Home Left

୨୯ରେ ବିଜିୟୁର ୫ମ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର,୨୭।୧୧: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ)ର ୫ମ ବାର୍ଷିକ ଉତ୍ସବ ପାଳନ ହେବାକୁ ଯାଉଛି। ଏପରିକି ନଭେମ୍ବର ୨୯ରେ ବିଜିୟୁର ୫ମ ସମାବର୍ତ୍ତନ ଉତ୍ସବର ମଧ୍ୟ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବିଜିୟୁର ବିଭିନ୍ନ ବିଭାଗର…

‘ଭାଷା ବ୍ୟବହାରରେ ଲିପିର ଆବଶ୍ୟକତା ନ ଥାଏ’

ଭୁବନେଶ୍ୱର,୨୭।୧୧: ସେଞ୍ଚୁରିଆନ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ସିୟୁଟିଏମ୍‌) ବା ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟ ଓଡ଼ିଶା ଓ ଲିଙ୍ଗୁଇଷ୍ଟିକ୍‌ ସୋସାଇଟି ଅଫ୍‌ ଇଣ୍ଡିଆର ମିଳିତ ସହଯୋଗରେ ୪୪ତମ ଅନ୍ତର୍ଜାତୀୟ ଲିଙ୍ଗୁଇଷ୍ଟିକ ସୋସାଇଟି ଅଫ୍‌ ଇଣ୍ଡିଆ (ଆଇସିଓଏଲ୍‌ଏସ୍‌ଆଇ-୪୪) ସମ୍ମିଳନୀ ନିକଟରେ ଉଦ୍‌ଘାଟିତ ହୋଇଯାଇଛି।…

ଇମ୍ରାନଙ୍କ ଦଳ ସମସ୍ତ ବିଧାନସଭାରୁ ଦେବେ ଇସ୍ତଫା, ଘୋଷଣା କଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୨୭ ।୧୧: ପିଟିଆଇର ଅଧ୍ୟକ୍ଷ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଘୋଷଣା କରିଛନ୍ତି କି ତାଙ୍କ ଦଳ ସମସ୍ତ ବିଧାନସଭାରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଇମ୍ରାନ ଶନିବାର ପାକିସ୍ତାନର ରାୱଲପିଣ୍ଡିରେ ଏକ ସାର୍ବଜନିକ ସଭାରେ ଏହି…

ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନ ଦିବସ

ଭୁବନେଶ୍ୱର,୨୭।୧୧: ପୂର୍ବତଟ ରେଳପଥ ପକ୍ଷରୁ ଶନିବାର ସ୍ଥାନୀୟ ରେଳସଦନଠାରେ ସମ୍ବିଧାନ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ୱରେ ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ,ବରିଷ୍ଠ ଅଧିକାରୀ, ରେଳ କର୍ମଚାରୀମାନେ ଭାରତୀୟ ସମ୍ବିଧାନର ପ୍ରାକ୍‌…

୧୭ରେ ଜିଏସ୍‌ଟି କାଉନସିଲ ବୈଠକ

ନୂଆଦିଲ୍ଲୀ,୨୭।୧୧: ଚଳିତ ବର୍ଷ ଡିସେମ୍ବର ୧୭ରେ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) କାଉନସିଲର ୪୮ତମ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଏପରିକି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ଭିଡିଓ କନ୍‌ଫରେନ୍ସରେ ହେବ ବୋଲି…

‘ଘର ମଣିଷର ସର୍ବନିମ୍ନ ଆବଶ୍ୟକତା’

ଭୁବନେଶ୍ୱର,୨୭।୧୧: ଭାରତୀୟ କମ୍ପାନୀ ସଚିବ ସଂସ୍ଥାନ (ଆଇସିଏସ୍‌ଆଇ)ର ଭୁବନେଶ୍ୱର ଚାପ୍ଟର ଏବଂ ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ (ଓରେରା) ଆନୁକୂଲ୍ୟରେ ଶନିବାର ଏକ ଦିନିକିଆ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି ଉକ୍ତ କର୍ମଶାଳା ‘ରିୟଲ ଇଷ୍ଟେଟ କ୍ଷେତ୍ରରେ ସମସ୍ୟା ଓ…

