଯାଇଥିବା ଆପ୍ରୋଚ ରାସ୍ତାରେ ବଢ଼ି ପାଣି ଯୋଗୁ ଘାଇ ସୃଷ୍ଟି ହୋଇଛି।…
ଇସ୍ତଫା ପତ୍ରରେ ହସ୍ତାକ୍ଷର କଲେ ରାଷ୍ଟ୍ରପତି
କଲମ୍ବୋ,୧୨।୭: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଏବେ ରାଜନୈତିକ ଅସ୍ଥିରତା ଲାଗି ରହିଛି। ଜନତାଙ୍କ ବିରୋଧ ପ୍ରଦର୍ଶନ ପରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେ ନିଜ ପଦରୁ ଇସ୍ତଫା ଦେବେ ବୋଲି ସୋମବାର ଘୋଷଣା କରିଥିଲେ। ଇତିମଧ୍ୟରେ ଗୋଟବାୟା ମଙ୍ଗଳବାର…
କୋରାପୁଟରେ ସର୍ବାଧିକ ୬୦୭.୨ ମିଲିଲିଟର ବର୍ଷା ରେକର୍ଡ
କୋରାପୁଟ,୧୨ା୭(ସ୍ବ.ପ୍ର.): କୋରାପୁଟ ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬୦୭.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ଜିଲାର କୋଟପାଡ଼ ବ୍ଲକରେ ସର୍ବାଧିକ ୧୨୯ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ପଟ୍ଟାଙ୍ଗି ବ୍ଲକରେ ସର୍ବନିମ୍ନ ୭ ମିମି…
ବିଜୟ ଦେବରକୋଣ୍ଡାଙ୍କୁ ଡେଟ କରିବାକୁ ଚାହୁଁଛନ୍ତି ସାରା
ମୁମ୍ବାଇ: ବଲିଉଡ ନାୟିକା ସାରା ଅଲି ଖାଁ ତାଙ୍କ ମନ କଥା ଖୋଲି କହିଛନ୍ତି । ନିକଟରେ କରନ ଜୋହରଙ୍କ ଶୋ କଫି ୱିଥ କରନ ସିଜନ ୭ରେ ସାରା ଓ ଜାହ୍ନବୀ କପୁରଙ୍କୁ ଦେଖିବାକୁ ମିଳିବ । ଏହାର ପ୍ରଥମ…
୫ ଦିନର ସନ୍ତାନକୁ ବିକ୍ରି କରି ନିଜର ସଉକ୍ ପୂରା କରିବାକୁ ଚାହୁଁଥିଲେ ମହିଳା, କାରଣ ଜାଣିଲେ…
ଦୁନିଆରେ ଯଦି କେଉଁ ସମ୍ପର୍କକୁ ସବୁଠୁ ନିକଟତର କୁହାଯାଏ ତେବେ ତାହା ହେଉଛି ମା-ପିଲାର ସମ୍ପର୍କ। ଗୋଟିଏ ପିଲା ପାଇଁ ତା’ ମା’ର ସ୍ନେହ ସବୁଠୁ ନିଶ୍ଚଳ। ମାତ୍ର ରୁଷିଆର ଜଣେ ମା’ ଏହି ସମ୍ପର୍କରେ ଦାଗ ଲଗାଇଛନ୍ତି। ନିଜର ସଉକ୍…
ହୀରାକୁଦ ଜଳଭଣ୍ଡାରରେ ମାଛ ଧରୁଥିବା ବେଳେ ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ
ଝାରସୁଗୁଡ଼ା ଅଫିସ,୧୨ା୭: ହୀରାକୁଦ ଜଳଭଣ୍ଡାରରୁ ମାଛ ଧରୁଥିବାବେଳେ ଡଙ୍ଗାରୁ ଖସିପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଲଖନପୁର ଥାନା ଅଧୀନ ବଲଣ୍ଡା ଗ୍ରାମର ପ୍ରଫୁଲ୍ଲ ମାଝି(୩୬)। ଖବରପାଇ ଲଖନପୁର ଥାନା ପୋଲିସ ମୃତଦେହ ଜବତ କରି ଝାରସୁଗୁଡ଼ା…
ତାପସୀଙ୍କ ଅଦ୍ଭୁତ ସ୍ୱପ୍ନ
ମୁମ୍ବାଇ: ବଲିଉଡର ଆଗ ଧାଡିର ନାୟିକା ତାପସୀ ପନ୍ନୁ ସୁରମା ସାଂଡ କି ଆଖ, ରଶ୍ମୀ ରକେଟ ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ସାରିଛନ୍ତି । ଏବେ ସେ ମହିଳା କ୍ରିକେଟ ଖେଳାଳୀ ମିତାଲି ରାଜଙ୍କ ବାୟୋପିକରେ…
୧୦କିଲୋମିଟର ରୋଡ ଶୋ’ କରି ବୈଦନାଥ ଧାମରେ ପହଞ୍ଚିଲେ ମୋଦି
ରାଞ୍ଚି,୧୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଝାଡ଼ଖଣ୍ଡ ଗସ୍ତ କରିଛନ୍ତି। ଦେଓଘର ପହଞ୍ଚିବା ପରେ ସେଠାରେ ପ୍ରଧାନମନ୍ତ୍ରୀ ମୋଦି ବିମାନବନ୍ଦର ଓ ଅନ୍ୟ ବିକାଶମୂଳକ ଯୋଜନାଗୁଡ଼ିକୁ ଉଦ୍ଘାଟନ କରିଛନ୍ତି। ଏଥିସହ ୧୬ହଜାର ୮ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।…
Archives