ଭାଜପା ମୁସଲମାନ ବିରୋଧୀ: ଓଓ୍ବାଇସି

ନୂଆଦିଲ୍ଲୀ,୨୭।୧୧: ହିଂସା ଅପରାଧୀଙ୍କୁ ୨୦୦୨ରେ ଭାଜପା ଶିକ୍ଷା ଦେଇଥିଲା ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ମନ୍ତବ୍ୟକୁ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି ନିନ୍ଦା କରିଛନ୍ତି। ଶାହା କ୍ଷମତା ନିଶାରେ ଚୂର୍‌ ହୋଇଯାଇଥିବା ଓଓ୍ବାଇସି କହିଛନ୍ତି। ଖେଡ଼ା ଜିଲାର ମହୁଧାରେ ଶାହା କହିଥିଲେ,…

ଗୋପାଳ ଇଟାଲିଆଙ୍କ ଜନସଭାରେ ପଥରମାଡ, ସିସୋଡିଆ କହିଲେ ହାରିବାର ଭୟରେ ବିଳିବିଳାଉଛି ଭାଜପା

ସୁରଟ,୨୭ ।୧୧: ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳ ଯୋରସୋରେ ପ୍ରଚାରରେ ଲାଗି ପଡିଛନ୍ତି । ଏହି କ୍ରମରେ ଶନିବାର ୨୬ ନଭେମ୍ବରରେ ଆମ ଆଦମୀ ପାର୍ଟି(ଏଏପି)ର ଗୁଜରାଟ ମୁଖ୍ୟ ଗୋପାଳ ଇଟାଲିଆ ସୁରଟରେ ପ୍ରଚାର କରୁଥିଲେ ।…

ସବୁ ପ୍ରାର୍ଥୀଙ୍କ ମୁହଁରେ ବିକାଶ

ବରଗଡ଼ ଅଫିସ୍‌,୨୭।୧୧: ପଦ୍ମପୁର ଉପନିର୍ବାଚନରେ ପ୍ରଚାର ଜୋରଦାର। କଂଗ୍ରେସ, ଭାଜପା ଓ ବିଜେଡି ହେଭିଓ୍ବେଟ୍‌ ନିର୍ବାଚନମଣ୍ଡଳୀ ଗସ୍ତ କରି ଭୋଟରଙ୍କୁ ଭେଟୁଛନ୍ତି। ସବୁ ନେତାଙ୍କ ମୁହଁରେ ଏବେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିକାଶ କଥା। ଏଠାର ଭୋଟର ସବୁଦଳକୁ ସୁଯୋଗ ଦେଇଛନ୍ତି।…

ଆଜି ପ୍ରଚାର କରିବେ କେନ୍ଦ୍ର କୃଷି, ରେଳମନ୍ତ୍ରୀ

ପଦ୍ମପୁର,୨୭।୧୧(ଡି.ଏନ.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ରବିବାର ପଦ୍ମପୁର ଗସ୍ତ କରୁଛନ୍ତି। ସେମାନେ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ। ଉଭୟ ମନ୍ତ୍ରୀ ପୂର୍ବାହ୍ନ…

କଂଗ୍ରେସ ଏକମାତ୍ର ବିକଳ୍ପ : ଶରତ

ପଦ୍ମପୁର,୨୭।୧୧(ଡି.ଏନ.ଏ.): ରାଜ୍ୟରେ ୨୨ ବର୍ଷ ହେଲା ବିଜୁ ଜନତା ଦଳ ସରକାର ଶାସନ କରୁଛି। ୨୦୦୦ରୁ ୨୦୦୯ ଭାଜପା-ବିଜେଡି କ୍ଷମତାରେ ଥିବାବେଳେ ପଦ୍ମପୁରର ବିକାଶ କଲେନାହିଁ। ଏବେ ନିର୍ବାଚନ ଥିବାରୁ ସେମାନେ ବିକାଶର କଥା କହୁଛନ୍ତି। ଏହି ଉପନିର୍ବାଚନରେ କଂଗ୍ରେସ ଏକମାତ୍ର…

କକ୍ଷପଥରେ ଓସନସାଟ୍‌-୩

ଚେନ୍ନାଇ,୨୭।୧୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶନିବାର ଭୂପର୍ଯ୍ୟବେକ୍ଷଣ ସାଟେଲାଇଟ୍‌ ଓସନସାଟ୍‌-୩ ସମେତ ଅନ୍ୟ ୮ଟି ଉପଗ୍ରହକୁ ସଫଳତାର ସହ ଦୁଇଟି କକ୍ଷପଥରେ ଅବସ୍ଥାପିତ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ୍‌ପ୍ୟାଡ୍‌ରୁ ପୂର୍ବାହ୍ନ ୧୧ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?